Breaking News

ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||     

ମାଫିଆ ମାନେ ଚିଲିକାରୁ ରାଣୀ ଚିଙ୍ଗୁଡ଼ିବିଦେଶ କୁ ରପ୍ତାନି ପାଇଁ ସବୁ ଅସାଧୁ ବ୍ୟବସ୍ତା କରୁଛନ୍ତି |

11-Nov-2025

ଚିଲିକାରୁ ଚିଙ୍ଗୁଡ଼ି ରପ୍ତାନୀ ଉପରେ ମାଫିଆ ଙ୍କ ଲୋଲୁପ ଦୃଷ୍ଟି,

    ଓଡିଶା ଜନ ମତ ବ୍ୟୁରୋ,

ମରାଳ ମାଳିନୀ ନୀଳମ୍ଭୁ ଚିଲିକାରୁ ଉପ୍ପାଦିତ ବିଭିନ୍ନ ମାଛ, କଙ୍କଡା, ଓ ଚିଙ୍ଗୁଡ଼ି  ନିଜ ରାଜ୍ୟ ସହ ଦେଶ ବିଦେଶ ରେ ବହୁ ପ୍ରସିଦ୍ଧ ଲାଭ କରିଛି | ତେଣୁ ରାଜ୍ୟ ସରକାର ଏହାଉପରେ ମଧ୍ୟ ବହୁତ ଗୁରୁତ୍ୱ ଦେଉଛନ୍ତି |କିନ୍ତୁ ଦୁଃଖ ଓ ପରିତାପର ବିଷୟ ଏହିକି ଯେ ଏଠାରୁ ଉତ୍ପାଦିତ 
ବାଗଦା ଚିଙ୍ଗୁଡ଼ି ବହୁ ମୂଲ୍ୟବାନ ଅଟେ। ଏହି ବାଗଦା ରାଣୀ ଚିଙ୍ଗୁଡି ଉପରେ ବିଦେଶକୁ ରପ୍ତାନି କରୁଥିବା ଚିଙ୍ଗୁଡ଼ି ମାଫିଆମାନଙ୍କର ଲୋଲୁପ ଦୃଷ୍ଟି ପଡ଼ିଛି । ଯାହାଦ୍ବାରା ଚିଲିକାରୁ ଏହି ମୂଲ୍ୟବାନ ଚିଙ୍ଗୁଡ଼ି ବିଦେଶକୁ ରପ୍ତାନି କରି ପ୍ରଚୁର ଅର୍ଥ ଉପାର୍ଜନ କରୁଛନ୍ତି । କିଛି ନ୍ୟସ୍ତ ସ୍ବାର୍ଥ ମତ୍ସ୍ୟଜୀବୀ  ମାଫିଆ ମାନଙ୍କ ସହାୟତା ରେ ସିପକୁଦା ମୁହାଁଣରୁଆଲିମି ଜାଲ ମାଧ୍ୟମରେ ଜାଆଁଳ ମାଛ ଚିଙ୍ଗୁଡ଼ି ସହ ବାଗଦା ରାଣୀ ଚିଙ୍ଗୁଡି ଧରୁଛନ୍ତି ଓ ମାଫିଆ ମାନେ ଏହି ବାଗଦା ରାଣୀ ଚିଙ୍ଗୁଡିକୁ ରାଜ୍ୟ ବାହାରକୁ ରପ୍ତାନୀ କରୁଛନ୍ତି। ତେବେ ରାଣୀ ଚିଙ୍ଗୁଡିକୁ ବହୁ ଦାମରେ ରାଜ୍ୟ ବାହାରକୁ ଚାଲାଣ      କରା ଯାଉଛି । ରାଣୀ ଚିଙ୍ଗୁଡ଼ି ୬ ଗୋଟିରେ ଏକ କିଲୋ ହେଉଥିବାବେଳେ ଗୋଟିଏ ରାଣୀ ଚିଙ୍ଗୁଡିର ମୂଲ୍ୟ ପ୍ରାୟ ୩ଶହରୁ ୫ଶହ ଟଙ୍କା ରହିଛି ।  ଏହି ରାଣୀଚିଙ୍ଗୁଡି ରାଜ୍ୟ ବାହାରକୁ ରପ୍ତାନୀ କରା ନଯାଇ ଏଠାରେଫାର୍ମ ହାଉସ୍ କରାଯାଇ ଚିଙ୍ଗୁଡି ଜାଆଁଳ ଛାଡ଼ି ଚାଷ କରାଗଲେ ଏଠାକାର ବହୁ ମତ୍ସ୍ୟଚାଷୀ ଉପକୃତ ହୋଇପାରନ୍ତେ । ଏଥିପ୍ରତି ପ୍ରତି ରାଜ୍ୟ ସରକାର ତଥା ମତ୍ସ୍ୟ ପ୍ରଶିକ୍ଷଣ (ଫିସାରୀ) ବିଭାଗ ଓ  ଚିଲିକା ଉନ୍ନୟନ ପରିଷଦ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। ଏବଂ ଚଙ୍ଗୁଡ଼ି ମାଫିଆ ମାନଙ୍କ ଉପରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଗଲେ ରାଣୀ ଚିଙ୍ଗୁଡ଼ି ଚାଷ ଆହୁରି ବେଶ ଭଲ ହୋଇ ପାରିବ |

News Comment

You Might Also Like

BACK TO TOP