Breaking News

ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଭଏସ ଅଫ ମିଡ଼ିଆ ର ନୂତନ କାର୍ଯ୍ୟ କାରି କମିଟି କୁ ଉଦଘାଟନ କଲେ ରାଜ୍ୟ ସଭାପତି |   (02-Oct-2026)       ||      ପଦ୍ମପୁର ମା ବନ ଦୁର୍ଗା ମନ୍ଦିର ରେ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଆସନ୍ତା 11ତାରିଖ ରୁ ଆରମ୍ଭ ହେବ ||   (02-Oct-2026)       ||      କଳିଙ୍ଗାୟନ ତୌର୍ୟତ୍ରିକ୍ରମ ବିଶେଷ କାର୍ଯ୍ୟକ୍ରମ ଗାନ୍ଧୀଙ୍କ ଆଦର୍ଶ ରୁ ଆଧୁନିକ ସମାଜ ପର୍ଯ୍ୟନ୍ତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଛତ୍ରପୁର ଠାରେ ପାଳିତ |   (02-Oct-2026)       ||      ଛତ୍ରପୁର ମେଇନ ରୋଡ଼ ରେ ଥିବା ରାଜସ୍ତାନ ମିଠା ଦୋକାନ ରେ ସଟ ସର୍କିଟ ଯୋଗୁଁ ଦୋକାନ ପୋଡ଼ିଗଲା ||   (02-Oct-2026)       ||      ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||     

କୁସୁପୁର ମଫସଲି ଗାଁର ରଞ୍ଜନା ଜାଭେଲିନ ଥ୍ରୋରେ ଥାଇଲାଣ୍ଡ ରେ ପାଇଲେ ଦୁଇଟି ରୌପ୍ୟ ପଦକ |

20-Dec-2025

ପୁରୁଷୋତ୍ତମପୁର ବ୍ଳକ ତଥା ବାଘଳା ପଞ୍ଚାୟତ ପାଇଁ ଗର୍ବ ଆଣିଲେ ରଞ୍ଜନା ନାହାକ,

      ଓଡିଶା ଜନ ମତ ବ୍ୟୁରୋ,ପୁରୁଷୋତ୍ତମପୁର ବ୍ଳକ ତଥା ବାଘଳା ପଞ୍ଚାୟତ ପାଇଁ ଗର୍ବ ଆଣିଲେ ରଞ୍ଜନା ନାହାକ,

