Breaking News

ଗଞ୍ଜାମ ଜିଲ୍ଲା ପାଳ ଛତ୍ରପୁର ବ୍ଳକର 5ଟି ପଞ୍ଚାୟତ କୁ ଟିବି ମୁକ୍ତ ଘୋଷଣା କଲେ |   (10-Oct-2026)       ||      ଗଞ୍ଜାମ ଜିଲ୍ଳାରେ ଧାନ ଫସଲ ରେ ରୋଗ ପୋକ ଲାଗି ବ୍ୟାପକ କ୍ଷତି |    (10-Oct-2026)       ||      ଶ୍ରୀମତୀ ସାଢ଼ି ଶାରଦା ରେଡ୍ଡୀ ଛତ୍ରପୁର ବ୍ଳକ ଅଧକ୍ଷା ଦାୟିତ୍ୱରେ ରହିଲେ |    (10-Oct-2026)       ||      ଶିକର ପାଇରେ ଭୈରବ ବାଲିଯାତ୍ରା, ନିଆଁ ମାଡି ମାନସିକ ପୁର୍ଣ କଲେ ଶ୍ରଦ୍ଧାଳୁ |   (09-Oct-2026)       ||      ତାରା ତାରିଣୀ କଲେଜ ରେ 24ଜଣଙ୍କ ନାମାଙ୍କନ ମଧ୍ୟରୁ ଜଣଙ୍କ ନାକଚ ||   (09-Oct-2026)       ||      ଅଙ୍ଗନ ୱାଡି କେନ୍ଦ୍ର ର ଅବ୍ୟବସ୍ଥା ସାମ୍ନାକୁ ଆଣିଲେ ସାମ୍ବାଦିକ ଙ୍କୁ ଧମକ ||   (09-Oct-2026)       ||      ଦୁଇ ଯୁବକଙ୍କ ମଧ୍ୟରେ ବଚସା ରୁ ଚୁରାମାଡ଼ ଜଣେ ମୃତ, ଜଣେ ଗୁରୁତର |    (09-Oct-2026)       ||      ସଭାପତି ଭାବେ ନିର୍ଦ୍ୱନ୍ଦ୍ୱ ରେ ବିଜୟୀ ହେଲେ ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ର ସରସ୍ବତୀ ସାହୁ |   (09-Oct-2026)       ||      ବେଲଗୁଣ୍ଠା ରେ ବେଆଇନ ବନ୍ଧୁକ ଜବତ, ଜଣେ ଗିରଫ |    (09-Oct-2026)       ||      ଗଞ୍ଜାମରେ ମାଷ୍ଟର ଟ୍ରେନର ପାଇଁ, ଜିଲ୍ଲା ସ୍ତରୀୟ ତାଲିମ ଶିବିର |   (09-Oct-2026)       ||      ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ ||   (09-Oct-2026)       ||      ଚିକିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ ||   (09-Oct-2026)       ||      କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ନିର୍ବାଚନ ପାଇଁ 17ଜଣଙ୍କ ନାମାଙ୍କନ ପତ୍ର ଦାଖଲ |    (09-Oct-2026)       ||      ବିପୁଳ ପରିମାଣ ର ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ |   (09-Oct-2026)       ||      ଟାଟାବେଞ୍ଜ ଛକ ସ୍ଥିତ ଏକ ଲଜରୁ ସେକ୍ସ ରାକେଟ କୁ ଠାବ କଲା ବୈଦ୍ୟନାଥ ପୁର ପୋଲିସ |   (09-Oct-2026)       ||      ଅବକାରୀ ବିଭାଗ ଗନ୍ଧ ମର୍ଦ୍ଦନ ରେ ଚଢ଼ାଉ କରି ମଦ ସହ 4000ଲିଟର ମହୁଲ ପୋଚ ଜବତ |    (09-Oct-2026)       ||      କଂଗ୍ରେସ ର ଓଡିଶା ବନ୍ଦର ଡାକରା ରଘୁନାଥ ପୁର ବ୍ଲକରେ ପ୍ରଭାବ ପଡିଲା ||   (09-Oct-2026)       ||      ପୋଲସରା ରେ ବିଜେଡିର" ଜନ ସମ୍ପର୍କ ପଦଯାତ୍ରା " ଆରମ୍ଭ |   (08-Oct-2026)       ||      ସିଂହପୁର ରେ ନୁଆଁ ମଲ୍ଟି କେୟାର ପ୍ଲସ କ୍ଲିନିକ ଉଦଘାଟିତ |   (08-Oct-2026)       ||      ଆଇନ ଶୃଙ୍ଖଳା ସ୍ଥିତି ପାଇଁ ଉପଜିଲ୍ଲାପାଳ ଙ୍କ ଖରସ୍ରୋତା ମହାବିଦ୍ୟାଳୟ ପରିଦର୍ଶନ ||    (08-Oct-2026)       ||     

