Breaking News

କଂଗ୍ରେସ ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ ନ୍ୟୟ ପଥେ ପଦଯାତ୍ରା ରଘୁନାଥ ପୁର ବ୍ଲକରେ ଅନୁଷ୍ଠିତ |   (10-Oct-2026)       ||      ଗଞ୍ଜାମ ଜିଲ୍ଲା ପାଳ ଛତ୍ରପୁର ବ୍ଳକର 5ଟି ପଞ୍ଚାୟତ କୁ ଟିବି ମୁକ୍ତ ଘୋଷଣା କଲେ |   (10-Oct-2026)       ||      ଗଞ୍ଜାମ ଜିଲ୍ଳାରେ ଧାନ ଫସଲ ରେ ରୋଗ ପୋକ ଲାଗି ବ୍ୟାପକ କ୍ଷତି |    (10-Oct-2026)       ||      ଶ୍ରୀମତୀ ସାଢ଼ି ଶାରଦା ରେଡ୍ଡୀ ଛତ୍ରପୁର ବ୍ଳକ ଅଧକ୍ଷା ଦାୟିତ୍ୱରେ ରହିଲେ |    (10-Oct-2026)       ||      ଶିକର ପାଇରେ ଭୈରବ ବାଲିଯାତ୍ରା, ନିଆଁ ମାଡି ମାନସିକ ପୁର୍ଣ କଲେ ଶ୍ରଦ୍ଧାଳୁ |   (09-Oct-2026)       ||      ତାରା ତାରିଣୀ କଲେଜ ରେ 24ଜଣଙ୍କ ନାମାଙ୍କନ ମଧ୍ୟରୁ ଜଣଙ୍କ ନାକଚ ||   (09-Oct-2026)       ||      ଅଙ୍ଗନ ୱାଡି କେନ୍ଦ୍ର ର ଅବ୍ୟବସ୍ଥା ସାମ୍ନାକୁ ଆଣିଲେ ସାମ୍ବାଦିକ ଙ୍କୁ ଧମକ ||   (09-Oct-2026)       ||      ଦୁଇ ଯୁବକଙ୍କ ମଧ୍ୟରେ ବଚସା ରୁ ଚୁରାମାଡ଼ ଜଣେ ମୃତ, ଜଣେ ଗୁରୁତର |    (09-Oct-2026)       ||      ସଭାପତି ଭାବେ ନିର୍ଦ୍ୱନ୍ଦ୍ୱ ରେ ବିଜୟୀ ହେଲେ ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ର ସରସ୍ବତୀ ସାହୁ |   (09-Oct-2026)       ||      ବେଲଗୁଣ୍ଠା ରେ ବେଆଇନ ବନ୍ଧୁକ ଜବତ, ଜଣେ ଗିରଫ |    (09-Oct-2026)       ||      ଗଞ୍ଜାମରେ ମାଷ୍ଟର ଟ୍ରେନର ପାଇଁ, ଜିଲ୍ଲା ସ୍ତରୀୟ ତାଲିମ ଶିବିର |   (09-Oct-2026)       ||      ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ ||   (09-Oct-2026)       ||      ଚିକିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ ||   (09-Oct-2026)       ||      କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ନିର୍ବାଚନ ପାଇଁ 17ଜଣଙ୍କ ନାମାଙ୍କନ ପତ୍ର ଦାଖଲ |    (09-Oct-2026)       ||      ବିପୁଳ ପରିମାଣ ର ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ |   (09-Oct-2026)       ||      ଟାଟାବେଞ୍ଜ ଛକ ସ୍ଥିତ ଏକ ଲଜରୁ ସେକ୍ସ ରାକେଟ କୁ ଠାବ କଲା ବୈଦ୍ୟନାଥ ପୁର ପୋଲିସ |   (09-Oct-2026)       ||      ଅବକାରୀ ବିଭାଗ ଗନ୍ଧ ମର୍ଦ୍ଦନ ରେ ଚଢ଼ାଉ କରି ମଦ ସହ 4000ଲିଟର ମହୁଲ ପୋଚ ଜବତ |    (09-Oct-2026)       ||      କଂଗ୍ରେସ ର ଓଡିଶା ବନ୍ଦର ଡାକରା ରଘୁନାଥ ପୁର ବ୍ଲକରେ ପ୍ରଭାବ ପଡିଲା ||   (09-Oct-2026)       ||      ପୋଲସରା ରେ ବିଜେଡିର" ଜନ ସମ୍ପର୍କ ପଦଯାତ୍ରା " ଆରମ୍ଭ |   (08-Oct-2026)       ||      ସିଂହପୁର ରେ ନୁଆଁ ମଲ୍ଟି କେୟାର ପ୍ଲସ କ୍ଲିନିକ ଉଦଘାଟିତ |   (08-Oct-2026)       ||     

