Breaking News

ଖଲ୍ଲିକୋଟ ରେ ବିଶ୍ୱ ଆଦିବାସୀ ଦିବସ ପାଳିତ!|    (09-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନ ସିପ ଉଦଘାଟିତ!|   (09-Aug-2026)       ||      ଯାତ୍ରା ମଞ୍ଚ ରେ ଜୀବନ୍ତ ଅଭିନୟ ଦେଖି ଦର୍ଶକ ଫିଙ୍ଗିଲେ ଚେୟାର!|    (09-Aug-2026)       ||      ମିଥୁନ ଚକ୍ରବର୍ତ୍ତୀ ଙ୍କ ଅସ୍ତ୍ରୋ ପଚାର ସଫଳ ହେଲା ||   (09-Aug-2026)       ||      ସଂଘବଦ୍ଧ ଭାବେ କଲେଜ ଛାତ୍ର ଆକ୍ରମଣ ଘଟଣାରେ ପୋଲିସ ହାତ ଖାଲି |   (09-Aug-2026)       ||      ପୋଲସରା କଲେଜ ରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ |    (09-Aug-2026)       ||      ଦୁଇ ଦଫା ଦାବି ନେଇ ତାତିଲେ ପେନସନ ଧାରୀ |    (09-Aug-2026)       ||      ଖଲାଡ଼ି ଠାରେ " ବିଶ୍ୱ ଆଦିବାସୀ ମେଳା "ଅନୁଷ୍ଠିତ ||   (09-Aug-2026)       ||      ସ୍ବର୍ଗତ ରଞ୍ଜନ କୁମାର ଦଳେଇ ଙ୍କ ସ୍ମୃତି ରେ ରକ୍ତ ଦାନ ଶିବିର ଅନୁଷ୍ଠିତ |    (09-Aug-2026)       ||      ସ୍ୱାମୀ କୁ ମାରିବା ପାଇଁ ପ୍ରେମିକ ଙ୍କ ପାଖକୁ ଭିଡିଓ କଲ ରେ ମେସେଜ କଲେ ସ୍ତ୍ରୀ |   (09-Aug-2026)       ||      କୃଷି ବିଭାଗ ତରଫରୁ ବ୍ଲକ ସ୍ତରୀୟ ପ୍ରଶକ୍ଷିଣ ଶିବିର ଅନୁଷ୍ଠିତ ||   (09-Aug-2026)       ||      ବିନା ପୋଷାକ ରେ ଚଳ, ପ୍ରଚଳ କରୁଥିବା ଏକ ସହର, ବିଶ୍ୱାସ ଲାଗୁନଥିଲେ ବି ସତ୍ୟ |    (09-Aug-2026)       ||      ଜାହାଜ ଆରେଷ୍ଟ ପାଇଁ ଓଡିଶା ହାଇକୋର୍ଟ ଙ୍କ ନିର୍ଦେଶ |   (08-Aug-2026)       ||      ବୃଦ୍ଧଙ୍କ ଗଳିତ ଶବ ଉଦ୍ଧାର କଲା ବୋଡେ଼ନ ଥାନା ପୋଲିସ |    (08-Aug-2026)       ||      ଅର୍ଦ୍ଧନିର୍ମିତ କୁଆଁରୀଆ ସେତୁ ଉପରେ ସର୍ବ ସାଧାରଣ ଯାତାୟତ ପାଇଁ ମନା କଲା ବ୍ଲକ ପ୍ରଶାସନ |   (08-Aug-2026)       ||      ନାରାୟଣୀ ମନ୍ଦିର କାଉଡିଆ ଛକ ନିକଟରେ ପୋଲିସ ଗାଡି ସହ ବାଇକ ମୁହାଁମୁହିଁ ଧକ୍କା    (08-Aug-2026)       ||      ପୋଲସରା ରେ ଜାତୀୟ କୃମି ନାଶକ ତାଲିମ ଶିବିର ଅନୁଷ୍ଠିତ |    (08-Aug-2026)       ||      ନାଚୁଣୀ ପୋଲିସ କୁ ବଡ଼ ସଫଳତା ,9, 250 ଗ୍ରାମ ଗଂଜେଇ ଜବତ ସହ ଜଣେ ଗିରଫ |   (08-Aug-2026)       ||      ପୋଲସରା କଲେଜରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ |    (08-Aug-2026)       ||      ପୋଲିସ ଗାଡି ଓ ବୁଲେଟ ମୁହାଁ ମୁହିଁ ଧକ୍କା ବୁଲେଟ ୠଦୁଇ ଓ ପୋଲିସ ର ଦୁଇ ଆହତ |   (08-Aug-2026)       ||     

