Breaking News

ପିକଅପ ଭେନ କୁ ଧକ୍କା ଦେଈ ବାଇକ ଚାଳକ ମୃତ ||   (16-Apr-2026)       ||      ରଙ୍ଗେଈଲୁଣ୍ଡା ବ୍ଳକର 17ଜଣ ସିଆରସିସି ମାନସିକ ଚାପର ଵଶବର୍ତ୍ତୀ ହୋଈ ବିଇଓ ଙ୍କୁ ଦେଲେ ସାମୁହିକ ଇସ୍ତଫାପତ୍ର |   (16-Apr-2026)       ||      ବାଇକ ଧକ୍କା ରେ ବରିଷ୍ଟ ନାଗରିକ ମୃତ |    (16-Apr-2026)       ||      ବାଇକ ଧକ୍କା ରେ ବରିଷ୍ଟ ନାଗରିକ ମୃତ |    (16-Apr-2026)       ||      ଗୋଶାଣୀ ନୂଆଙ୍ଗା ଥାନା ତରଫରୁ ବ୍ରହ୍ମପୁର ରେଳଷ୍ଟେସନ ନିକଟରେ 21କେଜି ଗଞ୍ଜେଇ, ଏକ ଅଟୋ ସହ ତିନି ଜଣକୁ ଗିରଫକଲା ପୋଲିସ |   (16-Apr-2026)       ||      ନାବାଳିକା କୁ ବସ ମଧ୍ୟରେ ଅସଦାଚରଣ କରି ରିଟାୟଡ଼ ଅଧ୍ୟାପକ ଗିରଫ |    (16-Apr-2026)       ||      ପୋଲସରା ଥାନା ପାତି ଗଡ଼ ଗ୍ରାମରେ ଚୋରିକରିବାକୁ ଆସିଥିବା ବୃଦ୍ଧାଙ୍କୁ କଲେ ଆକ୍ରମଣ |    (16-Apr-2026)       ||      ମାତୃଭାଷା ର ଐତିହ୍ୟ ସମ୍ପର୍କ ରେ ପାଠ ଚକ୍ର ||   (15-Apr-2026)       ||      ପୋଲସରା ବିଜ୍ଞାନ ମହା ବିଦ୍ୟାଳୟ ରେ ଆଠ ଦିନିଆ ଆତ୍ମ ରକ୍ଷା ତାଲିମ ଶିବିର ର ଶୁଭାରମ୍ଭ |   (15-Apr-2026)       ||      କୋଟିନଡ଼ା ଥାନା କନ୍ଧପଲି ନିକଟରେ ଗଛକୁ ଧକ୍କାଦେଇ ବାଇକ ଆରୋହୀ ମୃତ |    (15-Apr-2026)       ||      ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ |    (15-Apr-2026)       ||      ପୂର୍ବଶତ୍ରୁତାକୁ ନେଇ ଯୁବକ ଙ୍କୁ ନିର୍ମମ ହତ୍ୟା |    (15-Apr-2026)       ||      ସତାବନ ବର୍ଷ ରେ ବିବାହ ହେଲେ ଅଭିନେତା |    (15-Apr-2026)       ||      ମହା ବିଷୁବ ସଂକ୍ରାନ୍ତି ଉପଲକ୍ଷେ ମନ୍ଦାର ବେଶରେ ଦର୍ଶନ ଦେଲେ ମା ପାଟ ଖଣ୍ଡା |   (14-Apr-2026)       ||      ବିଶ୍ୱାସ ଓ ନିଷ୍ଠା ଦେଖାଇ 22ହାତ ନିଆଁ ଉପରେ ଚାଲିଲେ ମା ଅଁଳାଇ ଙ୍କ କାଳସୀ ଏବଂ ଶ୍ରଦ୍ଧାକୁ |    (14-Apr-2026)       ||      ପୁରୁଷୋତ୍ତମପୁର ସହର ସହିତ ବ୍ଳକର ବିଭିନ୍ନ ପଞ୍ଚାୟତରେ ଥିବା ମେରୁ ଯାତ୍ରା ଓ ହନୁମାନ ଜୟନ୍ତୀ ଶେଷ ହୋଇଛି |    (14-Apr-2026)       ||      ବୁଗୁଡ଼ାରେ ଗଞ୍ଜାମ କଳାକାର ଦିବସ -2026 ଅନୁଷ୍ଠିତ |   (14-Apr-2026)       ||      ବାଲିଗୁଡା ସହର ଓଏହାର ଆଖପାଖ ଅଞ୍ଚଳରେହନୁମାନ ଜୟନ୍ତୀ ଏବଂ ମହାବିଷୁବ ପଣା ସଂକ୍ରାନ୍ତି ଅନୁଷ୍ଠିତ |    (14-Apr-2026)       ||      ଭାଜପା ଘୁମୁସର ଏସିସି ମୋର୍ଚା ଜିଲ୍ଲା ସଭାପତି 2ଥର ହେଲେ ଗନ୍ଧ ମାର୍ଦନ ସେଠୀ |    (14-Apr-2026)       ||      କେନ୍ଦୁବାଡି ପଞ୍ଚାୟତରେ ଦୁତୀୟ ପର୍ଯ୍ୟାୟ ଜନ ଅଭିଯୋଗ ଶୁଣାଣି |   (13-Apr-2026)       ||     

ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲପାଳ ଓ ଅନ୍ୟନ୍ୟ କର୍ମଚାରୀ ଙ୍କୁ କୃତଜ୍ଞତା ସହ ଆଶୀର୍ବାଦ ପ୍ରଦାନ କଲେ ସବୁ ହବିଷ୍ୟାଳି ମା ମାନେ |

07-Nov-2025

ପୁରୀ ଜିଲ୍ଲାପାଳଙ୍କ କୃତଜ୍ଞତା ଜ୍ଞାପନକଲେ ସହ ସହ ହବିଷ୍ୟଳି ଓ ତାଙ୍କ ପରିବାର | 

      ଓଡିଶା ଜନ ମତ ବ୍ୟୁରୋ,

ହବିଷ୍ୟାଳି ମାନେ ଏକ ମାସ ଧରି ପୁରୀରେ ପ୍ରଭୁ ଜଗନ୍ନଥ ଙ୍କ ପାଖରେ ରହି ରାଇଦାମୋଦର ପୂଜା, ଆଳତି ଓପ୍ରଭୁଙ୍କ ନୀଳଚକ୍ର କୁ ଦର୍ଶନ କରି, ବେଢାବୁଲି ନିଜକୁ ପରଂବ୍ରହ୍ମ ଙ୍କ ପାଖରେ ସମର୍ପଣ କରିଦେଇ ରହିଆସୁଥିଲେ | ଏକମାସର ପୂଜା ସରିବା ପରେ ବୁଧବାର ଦିନ କିଛି ହବିଷ୍ୟାଳି ମାର୍ଗଶିର ଗୁରୁ ବାର ପୂଜା ଘରେ କରିବା ନିମନ୍ତେ ଘରକୁ ପ୍ରତ୍ୟା ବର୍ତ୍ତନ କରିଥିଲା ବେଳେ ଆଉକିଛି ଗୁରୁବାରେ ଶ୍ରୀକ୍ଷେତ୍ର ଛାଡ଼ି ଯିବାକୁ ହେବନାହିଁ ବୋଲି ଆଜି ସକାଳୁ ସେମାନଙ୍କ ପରିବାର ସହିତ ସୁଗୃହକୁ ଗମନ କରିଛନ୍ତି |  ତେବେ ଏହି ଏକମାସ ନଧ୍ୟରେ ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ, ଓ ପୁରୀର ଜିଲ୍ଲପାଳ ଦିବ୍ୟଜ୍ୟୋତି ପରିଡା ଓ ପ୍ରଶାସନିକ ଅଧିକାରୀ ମାନେ ଯେଉଁ ସୁବିଧା, ସହଯୋଗ ପ୍ରଦାନ କରିଛନ୍ତି ସେଥିପାଇଁ ସମସ୍ତ ହବିଷ୍ୟାଳି ଓ ତାଙ୍କ ପରିବାର ଏମାନଙ୍କୁ ଧନ୍ୟବାଦ ଦେବ ସହିତ କୃତଜ୍ଞତା ଜଣାଇ ଛନ୍ତି | ଶ୍ରୀକ୍ଷେତ୍ରରେ ଏକମାସ ରହି ହବିସ୍ୟ ପରିସମାପ୍ତି ହୋଇଛି। ସମସ୍ତ ଙ୍କ ସହଯୋଗ ରେ ଏହା ଅତି ସୁନ୍ଦର ଭାବରେ  ହବିଷ୍ୟାଳୀ ମା ମାନଙ୍କର ଏକମାସର କାର୍ତ୍ତିକ ବ୍ରତ ବା ରାଈ ଦାମୋଦର ବ୍ରତ ଏବଂ ପଞ୍ଚୁକ ଶାନ୍ତି ଶୃଙ୍ଖଳା  ଭାବେ  ପରିଚାଳିତ ହୋଇ ଥିବାରୁ ପୁରୀ ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା ସମସ୍ତଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଅର୍ପଣ  କରିଛନ୍ତି।ହବିଷ୍ୟାଳୀ ମା ମାନେ ବୃନ୍ଦାବତୀ ନିବାସ, ବଗଲା ଧର୍ମଶାଳା, ମୋଚିସାହି ବିସାହି କଲ୍ୟାଣ ମଣ୍ଡପ, ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସ, ଓ ରେଲୱେ କଲ୍ୟାଣ ମଣ୍ଡପ ଠାରେ  ଏକ ମାସ ରହିଥିଲେ।