Breaking News

ଖଲ୍ଲିକୋଟ ରେ ବିଶ୍ୱ ଆଦିବାସୀ ଦିବସ ପାଳିତ!|    (09-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନ ସିପ ଉଦଘାଟିତ!|   (09-Aug-2026)       ||      ଯାତ୍ରା ମଞ୍ଚ ରେ ଜୀବନ୍ତ ଅଭିନୟ ଦେଖି ଦର୍ଶକ ଫିଙ୍ଗିଲେ ଚେୟାର!|    (09-Aug-2026)       ||      ମିଥୁନ ଚକ୍ରବର୍ତ୍ତୀ ଙ୍କ ଅସ୍ତ୍ରୋ ପଚାର ସଫଳ ହେଲା ||   (09-Aug-2026)       ||      ସଂଘବଦ୍ଧ ଭାବେ କଲେଜ ଛାତ୍ର ଆକ୍ରମଣ ଘଟଣାରେ ପୋଲିସ ହାତ ଖାଲି |   (09-Aug-2026)       ||      ପୋଲସରା କଲେଜ ରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ |    (09-Aug-2026)       ||      ଦୁଇ ଦଫା ଦାବି ନେଇ ତାତିଲେ ପେନସନ ଧାରୀ |    (09-Aug-2026)       ||      ଖଲାଡ଼ି ଠାରେ " ବିଶ୍ୱ ଆଦିବାସୀ ମେଳା "ଅନୁଷ୍ଠିତ ||   (09-Aug-2026)       ||      ସ୍ବର୍ଗତ ରଞ୍ଜନ କୁମାର ଦଳେଇ ଙ୍କ ସ୍ମୃତି ରେ ରକ୍ତ ଦାନ ଶିବିର ଅନୁଷ୍ଠିତ |    (09-Aug-2026)       ||      ସ୍ୱାମୀ କୁ ମାରିବା ପାଇଁ ପ୍ରେମିକ ଙ୍କ ପାଖକୁ ଭିଡିଓ କଲ ରେ ମେସେଜ କଲେ ସ୍ତ୍ରୀ |   (09-Aug-2026)       ||      କୃଷି ବିଭାଗ ତରଫରୁ ବ୍ଲକ ସ୍ତରୀୟ ପ୍ରଶକ୍ଷିଣ ଶିବିର ଅନୁଷ୍ଠିତ ||   (09-Aug-2026)       ||      ବିନା ପୋଷାକ ରେ ଚଳ, ପ୍ରଚଳ କରୁଥିବା ଏକ ସହର, ବିଶ୍ୱାସ ଲାଗୁନଥିଲେ ବି ସତ୍ୟ |    (09-Aug-2026)       ||      ଜାହାଜ ଆରେଷ୍ଟ ପାଇଁ ଓଡିଶା ହାଇକୋର୍ଟ ଙ୍କ ନିର୍ଦେଶ |   (08-Aug-2026)       ||      ବୃଦ୍ଧଙ୍କ ଗଳିତ ଶବ ଉଦ୍ଧାର କଲା ବୋଡେ଼ନ ଥାନା ପୋଲିସ |    (08-Aug-2026)       ||      ଅର୍ଦ୍ଧନିର୍ମିତ କୁଆଁରୀଆ ସେତୁ ଉପରେ ସର୍ବ ସାଧାରଣ ଯାତାୟତ ପାଇଁ ମନା କଲା ବ୍ଲକ ପ୍ରଶାସନ |   (08-Aug-2026)       ||      ନାରାୟଣୀ ମନ୍ଦିର କାଉଡିଆ ଛକ ନିକଟରେ ପୋଲିସ ଗାଡି ସହ ବାଇକ ମୁହାଁମୁହିଁ ଧକ୍କା    (08-Aug-2026)       ||      ପୋଲସରା ରେ ଜାତୀୟ କୃମି ନାଶକ ତାଲିମ ଶିବିର ଅନୁଷ୍ଠିତ |    (08-Aug-2026)       ||      ନାଚୁଣୀ ପୋଲିସ କୁ ବଡ଼ ସଫଳତା ,9, 250 ଗ୍ରାମ ଗଂଜେଇ ଜବତ ସହ ଜଣେ ଗିରଫ |   (08-Aug-2026)       ||      ପୋଲସରା କଲେଜରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ |    (08-Aug-2026)       ||      ପୋଲିସ ଗାଡି ଓ ବୁଲେଟ ମୁହାଁ ମୁହିଁ ଧକ୍କା ବୁଲେଟ ୠଦୁଇ ଓ ପୋଲିସ ର ଦୁଇ ଆହତ |   (08-Aug-2026)       ||     

ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ର 45 ତମ ସମ୍ବତ୍ସବରିକ ଉତ୍ସବ 2025 ଅନୁଷ୍ଠିତ |

21-Dec-2025

ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟର. 45 ତମ ସାମ୍ବତ୍ସରିକ ଉତ୍ସବ -2025 :::ନିଜ ଜୀବନ ର ଲକ୍ଷ ସ୍ଥିର କରି ଆଗେଇ ଚାଲ -ବିଧାୟକ ଜଗଦେବ ::ମୁଖପତ୍ର "ପ୍ରଜ୍ଞା "ଓ ପଞ୍ଜିକା ଉନ୍ମୋଚନ,

