Breaking News

ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||     

ରାଜ୍ୟ ରେ ହାଡ଼ ଭଙ୍ଗା ଶୀତ, ଜନ ଜୀବନ ଅସ୍ତ ବ୍ୟସ୍ତ |

12-Dec-2025

୧୦ ଡିଗ୍ରୀ ତଳେ ୧୬ ସହର, ହାଡ଼ଭଙ୍ଗାଶୀତ ରେ ଥରୁଛି ସାରା ରାଜ୍ୟ,

   ଓଡିଶା ଜନ ମତ ବ୍ୟୁରୋ ,

ବର୍ତ୍ତମାନ ସାରା ରାଜ୍ୟରେ ଶୀତ ର ଶୀତର ଲହରୀ ଖେଳାଇ ଯାଇଛି | ଯାହାଫଳ ରେ ଅସ୍ତବ୍ୟସ୍ତ ଜନ ଜୀବନ | ହାଡ଼ ଭଙ୍ଗା ଶୀତ ପାଇଁ ସହର  ଓ ମଫସଲ ର ଅଧିକାଂଶ ସ୍ଥାନରେ ଲୋକେ ନିଆଁ ଜାଳି ଶୀତରୁ ରକ୍ଷା ପାଉଛନ୍ତି ତ ଅଫିସର ଠାରୁ ଆରମ୍ଭ କରି କର୍ମଚାରୀ ମାନେ ଶୀତ ବସ୍ତ୍ର ପରିଧାନ କରି କାର୍ଯ୍ୟାଳୟ କୁ ଯାଉଥିବାର ଦେଖା ଯାଉଛି | ସକାଳେ ଏବଂ ସନ୍ଧ୍ୟାରେ ଶୀତ ପାଇଁ କୁହୁଡି ପଡୁଥିବାରୁ ଥଣ୍ଡା ର ପରିମାଣ ବେଶି ମାତ୍ରାରେ ଅନୁଭୂତ ହୋଉ ଥାଏ | ରାଜ୍ୟରେ ଶୀତ କାୟା ବିସ୍ତାର କରିଥିବା ବେଳେ ବହୁ ସ୍ଥାନରେ ପାରଦ୧୦ ଡିଗ୍ରୀ ତଳେ ରହିଛି । ବିଗତ ଦୁଇ ସପ୍ତାହ ହେବ ହାଡ଼ଭଙ୍ଗା ଶୀତରେ ଥରୁଛି ସାରା ଓଡ଼ିଶା । ତେବେ ୧୦ ଡିଗ୍ରୀ ତଳେ10ଗୋଟି ସହର ରହିଛି ।ସେମିଳିଗୁଡ଼ା ରେ ସର୍ବନିମ୍ନ ୩.୫ରହିଥ‌ିବା ବେଳେ ଜି. ଉଦୟଗିରି ୪,ଫୁଲବାଣୀ ୫.୨ ଡିଗ୍ରୀ, ଚିପିଲିମା୬.୧, ରାଉରକେଲା ୬.୬,ଝାରସୁଗୁଡ଼ା ୬.୮ ଡିଗ୍ରୀ ତାପମାତ୍ର ରହିଛି । ସେହିପରି ଦାରିଙ୍ଗବାଡ଼ି୭,ଭବାନୀ ପାଟଣା ଓ ଅନୁଗୋଳ ୮,  କୋରେଇ ୮.୧ ଡିଗ୍ରୀ, ନବରଙ୍ଗପୁର ୮.୬, କୋରାପୁଟ ଓ ବଲାଙ୍ଗୀର ୯.୩ ଡିଗ୍ରୀ, କେନ୍ଦୁଝର ଓ ସୁନ୍ଦରଗଡ଼ ୯.୬, ସୋନପୁର ତାପମାତ୍ରା ୧୦ ଡିଗ୍ରୀ ରହିଛି । ପ୍ରବଳ ଶୀତ ଓ ଘନ କୁହୁଡ଼ି ଯୋଗୁ ଜନଜୀବନ ପ୍ରଭାବିତ ହେଉଛି । ଏପରିକି ପ୍ରବଳ ଶୀତ ଯୋଗୁ ରାସ୍ତା ପାର୍ଶ୍ଵରେ ରହି ବ୍ୟବସାୟ କରୁଥିବା ସ୍ଥାନୀୟ ଚାଷୀ, ଦିନ ମଜୁରିଆମାନେ ବେଶୀ ପ୍ରଭାବିତ ହେଉଛନ୍ତି । ଏଣେ ଶୀତର ମଜା ନେବା ପାଇଁ ରାଜ୍ୟବାହାରୁ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ି ଚାଲିଛି । କନ୍ଧମାଳ ଜିଲାର ହିଲଟପ, କଫି ବଗିଚା, କଳିଙ୍ଗା ଘାଟି ଓ ବଟନିକାଲ ଗାର୍ଡେନ ଭଳି ବହୁ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକର ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ନେବା ପାଇଁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏପଟେ ମଜା ନେବାପାଇଁ  ଯୁବକ ମାନେ ଆଗ୍ରହ ପ୍ରକାଶ କରୁଥିବା ବେଳେ  ଶୀତ ର ପ୍ରାପକୋ ରେ ବୟସା ଧିକ  ବୁଢ଼ା, ବୁଢ଼ୀ ମାନେ ଶୀତ ସହି ନପାରି ପ୍ରାଣ ତ୍ୟାଗ କରୁ ଥିବାର ଦେଖା  ଦେଇଛି  |

News Comment

You Might Also Like

BACK TO TOP