  ଓଡିଶା ଜନ ମତ ବ୍ୟୁରୋ,

ଗ୍ରାମାଞ୍ଚଳ ରେ ଲୁକାୟିତ ପ୍ରତିଭା ଯେଦିନେ ବ୍ଳକ, ଜିଲ୍ଲା ଓ ରାଜ୍ୟ  ଓ ଦେଶ ପାଇଁ ବିକଶିତ ହୋଇ  ଗୌରବ ଆଣିଦେବ ତାହା କଳ୍ପନାର ବାହାରେ | କିନ୍ତୁ ଏହିକଥା ବେକେ ବେଳେ ସତ୍ୟରେ ପରିଣତ ହୋଇଥାଏ | ତାହାହେଉଛି ଥାଇଲାଣ୍ଡରେ ଚାଲିଥିବା ଅନୁର୍ଜାତୀୟ ପାରା ଆସ୍ଥେଟିକ ପ୍ରତିଯୋଗିତାରେ ଗଞ୍ଜାମ ଜଲା ପୁରୁଷୋତ୍ତମପୁର ବ୍ଳକଅନ୍ତର୍ଗତ ବାଘଳା ପଞ୍ଚାୟତ ର କୁଶପୁର ଗ୍ରାମର ରଞ୍ଜନା ନାୟକ ଯିଏକି ଦୁଇଗୋଟି ରୌପ୍ୟ ପଦକ ଜିତି  ବ୍ଳକ,ଜିଲ୍ଲାଓ ରାଜ୍ୟ ଏବଂ ଦେଶ ପାଇଁ ଗୌରବ ଆଣିଛନ୍ତି। ଏହାକୁ ନେଇ  ସବୁଠାରେ ତାଙ୍କର ପ୍ରଶଂସା ହି ପ୍ରଶଂସା ଶୁଣିବାକୁ ମିଳୁଛି | ସେ ମହିଳା ବିଭାଗରେ  ଥାଇଲାଣ୍ଡ ରେ ଚାଲିଥିବା ଆନ୍ତର୍ଜାତୀୟପାରା ଆଥ ଲେଟିକ୍ସ ରେ ଜାଭେଲିନଭଳି 
ଇଭେଣ୍ଟ ଫିଙ୍ଗିବାରେସେ ବହୁତ ସଫଳତା ଅର୍ଜନ କରି ଦୁଇଟି ରୌପ୍ୟ  ପଦକ ପାଇ ଦେଶ ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଛନ୍ତି | ସେଥିପାଇଁ ଆଜି ପୁରୁଷୋତ୍ତମପୁର ବ୍ଲକ ବିଡ଼ିଓ ଙ୍କ ପକ୍ଷରୁ ତାଙ୍କ ଗ୍ରାମ କୁସୁପୁର ଯାଇ ତାଙ୍କୁ ସମ୍ବଦ୍ଧନା ଦିଆଯାଇଛି। ଏହି କାର୍ଯ୍ୟକ୍ରମ ରେଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ,ବିଡିଓ ଶରତ କୁମାର ପାତ୍ର,ଙ୍କ ସହିତ , ଏ ଇ ଓ ନାଗ ଭୂଷଣ ଯାଦବ, ଜିପିଓ ମୀନ କେତନ ବେହେରା , ସମସ୍ତ ପିଇଓ ଏବଂ ବିଜେପି କାର୍ଯ୍ୟ କାରିଣୀ ସଦସ୍ୟ ଅରୁଣ କୁମାର ପଣ୍ଡା ସମସ୍ତେ ରଞ୍ଜନାଙ୍କ ଗାଁର ଘରକୁ ଯାଇ ତାଙ୍କୁ ପୁଷ୍ପ ଗୁଚ୍ଛ ଦେଈ ସମ୍ବନ୍ଧିତ କରି ଶୁଭେଚ୍ଛା ଜଣାଇଥିଲେ, ଏବଂ ତାଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବା ପାଇଁ ପ୍ରତିଶୃତି ଦେଈଛନ୍ତି |ରଞ୍ଜନା ନାହାକ ଭାରତର ଓଡ଼ିଶାର ଜଣେପ୍ରମୁଖପାରା-ଆଥଲେଟ୍, ଯିଏ ଜାଭେଲିନ୍ ଭଳି ଇଭେଣ୍ଟ ଫିଙ୍ଗିବାରେ ତାଙ୍କର ସଫଳତା, 2025 ବିଶ୍ବ ଆବିଲିଟିସ୍କୋର୍ଟ୍ ଗେମ୍ସରେ ରୌପ୍ୟ ପଦକ  ହାସଲ କରିବା ଏବଂ ଜାତୀୟ ଚାମ୍ପିଅନସିପ୍ ପାଇଁ ପ୍ରସ୍ତୁତି ପାଇଁ   ସେ ଜଣାଶୁଣା।  ପାରା-ଆଥଲେଟିକ୍ସରେ ଜଣେ ଉତ୍ସର୍ଗୀକୃତ ପ୍ରତିଯୋଗୀ, ପ୍ରାୟତଃ ତାଲିମ ନିଅନ୍ତି ଏବଂ ଅନୁର୍ଜାତୀୟ ପର୍ଯ୍ୟାୟରେ ଭାରତକୁ ପ୍ରତିନିଧୂତ୍ବ କରନ୍ତି।
ରଞ୍ଜନା ପାରା ଆଥଲେଟିକ୍ସ ଜାଭେଲିନଥ୍ରୋରେସଫଳତାପାଇ ମହିଳା ବିଭାଗରେ ରୌପ୍ୟ ପଦକ ଜିତିଛନ୍ତି | 
ଥାଇଲାଣ୍ଡ ରେ 2025 ବିଶ୍ବ ଆବିଲିଟିସ୍ପୋର୍ଟ୍ସ ଗେମରେ ଜାଭେଲିନ୍ ଥ୍ରୋବର୍ଗରେ ଓଡ଼ିଶାର କ୍ରୀଡା ବିଭାଗ ଦ୍ବାରା ସତୀୟ ମାନା ପ୍ରେରଣାଦାୟକ କ୍ରୀଡାବିଭାଗ, ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିଅନସିପ୍ ଭଳି ପ୍ରମୁଖ ଇଭେଣ୍ଟ ପାଇଁ କଠୋର ତାଲିମ ନେଇଛନ୍ତି।