ଓଡିଶା ଜନମତ, ଖୋର୍ଦ୍ଧା, ଗୋପାଲକୃଷ୍ଣ ପ୍ରଧାନ

ଆଜି ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ର 45 ତମ ବାର୍ଷିକ ସାମ୍ବତ୍ସରିକ ଉତ୍ସବ -2025  ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି l ଓଡ଼ିଆ ଅଧ୍ୟାପିକା  ସସ୍ମିତା ପଟ୍ଟନାୟକ ଙ୍କ ସଂଯୋଜନା ରେ ମୁଖ୍ୟ ଅତିଥି ରୂପେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ଦେଇ ଉପସ୍ଥିତ ଛାତ୍ରୀ ଙ୍କୁ ଜୀବନ ଓ ଶକ୍ତି ଉପରେ ଆଧ୍ୟାତ୍ମିକ ଚିନ୍ତନ ବାର୍ତ୍ତା ପ୍ରଦାନ କରିବା ସହିତ ନିଜ ଜୀବନର ଲକ୍ଷ ପଥ ସ୍ଥିର  କରି ଆଗେଇ ଚାଲିବାକୁ ପରାମର୍ଶ ଦେଇଥିଲେ l ସେ ଆହୁରି କହିଥିଲେ ଜନ୍ମ ମୃତ୍ୟୁ ଭିତରେ ମୋ ଜୀବନ ଏକ ପୁସ୍ତକ ହୋଇଯାଉ ଏହା ମୋର ଇଛା, ତେବେ ଖୋର୍ଦ୍ଧା ର ବିକାଶ ପାଇଁ ଯାହା ସବୁ ବାକି ରହିଯାଇଛି ତାହାକୁ ମୁଁ ଧର୍ମପଦ ଭଳି ମୁଣ୍ଡି ମାରିବା ପାଇଁ ପ୍ରୟାସ ଜାରି ରଖିଛି l ଆଜି ମୁଁ ଯେଉଁ ଶିକ୍ଷା କ୍ଷେତ୍ର ମନ୍ଦିର ରେ ଠିଆ ହୋଇଛି ତାର ସାମଗ୍ରିକ ବିକାଶ ପାଇଁ ମୁଁ ଅଗ୍ରାଧିକାର ଭିତିରେ କାର୍ଯ୍ୟ କରିବି, ସବୁ କାର୍ଯ୍ୟ ହଁ ରୁ ଆରମ୍ଭ,ତେବେ ମହାବିଦ୍ୟାଳୟ ର ସାଇନ୍ସ ବ୍ଲକ,ଛାତ୍ରୀ ମାନଙ୍କ ପାଇଁ ହଷ୍ଟେଲ, ସହିତ ବିଜ୍ଞାନ ଶିକ୍ଷା ରମ୍ଭ ପାଇଁ ଖୁବଶୀଘ୍ର ବ୍ୟବସ୍ଥା ହେବ ବୋଲି ପ୍ରତିଶୃତି ଦେଇଥିଲେ l ସଂମ୍ମାନିତ ଅତିଥି ରୂପେ ଖୋର୍ଦ୍ଧା ର ପୂର୍ବତନ ବିଧାୟକ ଜିତୁ ମିତ୍ର, ଉତ୍କଳ ଓଡିଶା ବିଶ୍ୱ ବିଦ୍ୟାଳୟ ର ପୂର୍ବତନ କୁଳପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି, ପୌରାଧ୍ୟକା କନକ ଲଷ୍ମୀ ମହାନ୍ତି, ବିଶିଷ୍ଠ ଶିକ୍ଷାବିତ ତଥା ପ୍ରତିଷ୍ଠାତା ସଦସ୍ୟ କାଳୀ ପ୍ରସାଦ ମଙ୍ଗରାଜ, କଲେଜ ର ପୂର୍ବତନ ସଭାପତି ମମତା ଦେ, ଅଧ୍ୟାପକ ନିତା ଦାସ ପ୍ରମୁଖ ଯୋଗଦେଇ ଅନେକ ଉପାଦେୟ ବାର୍ତ୍ତା ଦେଇଥିଲେ l କଲେଜ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ଶ୍ରୀଚନ୍ଦନ ବାର୍ଷିକ ବିବରଣୀ ପାଠରେ କହିଥିଲେ 1981 ରେ ପ୍ରତିଷ୍ଠା ହୋଇଥିବା ମହାବିଦ୍ୟାଳୟ ରେ ବର୍ତମାନ 950 ଛାତ୍ରୀ, 51 ଜଣ ଅଧ୍ୟାପକ ଅଧ୍ୟାପିକା ଅଛନ୍ତି l ସେହିପରି କଲେଜ ର ବିଭିନ୍ନ ଆବଶ୍ୟକତା ଓ ମହାବିଦ୍ୟାଳୟ ର ଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ଙ୍କ ଦ୍ୱାରା କରାଯାଇଥିବା ବିଭିନ୍ନ ସଚେତନତା କାର୍ଯ୍ୟ ଉପରେ କହିଥିଲେ l ଏହି ଅବସରେ ମହାବିଦ୍ୟାଳୟ ର ମୁଖପତ୍ର "ପ୍ରଜ୍ଞା " ଓ ପଞ୍ଜିକା କୁ ଅତିଥି ମାନେ ଉନ୍ମୋଚନ କରିଥିଲେ lପରେ ବିଭିନ୍ନ ପ୍ରତିଯୋଗିତା ରେ କୃତକାର୍ଯ୍ୟ ହୋଇଥିବା ଛାତ୍ରୀ ମାନଙ୍କୁ ଅତିଥିମାନେ ଟ୍ରଫି ଓ ପ୍ରମାଣ ପତ୍ର ଦେଇ ପୁରସ୍କୃତ କରିଥିଲେ l ଶେଷରେ  ଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା ବେଳେ ଅଧ୍ୟାପିକା ଡ଼ ମୌସୁମୀ ପଟେଲ ଧନ୍ୟବାଦ ଦେଇଥିଲେ l

News Comment

You Might Also Like

BACK TO TOP