ଦୁଇ ଦିନରେ ଦଶ ଟି ମନ୍ଦିର ରୁ ସିରିଜ ଚୋରି କଲେ ଲୁଟରା ମାନେ |

05-Nov-2025

୧୦ଟି ମନ୍ଦିରରେ ଦୁଇ ଦିନ ରେ କଳା କନାବୁଲାଇ ଦେଲେ  ଚୋର |

      ଓଡିଶା  ଜନମତ  ବ୍ୟୁରୋ,

ଚୋରି ଆଜି କାଲି ସବୁଦିନିଆ ଘଟଣା ହୋଇ ଗଲାଣି |  ମଫସଲ ଠାରୁ ମଧ୍ୟମ ସହର ଓ ବଡ଼ ସହର ରେ ଚୋରି ଘଟଣା  ବଢ଼ିବାରେ ଲାଗୁଛି | ପ୍ରତେକ ଦିନ ଖବର କାଗଜ ଓଲଟାଇଲେ କିମ୍ବା ଟିଭି ନିଉସ ଦେଖିଲେ  ସବୁସମୟ ରେ ଚୋରର ଖବର ଶୁଣିବାକୁ ମିଳେ | ହେଲେବର୍ତମାନ ଚୋର ମାନେ ଘର, ଦୋକାନ,ବେଙ୍କ ଛାଡ଼ି  ମନ୍ଦିର ଲୁଟିବାର ଟାର୍ଗେଟ ନେଇଛନ୍ତି ସେମାନେ  | କେଉଁ ଠାକୁର ଙ୍କୁ ଡରୁ ନାହାନ୍ତି କିମ୍ବା ଭୟ ମଧ୍ୟ କରୁ ନାହାନ୍ତି  ସେମାନେ | ହେଲେ ଲଗାତାର ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି ଲୁଟେରା ଦୁଇ ଦିନରେ ୧୦ଟି ମନ୍ଦିର ଚୋରି ପରେ ସିମୁଳିଆ ଓ ଖଇରା ଥାନା ଅଞ୍ଚଳରେ ଥିବା ମନ୍ଦିରକୁ ଟାର୍ଗେଟ କରିଛନ୍ତି |ବାଲେଶ୍ଵର ଜିଲ୍ଲା ସିମୁଳିଆଓ ଖଇରା ଥାନା  ଅନ୍ତର୍ଗତ ଆନନ୍ଦପୁର  ପଞ୍ଚାୟତ ପାଟନା ଗାଁରେ ଥୁବା  ୪ ଗୋଟି ମନ୍ଦିରରେ ହୋଇଛି ସିରିଜ ଚୋରି | ମଙ୍ଗଳା ମନ୍ଦିର, ରାଧାକୃଷ୍ଣ ମନ୍ଦିର, ମହିଶାସୁରିମନ୍ଦିର ଓ ସିଦ୍ଧ ବାସୁଳି ମନ୍ଦିରରେ  ଠାକୁରଙ୍କର ଗତକାଲି ବିଳମ୍ବିତ ରାତିରେ ସୁନା ରୂପାଉ ଚିତା, ଲକେଟ, ମୁକୁଟ, ମା’ମଙ୍ଗଳାଙ୍କର ସୁନାର ମଙ୍ଗଳ ସୂତ୍ର, ରୁପାର ବେଲ ପତ୍ର, ରାଧା କୃଷ୍ଣ ମନ୍ଦିର  ର ରୂପା ବଂଶୀ, ସୁନା ରୂପା ଅଳଙ୍କାର ଲୁଟିକରି ଫେରାର ହୋଇଯାଇଛନ୍ତି ଲୁଟେରା | ଅନ୍ୟପଟେ ଖଇରା ଥାନା ଅନ୍ତର୍ଗତ ଗଗନଧୂଳି ପଞ୍ଚାୟତ "ଗଣ୍ଡୁଆ ଗାଁରେ ବଳି ବାସୁଳି ମନ୍ଦିର,ଫେତପୁର ଗାଁରେ ଥିବା ଲକ୍ଷ୍ମୀ ନାରାୟଣ ମନ୍ଦିର ଓ ଜଗନ୍ନାଥ ମନ୍ଦିରରେ  ବିଳମ୍ବିତ ରାତିରେ ସିରିଜ ଚୋରି ହୋଇଛି  । ଠାକୁରଙ୍କର ଲକ୍ଷାଧିକ ଟଙ୍କାର ସୁନା ରୁପା ଅଳଙ୍କାର ସମେତ ଦାନବାକ୍ସ ଚୋରି ହୋଇଥିବା ନେଇ  ଅଭିଯୋଗ ହୋଇଛି । ଦୁଇଟି ବ୍ଳକରେ ଲଗାତାର ଭାବେ ମନ୍ଦିର ଗୁଡିକରେ ସିରିଜ ଲୁଟ ହେଉଥିବାରୁ ଅଞ୍ଚଳବାସୀଙ୍କ  ମଧ୍ୟରେ  ଅସନ୍ତୋଷ ସୃଷ୍ଟି ହୋଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଟିମ ସାହାଯ୍ୟରେ ତଦନ୍ତ ଚଳାଇଛି | ତେବେ ପାଟି ଖୋଲୁନଥିବା ଠାକୁରଙ୍କଚୋରି ଗହଣା କେବେ ଉଦ୍ଧାର ହେବ ତାହା ହିଁ ସମୟ କହିବ |

News Comment

You Might Also Like

BACK TO TOP