ଗ୍ରାମାଞ୍ଚଳ ରେ ଲୁକାୟିତ ପ୍ରତିଭା ଯେଦିନେ ବ୍ଳକ, ଜିଲ୍ଲା ଓ ରାଜ୍ୟ  ଓ ଦେଶ ପାଇଁ ବିକଶିତ ଗୌରବ ଆଣିଦେବ ତାହା କଳ୍ପନାର ବାହାରେ | କିନ୍ତୁ ଏହିକଥା ବେକେ ବେଳେ ସତ୍ୟରେ ପରିଣତ ହୋଇଥାଏ | ତାହାହେଉଛି ଥାଇଲାଣ୍ଡରେ ଚାଲିଥିବା ଅନୁର୍ଜାତୀୟ ପାରା ଆସ୍ଥେଟିକ ପ୍ରତିଯୋଗିତାରେ ଗଞ୍ଜାମ ଜଲା ପୁରୁଷୋତ୍ତମପୁର ବ୍ଳକଅନ୍ତର୍ଗତ ବାଘଳା ପଞ୍ଚାୟତ ର କୁଶପୁର ଗ୍ରାମର ରଞ୍ଜନା ନାୟକ ଯିଏକି ଦୁଇଗୋଟି ରୌପ୍ୟ ପଦକ ଜିତି  ବ୍ଳକ,ଜିଲ୍ଲାଓ ରାଜ୍ୟ ଏବଂ ଦେଶ ପାଇଁ ଗୌରବ ଆଣିଛନ୍ତି। ଏହାକୁ ନେଇ  ସବୁଠାରେ ତାଙ୍କର ପ୍ରଶଂସା ହି ପ୍ରଶଂସା ଶୁଣିବାକୁ ମିଳୁଛି | ସେ ମହିଳା ବିଭାଗରେ  ଥାଇଲାଣ୍ଡ ରେ ଚାଲିଥିବା ଆନ୍ତର୍ଜାତୀୟପାରା ଆଥ ଲେଟିକ୍ସ ରେ ଜାଭେଲିନଭଳି 
ଇଭେଣ୍ଟ ଫିଙ୍ଗିବାରେସେ ବହୁତ ସଫଳତା ଅର୍ଜନ କରି ଦୁଇଟି ରୌପ୍ୟ  ପଦକ ପାଇ ଦେଶ ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଛନ୍ତି | ସେଥିପାଇଁ ଆଜି ପୁରୁଷୋତ୍ତମପୁର ବ୍ଲକ ବିଡ଼ିଓ ଙ୍କ ପକ୍ଷରୁ ତାଙ୍କ ଗ୍ରାମ କୁସୁପୁର ଯାଇ ତାଙ୍କୁ ସମ୍ବଦ୍ଧନା ଦିଆଯାଇଛି। ଏହି କାର୍ଯ୍ୟକ୍ରମ ରେଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ,ବିଡିଓ ଶରତ କୁମାର ପାତ୍ର,ଙ୍କ ସହିତ , ଏ ଇ ଓ ନାଗ ଭୂଷଣ ଯାଦବ, ଜିପିଓ ମୀନ କେତନ ବେହେରା , ସମସ୍ତ ପିଇଓ ଏବଂ ବିଜେପି କାର୍ଯ୍ୟ କାରିଣୀ ସଦସ୍ୟ ଅରୁଣ କୁମାର ପଣ୍ଡା ସମସ୍ତେ ରଞ୍ଜନାଙ୍କ ଗାଁର ଘରକୁ ଯାଇ ତାଙ୍କୁ ପୁଷ୍ପ ଗୁଚ୍ଛ ଦେଈ ସମ୍ବନ୍ଧିତ କରି ଶୁଭେଚ୍ଛା ଜଣାଇଥିଲେ, ଏବଂ ତାଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବା ପାଇଁ ପ୍ରତିଶୃତି ଦେଈଛନ୍ତି |ରଞ୍ଜନା ନାହାକ ଭାରତର ଓଡ଼ିଶାର ଜଣେପ୍ରମୁଖପାରା-ଆଥଲେଟ୍, ଯିଏ ଜାଭେଲିନ୍ ଭଳି ଇଭେଣ୍ଟ ଫିଙ୍ଗିବାରେ ତାଙ୍କର ସଫଳତା, 2025 ବିଶ୍ବ ଆବିଲିଟିସ୍କୋର୍ଟ୍ ଗେମ୍ସରେ ରୌପ୍ୟ ପଦକ  ହାସଲ କରିବା ଏବଂ ଜାତୀୟ ଚାମ୍ପିଅନସିପ୍ ପାଇଁ ପ୍ରସ୍ତୁତି ପାଇଁ   ସେ ଜଣାଶୁଣା।  ପାରା-ଆଥଲେଟିକ୍ସରେ ଜଣେ ଉତ୍ସର୍ଗୀକୃତ ପ୍ରତିଯୋଗୀ, ପ୍ରାୟତଃ ତାଲିମ ନିଅନ୍ତି ଏବଂ ଅନୁର୍ଜାତୀୟ ପର୍ଯ୍ୟାୟରେ ଭାରତକୁ ପ୍ରତିନିଧୂତ୍ବ କରନ୍ତି।ରଞ୍ଜନା ପାରା ଆଥଲେଟିକ୍ସ ଜାଭେଲିନଥ୍ରୋରେସଫଳତାପାଇ ମହିଳା ବିଭାଗରେ ରୌପ୍ୟ ପଦକ ଜିତିଛନ୍ତି | ଥାଇଲାଣ୍ଡ ରେ 2025 ବିଶ୍ବ ଆବିଲିଟିସ୍ପୋର୍ଟ୍ସ ଗେମରେ ଜାଭେଲିନ୍ ଥ୍ରୋବର୍ଗରେ ଓଡ଼ିଶାର କ୍ରୀଡା ବିଭାଗ ଦ୍ବାରା ସତୀୟ ମାନା ପ୍ରେରଣାଦାୟକ କ୍ରୀଡାବିଭାଗ, ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିଅନସିପ୍ ଭଳି ପ୍ରମୁଖ ଇଭେଣ୍ଟ ପାଇଁ କଠୋର ତାଲିମ ନେଇଛନ୍ତି। ରଞ୍ଜନା ଙ୍କ ଆର୍ଥିକ ପରିସ୍ଥିତି ଭଲନୁହେଁ | ସେ ତାଙ୍କର ଜଣେ ପ୍ରଯୋଜକ ମଧ୍ୟ ଯୋଗାଡ଼ କରିପାରିନଥିଲେ ||ତଥାପି  ସେ ଦୁଇଟି ରୌ ପ୍ୟ ପଦକ ହାସଲ କରି ସମସ୍ତ କ୍ରୀଡା ପ୍ରେମୀଙ୍କ ମନରେ ଉତ୍ସାହ ଆଣି   ସେ ସଫଳତା ପାଇ ଥିଲେ | 

News Comment

You Might Also Like

BACK TO TOP