Breaking News

ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||     

ବସ୍ଥା ବିଧାୟିକା ବିଧାନ ସଭାରେ ଆଞ୍ଚଳିକ ପ୍ରସଙ୍ଗ ଉଠାଇ ପୂରା ଚର୍ଚାରେ |

11-Dec-2025

ବିଧାନସଭାର ଶୀତ କାଳୀନ ଅଧୂବେଶନରେ ଆଂଚଳିକ ପ୍ରସଙ୍ଗ ଉଠାଇବାରେ ବସ୍ତା ବିଧାୟିକା ସୁବାସିନୀ ଜେନା ବିଧାନ ସଭାର ଶୀତକାଳୀନ ଅଧିବେଶନ ରେ ଆଞ୍ଚଳିକ ପ୍ରସଙ୍ଗ ଉଠାଇପୂରା ଚର୍ଚ୍ଚାରେ,
 
      ଓଡିଶା ଜନ ମତ ବ୍ୟୁରୋ,

ଓଡିଶା ବିଧାନସଭାର ଶୀତ କାଳୀନ ଅଧିବେଶନରେ ଆଂଚଳିକ ପ୍ରସଙ୍ଗ ଉଠାଇବା ରେ ବସ୍ତା ବିଧାୟିକାସୁବାସିନୀ ଜେନାଙ୍କ ଯୋଗଦାନ ବେଶ ପ୍ରଭାବଶାଳୀ ହୋଇଥିବା ଜଣାପଡିଛି । ନଭେମ୍ବର ୨୭ ତାରିଖରୁ ଆରମ୍ଭ ହୋଇଥିବା ଏହି ଅବେଶନ ୧୮ ଟି କାର୍ଯ୍ଯ ଦିବସ ପୂର୍ବରୁ ବନ୍ଦ ହୋଇ ଯାଇଛି । ଫଳରେ ଚାଲିଥିବା ୧୧ଟି ଦିବସରେ ବିଧାୟିକା ଜେନା ୮୫ ଟି ପ୍ରଶ୍ନ ଗୃହରେ ଉପସ୍ଥାପିତ କରିଥିଲେ । ସେଥିମଧ୍ୟରୁ ଆନ୍ତରାଜ୍ଯ ଗମନାଗମନର ସୁବିଧା ପାଇଁ ବାଲିଆପାଳ ବ୍ଲକ ଜାମକୁଣ୍ଡା  ର ପନ୍ତେଇ ଠାରେ ସୁବର୍ଣ୍ଣ ରେଖା ନଦୀ ଉପରେ ପୂର୍ତ୍ତ ବିଭାଗ ଦ୍ବାରା ଚାଲିଥିବା ପୋଲ ନିର୍ମାଣ, ସୁବର୍ଣ୍ଣରେଖା ନଦୀ କୂଳରେ ଥ‌ିବା ଅସ୍ତି ପଂଚାୟତର ବଢାପାଳ ଦତସାହି, ବଡଖାନପୁର, ବିଷ୍ଣୁପୁର ପଂଚାୟତର ଇକଡପାଳ, ରସଲପୁର, ବିଷ୍ଣୁପୁର, ଚଉମୁଖ ପଂଚାୟତର କଙ୍କଡାପାଳ, ନିଖୂରା ପଂଚାୟତର ପାଳବେଗୁନିଆ, ଚଡପାଳ  ପଡା ଓକୁମ୍ଭାରୀଗ୍ରାମ
