Breaking News

ନାଚୁଣୀ ପୋଲିସ କୁ ବଡ଼ ସଫଳତା ,9, 250 ଗ୍ରାମ ଗଂଜେଇ ଜବତ ସହ ଜଣେ ଗିରଫ |   (08-Aug-2026)       ||      ପୋଲସରା କଲେଜରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ |    (08-Aug-2026)       ||      ପୋଲିସ ଗାଡି ଓ ବୁଲେଟ ମୁହାଁ ମୁହିଁ ଧକ୍କା ବୁଲେଟ ୠଦୁଇ ଓ ପୋଲିସ ର ଦୁଇ ଆହତ |   (08-Aug-2026)       ||      ସବୁ ବାଦ, ବିବାଦ ର ଅବସାନ ଘଟାଇ ବିଜୟ ଙ୍କ ବିରୋଧ ରେ ଦେଇଥିବା କୋର୍ଟ ମାମଲା କୁ ପତ୍ନୀ ସଂଗୀତାକଲେ ପ୍ରତ୍ୟାହାର |   (08-Aug-2026)       ||      ପିଏମ ଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ କମିଟି ଓ ଅଭିଭାବକ ବୈଠକ |   (08-Aug-2026)       ||      ପିଏମ ଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ କମିଟି ଓ ଅଭିଭାବକ ବୈଠକ ||   (08-Aug-2026)       ||      ନବମ ଶ୍ରେଣୀ ଛାତ୍ରୀ କୋମଳ ନାୟକ ଇଂରାଜୀ ରେ ରଚନା କଲେ ତିନିଗୋଟି ପୁସ୍ତକ |    (08-Aug-2026)       ||      କଲ୍ୟାଣ ସିଂହ ପୁର ବିଡ଼ିଓ ଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ବଜେଡି ର ଉପଜିଲ୍ଲାପାଳ ଙ୍କୁ ଅଭିଯୋଗ ପତ୍ର ପ୍ରଦାନ |    (08-Aug-2026)       ||      ବିଶ୍ୱରେ ଚିନି ଶଙ୍କଟ , ଦର ଆକାଶ ଛୁଆଁ |    (08-Aug-2026)       ||      ରାଜନୀତି ବିଭାଗ ପକ୍ଷରୁ ନୂତନ ଅଧକ୍ଷ ଙ୍କୁ ସମ୍ବର୍ଦ୍ଧନା |    (07-Aug-2026)       ||      ସାନଟେମାରି ସରକାରୀ ଉଚ୍ଚ ବିଦ୍ୟାଳୟ ରୁ ପିଲା ଚାଲିଯିବା ଉପରେ ଜିଲ୍ଲପାଳ ଙ୍କ କଡା ଆଭିମୁଖ୍ୟ |   (07-Aug-2026)       ||      ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକଆକ୍ରମଣ |    (07-Aug-2026)       ||      ବ୍ରହ୍ମପୁର ମହାନଗର ନିଗମ ଅଫିସ ଆଗରେ ବକେୟା ବିଲ ପାଇବା ଦାବିରେ ଠିକାଦାର ମାନଙ୍କ ଧାରଣା |   (07-Aug-2026)       ||      ମାଇକ୍ରୋ ଫାଇନାନ୍ସ କମ୍ପାନୀ ବିରୁଦ୍ଧରେ କ୍ଷତିଗ୍ରସ୍ତ ଜମାକାରୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର |   (07-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ ରେ ପାଦେରୀ ପଡା ଓ ଶୁଣ୍ଡରୁ ମିଲା ଦଳ ବିଜୟୀ |   (07-Aug-2026)       ||      ଅଭିନେତ୍ରୀ ତ୍ରିଶା ଙ୍କୁ କଟୁ ଦିଅର୍ଥ ବୋଧକ ଶବ୍ଦ କହିବା ଉଦୟ ନିଧି ଷ୍ଟାଲିନ ଙ୍କୁ ମହିଳା ମାନେ କଲେ କଟୁ ସମାଲୋଚନା |   (07-Aug-2026)       ||      ନୁଆଁ ଖାଇ ପାଇଁ ବଲାଙ୍ଗୀର ଜିଲ୍ଳାରେ ଆରମ୍ଭ ହେଲା ଲଗ୍ନ ଦେଖା    (07-Aug-2026)       ||      ଜୁଆ ଖେଳ ଉପରେ ପୋଲିସ ର ଚଢ଼ାଉ 7 ଅଭିଯୁକ୍ତ ସହ, ଟଙ୍କା, ମୋବାଇଲ ଓ ବାଇକ ଜବତ ||   (07-Aug-2026)       ||      ଖଲ୍ଲିକୋଟ ପାଚିକା ସହାୟିକା ଙ୍କ ତାଲିମ ଶିବିର ଅନୁଷ୍ଠିତ!|    (07-Aug-2026)       ||      ଗୁଆଳି ପୁର ଗ୍ରାମର ଶତାୟୁ ବ୍ୟକ୍ତିଙ୍କ ପରଲୋକ |    (07-Aug-2026)       ||     