ହିଞ୍ଜିଳି ସାଉଁଳେଇ ଙ୍କ ପୀଠରେ ଭଏସ ଅଫ ମିଡ଼ିଆ ର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ||

21-Dec-2025

ଭଏସ ଅଫ ମିଡ଼ିଆ " ର ମାଁ ଶ୍ୟାମଳାୟୀ ପୀଠରେ ସାଙ୍ଗଠନିକ ବୈଠକ ଅନୁଷ୍ଠିତ |,
ରଜ୍ୟ ସଭାପତି , ଜିଲ୍ଲା ସଭାପତି,ବରିଷ୍ଠ କର୍ମ କର୍ତ୍ତା ଓ ସମସ୍ତ ସାମ୍ବାଦିକ କୁ ନେଇ ଏକ ଆଲୋଚନା ଚକ୍ର,

 ଓଡିଶା ଜନ ମତ,ବେଗୁନିଆପଡା- ସୂର୍ଯ୍ୟ ନାରାୟଣ ବଡୁ,

ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ( ଜାତୀୟ ରାଜପଥ ୫୯) ରେ ପୂଜା ପାଉଥିବା ମାଁ ଶ୍ୟାମଳାୟୀ ଙ୍କ ପୀଠରେ " ଭଏସ ଅଫ ମିଡ଼ିଆ" ର ଗଞ୍ଜାମ ଜିଲ୍ଲା ପ୍ରତିନିଧି, ରାଜ୍ୟ ସଭାପତି, ରାଜ୍ୟ ର ସମସ୍ତ ପଦାଧିକାରୀ ଓ ଜିଲ୍ଲା ସଭାପତି ଙ୍କ ସହ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲା ର ୨୨ ବ୍ଳକ ର  "ଭଏସ ଅଫ ମିଡ଼ିଆ" ରେ ଯୋଗଦେଇଥିବା ସମସ୍ତ ସାମ୍ବାଦିକ ମାଁ ଶ୍ୟାମଳାୟୀ ପୀଠରେ ଦିବ ୧୦ ଘଟିକା ସମୟରେ ଉପସ୍ଥିତ ରହି ସମସ୍ତ ପଦାଧିକାରୀ ଙ୍କ ସହିତ ଆଲୋଚନା ଜାରିରଖି ନିଜ ନିଜର ମତାମତ ରଖିଥିଲେ । ଏହି ଆଲୋଚନା ଚକ୍ର ରେ ଗଞ୍ଜାମ ଜିଲ୍ଲା ସଭାପତି ରାମ ପ୍ରସାଦ ସାମଲ ସଭାପତିତ୍ୱ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ ତତ୍ ପରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭାପତି   ଡଃ ପ୍ରଭାତ କୁମାର ମିଶ୍ର ନିଜ ବକ୍ତବ୍ୟ ରେ ସାମ୍ବାଦିକ ମାନଙ୍କ ସୁରକ୍ଷା, ପେନସନ ସହ ପରିବାର ର ସମସ୍ତ ସଦସ୍ୟ ଙ୍କୁ ବିମା ଯୋଗାଇବା ପାଇଁ ସରକାରଙ୍କ ଠାରେ ଦାବି ଉପସ୍ଥାପନ କରାଯାଇଥିବା ନେଇ ପ୍ରତିଶ୍ରୁତି ଦେଇଥିଲେ । ମଞ୍ଚାସିନ ରାଜ୍ୟ କାର୍ଯ୍ୟକାରୀ ସଭାପତି ନିରଞ୍ଜନ ପତ୍ତି,ଖୋର୍ଦ୍ଧା ଜିଲ୍ଲା ସଭାପତି ଧନେଶ୍ୱର ବିଧାର, ରାଜ୍ୟ ସାଧାରଣ ସମ୍ପାଦକ ସୁକାନ୍ତ କୁମାର ପରିଡା, ରାଜ୍ୟକୋଷାଧକ୍ଷ୍ୟ ସରୋଜ କୁମାର ମୁଦୁଲି,ରାଜ୍ୟକାର୍ଯ୍ୟ ନିର୍ବାହୀ ଅରୁଣ କୁମାର ଗୌଡ଼, ହିଞ୍ଜିଳି ସଭାପତି ରଞ୍ଜିତ କୁମାର ପଲେଇ  ପ୍ରମୁଖ ଅତିଥି ଗଣ ନିଜ ନିଜ ବକ୍ତବ୍ୟ ରେ କହିଥିଲେ ଯେ "ଭଏସ ଅଫ ମିଡ଼ିଆ" ଏମିତି