ମହିଳା ମାନେ ମହିଳା ବିଶ୍ଵକପ ଜିତି ଭାରତ ପାଈଁ ଇରିହାସ ସୃଷ୍ଟି କରିଥିବାରୁ ଟିମକୁ ଅନ୍ତରରୁ ଧନ୍ୟବାଦ ଜଣାଇଲେ ନିତା ଅମ୍ବାନୀ |

04-Nov-2025

ନୀତା ଅମ୍ବାନୀପ୍ରଶଂସା କରିକହିଲେ ଆମ ଝିଅ ମାନେ ଭାରତପାଈଁ ଗର୍ବ ଓ ଗୌରବ,

         ଓଡିଶା ଜନମତ ବ୍ୟୁରୋ

52 ପରେ ପ୍ରଥମ ଥର କରି 52 ରନ ରେ ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତୀୟ ମହିଳା ମାନେ ଯେଉଁ ଟ୍ରଫି ଜିତିଛନ୍ତି ତାହା ଆମ ଦେଶ ପାଈଁ ଗର୍ବ ବୋଲି କହିଛନ୍ତି ଶ୍ରୀମତୀ ନିତା ଅମ୍ବାନୀ | ଭାରତୀୟ ମହିଳା କ୍ରିକେଟ୍ ଦଳ ନଭି ମୁମ୍ବାଇରେ ପ୍ରଥମ ଥର ପାଇଁ ବିଶ୍ୱକପ୍ ଜିତି ଇତିହାସ ରଚିବା ସମୟରେ ସେମାନଙ୍କୁ ଉତ୍ସାହିତ କରୁଥିବା ଶ୍ରୀମତୀ ନୀତା ଏମ୍ ଅମ୍ବାନୀ ଦେଶ ପାଇଁ ଏତେ ଆନନ୍ଦ ଓ ଗୌରବ ଆଣିଥିବାରୁ ଦଳକୁ ଅଭିନନ୍ଦନ ଏବଂ ଧନ୍ୟବାଦ ଜଣାଇଛନ୍ତି। ଶ୍ରୀମତୀ ଅମ୍ବାନୀ କହିଛନ୍ତି, ‘ମଧ୍ୟରାତ୍ରିର ମୁହୂର୍ତ୍ତରେ, ଆମର ଝିଅମାନେ ପ୍ରଥମ ଥର ପାଇଁ ଆଇସିସି ବିଶ୍ୱ ଚାମ୍ପିଅନସିପ୍କପ ଜିତିଛନ୍ତି। ମୁଁ ଭାବୁଛି ଆପଣ ସମସ୍ତେ ସାହସ, ଦୃଢ଼ ବିଶ୍ବାସ ଆତ୍ମବିଶ୍ଵାସର ସହିତ ଖେଳି ସମଗ୍ର ଦେଶକୁ ଗର୍ବିତ କରିଛନ୍ତି। ଆମେ ସମସ୍ତେ ଆପଣମାନଙ୍କ ପାଇଁ ଗର୍ବିତ ଏବଂ ମୁଁ ଆପଣ ସମସ୍ତଙ୍କୁ ଧନ୍ୟବାଦ, ଧନ୍ୟବାଦ, ଧନ୍ୟବାଦ ଏବଂ ଜୟ ହିନ୍ଦ କହିବାକୁ ଚାହୁଁଛି। ନଭି ମୁମ୍ବାଇରେ ରବିବାର ଦିନ ଭାରତ ପ୍ରଥମ ଥର ପାଇଁ ମହିଳା ଏକଦିବସୀୟ ବିଶ୍ୱକପ୍ ବିଜୟୀ ହୋଇ ଇତିହାସ ରଚିବା ସମୟରେ ଶ୍ରୀମତୀ ନୀତା ଏମ୍ ଅମ୍ବାନୀ ଏବଂ ଶ୍ରୀ ଆକାଶ ଅମ୍ବାନୀ ଡିୱାଇ ପାଟିଲ ଷ୍ଟାଡିୟମରେ ଉପସ୍ଥିତ ଥିଲେ ଏବଂ ଟିମ ଇଣ୍ଡିଆ ପାଇଁ ହଦୟର ସହିତ ଉତ୍ସାହ ବଢାଇଥିଲେ । ସେଆହୁରି କହିଛନ୍ତି ଯେ ଆମ ଦେଶର କୌଣସି ମହିଳା ସବୁକ୍ଷେତ୍ରରେ ଉତ୍ତମ ପାର ଦର୍ଶିତା ଦେଖାଇ ଦେଶର ଇଜ୍ଜତ କୁ ଟେକି ରଖିଛନ୍ତି |

News Comment

You Might Also Like

BACK TO TOP