Breaking News

ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||      ରେଳପଥ ପୁନରୁଦ୍ଧାର କାର୍ଯ୍ୟ ମାଲିଗୁଡାରେ ଜୋରସର ରେ ଚାଲିଛି |    (29-Sep-2026)       ||     

ଏକ ମୂର୍ତ୍ତୀ ତଳେ ପ୍ରତିଦିନ ଦୁଇଟି ଜଙ୍ଗଲୀ ଭାଲୁଙ୍କ ପ୍ରଣିପାତ,, ବିଶ୍ୱାସ ନହଲେ ବି ସତ୍ୟ |

20-Nov-2025

ସନ୍ଧ୍ୟା ହେଲେଜଙ୍ଗଲ ରୁ ଆସି ଗୁରୁଙ୍କମୂର୍ତ୍ତୀ ତଳେ ମୁଣ୍ଡିଆ ମାରନ୍ତି ଦୁଇଟି ଭାଲୁ,
ଅବିଶ୍ୱାସ ହେଲେବି ଘଟଣାଟି ସମ୍ପୂର୍ଣ ସତ୍ୟ ଅଟେ |

        ଓଡିଶା ଜନ ମତ ବ୍ୟୁରୋ,

ଯାହାକୁ ଆମେ ହିଂସ୍ର ଭାବି  ଭୟକରିଥାଉ ଆଉ ତାକୁ ମାରିବା ପାଇଁ ବିଭିନ୍ନ କୌଶଳ ଅଵଲମ୍ବନ କରୁ, କିନ୍ତୁସେହି ହିଂସ୍ର, ପଶୁ, ପକ୍ଷୀ ମଧ୍ୟ ସେମାନଙ୍କ ଭକ୍ତି ବିଶ୍ୱାସ ଆଗରେ ଆମେ ପରାଜୟ ହୋଇ ଯାଉ  | ଏପରି ଏକ ସତ୍ୟ ଘଟଣା ଦେଖିବାକୁ ମିଳିଛି ଗୁଣୁପୁର ପଦ୍ମପୁର ବ୍ଳକସ୍ଥିତ ମରିଚଗୁଡା ଗାଁରେ ଏକ ଅଦ୍ଭୁତ ତଥା ଅଲୌକିକ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି I  ଶବର ଜାତିର ଆରାଧ ଠାକୁର ମାତାଇବନମ୍ ମନ୍ଦିର ନିକଟରେ ଥିବା ଶବର ଗୁରୁ ପଣ୍ଡିତ ମାଗେଇ ଗମାଙ୍ଗଙ୍କ ପ୍ରତିମୂର୍ତ୍ତି ନିକଟକୁ ଗତ କିଛି ମାସ ଧରି ପ୍ରତିଦିନ ଦୁଇଟି ଜଙ୍ଗଲି ଭାଲୁ ଆସୁଥିବା ଦେଖିବାକୁ ମିଳିଛି । ହିଂସ୍ର ପ୍ରାଣୀର ଏଭଳି ଶାନ୍ତ ଆଚରଣ ଗ୍ରାମବାସୀଙ୍କ ମଧ୍ୟରେ ଭକ୍ତି ଭାବନା ଜାଗ୍ରତ କରିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପ୍ରତିଦିନ ସନ୍ଧ୍ୟା ୭ଟା କିମ୍ବା ୮ଟା ପରେ ନିକଟସ୍ତ  ଜଙ୍ଗଲରୁ  ଦୁଇଟିଭାଲୁଗାଁ ମଧ୍ୟ ଦେଇ ମନ୍ଦିର ହତାକୁ  ଆସୁଛନ୍ତି ।  ପ୍ରଥମେ ଭାଲୁକୁ ଦେଖି ଗ୍ରାମବାସୀ ଭୟଭୀତ ହୋଇଥିଲେମଧ୍ୟ, ଭାଲୁ ଦ୍ୱୟ କାହାରି କିଛି କ୍ଷତି କରି        ନଥିବା ଜଣାପଡିଛି । ଆଶ୍ଚର୍ଯ୍ୟ
ଜନକ ଭାବରେ ଏହି ଭାଲୁ ଗୁଡ଼ିକ ପ୍ରଥମେ ଗୁରୁ ପଣ୍ଡିତ ମାଙ୍ଗେଇଗମାଙ୍ଗଙ୍କ ପ୍ରତିମୂର୍ତ୍ତି ପାଖରେ ମୁଣ୍ଡିଆ ମାରିବା ସହ ମନ୍ଦିରରେ ଅର୍ପଣ ହୋଇଥିବା ଫଳ ଓ ପାଚିଲା ଖାଉଛନ୍ତି। ଗ୍ରାମବାସୀମାନେ ମଧ୍ଯ ଅତି ଶ୍ରଦ୍ଧାର ସହ ଭାଲୁକୁ ନଡିଆ, କଦଳୀ, ବିସ୍କୁଟ ଏବଂ ପାଉଁରୁଟି ଆଦି ଖାଇବାକୁ ଦେଉଛନ୍ତି। ଏହି ଭାଲୁ ଗୁଡି଼କ ମଧ୍ଯ ଗୃହପାଳିତ ପଶୁ ଭଳି ରାତି ସାରା ଗାଁରେ ରହୁଥିବା ବେଳେସକାଳ ପୂର୍ବରୁ ଜଙ୍ଗଲ  ମଧ୍ୟକୁ ଫେରି ଯାଉଥିବା ଗ୍ରାମବାସୀ କହିଛନ୍ତି । ହିଂସ୍ର ପ୍ରାଣୀ ହୋଇ ମଧ୍ୟ ଗାଁ ଲୋକଙ୍କ ସହ ଏକ ନିବିଡ଼ ସମ୍ପର୍କରେ ବାନ୍ଧି ହୋଇ ରହୁଛି। ଏହା ଗୁରୁଙ୍କ ଉପରେ ଅତୁଟ ବିଶ୍ଵାସର ପ୍ରତୀକ ନା ପ୍ରକୃତିର ଅଲୌକିକତା ତାହାକୁ ନେଇ ସାରା ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି । ସ୍ଥାନୀୟ ଲୋକ ଏପରିକି କୁନି କୁନି ପିଲା ମାନେ ମଧ୍ୟଭାଲୁର ଅତି ନିକଟରେ ଫୋଟୋଗ୍ରାଫି କରୁଛନ୍ତି, ଯାହାର ଫୋଟୋ ଓ ଭିଡ଼ିଓ ଗୁଡ଼ିକ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏନେଇ ମନ୍ଦିରର ପୂଜକ ଲାଖ ଶବର କହିଛନ୍ତି ଯେ, ଆମେ ପ୍ରଥମେ ଭୟ କରୁଥିଲୁ । କିନ୍ତୁ ବର୍ତ୍ତମାନ ଆଉ ଭୟ ନାହିଁ । ଭାଲୁଟି ପ୍ରତିଦିନ ଆସି ଫଳ ଖାଇ ମନ୍ଦିର ଚାରିପାଖରେ ବୁଲୁଛି । କିନ୍ତୁ କାହାରି କିଛି କ୍ଷତି କରୁନାହିଁ । ଏ ଘଟଣା ସମ୍ପର୍କରେ  ଆମେ ଗୁଡ଼ାରୀ ବନ ବିଭାଗ ସହ ଯୋଗାଯୋଗ କରିବାରୁ ଘଟଣା ସମ୍ପର୍କରେ ସେ ଜାଣି ନଥିବା କହିଛନ୍ତି । ବର୍ତ୍ତମାନ ସେଠାରୁ ସବିଶେଷ ତଥ୍ୟ ସଂଗ୍ରହ କରାଯିବା ପରେ ଭାଲୁ ଗ୍ରାମବାସୀଙ୍କ ସୁରକ୍ଷା ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ଗୁଡାରୀ ବନ ବିଭାଗ  ଅଧିକାରୀ କହିଛନ୍ତି । ତେବେ କିଛି ବୁଦ୍ଧିଜୀବୀ ବୟୋଜ୍ୟେଷ୍ଟ ଙ୍କ କହିବା କଥା ହିଂସ୍ର ଜଙ୍ଗଲୀ ପଶୁ, ପକ୍ଷୀ ଙ୍କ ମଧ୍ୟରେ ଯେଉଁ  ବିଶ୍ୱାସ ଓ ସହଯୋଗ ର ଦକ୍ଷତା ରହିଛି  ତାହା ସବୁଜାଣୁଥିବା  ମଣିଷ ଙ୍କ ଭିତରେ ରହୁନାହିଁ | ଆମେ ହିଂସ୍ର  ଜିବ, ଜନ୍ତୁ ଙ୍କୁ ଯେତିକି ଡରୁଛେ, ଭୟ କରୁଛେ ତାହାଠାରୁ ସବୁ ଜାଣୁ ଥିବା, ବୁଝୁ ଥିବା ଓ କଥା କହିପାରୁଥିବା ହଜାରେ ଗୁଣରେ ଭୟଙ୍କର ଅଧିକାଂଶ ମଣିଷ ଜାତି | ତେଣୁ ପଶୁ, ପକ୍ଷୀ, ସରୀସୃପ ଙ୍କ ଭରଷା କଲେ ସେମାନେ ତୁମକୁ  ସହଯୋଗ କରିବା ସହିତ ତୁମ କୁ ବିପଦରୁ ରକ୍ଷା କରି ଆମ ଜୀବନ ରକ୍ଷା କରିବେ | ତେଣୁ ମଣିଷ ଜାତି ସେମାନଙ୍କ ଠାରୁ କିଛି ଶିକ୍ଷା କରିବା ଉଚିତ |

News Comment

You Might Also Like

BACK TO TOP