Breaking News

ବରଗଡ଼ ଜିଲ୍ଲା ରେ ଜିଲ୍ଲପାଳ ଙ୍କ ନିର୍ଦ୍ଧେଶ ରେ ବାଦ ପଡ଼ିଥିବା ଓ ନୂତନ ଯୁବ ଭୋଟର ଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ||   (04-Oct-2026)       ||      ବ୍ରହ୍ମପୁର ନିମଖଣ୍ଡି ଥାନା ଅଞ୍ଚଳ ରେ ବନ୍ଧୁର ଆକ୍ରମଣ ରେ ବନ୍ଧୁର ମୃତ୍ୟୁ |    (04-Oct-2026)       ||      ପୋଲମା ବିଦ୍ୟାଳୟ ଛାତ୍ର ସୁଶାନ୍ତ ଙ୍କୁ ଜାତୀୟ ଥ୍ରୋ- ବଲରେ ସ୍ଵର୍ଣ ପଦକ |   (04-Oct-2026)       ||      ଆଲିଜିନିଗୁଡା ଆମ୍ବ ତୋଟା ରେ ବିଜେଡିର ବିଶାଳ ମିଶ୍ରଣ ପର୍ବ |   (04-Oct-2026)       ||      ଛତ୍ରପୁର ଗୋବିନପୁର ସୀତାନଗର ରୁ ଆଠ ଫୁଟିଆ ଅଜଗର ସାପ ଉଦ୍ଦାର |    (04-Oct-2026)       ||      ବିଜେଡିର ସିନିଏର ପେନାଲ ଲିଷ୍ଟ ରେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ |   (04-Oct-2026)       ||      ଟ୍ରେନ ଧକ୍କାରେ ଟ୍ରାକ ମେନ ର ମୃତ୍ୟୁ ||   (03-Oct-2026)       ||      ସୋରଡ଼ା ମଠ ସାହିର ନିଖୋଜ ଛାତ୍ର ର ମୃତ ଦେହ ଉଦ୍ଧାର ||   (03-Oct-2026)       ||      କୁନୀ ଝିଅର ଆରୋଗ୍ୟ ପାଇଁ ଘରେ, ଘରେ ଛାତ୍ର, ଛାତ୍ରୀ ମାଗୁଛନ୍ତି ଅର୍ଥ |   (03-Oct-2026)       ||      ବରିଷ୍ଠ ଶିକ୍ଷକ ନେତା କାମ ରାଜୁ ମହାରଣା ଆନ୍ତର୍ଜାତୀୟ ବରିଷ୍ଟ ନାଗରିକ ଦିବସ ରେ ସମ୍ବର୍ଦ୍ଧିତ |    (03-Oct-2026)       ||      ଖୋର୍ଦ୍ଧା ବକ୍ସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲ ର 125ତମ ବାର୍ଷିକ ସମାରୋହରେ ଯୋଗଦେଲେ ଓଡିଶା ରାଜ୍ୟପାଳ |   (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀଓଶାସ୍ତ୍ରୀ ଜୟନ୍ତୀ ବରଗଡ଼ ରେ ମହା ସମାରୋହ ରେ ପାଳିତ ||   (03-Oct-2026)       ||      ଅନସ୍ଲୋ ହାଇସ୍କୁଲ ବିଜ୍ଞାନ ନାଟକ ପ୍ରତିଯୋଗୀ ତାରେ ଗଞ୍ଜାମ ଜିଲ୍ଳାରେ ପ୍ରଥମ ସ୍ଥାନ ପାଇଛି ||   (03-Oct-2026)       ||      ଝାରବନ୍ଧ ର ହିତେଶ୍ବରୀ ଚାକିରି କରିବା ସହ ପାଠ ପଢ଼ା ଏବଂ ନିଟ ରେସଫଳତା |    (03-Oct-2026)       ||      ପାଇକ ମାଳ ଥାନା ପରିସରରେ ଶାରଦୀୟ ଦୁର୍ଗା ପୂଜା ପାଇଁ ଶାନ୍ତି କମିଟି ଗଠିତ |    (03-Oct-2026)       ||      ରଣ ଝାଲୀ ଗ୍ରାମ ପଞ୍ଚାୟତ ରେ ଶିଶୁବିବାହ ନିଷେଧ ଉପରେ ଗ୍ରାମସଭା ଅନୁଷ୍ଠିତ |   (03-Oct-2026)       ||      ଶିକରପାଇ ବିଦ୍ୟାଳୟ ରେ ସାମର୍ଥ ଶିବିର ଅନୁଷ୍ଠିତ ||   (03-Oct-2026)       ||      ଜ୍ଞାନେଶ କୁମରଙ୍କୁ ଗିରଫକରିବା ନେଇ ଇଣ୍ଡିଆ ମେଣ୍ଟ ତରଫରୁ ଏଈ ମାସ 8ତାରିଖ ଓଡିଶା ବନ୍ଦ ଡାକରା |    (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଖୋର୍ଦ୍ଧା ଠାରେ ପାଳିତ |    (02-Oct-2026)       ||      ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବାଲିଗୁଡା ରେ ପାଳିତ |   (02-Oct-2026)       ||     