ପ୍ରକୃତି ସହ ପରିବେଶ ର ବାହାଘର ଅନୁଷ୍ଠିତ |

07-Nov-2025

ବର ଅଶ୍ୱତ୍‌ଥ ବୃକ୍ଷଙ୍କ ବାହାଘର କଲେ ପୁରୋହିତ,

     ଓଡିଶା  ଜନ ମତ ବ୍ୟୁରୋ,

ବେଳେ,ବେଳେ  ଏକ ନିଆରା ପରମ୍ପରା ରେ ବାହାଘର ହୋଇଥାଏ, କିଛି ବିଶେଷ ଙ୍କୁ ନେଇ | କିନ୍ତୁ କେଉଁ ଆଦିମ କାଳରୁ ଏପରିବାହାଘରଯୁଗେ ଯୁଗେ ଅନୁଷ୍ଠିତ ହେଉଛି | ବାଜା, ବାଣ, ରୋଷଣୀ ଓ ବ୍ରାହ୍ମଣର ମନ୍ତ୍ରୋଚାରଣ ସହିତ ବରକନ୍ୟାଙ୍କ ହାତଗଣ୍ଠି ପଡ଼ି ଶହଶହ ସଂଖ୍ୟାରେ ଶୁଭେଚ୍ଛୁଙ୍କ ଗ୍ରହଣରେ ଦଶଦିଗପାଳଙ୍କୁ ସାକ୍ଷୀରଖ୍  ବରକନ୍ଯା ଜନ୍ମଜନ୍ମାନ୍ତର ପାଇଁ ବିବାହବନ୍ଧନରେ ବାନ୍ଧି ହେଲେ । ମାତ୍ର ଏହାଏକ ସାଧାରଣ ବିବାହ ନଥିଲା | ପ୍ରକୃତି ଓ ପରିବେଶକୁଭଲ   ପାଉଥିବା ନରଣପୁର ଗ୍ରାମର ସମାଜ ସମାଜସେବୀ କ୍ଷେତ୍ରମୋହନ ସାହୁଙ୍କ ଦ୍ବାରା ହୂଡା ପୋଖରୀ ତୁଠରେ ଲଗାଯାଇଥିବା  ବରଅଶ୍ଵତ୍ଥ ବୃକ୍ଷର ବିଭାଘର ଉତ୍ସବ ଥିଲା । ଭୁରିଭୋଜନରେ ଉପସ୍ଥିତଥିବା ହଜାର ହଜାର ସଂଖ୍ୟାରେ ଲୋକଙ୍କୁ ଆପ୍ୟାୟିତ କରାଯାଇଥିଲା। ନରଣପୁର ଗ୍ରାମର କ୍ଷେତ୍ରମୋହନ ସାହୁ ଓ ତାଙ୍କପତ୍ନୀ ସୁଭଦ୍ରା ସାହୁ ବରପକ୍ଷର ସମସ୍ତ ବ୍ୟବସ୍ଥା କରିଥିବାବେଳେ ପୋଡାଶୁଳ ଜଗନ୍ନାଥପୁର ଗ୍ରାମର – କାର୍ତ୍ତିକ  ବେହେରା ଓ ସ୍ତ୍ରୀ ସୁକାନ୍ତି ଝିଅ ଅଶ୍ୱତ୍ଥର ବୈବାହିକ କର୍ମ  କରିଥିଲେ।  ମାନବ ସମାଜର ପ୍ରଚଳିତ ସମସ୍ତ ପ୍ରଥା, ପରମ୍ପରା ଅନୁଯାୟୀ ଉଭୟ ବରକନ୍ୟାଙ୍କ ବିବାହ କରାଯାଇଥିଲା । ତିନିଜଣ ବ୍ରାହ୍ମଣପଣ୍ଡିତ ହୋମଯଜ୍ଞ ସହ ସମସ୍ତ ନିତିକାନ୍ତି କରି ବରକନ୍ୟାଙ୍କ ହାତଗଣ୍ଡି ପକାଇଥିଲେ। ଶଙ୍ଖ, ହୁଳହୁଳି, ସଂକୀର୍ତନର ତାଳେତାଳେ ପରିବେଶ କମ୍ପି ଉଠିଥିଲା । ଉଭୟ ପରିବାର ସମସ୍ତ ଖର୍ଚ୍ଚବହନ କରି ଏଭଳି ଏକ ମହତକର୍ମ କରିଥିବାରୁ ତାଙ୍କୁ  ଅଞ୍ଚଳବାସୀଙ୍କ ତରଫରୁ ସାଧୁବାଦ  ଜଣାଇଛନ୍ତି। ଏଭଳି ମାଙ୍ଗଳିକ କାର୍ଯ୍ୟରେ ଅବସରପ୍ରାପ୍ତ ଶିକ୍ଷୟତ୍ରୀ ସୁକାନ୍ତି ବାଗ, ଅଜୟ ପରିଡା ଏବଂ ତାଙ୍କ  ପରିବାର ଯୋଗେଶ୍ବର ସାହୁ ଅଳୟ ସମେତ ପ୍ରଭାତ ପ୍ରଧାନ, ରାଜେନ୍ଦ୍ର ସାହୁ, ପ୍ରମୁଖ ବହୁ ବଦାନ୍ୟ ବ୍ୟକ୍ତି ଙ୍କ ସହଯୋଗରେ ଏଭଳି ଏକ ପୂଣ୍ୟକାର୍ଯ୍ୟ ସମ୍ପନ୍ନ ହୋଇଛି।

News Comment

You Might Also Like

BACK TO TOP