Breaking News

ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||      ରେଳପଥ ପୁନରୁଦ୍ଧାର କାର୍ଯ୍ୟ ମାଲିଗୁଡାରେ ଜୋରସର ରେ ଚାଲିଛି |    (29-Sep-2026)       ||     

ଅବ୍ୟବସ୍ଥା ଘେରରେ କୋଦଳା ନୋଡାଲ ହାଇସ୍କୁଲ ||

22-Nov-2025

ଅବ୍ୟବସ୍ଥା ଘେରରେ କୋଦଳା ନୋଡାଲ ହାଇସ୍କୁଲ।
ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ବଦଳି ପରେ ବି ସ୍କୁଲ ଛାଡି ଯାଉ ନାହାନ୍ତି।
ବୁଧ ଓ ଶୁକ୍ର ବାରେ ଅଣ୍ଡା ମିଳିନଥିବା ଅଭିଯୋଗ।
ଶିକ୍ଷକ ଅଭାବ ମୁଖ୍ୟ ପ୍ରସଙ୍ଗ।

ଓଡିଶା ଜନମତ,ବେଗୁନିଆ ପଡା, ସୂର୍ଯ୍ୟ ନାରାୟଣ ବଡୁ,

କୋଦଳା ସ୍ଥିତ ନୋଡାଲ ହାଇସ୍କୁଲ ଏବେ ବ୍ୟାପକ ଅସୁବିଧାରେ ଗତି କରିବା ସହ ଶିକ୍ଷକ ଅଭାବ ସାଙ୍ଗକୁ ମଧ୍ୟାନ୍ନ ଭୋଜନ ପରିଚାଳନାରେ ବ୍ୟାପକ ଅନିୟମିତତା ନେଇ ଅସନ୍ତୋଷ ଜାତ ହୋଇଛି। ଏହି ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୮୦୦ ପିଲା ପଢ଼ୁଥିବା ବେଳେ ଏବେ ଏହି ନୋଡାଲ ବାଳିକା ହାଇସ୍କୁଲ ରେ ସ୍ଥାୟୀ ପ୍ରଧାନ ଶିକ୍ଷକ ଓ ଗଣିତ ଶିକ୍ଷକ ନାହାଁନ୍ତି. ତା ସହିତ ହିନ୍ଦୀ ଶିକ୍ଷକ କୁମାରୀପାରି ସ୍କୁଲ ରୁ ଡେପୁଟେଶନ ହେଇଛି ଓ ସଂସ୍କୃତ ଶିକ୍ଷକ ମ୍ୟାଟରନିଟି ଲିଭ ରେ ଥିବା ଯୋଗୁଁ ସେହି ଜାଗାରେ ସ୍ୱର୍ଣ୍ଣମୟି ହାଇ ସ୍କୁଲ ରୁ ସଂସ୍କୃତ ଶିକ୍ଷକଙ୍କୁ ଡେପୁଟେସନ ହେଇଛି। ସେପଟେ ଏହି ବିଦ୍ୟାଳୟରେ କାର୍ଯ୍ୟରତ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୂର୍ଯ୍ୟ ନାରାୟଣ ଜେନାଙ୍କୁ କାଲିମେଘି ଜାଗିଲିପଦର ହାଇସ୍କୁଲ କୁ ଡିଇଓ ଙ୍କ ଚିଠି ସଂଖ୍ୟା ଗତ ଅକ୍ଟୋବର ୬ ତାରିଖରୁ ବଦଳି ହୋଇଥିବା ବେଳେ ସେ ଆଜିପର୍ଯ୍ୟନ୍ତ ରିଲିଭ ହୋଇନାହାନ୍ତି କି ନୂତନ ଭାବେ ଯୋଗଦେଇଥିବା ବରିଷ୍ଠ ଶିକ୍ଷକ ଙ୍କୁ ଦାୟିତ୍ୱ ହସ୍ତାନ୍ତର କରିନଥିବା ଯୋଗୁଁ ଅସନ୍ତୋଷ ସୃଷ୍ଟି ହୋଇଛି। ଖାଲି ସେତିକି ନୁହେଁ ଗତ ସପ୍ତାହରେ ପିଲାଙ୍କୁ ବୁଧ ବାର ଓ ଶୁକ୍ରବାର ଦିନ ଅଣ୍ଡା ଦିଆଯାଇନଥିବା ବେଳେ ବ୍ୟାପକ ଅନିୟମିତତା ଦେଖାଯାଉଛି ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଛାତ୍ର ଛାତ୍ରୀ। ଏ ନେଇ ପ୍ରଧାନ ଶିକ୍ଷକ କହିଛନ୍ତି ଯେ  ମଧ୍ୟାନ୍ନ ଭୋଜନ ଅନୁଦାନ ଠିକ ରେ ମିଳୁନଥିବା ଯୋଗୁଁ ଠିକ ରେ ଅଣ୍ଡା ଦିଆଯାଇପାରୁନି। ଅଣ୍ଡା ଏଠାରେ ବୁଧବାର ଓ ଶୁକ୍ରବାର ମିଳିନଥିବା ଯୋଗୁ ଅଣ୍ଡା ଦିଆହୋଇ ପାରିନଥିଲା, ଶୁକ୍ରବାର ପିଲାଙ୍କୁ ଫଳ ଦେଇଚୁ! ଆମର ଯଦି ଅଣ୍ଡା ମିଳିବାରେ ଅସୁବିଧା ହୁଏ ତାହାହେଲେ ଫଳ ଦେବାକୁ ନିର୍ଦ୍ଦେଶ ଅଛି ! କିନ୍ତୁ ବି ଇ ଓ ରୁଦ୍ର ନାରାୟଣ ସାହୁ କହିଛନ୍ତି ଯେ ଏହା ମନ ଗଢ଼ା କାହାଣୀ।ଯଦି କିଛି ପର୍ବ ପର୍ବାଣି ପଡେ ବିକଳ୍ପ ବ୍ୟବସ୍ଥା କରାଯିବ, ବୁଧବାର କିମ୍ବା ଶୁକ୍ରବାର ସେମିତି କିଛି ପର୍ବ ପର୍ବାଣି ନ ଥିଲା,ଅଣ୍ଡା ବଣ୍ଟନ ନ ହେବା ଏକ ଅନିୟମିତତା କୁ ସୂଚାଉଛି। ମୁଁ ଛୁଟି ରେ ଅଛି ପହଁଚିଲେ ପଚାରି ବୁଝିବି !ଏମିତି ଅନେକ ଥର ମଧ୍ୟାନ୍ନ ଭୋଜନ ଉପରେ ଛାତ୍ର ଛାତ୍ରୀ ଅସନ୍ତୋଷ ପ୍ରକାଶ କରିବାର ନଜିର ରହିଛି ! ସେପଟେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଜେନା ବଦଳି ହୋଇଥିବା ବେଳେ ବିଧାୟକ ତାଙ୍କୁ ପରବର୍ତ୍ତୀ ଚିଠି ନ ଆସିବା ପର୍ଯ୍ୟନ୍ତ ଏଠାରେ ରହିବା ପାଇଁ ପରାମର୍ଶ ଦେଇଛନ୍ତି ବୋଲି ସେ କହିଛନ୍ତି। ସିନିଅର ଶିକ୍ଷକ ଙ୍କୁ ପ୍ରଧାନ ଶିକ୍ଷକ ଦାଇତ୍ୱ ପ୍ରଦାନ ସମ୍ପର୍କ ରେ ପ୍ରଶ୍ନ ରେ ସେ କହିଥିଲେ ଯେ ସରକାର ଙ୍କ ଉପରେ ମୋର ବକେୟା ଅର୍ଥ ପଡି ରହିଛି, ଉକ୍ତ ଅର୍ଥ ମିଳିଲେ ମୁଁ ଦାଇତ୍ୱ ହସ୍ତାନ୍ତର କରିବି  ! ଏଠାରେ ଶିକ୍ଷକ ନିଯୁକ୍ତି ପାଇଁ ଦୀର୍ଘଦିନ ହେବ ଦାବୀ ହେଉଥିଲେ ବି ଏହା ଉପରେ କୌଣସି ସୁଫଳ ମିଳୁନାହିଁ।ଆଉ କିଛି ଦିନ ଗଲେ ବାର୍ଷିକ ପରୀକ୍ଷା ଆସୁଥିବା ବେଳେ ବିଷୟ ଭିତ୍ତିକ ଶିକ୍ଷକ ନଥିବା ଯୋଗୁଁ ପିଲାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ଏହା ଉପରେ ଶିକ୍ଷା ବିଭାଗ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ବୋଲି ଅଭିଭାବକ ସମେତ ଏନଏସି ଉପାଧ୍ୟକ୍ଷ୍ୟା ରଞ୍ଜିତା ସେଠୀ ଦାବୀ କରିଛନ୍ତି!

News Comment

You Might Also Like

BACK TO TOP