Breaking News

ବରଗଡ଼ ଜିଲ୍ଲା ରେ ଜିଲ୍ଲପାଳ ଙ୍କ ନିର୍ଦ୍ଧେଶ ରେ ବାଦ ପଡ଼ିଥିବା ଓ ନୂତନ ଯୁବ ଭୋଟର ଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ||   (04-Oct-2026)       ||      ବ୍ରହ୍ମପୁର ନିମଖଣ୍ଡି ଥାନା ଅଞ୍ଚଳ ରେ ବନ୍ଧୁର ଆକ୍ରମଣ ରେ ବନ୍ଧୁର ମୃତ୍ୟୁ |    (04-Oct-2026)       ||      ପୋଲମା ବିଦ୍ୟାଳୟ ଛାତ୍ର ସୁଶାନ୍ତ ଙ୍କୁ ଜାତୀୟ ଥ୍ରୋ- ବଲରେ ସ୍ଵର୍ଣ ପଦକ |   (04-Oct-2026)       ||      ଆଲିଜିନିଗୁଡା ଆମ୍ବ ତୋଟା ରେ ବିଜେଡିର ବିଶାଳ ମିଶ୍ରଣ ପର୍ବ |   (04-Oct-2026)       ||      ଛତ୍ରପୁର ଗୋବିନପୁର ସୀତାନଗର ରୁ ଆଠ ଫୁଟିଆ ଅଜଗର ସାପ ଉଦ୍ଦାର |    (04-Oct-2026)       ||      ବିଜେଡିର ସିନିଏର ପେନାଲ ଲିଷ୍ଟ ରେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ |   (04-Oct-2026)       ||      ଟ୍ରେନ ଧକ୍କାରେ ଟ୍ରାକ ମେନ ର ମୃତ୍ୟୁ ||   (03-Oct-2026)       ||      ସୋରଡ଼ା ମଠ ସାହିର ନିଖୋଜ ଛାତ୍ର ର ମୃତ ଦେହ ଉଦ୍ଧାର ||   (03-Oct-2026)       ||      କୁନୀ ଝିଅର ଆରୋଗ୍ୟ ପାଇଁ ଘରେ, ଘରେ ଛାତ୍ର, ଛାତ୍ରୀ ମାଗୁଛନ୍ତି ଅର୍ଥ |   (03-Oct-2026)       ||      ବରିଷ୍ଠ ଶିକ୍ଷକ ନେତା କାମ ରାଜୁ ମହାରଣା ଆନ୍ତର୍ଜାତୀୟ ବରିଷ୍ଟ ନାଗରିକ ଦିବସ ରେ ସମ୍ବର୍ଦ୍ଧିତ |    (03-Oct-2026)       ||      ଖୋର୍ଦ୍ଧା ବକ୍ସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲ ର 125ତମ ବାର୍ଷିକ ସମାରୋହରେ ଯୋଗଦେଲେ ଓଡିଶା ରାଜ୍ୟପାଳ |   (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀଓଶାସ୍ତ୍ରୀ ଜୟନ୍ତୀ ବରଗଡ଼ ରେ ମହା ସମାରୋହ ରେ ପାଳିତ ||   (03-Oct-2026)       ||      ଅନସ୍ଲୋ ହାଇସ୍କୁଲ ବିଜ୍ଞାନ ନାଟକ ପ୍ରତିଯୋଗୀ ତାରେ ଗଞ୍ଜାମ ଜିଲ୍ଳାରେ ପ୍ରଥମ ସ୍ଥାନ ପାଇଛି ||   (03-Oct-2026)       ||      ଝାରବନ୍ଧ ର ହିତେଶ୍ବରୀ ଚାକିରି କରିବା ସହ ପାଠ ପଢ଼ା ଏବଂ ନିଟ ରେସଫଳତା |    (03-Oct-2026)       ||      ପାଇକ ମାଳ ଥାନା ପରିସରରେ ଶାରଦୀୟ ଦୁର୍ଗା ପୂଜା ପାଇଁ ଶାନ୍ତି କମିଟି ଗଠିତ |    (03-Oct-2026)       ||      ରଣ ଝାଲୀ ଗ୍ରାମ ପଞ୍ଚାୟତ ରେ ଶିଶୁବିବାହ ନିଷେଧ ଉପରେ ଗ୍ରାମସଭା ଅନୁଷ୍ଠିତ |   (03-Oct-2026)       ||      ଶିକରପାଇ ବିଦ୍ୟାଳୟ ରେ ସାମର୍ଥ ଶିବିର ଅନୁଷ୍ଠିତ ||   (03-Oct-2026)       ||      ଜ୍ଞାନେଶ କୁମରଙ୍କୁ ଗିରଫକରିବା ନେଇ ଇଣ୍ଡିଆ ମେଣ୍ଟ ତରଫରୁ ଏଈ ମାସ 8ତାରିଖ ଓଡିଶା ବନ୍ଦ ଡାକରା |    (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଖୋର୍ଦ୍ଧା ଠାରେ ପାଳିତ |    (02-Oct-2026)       ||      ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବାଲିଗୁଡା ରେ ପାଳିତ |   (02-Oct-2026)       ||     