ପଂଚାୟତର ନୂଆସାହି, ଝଲଝଲିଆ ଗ୍ରାମରେ ଥିବା ଦୁର୍ବଳ ନଦୀବନ୍ଧର ପଥର ପ୍‌ଯାଟିଂ ଓ ସୁଦୃଢୀକରଣ ପାଇଁ ସରକାରଙ୍କ ପଦକ୍ଷେପ ସମ୍ବନ୍ଧରେ, ରାଜ୍ୟ ସରକାର ଙ୍କର ଫ୍ଲାଗସିପ କାର୍ଯଯକ୍ରମ ମଧ୍ୟରୁ କେଉଁ ଯୋଜନାରେ ବ୍ୟୟ କମ ଓ ଖର୍ଚ୍ଚ ବଢାଇବା ପାଇଁ ପଦକ୍ଷେପ ପ୍ରମୁଖ ପ୍ରସଙ୍ଗ ଉଠାଇଥିଲେ । ତେବେ ରାଜଯରେ ପ୍ରାଥମିକ ବିଦ୍‌ଯାଳୟ ମାନଙ୍କରେ ଡ୍ରପ ଆଉଟ ହାର ପ୍ରସଙ୍ଗ ବିଧାୟିକା ସୁବାସିନୀ ଜେନାଙ୍କର ମୂଳ ପ୍ରଶ୍ନ ଥିବା ବେଳେ ଗୃହରେ ଅନ୍ୟ ସଦସ୍ଯ ମାନେ ଏଥିରେ ଅତିରିକ୍ତ ପ୍ରଶ୍ନ ପଚାରିଥିଲେ । ଏହି ପ୍ରସଙ୍ଗ ସେହିଦିନ ରାଜ୍‌ଯର ଏକ ପ୍ରମୁଖ ପ୍ରସଙ୍ଗ ପାଲଟି ଯାଇଥିଲା । ସେହିଭଳି ନଭେମ୍ବର ୧୭ ତାରିଖ ଦିନ ବାଲିଆପାଳ ବ୍ଳକର ବିଷ୍ଣୁପୁର ପଂଚାୟତର ୧୦ ମାସର ଶିଶୁକୁ ଗୋଷ୍ଠୀ ସ୍ୱାସ୍ତ୍ୟ କେନ୍ଦ୍ରରୁ ୧୦୮ ଆମ୍ବୁଲାନ୍ସ ଯୋଗେ ବାଲେଶ୍ଵର ଫକୀରମୋହନ ମେଡିକାଲ କଲେଜ ଆଣ୍ଡ ହସପିଟଲ ନିଆଯିବା ବାଟରେ ଅକ୍ସିଜେନ ଅଭାବରୁ ମୃତ୍ୟୁ ପ୍ରସଙ୍ଗକୁ ବିଧାୟିକା ଜେନା ବିଧାନସଭାର ଶୂନ୍‌ଯକାଳରେ ଉଠାଇ ଗଭୀର ଉଦ‌ବେଗ ପ୍ରକାଶ କରିଥିଲେ ।
ସେହିଭଳି ରାଜଯର ପ୍ରାଥମିକ ଶିକ୍ଷକ ମାନଙ୍କର ଦୁଇଟି ଦାବି ଓ ଆଦର୍ଶ ବିଦ୍ୟାଳୟର ଶିକ୍ଷକ ମାନଙ୍କୁ ସରକାରୀ ଶିକ୍ଷକ ଭାବେ ମାନ୍ୟତା ପ୍ରଦାନ ସହିତ ବିଭିନ୍ନ ଦାବି ପ୍ରସଙ୍ଗ ବିଧାୟିକା ଜେନା ମଙ୍ଗଳବାର ଦିନଶୂନ୍ୟ କାଳରେ ଉତଥାପନ କରିଥିଲେ । ବିଧାନସଭାରେ ବିଜୁ ଜନତା ଦଳ ପକ୍ଷରୁ ରାଜ୍ଯରେ ନାରୀ ନିଯାତନା ଉପରେ ଆଗତ ମୁଲତବୀ ପ୍ରସ୍ତାବ ଆଲୋଚନାରେ ଅଂଶଗ୍ରହଣ କରି ଭଦ୍ରକ ଅରଞ୍ଜି ଗ୍ରାମରେ ଜନୈକା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍‌ସ୍ପ୍ରିଙ୍କ କନ୍ୟା ଉପରେ ଅତ୍ୟାଚାର ପ୍ରସଙ୍ଗ ଉଠାଇ ମହିଳା ସୁରକ୍ଷା ପାଇଁ ଦାବୀ କରିଥିଲେ ତେବେ୨୦୨୫-୨୬ ରାଜ୍ୟ ଅତିରିକ୍ତ ବଜେଟରେ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ଖର୍ଚ୍ଚଦାବୀ ଉପରେ ଆଲୋଚନା ରାଜ୍ୟ ସାରା ଚର୍ଚ୍ଚାର ବିଷୟ ହୋଇଥିଲା । ପାଣିକୁ ନେଇ ଆଗାମୀ ଦିନରେ କିଭଳି ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି ସେ ପ୍ରସଙ୍ଗରେ ଗୃହକୁ ଅବଗତ କରାଇଥିଲେ । ତେବେ ସମଗ୍ର ରାଜ୍ୟା ପରିପ୍ରେକ୍ଷୀରେ ଏହି ଗୁରୁତ୍ଵପୂର୍ଣ୍ଣ ଆଲୋଚନାରେ ମଧ୍ୟ ସେ ନିଜ ଅଂଚଳରେ କାର୍ଯକ୍ଷମ ହୋଇପାରୁନଥିବା ମେଗା ପାନୀୟ ଜଳ ପ୍ରକଳ୍ପ ପ୍ରସଙ୍ଗ ଉଠାଇଥିଲେ । ୨୦୨୧ ମସିହାରେ ବାଲିଆପାଳ ବ୍ଲକର ୨୧ ଟି ପଂଚାୟତର ୧୪୪ଟି ଗ୍ରାମକୁ ନେଇ ମେଗା ପାନୀୟ ପ୍ରକଳ୍ପ ୨୦୨୩ ଡିସେମ୍ବର ୮ ତାରିଖ ସୁଦ୍ଧା କାର୍ଯକ୍ଷମ ହେବା କଥା, କିନ୍ତୁ ତାହା ଏ ପର୍ଯ୍ୟନ୍ତ ସମାପ୍ତ କାହିଁକି ହୋଇ ପାରୁନି ବୋଲି ସେ ପ୍ରଶ୍ନ କରି ଗଭୀର ଉଦ‌ବେଗ ପ୍ରକାଶ କରିଥିଲେ । ତେବେ ବିଧାନସଭାର ଏହି ଶୀତକାଳୀନ ଅଧିବେଶନକୁ ୧୧ଟି କାର୍ଯଯଦିବସ ମଧ୍ୟରେ ସୀମିତ କରାଯାଇଥିବାରୁ ଅନେକ ଗୁରୁତ୍ବପୂର୍ଣ ପ୍ରସଙ୍ଗ ଉଠାଇ ପାରିଲେନି ବୋଲି ବିଧାୟିକା ଜେନା ପ୍ରକାଶ କରିଛନ୍ତି । ବସ୍ତା ଓ ବାଲିଆ ପାଳ ଅଂଚଳର ପ୍ରସଙ୍ଗ ଭିତିକ ଅତିରିକ୍ତ ୧୪୪ ଟି ପ୍ରଶ୍ନ ବିଧାନସଭା ପକ୍ଷରୁ ତାଲିକାଭୁକ୍ତ ହୋଇଥିଲେ ମଧ୍ୟ ଉତଥାପନ ହୋଇପାରିଲା ନାହିଁ ବୋଲି ସେ କହିଛନ୍ତି ।ତେଣୁ ଜଣେ ମହିଳା ହୋଇ ମଧ୍ୟ ସେ ବିଧାନ ସଭାରେ ନିଜ ର ଯେଉଁ ପରାକାଷ୍ଠା ଦେଖାଇ ଛନ୍ତି, ତାହାକୁ ଯଦି ଅନ୍ୟମାନେ ଅନୁସରଣ କରିବେ ତେବେ ନିଶ୍ଚିତ ରାଜ୍ୟ ସହିତ ନିଜ ନିର୍ବାଚନମଣ୍ଡଳିର ବହୁତ ଉନ୍ନତି ହୋଇ ପାରିବ ବୋଲି ସବୁଠାରେ  ଚର୍ଚ୍ଚା ହେଉଛି |

News Comment

You Might Also Like

BACK TO TOP