Breaking News

ଖଲ୍ଲିକୋଟ ପୋଲିସ ଦ୍ୱାରା ଖୋଜାପଲ୍ଲୀ ଚିତ୍ରସେନ ଜେନା ହତ୍ୟାକାଣ୍ଡ ର ଜଣେ ଆସମୀ ଗିରଫ |   (10-Oct-2026)       ||      ପାଇକମାଳ ମାଉସୀ ମା ମନ୍ଦିର ଠାରେ ଗାୟତ୍ରୀ ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ ||   (10-Oct-2026)       ||      ଉତ୍କଳ ମଣୀ ଗୋପବନ୍ଧୁ ଦାଶ ଙ୍କ ଜୟନ୍ତୀ କରୁଣା କାନ୍ତି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ପାଳିତ ||   (10-Oct-2026)       ||      2026-ମଥୁରା କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      କଂଗ୍ରେସ ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ ନ୍ୟୟ ପଥେ ପଦଯାତ୍ରା ରଘୁନାଥ ପୁର ବ୍ଲକରେ ଅନୁଷ୍ଠିତ |   (10-Oct-2026)       ||      ଗଞ୍ଜାମ ଜିଲ୍ଲା ପାଳ ଛତ୍ରପୁର ବ୍ଳକର 5ଟି ପଞ୍ଚାୟତ କୁ ଟିବି ମୁକ୍ତ ଘୋଷଣା କଲେ |   (10-Oct-2026)       ||      ଗଞ୍ଜାମ ଜିଲ୍ଳାରେ ଧାନ ଫସଲ ରେ ରୋଗ ପୋକ ଲାଗି ବ୍ୟାପକ କ୍ଷତି |    (10-Oct-2026)       ||      ଶ୍ରୀମତୀ ସାଢ଼ି ଶାରଦା ରେଡ୍ଡୀ ଛତ୍ରପୁର ବ୍ଳକ ଅଧକ୍ଷା ଦାୟିତ୍ୱରେ ରହିଲେ |    (10-Oct-2026)       ||      ଶିକର ପାଇରେ ଭୈରବ ବାଲିଯାତ୍ରା, ନିଆଁ ମାଡି ମାନସିକ ପୁର୍ଣ କଲେ ଶ୍ରଦ୍ଧାଳୁ |   (09-Oct-2026)       ||      ତାରା ତାରିଣୀ କଲେଜ ରେ 24ଜଣଙ୍କ ନାମାଙ୍କନ ମଧ୍ୟରୁ ଜଣଙ୍କ ନାକଚ ||   (09-Oct-2026)       ||      ଅଙ୍ଗନ ୱାଡି କେନ୍ଦ୍ର ର ଅବ୍ୟବସ୍ଥା ସାମ୍ନାକୁ ଆଣିଲେ ସାମ୍ବାଦିକ ଙ୍କୁ ଧମକ ||   (09-Oct-2026)       ||      ଦୁଇ ଯୁବକଙ୍କ ମଧ୍ୟରେ ବଚସା ରୁ ଚୁରାମାଡ଼ ଜଣେ ମୃତ, ଜଣେ ଗୁରୁତର |    (09-Oct-2026)       ||      ସଭାପତି ଭାବେ ନିର୍ଦ୍ୱନ୍ଦ୍ୱ ରେ ବିଜୟୀ ହେଲେ ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ର ସରସ୍ବତୀ ସାହୁ |   (09-Oct-2026)       ||      ବେଲଗୁଣ୍ଠା ରେ ବେଆଇନ ବନ୍ଧୁକ ଜବତ, ଜଣେ ଗିରଫ |    (09-Oct-2026)       ||      ଗଞ୍ଜାମରେ ମାଷ୍ଟର ଟ୍ରେନର ପାଇଁ, ଜିଲ୍ଲା ସ୍ତରୀୟ ତାଲିମ ଶିବିର |   (09-Oct-2026)       ||      ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ ||   (09-Oct-2026)       ||      ଚିକିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ ||   (09-Oct-2026)       ||      କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ନିର୍ବାଚନ ପାଇଁ 17ଜଣଙ୍କ ନାମାଙ୍କନ ପତ୍ର ଦାଖଲ |    (09-Oct-2026)       ||     