କୋରାପୁଟ ଜିଲ୍ଲା କେନ୍ଦୁ ଗୁଡ଼ାରେ, ଝାଡା ବାନ୍ତି ରେ 2ମୃତ, 16 ଆକ୍ରାନ୍ତ |

14-Nov-2025

କେନ୍ଦୁଗୁଡାରେ ଝାଡ଼ାବାନ୍ତି ରେ  ଦୁଇ ମୃତ, ୧୬ ଆକ୍ରାନ୍ତ,

       ଓଡିଶା ଜନ ମତ ବ୍ୟୁରୋ,

କୋରାପୁଟ ଜିଲ୍ଲା  କୁନ୍ଦୁରା ବ୍ଲକ  କେନ୍ଦୁଗୁଡାରେ ଝାଡ଼ାବାନ୍ତି ଆତଙ୍କ । ଏକ  ସପ୍ତାହ ମଧ୍ୟରେ ଗାଁ ରେ ଝାଡ଼ାବାନ୍ତିରେ ୧୮ ଜଣ ଆକ୍ରାନ୍ତଙ୍କ ହୋଇ ଥିବା ବେଳେ ବେଳେ ସେଥି ମଧ୍ୟରୁ ଦୁଇ ମହିଳଙ୍କ ମୃତ୍ୟୁ ଘଟିଥିବା  ଅଭିଯୋଗ ହୋଇଛି |  ମୃତକ ଦୁଇ ଜଣ ମହିଳା କେନ୍ଦୁଗୁଡାର ୩୫ ବର୍ଷୀୟ ଫୁଲମତି ଘସର୍ଗୀଆ ଏବଂ ୫୧ ବର୍ଷୀୟ ହୀରାଦେବୀ ଘସର୍ଗୀଆ | ଗାଁରେ ଝାଡ଼ାବାନ୍ତି ବ୍ୟାପି ବାର କାରଣ କଣ ରହିଛି ତାହା ଜଣାପଡ଼ିନଥିବା ବେଳେ ଦୂଷିତ ପାଣି ଯୋଗୁ ଏହିଭଳି ପରିସ୍ଥିତି ଉପୁଜିଥ‌ିବା ଆନୁମାନ କରାଯାଇଛି ।  କୁନ୍ଦୁରା ମେଡିକାଲ ଟିମ ଗାଁ ରେ କ୍ରମାଗତ ଭାବେ ତଦନ୍ତ କରୁଛନ୍ତି ଏବଂ ଗାଁର ବିଭିନ୍ନ  ସ୍ଥାନର ପିଇବା ପାଣି ନମୁନା ସଂଗ୍ରହ କରିଛି । ତେବେ ରିପୋର୍ଟ ଆସିଲେ ତାହା ସୃଷ୍ଟ ହେବ ଜଣାପଡିଛି। ଆକ୍ରାନ୍ତଙ୍କ ମଧ୍ୟରୁଯୋଗେଶ ଗୋରା ହାଣ୍ଡିଆ, ରନ୍ ବତି ଭୂମିଆ, ଜିତେନ୍ଦ୍ର ତେନ୍ଦ୍ର ପୂଜାରୀ,  ଦେବେନ୍ଦ୍ର ଦେବେଭୂମିଆ,  ବାସୁ ଭୂମିଆ, ଭୂମି ରିନା ପୂଜ ପୂଜାରୀ, ଏବଂ ଫୁଲମତି ମସିଆ ପ୍ରମୁଖ ଚିକିତ୍ସା ପରେ ସେମାନେ ସୁସୁ ଅଛନ୍ତି। ଏ ନେଇ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଗଣେଶ ପ୍ରସାଦ ଦାସଙ୍କୁ ପଚାରିବାରୁ ସେହି କହିଛନ୍ତି ଯେ, ଗାଁ ପ୍ରତି ତିକ୍ଷ୍ଣ ନଜର ରଖାଯାଇଛି। ପ୍ରତିଦିନ ଦୁଇ ବେଳା ଡାକ୍ତରୀ ଦଳ ଯାଇ ସ୍ଥିତି ନିରୀକ୍ଷଣ କରୁଛନ୍ତି । ଗାଁରେ ଅଧୂକ ଯେପରି ନ ବ୍ୟାପିବ ସେଥି ପାଇଁ ଗ୍ରାମବାସୀଙ୍କୁ ସଚେତନ କରାଯାଉଛି । ଔଷଧ ଓ ଆର ଏସ ଆଦି ଯୋଗାଇ ଦିଆଯାଉଛି। ଆକ୍ରାନ୍ତ ହେବା ସଙ୍ଗେ ସଙ୍ଗେ ରୋଗୀଙ୍କୁ ମେଡିକାଲ୍ ଆଣିବା ପରି ବର୍ତ୍ତେ ଗୁଣିଆଙ୍କ ପାଖକୁ ନିଆଯାଉଛି। ବହୁ ବିଳମ୍ବରେ ଓ ସ୍ଥିତି ଅଣାୟତ ହେବା ପରେ ମେଡିକାଲ୍ କୁ ଅଣାଯାଉଛି ଓ ତେଣୁ ଗାଁ ରେ ଦୁଇ ମହିଳାଙ୍କ ମୃତ୍ୟୁ ଘଟିଛି। ଖବର ପାଇ କୋରାପୁଟ ଡି ପି ଏମ୍ ଏବଂ ଆଶା ମ୍ୟାନେଜର ଗାଁକୁ ଆସି ସ୍ଥିତି ଅନୁଧ୍ୟାନ କରି ଫେରିଥ‌ିବା ଜଣାପଡିଛି

News Comment

You Might Also Like

BACK TO TOP