ପ୍ରତି ଦିନ ପ୍ରତ୍ୟୁଷରୁ ବୃନ୍ଦାବତୀ  ପୂଜନ, ସ୍ୱେଚ୍ଛାସେବୀ ମାନଙ୍କ ଦ୍ୱାରା ନାମ, ଭଜନ, କୀର୍ତ୍ତନ ଇତ୍ୟାଦି ର ବ୍ୟବସ୍ଥାରେ ସାମିଲ ହୋଇ ଥିଲେ | ସେମାନେ  ବୃନ୍ଦାବତୀ ମନ୍ଦିର ଦର୍ଶନ, ମହାପ୍ରସାଦ ସେବନ,ପାଇଁ ସବୁପ୍ରକାର ବ୍ୟବସ୍ତା ମୁଖ୍ୟମନ୍ତ୍ରୀ ଙ୍କ ସହଯୋଗ ରେ କରା ଯାଇଥିଲା । ରାଜ୍ୟ ସରକାରଙ୍କ  ନିର୍ଦ୍ଦେଶ ରେ , ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ର ଆର୍ଥିକ ସହାୟତା ଏବଂ ଜିଲ୍ଲା ପ୍ରଶାସନ ର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ବିଷ୍ୟାଳୀ କେନ୍ଦ୍ର ଗୁଡିକ ଶୃଙ୍ଖଳା ର ସହ ପରିଚାଳିତ ହୋଇଥିଲା। ପ୍ରତ୍ୟେକ ହବିଷ୍ୟାଳୀ କେନ୍ଦ୍ର ବରିଷ୍ଟ ଅଧୂକାରୀ, ଅନ୍ୟାନ୍ୟ ନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ, କର୍ମଚାରୀ , ସ୍ଵେଚ୍ଛାସେବୀ ପ୍ରମୁଖ ଦାୟିତ୍ଵ ର ସହ କାର୍ଯ୍ୟ ସମ୍ପାଦନା କରିଥିଲେ। ଆଜି ପୂର୍ଣ୍ଣିମା ତିଥିରେ  ଅନେକ ହବିଷ୍ୟାଳୀ ମା ମାନେ ନିଜ ଗୃହ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଥିବା  ବେଳେ ବିଭିନ୍ନ କେନ୍ଦ୍ର ରେ ଅଳ୍ପ କିଛି ମାରହିଆଜି ଫେରିଯିବେ ।ତେବେ ବିଦାୟ ବେଳେ ପ୍ରତ୍ୟେକ ମା ଅଧିକାରୀ, କର୍ମଚାରୀ ଓ ସ୍ୱେଚ୍ଛାସେବୀ ମାନଙ୍କୁ ଧରି କୋହ ସମ୍ବରଣ କରି ନ ପାରି କାନ୍ଦୁ ଥୁବାର ଦେଖିବାକୁ ମିଳିଥିଲା। ଏମାନଙ୍କ ସହ ଗୋଟିଏ ମାସର ସମ୍ପର୍କ ଅବର୍ଣ୍ଣନୀୟ ।ରକ୍ତ ସମ୍ପର୍କ ଠାରୁ ଏ ସମ୍ପର୍କ ଅଧିକ।ଆମ ପୁଅ,ଝିଅ, ନାତି, ନାତୁଣୀ ଙ୍କ ଠାରୁ ଅଧିକ ସେବା ଦେଇ ଆମକୁ ଋଣୀ କରାଇ ଦେଇଛନ୍ତି ବୋଲି ହବିଷ୍ୟାଳୀ ମା ମାନେ କହି କାନ୍ଦି ପକାଉଥିଲେ। ବଞ୍ଚି ଥିଲେ ଆର ବରଷକୁ ପୁଣି ଦେଖାହେବ କହି ସେମାନେ ବିଦାୟ ନେଇଥିଲେ। ସମସ୍ତ ବ୍ୟବସ୍ଥା କୁ ଖୁବ ଭଲ ବୋଲି କହିବା ସହ ଆଶୀର୍ବାଦ କରିଥିଲେ ମା ମାନେ ।

News Comment

You Might Also Like

BACK TO TOP