Breaking News

ବରଗଡ଼ ଜିଲ୍ଲା ରେ ଜିଲ୍ଲପାଳ ଙ୍କ ନିର୍ଦ୍ଧେଶ ରେ ବାଦ ପଡ଼ିଥିବା ଓ ନୂତନ ଯୁବ ଭୋଟର ଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ||   (04-Oct-2026)       ||      ବ୍ରହ୍ମପୁର ନିମଖଣ୍ଡି ଥାନା ଅଞ୍ଚଳ ରେ ବନ୍ଧୁର ଆକ୍ରମଣ ରେ ବନ୍ଧୁର ମୃତ୍ୟୁ |    (04-Oct-2026)       ||      ପୋଲମା ବିଦ୍ୟାଳୟ ଛାତ୍ର ସୁଶାନ୍ତ ଙ୍କୁ ଜାତୀୟ ଥ୍ରୋ- ବଲରେ ସ୍ଵର୍ଣ ପଦକ |   (04-Oct-2026)       ||      ଆଲିଜିନିଗୁଡା ଆମ୍ବ ତୋଟା ରେ ବିଜେଡିର ବିଶାଳ ମିଶ୍ରଣ ପର୍ବ |   (04-Oct-2026)       ||      ଛତ୍ରପୁର ଗୋବିନପୁର ସୀତାନଗର ରୁ ଆଠ ଫୁଟିଆ ଅଜଗର ସାପ ଉଦ୍ଦାର |    (04-Oct-2026)       ||      ବିଜେଡିର ସିନିଏର ପେନାଲ ଲିଷ୍ଟ ରେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ |   (04-Oct-2026)       ||      ଟ୍ରେନ ଧକ୍କାରେ ଟ୍ରାକ ମେନ ର ମୃତ୍ୟୁ ||   (03-Oct-2026)       ||      ସୋରଡ଼ା ମଠ ସାହିର ନିଖୋଜ ଛାତ୍ର ର ମୃତ ଦେହ ଉଦ୍ଧାର ||   (03-Oct-2026)       ||      କୁନୀ ଝିଅର ଆରୋଗ୍ୟ ପାଇଁ ଘରେ, ଘରେ ଛାତ୍ର, ଛାତ୍ରୀ ମାଗୁଛନ୍ତି ଅର୍ଥ |   (03-Oct-2026)       ||      ବରିଷ୍ଠ ଶିକ୍ଷକ ନେତା କାମ ରାଜୁ ମହାରଣା ଆନ୍ତର୍ଜାତୀୟ ବରିଷ୍ଟ ନାଗରିକ ଦିବସ ରେ ସମ୍ବର୍ଦ୍ଧିତ |    (03-Oct-2026)       ||      ଖୋର୍ଦ୍ଧା ବକ୍ସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲ ର 125ତମ ବାର୍ଷିକ ସମାରୋହରେ ଯୋଗଦେଲେ ଓଡିଶା ରାଜ୍ୟପାଳ |   (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀଓଶାସ୍ତ୍ରୀ ଜୟନ୍ତୀ ବରଗଡ଼ ରେ ମହା ସମାରୋହ ରେ ପାଳିତ ||   (03-Oct-2026)       ||      ଅନସ୍ଲୋ ହାଇସ୍କୁଲ ବିଜ୍ଞାନ ନାଟକ ପ୍ରତିଯୋଗୀ ତାରେ ଗଞ୍ଜାମ ଜିଲ୍ଳାରେ ପ୍ରଥମ ସ୍ଥାନ ପାଇଛି ||   (03-Oct-2026)       ||      ଝାରବନ୍ଧ ର ହିତେଶ୍ବରୀ ଚାକିରି କରିବା ସହ ପାଠ ପଢ଼ା ଏବଂ ନିଟ ରେସଫଳତା |    (03-Oct-2026)       ||      ପାଇକ ମାଳ ଥାନା ପରିସରରେ ଶାରଦୀୟ ଦୁର୍ଗା ପୂଜା ପାଇଁ ଶାନ୍ତି କମିଟି ଗଠିତ |    (03-Oct-2026)       ||      ରଣ ଝାଲୀ ଗ୍ରାମ ପଞ୍ଚାୟତ ରେ ଶିଶୁବିବାହ ନିଷେଧ ଉପରେ ଗ୍ରାମସଭା ଅନୁଷ୍ଠିତ |   (03-Oct-2026)       ||      ଶିକରପାଇ ବିଦ୍ୟାଳୟ ରେ ସାମର୍ଥ ଶିବିର ଅନୁଷ୍ଠିତ ||   (03-Oct-2026)       ||      ଜ୍ଞାନେଶ କୁମରଙ୍କୁ ଗିରଫକରିବା ନେଇ ଇଣ୍ଡିଆ ମେଣ୍ଟ ତରଫରୁ ଏଈ ମାସ 8ତାରିଖ ଓଡିଶା ବନ୍ଦ ଡାକରା |    (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଖୋର୍ଦ୍ଧା ଠାରେ ପାଳିତ |    (02-Oct-2026)       ||      ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବାଲିଗୁଡା ରେ ପାଳିତ |   (02-Oct-2026)       ||     

