Breaking News

ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||     

ପୁରୁଷୋତ୍ତମପୁର ବ୍ଲକର ବିଭିନ୍ନ ସ୍ଥାନର ସ୍ଥିତି ଅନୁଧ୍ୟାନ କଲେ ପଞ୍ଚାୟତ ରାଜ ସଚିବ |

11-Nov-2025

 ତାରାତାରିଣୀ, ଯଉଗଡ଼, ଓ କାଳେଶ୍ଵରପାର୍କ  ପରିଦର୍ଶନ କଲେ ପଞ୍ଚାୟତ ରାଜ ସଚିବ,

      ଓଡିଶା ଜନ ମତ  ବ୍ୟୁରୋ,

ପୁରୁଷୋତ୍ତମପୁର ବ୍ଳକ ର ରାଇପୁର, ପାଣ୍ଡିଆ ଓ ବଡ଼ ଖରିଡା ର ବିଭିନ୍ନ ସ୍ଥାନ ଯଥା ତାରା ତାରିଣୀ ମନ୍ଦିର, ତାରା ତାରିଣୀ ଛକ ର ସରକାରୀ ଶିଳ୍ପ ତାଲିମ କେନ୍ଦ୍ର, ପାଣ୍ଡିଆ ର ଐତିହାସିକ ପୀଠ ଯଉଗଡ଼, ଓ ଖରିଡା ପଞ୍ଚାୟତ ର  କାଳେଶ୍ଵର ମନ୍ଦିର ଓ ଏବଂ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି  ଯୋଜନା ରେ ନିର୍ମିତ ପାର୍କ ଓ କଲ୍ୟାଣୀ ମଣ୍ଡପ କୁ ବୁଲି  ଅନୁଧ୍ୟାନ କରିଥିଲେ ପଞ୍ଚାୟତ ଓ ପାନୀୟ ଜଳ ଯୋଗାଣ ସଚିବ (ଆଇ ଏ ଏସ )  ଏ ସନ ଗିରି |  ତାଙ୍କ ସହ ଗଞ୍ଜାମ ଏପିଡି ତଥା  କାର୍ଯ୍ୟ କାରି ପିଡି  ଥିବା ବିଜୟ କୁମାର ବେହେରା,ଜିଲ୍ଲା ଡେପୁଟି କଲେକ୍ଟର, ଙ୍କ ସହ ପୁରୁଷୋତ୍ତମପୁର ବିଡ଼ିଓ ଶରତ ଚନ୍ଦ୍ର ପାତ୍ର, ବ୍ଳକ ଯନ୍ତ୍ରୀ ନାଗ ଭୂଷଣ ଯାଦବ, ବ୍ଳକ ଷ୍ଟାଫ, ତାରା ତାରିଣୀ ମୁଖ୍ ସେବାୟତ ବାପୁଜୀ ରଣା  ଏବଂ ରାଇପୁର ସରପଞ୍ଚ ପ୍ରତିନିଧି  ବିଚିତ୍ର କୁମାର ବେହେରା, ପାଣ୍ଡିଆ ସରପଞ୍ଚ ଓ ସମିତି ସଭ୍ୟ  ସିମାଞ୍ଚଳ ଗୌଡ଼, ବଡ଼  ଖରିଡା ସରପଞ୍ଚ ପ୍ରତିନିଧି ରମେଶ ଦଳେଇ କିଛି ଗ୍ରାମ ବାସୀ, ସଚିବ ଙ୍କ ସହ ଉପସ୍ଥିତ ଥିଲେ | ସଚିବ ଏହି ସ୍ଥାନ ଗୁଡିକ ଦେଖି  ବହୁତ ଖୁସି ହେବା ସହ  ଏହି ପୀଠର ଉର୍ନ୍ନତି କରଣ ପାଇଁ ସବୁ ପ୍ରକାର ସହଯୋଗ କରାଯିବ ବୋଲି କହିଥିଲେ | ଏବଂ ଏପିଡି ତଥା କାର୍ଯ୍ୟ କାରି ଅଧିକାରୀ ବିଜୟ ବେହେରା ଏହି କାର୍ଯ୍ୟ ଆରମ୍ଭ ଏଠାରେ ବିଡ଼ିଓ ଥିଲା ବେଳେ ହୋଇ ଥିଲା | ତେଣୁ ସେ ମଧ୍ୟ ସଚିବ ଙ୍କ ସହିତ ଏହି ପୀଠର ଉନ୍ନତି ପାଇଁ କଥା ବାର୍ତ୍ତା କରିଥିଲେ |

News Comment

You Might Also Like

BACK TO TOP