ଫରେଷ୍ଟର ଙ୍କ କାର ଧକ୍କା ରେ ମାଆ ଓ ପୁଅ ମେଡିକାଲ ରେ ମୃତ |

13-Nov-2025

ଯୁବ ଫରେଷ୍ଟର ଙ୍କ କାର୍ ଧକ୍କାରେ ମା ପୁଅ ମୃତ୍ୟୁ,
(ଅଞ୍ଚଳରେ ଶୋକର ଛାୟା |

ଫରେଷ୍ଟର ଙ୍କ ଗାଡି ଧକ୍କାରେ ମାଆ o

ମୃତ୍ୟୁ କାହାପାଇଁ     ଓ କିପରି  କିଏବି ଜାଣି ନଥାଏ | ତେବେ ମନ ଖୁସିରେ ଘରକୁ ଫେରୁଥିଲା ବେଳେ ଦୁର୍ଘଟଣା ରେ ଚାକିଯିବ ଜୀବନ କିଏବି ଜାଣିନଥିବେ | ସେହିପରି ଏକଦୁଖଦଃ ଦୂଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରର
ସ୍ଥାନୀୟ ଡିମିରିକୁଦା ଗ୍ରାମ ନିକଟରେ | ଆଜିଦିନଅପରାହ୍ନ ରେ ଏକ ୱାଗନର କାର୍ଧକ୍କାରେ ମା ପୁଅ ମୃତ୍ୟୁ ଘଟଣାରେ ଜଣେ ବନବିଭାଗ ଫରେଷ୍ଟର ଙ୍କୁ ଗିରଫକରିଛି ରେଢ଼ାଖୋଲ ପୋଲିସ । ଗିରଫ ଫରେଷ୍ଟର ଜଣଙ୍କ ହେଲେ ନବ କିଶୋରମେହେର । ସୂଚନା ଯୋଗ୍ୟ ଯେ ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ ରେଙ୍ଗାଲି ଗ୍ରାମପଂଚାୟତ ଅଧୀନ ପିପିଲିକାନୀ ଗ୍ରାମ ବାସିନ୍ଦା ୨୫ ବର୍ଷୀୟ ପୁଅ ମନୋଜମାଝୀ ଓ ୬୦ ବର୍ଷୀୟ ମା ମଞ୍ଜୁ ମାଝୀ ମିଶି  ମନୋଜ ଙ୍କ ୯ ମାସର ଗର୍ଭବତୀ ସ୍ତ୍ରୀ କୁ ସାକ୍ଷାତକରିବା ପାଇଁ ଶାଶୁ ଘର ନାକଟିଦେଉଳ ବ୍ଲକ ଅନ୍ତର୍ଗତ ଝାରବେଡା ଗାଁ କୁବାଇକ ଯୋଗେ ଯାଇଥିଲେ । ଖୁସି ବାସିରେ ଫେରିବା ସମୟରେ ରେଢ଼ାଖୋଲସହରର ଡ଼ିମିରି କୁଦା ଗ୍ରାମ ନିକଟରେବନ ଫରେଷ୍ଟର ଙ୍କ କାର୍ ଦୃତଗତିରେ ଆସି ଧକ୍କା ଦେଇ ଫେରାର ହୋଇଯାଇ ଥିଲା । ଫଳରେ ଉଭୟ  ବାଇକ ରୁ ଛିଟିକି ହୋଇ ରାସ୍ତାରେ ପଡ଼ିଥିଲେ । ଏହା ଜାଣିବା ପରେ ସ୍ଥାନୀୟ ଲୋକେ  ରଢ଼ାଖୋଲ ପୋଲିସ କୁ  ଖବର ଦେଇଥିଲେ । ଏଥିରେ ପୋଲିସ ଉଭୟଙ୍କୁ ଗୁରୁତର ଭାବେ ଉଦ୍ଧାର କରି ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟ କୁ ଆଣି ପ୍ରାଥମିକ ଚିକିତ୍ସା କରିଥିଲେ । ପରେ ଡାକ୍ତର ଉଭୟଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଏ ସଂକ୍ରାନ୍ତରେ ରେଢ଼ାଖୋଲ ପୋଲିସ ପ୍ରଥମେ କାର ଜବତ କରିବା ସହିତ ଜଣେ ଡ୍ରାଇଭର ଙ୍କୁ ଗିରଫ  କରି ଥିଲେ । ଏଥିରେ ପୋଲିସର ଫରେଷ୍ଟର ଙ୍କ ଉପରେ ସନ୍ଦେହ ସୃଷ୍ଟି ହୋଇଥିଲା ।  ଆଜି ତଦନ୍ତ ପରେ କାର ମାଲିକ ଫରେଷ୍ଟର ନବ କିଶୋର ମେହେର ଙ୍କୁ ଗିରଫ କରାଯାଇ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଉଥିବା ଜଣାପଡିଛି | ତେବେ ମୃତ ମାଆ ଓ ପୁଅଙ୍କ ଗାଁରେ ଏବଂ ସମୁଦୀ ଙ୍କ ଗାଁରେ ଶୋକର ଛାୟା ଖେଳାଇ ଯାଇଛି |

News Comment

You Might Also Like

BACK TO TOP