ବାରିପଦା ଠାକୁର ମୁଣ୍ଡା ରେଞ୍ଜ ଅଞ୍ଚଳରେ ବାଘ ଆତଙ୍କ ||

13-Nov-2025

ବାଘ ଆତଙ୍କ ; ଖାଇଗଲା ୬ ଛେଳି,

      ଓଡିଶା ଯନ ମତ  ବ୍ୟୁରୋ,

ବିଶେଷ କରି ଘଞ୍ଚ ଜଙ୍ଗଲରେ ଏବେ ବି ବାଘ ମାନେ ବସ ବାସ କରୁଛନ୍ତି, ଏବଂ ଜଙ୍ଗଳରୁ ଖାଦ୍ୟ ଅନ୍ୱେଷଣ ରେ ପାଖ ଗାଁକୁ ଆସି ପଶୁ ଓ ମଣିଷ କୁ ମାରି ନିଅନ୍ତି |  ସେହିପରି ଏକ ଭୟର ବାତାବରଣ ଦେଖିବାକୁ ମିଳିଛି ଠାକୁରମୁଣ୍ଡାରେଞ୍ଜ ଓ ପୋଡାଡିହା ବନ୍ୟ ପ୍ରାଣୀ ରେଞ୍ଜ ଅଞ୍ଚଳ ରେ | ୨ ଦିନ ମଧ୍ୟରେ ବାଘ ଆକ୍ରମଣ କରି ୬ ଟି ଛେଳିକୁ ମାରି ଖାଇଥି ବାର ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ଠାକୁରମୁଣ୍ଡା ବ୍ଲକ କିରିକିଚି ପାଳ ଗ୍ରାମର ତାରାମଣି ବଡନାୟକ ଓ ପିନି ଦାସ ଗତ ରବିବାର ଦିନଗ୍ରାମ ନିକଟ ପୋଡାଡ଼ିହା ବନ୍ୟ ପ୍ରାଣୀ ରେଞ୍ଜ ଅଧୂନ ଏସ ଏଲ ୧୫ର ମଝିବଣ ଜଙ୍ଗଲ ଭିତରେ ତାଙ୍କର ଛେଳି ଗୁଡିକୁ ଚରାଇବାକୁ ନେଇ ଛାଡି ଦେଇ ଆସିଥିଲେ। ଅପରାହ୍ନ ରେ ଜଙ୍ଗଲ ରେ ଚରାଇବାକୁ ଛାଡି ଦେଇ ଆସିଥିବା ଛେଳିମାନଙ୍କ ଭିତରୁ କିଛି ଛେଳି ତାଙ୍କ ଘର ମାନଙ୍କୁ ଦୌଡ଼ି ପଳାଇ ଆସିଥିଲେ। ପରେସେମାନଙ୍କ ଅନ୍ୟ ଛେଳିମାନେ ଘରକୁ ନ ଫେରିବାରୁ ଜଙ୍ଗଲ ଭିତରେ ଖୋଜି ସେଦିନ ପାଇ ନଥିଲେ।ସୋମବାର ପୁଣି ଜଙ୍ଗଲ କୁ ଯାଇ ଖୋଜିବା ପରେ ୩ ଟି ଛେଳି ଶରୀରର କିଛି ଅଂଶ କୁ ପାଇଥିଲେ । ଅନ୍ୟ ୨ ଟି ଛେଳି ର ସନ୍ଧାନ ପାଇ ନଥିଲେ।ଛେଳି ମୃତ ଶରୀର ନିକଟରେ ବାଘ ର ପାଦ ଚିହ୍ନ ଦେଖୁ ଏହା ବାଘ ମାରିଥ‌ିବା ର ଜଣା ପଡିଥିଲା ବୋଲି ଛେଳି ମାଲିକ ପିନି ଦାସ କହିଛନ୍ତି । ସେହିପରି ଠାକୁ ରମୁଣ୍ଡା ରେଞ୍ଜ ହାତୀ ଗୋଡ଼ ଗ୍ରାମପଞ୍ଚାୟତର ଅସନକୁଦର ଗ୍ରାମର ରାମଚନ୍ଦ୍ର ସୟ ନିକଟସ୍ଥ ଆମ୍ବୁଲାଘୁଟୁ ଜଙ୍ଗଲ କୁ ତାଙ୍କର ଛେଳି ଗୁଡିକୁ ଚରାଇବାକୁ ନେଇଥ‌ିବା ବେଳେ ସେଥୁରୁ ଗୋଟିଏ ଛେଳି କୁ ବାଘ ଆକ୍ରମଣ କରି ମାରି ଦେଇଥିଲା।ପରେ ମୃତ ଛେଳି କୁ ଉଦ୍ଧାର କରି ଥିବାର ଜଣାପଡ଼ିଛି।ଏ ସମସ୍ତ ଛେଳି ଗୁଡିକୁ କଲରାପତାରିଆ ବାଘ ଆକ୍ରମଣ କରି ମାରିଥିବାର କୁହା ଯାଉଛି। ତେଣୁ ବନ ବିଭାଗ ଏହାର ନିରାକରଣ କରି ବାଘ ଦାଉରୁ ପଶୁ ମାନଙ୍କୁ ରକ୍ଷା କରିବାକୁ ଅନୁରୋଧ କରିଛନ୍ତି |

News Comment

You Might Also Like

BACK TO TOP