ପୁରୀରେ ପଞ୍ଚୁକ ପାଈଁ ଭକ୍ତଙ୍କ ପ୍ରବଳ ଗହଳି ଲାଗିଛି ||

03-Nov-2025

ପୁରୀରେ ପଞ୍ଚୁକ ପାଈଁ ଭକ୍ତଙ୍କ ନାହିଁ ନଥିବା ଭିଡ଼,

       ଓଡିଶା ଜନ ମତ ବ୍ୟୁରୋ,

ଧର୍ମ ମାସ ମଧ୍ୟରେ କାର୍ତ୍ତିକ ହେଉଛି ସବୁଠାରୁ ଶ୍ରେଷ୍ଠ |ସେଥିପାଇଁ ପ୍ରଭୁ ଜଗନ୍ନାଥ ଙ୍କ ପାଖରେ ନିଜକୁ ସମର୍ପଣ ଭାବନା ନେଇ ହବିଷ୍ୟାଳି ଙ୍କ ଠାରୁ ଭକ୍ତ ମାନେ ଭାରତ ଓ ବାହାର ଦେଶରୁ ଆସିଥାନ୍ତି ତାଙ୍କର ଶରଣା ପର୍ଣ୍ଣ ହୋଇ ଟିକେ ଆଶିଷ ପାଇବା ପାଈଁ | ଧର୍ମକ୍ଷେତ୍ର ଶ୍ରୀକ୍ଷେତ୍ର । ଶ୍ରୀକ୍ଷେତ୍ରରେ କାର୍ତିକ ମାସରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ । ସଂକୀର୍ତ୍ତନ, ପ୍ରବଚନ, ଭଜନ, ଜଣାଣ, ହୁଳୁହୁଳି ଓ ଜୟ ଜଗନ୍ନାଥ ଧ୍ଵନିରେ ପ୍ରକମ୍ପିତ ହେଉଛି ଶ୍ରୀମନ୍ଦିର, ବଡ଼ଦାଣ୍ଡ ସମେତ ମଠ ଓ ହବିଷ୍ୟାଳି କେନ୍ଦ୍ର । ଶ୍ରୀମନ୍ଦିର ରେ ଭକ୍ତ, ଶ୍ରଦ୍ଧାଳୁ ଓ ହବିଷ୍ୟାଳି ବ୍ରତଧାରୀଙ୍କ ଭିଡ ଲାଗି ରହିଛି । ଶ୍ରୀମନ୍ଦିରରେ ପଞ୍ଚୁକ ପ୍ରଥମ ଦିନଠାରୁ ଆରମ୍ଭ କରି ପୁର୍ଣିମା ପର୍ଯ୍ୟନ୍ତ ପ୍ରବଳ ଗହଳି ଦେଖୁବାକୁ ମିଳିବ । ଶ୍ରୀମନ୍ଦିରରେ ପଞ୍ଚୁକ କାର୍ତ୍ତିକ  ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିକ ପୂର୍ଣିମା ଅବସରରେ ମହାପ୍ରଭୁଙ୍କର ବିଭିନ୍ନ ବେଶ ଅନୁଷ୍ଠିତ ହେବ।  ରବିବାର ବଡ଼ ଏକାଦଶୀରେ ମହାପ୍ରଭୁ ଙ୍କ ଠିଆକିଆ ବା ଲକ୍ଷ୍ମୀ ନାରାୟଣ ବେଶ ନଭେମ୍ବର ୩ ତାରିଖସୋମବାରତ୍ରୟୋଦଶୀ
ରେ ମହାପ୍ରଭୁ ଙ୍କ ଡାଳିକିଆ ବା ତ୍ରିବିକ୍ରମ ବେଶ । ଏହିବର୍ଷ ପଞ୍ଚକ ପାଞ୍ଚ ଦିନ ବଦଳରେ ଚାରିଦିନମହାପ୍ରଭୁ ଙ୍କ ବେଶ ଦର୍ଶନ ପାଇଁ ଭକ୍ତଙ୍କ ଆବେଗରହିଛି | 
ନଭେମ୍ବର ୪ ତାରିଖ ମଙ୍ଗଳବାର ଚତୁର୍ଦ୍ଦଶୀରେ – ମହାପ୍ରଭୁଙ୍କ ଲକ୍ଷ୍ମୀ ନୃସିଂହ ବେଶ ନଭେମ୍ବର ୫ ତାରିଖ ବୁଧବାର କାର୍ଭିକ ପୂର୍ଣି ମାରେ ମହାପ୍ରଭୁଙ୍କ ରାଜରାଜେଶ୍ଵର ବା ସୁନା ବେଶ ଅନୁଷ୍ଠିତ ହେବ । ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ମହାପଞ୍ଚୁକ ନୀତି ସହ ହରିଉତ୍‌ଥାପନ ଏକାଦଶୀ। ଏଥିପାଇଁ ଶ୍ରୀମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁ ଓ ହବିଷ୍ୟାଳୀଙ୍କ ଭିଡ଼ ଲାଗିଛି । ପଞ୍ଚୁକର ପ୍ରଥମ ଦିନରେ ଶ୍ରୀମନ୍ଦିରରେ ସ୍ଵତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଥ‌ିବା ବେଳେମହାପ୍ରଭୁଲକ୍ଷ୍ମୀନାରା ୟଣ ବେଶରେ ସଜ୍ଜିତ ହୋଇ ଅଗଣିତ ଭକ୍ତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି । ତେବେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ମାର୍କେଟ ଛକ ଠାରେ କରାଯାଇଥିବା ଅସ୍ଥାୟୀ ବ୍ୟାରିକେଡ଼ଭିତରେ ଆସି ଭକ୍ତମାନେ ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ପ୍ରବେଶ କରିବା ସହ ଅନ୍ୟ ତିନି ଦ୍ବାର ଦେଇ ପ୍ରସ୍ଥାନ କରୁଛନ୍ତି । ଭକ୍ତଙ୍କ ସୁବିଧା, ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନକୁ ନଜରରେ ରଖି ଜିଲ୍ଲା ପ୍ରଶାସନ , ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ଵକୁ ନୋ ଭେହିକିଲ କୋନ(ଗାଡି ପ୍ରବେଶ ନାହିଁ )କରା 
କରାଯାଇଛି।  ଯାହାଫଳରେ ଯାତ୍ରୀମାନେ  ବଡ଼ ଦାଣ୍ଡରେ ଠିକ ଭାବେ ଯିବା ଆସିବା କରିପାରିବେ | ଏହା ସହ ଭକ୍ତ ଙ୍କ ସୁରକ୍ଷା ଦାୟିତ୍ଵରେ ୫ ଅତିରିକ୍ତ ଏସପି, ୧୬ ଡିଏସପି, ୩୫ ଇନ୍ସପେକ୍ଟରଙ୍କ ସହ ୩୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇ ରହିଛନ୍ତି  । ଦୀର୍ଘ ଏକାମାସ ଧରି ଶ୍ରୀକ୍ଷେତ୍ରରେ ରହି କାର୍ତ୍ତିକ ବ୍ରତ ପାଳନ କରୁଥିବା ହବିଷ୍ୟାଳୀଙ୍କ ପାଇଁ ପଞ୍ଚୁକ ବ୍ରତ ବେଶ୍ ମହତ୍ଵ ରଖୁଥାଏ ବୋଲି ବିଶ୍ଵାସ ରହିଛି। ଚଳିତ ଥରପଞ୍ଚୁକ ପାଞ୍ଚଦିନ ପରି ବର୍ତ୍ତେ ଚାରିଦିନ ପଡ଼ୁଛି । ଫଳରେ ଭକ୍ତମାନେ ମହାପ୍ରଭୁ ଙ୍କର ବାଙ୍କଚୂଡ଼ ବେଶ ଦର୍ଶନରୁ ବଞ୍ଚିତ ରହିବେ ।ତେବେ ଆସନ୍ତା ବର୍ଷକୁ ଅପେକ୍ଷାଭକ୍ତ ଙ୍କ ନିମନ୍ତେ ପ୍ରଭୁଙ୍କ ସେହି ବାଙ୍କ ଚୂଡ଼ ବେଶ ଦର୍ଶନକରିବା ପାଈଁ  |

News Comment

You Might Also Like

BACK TO TOP