Breaking News

ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||     

ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ପ୍ରତିଷ୍ଠାନ ରେ ନବାଗତ ଛାତ୍ର, ଛାତ୍ରୀଙ୍କୁ ସ୍ୱାଗତ ଓ ଦୀକ୍ଷାରମ୍ଭ

10-Nov-2025

ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ରେ ନବାଗତ ଛାତ୍ରଛାତ୍ରୀ ଙ୍କୁ ସ୍ୱାଗତ ଓ ଦୀକ୍ଷାରମ୍ଭ କାର୍ଯ୍ୟକ୍ରମ

ଓଡିଶା ଜନମତ, ଖୋର୍ଦ୍ଧା, ଗୋପାଳ କୃଷ୍ଣ ପ୍ରଧାନ

ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଡାଏଟ ) ରେ ଡିଏଲଇଡି ପାଠ୍ୟକ୍ରମ ରେ ନୂତନ ଭାବେ ନାମ ଲେଖାଇ ଥ‌ିବା ଛାତ୍ର ଛାତ୍ରୀ ମାନଙ୍କୁ ସ୍ବାଗତ କରିବା ଓ ସେମାନଙ୍କୁ ପାଠ୍ୟକ୍ରମ ର ସ୍ବରୂପ ସମ୍ପର୍କରେ ଜଣାଇବା ପାଇଁ ଏକ ସପ୍ତାହ ବ୍ୟାପୀ ପ୍ରେରଣ ଓ ଆଭିମୁଖୀ କରଣ " ଦୀକ୍ଷାରମ୍ଭ” କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । କାର୍ଯ୍ୟକ୍ରମ କୁ ଅନୁଷ୍ଠାନର ଅଧ୍ୟକ୍ଷ ଡ଼ ତାପସ କୁମାର ନାୟକ ଉଦଘାଟନ କରି ସମସ୍ତ ନବାଗତଙ୍କୁ ଫୁଲ ଓ ଚନ୍ଦନ ଲଗାଇ ସ୍ବାଗତ କରିବା ପରେ  ଅଧ୍ୟାପିକା ବୀଣାପାଣି ପାଢୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ ।ଏହି ଅବସରେ ଅନୁଷ୍ଠାନ ର ଅଧ୍ୟକ୍ଷ ଡ଼ ତାପସ କୁମାର ନାୟକ ନିଜର ଅଭିଭାଷଣରେ ପ୍ରାଚୀନ ଗୁରୁକୁଳ ସମୟର ଦୀକ୍ଷା ର ଗୁରୁତ୍ବ ଓ ଅନୁଷ୍ଠାନ ର ଉନ୍ନତି ଓ ବିକାଶରେ ଗୁରୁ-ଛାତ୍ର ଛାତ୍ରୀ ଙ୍କର ଦାୟିତ୍ୱ ସମ୍ପର୍କରେ କହିବା ସହିତ ଉତ୍ତମ ଶିକ୍ଷାର୍ଥୀ ଙ୍କର ଲକ୍ଷଣ, ବ୍ୟବହାର, ସଂସ୍କୃତି ସମ୍ପର୍କରେ ମଧ୍ୟ ଅବତାରଣ କରିବା  ଅନୁଷ୍ଠାନର ଗାରିମା ବୃଦ୍ଧି କରିବାରେ ନବାଗତ ଶିକ୍ଷାର୍ଥୀଙ୍କ ଭୂମିକା ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ । ଏହି ସମାରୋହରେ ଅତିଥି ଭାବେ ଯୋଗଦେଇ ବିଶିଷ୍ଠ ସାମ୍ବାଦିକ ତଥା ସଂସ୍କାରକ ଶ୍ରୀ ପ୍ରଭାତ ପାଣିଗ୍ରାହୀ ଭାରତର ସଂସ୍କୃତି ଓ ସେଥ‌ିରେ ଗୁରୁମାନଙ୍କର ଅବଦାନ ସମ୍ପର୍କରେ ବିଷାଦ ଆଲୋଚନା କରିଥିଲେ । ଗୁରୁ ଓ ଛାତ୍ର ସୁ ସମ୍ପର୍କ ଦ୍ବାରା ଏକ ନୂଆ ଭାରତ ଗଢାଯାଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ । ଏହାପରେ ଅଧ୍ୟକ୍ଷ ଡ଼. ନାୟକ ସମସ୍ତ ନବାଗତ ଗୁରୁ ଛାତ୍ରଛାତ୍ରୀ ଙ୍କୁ ନିଜକୁ ଯୋଗ୍ୟ ଭାବେ ପ୍ରତିପାଦନ କରିବାକୁ ଶପଥ ପାଠ କରାଇଥିଲେ । ଏଥିରେ ଅନୁଷ୍ଠାନର ଅଧ୍ୟାପକ ଓ ଅଧ୍ୟାପିକା ସୋମ୍ୟ ଦାସ, ରଶ୍ମିରେଖା ସ୍ବାଇଁ, ମୌସୁମୀ ମହାନ୍ତି, ଶିଖା ଶିଅଳ, ମୋନାଲିସା ପଣ୍ଡା, ମଞ୍ଜୁଳତା ହଂସଦା, ଅକ୍ଷୟ ମହାନ୍ତି, ଆୟେଶା ତନବୀର, ଦିପ୍ତି ପ୍ରଭା ଦାସ ଏହି ଉତ୍ସବକୁ ପରିଚାଳନା କରିଥିଲେ । ଶ୍ରୀ ମହେଶ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

News Comment

You Might Also Like

BACK TO TOP