ଏକ ସଙ୍ଘ ଯାହାକି ପୃଥିବୀର ୬୨ ଟି ଦେଶରେ ତାର ସାମ୍ବାଦିକ ମାନଙ୍କୁ ଏକତ୍ରିତ କରିବାରେ ସକ୍ଷମ ହୋଇଛି। ଭାରତ ବର୍ଷରେ ଅନେକ ରାଜ୍ୟରେ ସାମ୍ବାଦିକ ମାନଙ୍କୁ ପେନସନ ସହ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରି ଛନ୍ତି କିନ୍ତୁ ଓଡିଶା ଆଜି ପଛରେ,ଆମ ରାଜ୍ୟ ରେ ସରକାର ଏଥିପ୍ରତି ଦୃଷ୍ଟି ଦେଇ ଯଥାଶିଘ୍ର ପେନସନ ସହ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରନ୍ତୁ ବୋଲି ସମସ୍ତେ ମତପ୍ରକାଶ କରିଥିଲେ।
ଆମ ରାଜ୍ୟ ଆମକୁ ପେନସନ ଦେବାରେ ଅବହେଳା କରୁଥିବା ବେଳେ ଏହି ଭଏସ ଅଫ ମିଡ଼ିଆ ଅନୁଷ୍ଠାନ ଏଥିରେ ଯୋଗଦେଇଥିବା ୬୦ ବର୍ଷ ରୁ ଉର୍ଦ୍ଧ ସାମ୍ବାଦିକ ମାନଙ୍କୁ ପେନସନ ଦେବା ଆରମ୍ଭ କରିସାରିଲାଣି ବୋଲି ମତ ପ୍ରକାଶ କରିଥିଲେ !ପ୍ରଥମ ରେ 4 ଜଣଙ୍କୁ ଏହି ସୁବିଧା ମିଳିଥିବା ବେଳେ ସେଥିମଧ୍ୟରୁ ଗଞ୍ଜାମ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ଦାଶ 1500/- ପେନସନ ରାଶୀ ପାଇଛନ୍ତି ! ଏଠାରେ ବହୁତ ୟୁନିଅନ ଗଠନ ହୋଇଛି ସତ କିନ୍ତୁ ଏହି ୟୁନିଅନ ଭଳି କେହି ବି ସମକକ୍ଷ୍ୟ ନାହାନ୍ତି...... ତତ ସହିତଅନୁଷ୍ଠାନ ତରଫରୁ ସାମ୍ବାଦିକ ପରିବାର ଙ୍କ ପାଇଁ ୧୦ ଲକ୍ଷ ଟଙ୍କା ର ବୀମା ଯୋଜନା ପାଇଁ ଦାବୀ କରାଯାଇଥିବା ବେଳେ ଛୁଆ ମାନଙ୍କ ପାଠ ପଢ଼ା ଖର୍ଚ୍ଚ ସହ ସମସ୍ତ ପାଠ୍ୟ ପୁସ୍ତକ ପ୍ରଦାନ ବର୍ତ୍ତମାନ ଦିଆଯାଉଛି, ଆସନ୍ତା ବର୍ଷ ପାଇଁ ସମସ୍ତ ଛାତ୍ର ଛାତ୍ରୀଙ୍କ ଲିଷ୍ଟ ପ୍ରଦାନ କରିବାକୁ ସାମ୍ବାଦିକ ଙ୍କୁ ପରାମର୍ଶ ଦେଇଥିଲେ  ରାଜ୍ୟ ସଭାପତି ଡ଼ା ପ୍ରଭାତ କୁମାର ମିଶ୍ର, ଶେଷ ରେ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ଦାଶ, ସମସ୍ତ ଅତିଥି ଓ ସାମ୍ବାଦିକ ଙ୍କୁ ଧନ୍ୟବାଦ ଦେଇ ସଭାସାଙ୍ଗ କରିଥିଲେ। ସମସ୍ତ ପ୍ରକାର ସହଯୋଗ ର ହାତ ବଢ଼ାଇ ସଭାଟିକୁ ସାଫଲ୍ୟ ମଣ୍ଡିତ କରିଥିବାରୁ ଆୟୋଜକ ଶେରଗଡ଼ ଓ ହିଞ୍ଜିଳି ସାମ୍ବାଦିକ ବନ୍ଧୁଙ୍କୁ ଅନୁଷ୍ଠାନ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା

News Comment

You Might Also Like

BACK TO TOP