Breaking News

ନିଜ ପୈତୃକ ଗାଁ ଉତ୍ତରାଖଣ୍ଡ ର ପୀଥୋରାଗଡ଼ଜିଲ୍ଲା ରେ ରିଷଭ ପନ୍ତ ଙ୍କ ପାଇଁ ତାଙ୍କ ମା ଘର କରିବେ |   (12-Aug-2026)       ||      ଶୌଚାଳୟ ଅକାମି ଲୋକେ ହନ୍ତ ସନ୍ତ |    (12-Aug-2026)       ||      ପ୍ରଥମ ପୋଷ୍ଟିଙ୍ଗ ରେ କୋଟିଏ ଟଙ୍କା ର ଲାଞ୍ଚ ନେଇ ସିବିଆଇ ଜାଲରେ ଏସିପି |   (11-Aug-2026)       ||      ଗଞ୍ଜେଇ ଚୋରା ଚାଲାଣ ବେଳେ ଗିରଫ କଲା ପୋଲିସ |    (11-Aug-2026)       ||      ନିଜକୁ ଅବକାରୀ ଅଧିକାରୀ କହି ମଦ ଦୋକାନ ଯାଞ୍ଚ ବେଳେ ପୋଲିସ ଦ୍ୱାରା ଗିରଫ!|    (11-Aug-2026)       ||      ଦୁଇ ବାଇକ ସାମନା, ସାମାନି ଧକ୍କା 3 ଗୁରୁତର |    (11-Aug-2026)       ||      ନୂତନ ଧାନ ସଂଗ୍ରହ ନୀତି କୁ ପରିବର୍ତ୍ତନ ପାଇଁ ଦାବୀ |   (11-Aug-2026)       ||      ଛତ୍ରପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ବିଦ୍ୱତ ପରିଷଦ ଆଲୋଚନା ଅନୁଷ୍ଠିତ |    (11-Aug-2026)       ||      ସ୍ତ୍ରୀକୁ ହତ୍ୟା ଘଟଣାରେ ସ୍ୱାମୀକୁ ଆଜୀବନ ଜେଲ |   (11-Aug-2026)       ||      ସ୍ୱାମୀ ଲକ୍ଷ୍ମଣା ନନ୍ଦ ସରସ୍ବତୀ ମେଡିକାଲ ନାମ କରଣ ନିଷ୍ପତି କୁ ସ୍ୱାଗତ କଲେ ଜିଲ୍ଲା ବାସୀ |    (11-Aug-2026)       ||      ମନରେଗା କାମରେ ଦୁର୍ନୀତି ନେଇ ବିଡ଼ିଓ ଙ୍କ ଦ୍ୱାରସ୍ତ ହେଲେ ତିରିଡା ଗ୍ରାମ୍ୟ ସଭାପତି ||   (11-Aug-2026)       ||      ପୋଲସରା ମହାବିଦ୍ୟାଳୟ ରେ ଇ- ଗ୍ରନ୍ଥାଗାର ସହିତ ଅତିରିକ୍ତ ଗୃହ କୁ ଉଦଘାଟନ କଲେ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ |    (11-Aug-2026)       ||      ସ୍କାଉଟ ଓଗାଇଡ଼ସ ର ଦୀକ୍ଷାନ୍ତ ଦିବସ ସମାରୋହ |   (11-Aug-2026)       ||      ସ୍ୱାଧୀନତା ଦିବସ ପୂର୍ବରୁ ଖଲ୍ଲିକୋଟ ବିଜେପିର ଘର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ |    (11-Aug-2026)       ||      ପିତା ମାତାଙ୍କ ମୃତ୍ୟୁ ପରେ ବେସାହାରା ହେଲେ ଚାରି କୁନି ଚୁଆ |    (11-Aug-2026)       ||      ପ୍ରଭୁ ଗୋରେଖ ନାଥ ଙ୍କ ପୀଠରେ ଅପର୍ଯ୍ୟାପ୍ତ କାଉଡିଆ ଙ୍କ ଭିଡ଼ ,|    (11-Aug-2026)       ||      ବସ ଦୁର୍ଘଟଣାରେ ଅଟୋ ଚାଳକ ମୃତ, ଓଜଣେ ଗୁରୁତର |    (11-Aug-2026)       ||      ସାର୍ଟିଫିକେଟ ବନ୍ଧା ପଡିଥିବାରୁ ମିଳିଲାନି ଚାକିରୀ, ସ୍ୱାମୀ ସ୍ତ୍ରୀ ଦୁହେଁ ଏବେ ଦିନ ମଜୁରିଆ    (11-Aug-2026)       ||      ଜିଲ୍ଲପାଳ ଙ୍କ ଆହ୍ୱାନ " ଘରେ ଘରେ ତ୍ରିରଙ୍ଗା "କାର୍ଯ୍ୟକ୍ରମ ରେ ସାମିଲ ହୁଅନ୍ତୁ |   (11-Aug-2026)       ||      ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟ ରେଯୁବ ରେଡ଼କ୍ରସ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ |    (11-Aug-2026)       ||     

ଅଷ୍ଟ୍ରେଲିଆ ର ପୂର୍ବତନ ପ୍ରଧାନମନ୍ତ୍ରୀ ଙ୍କ ବଡ଼ ବୟାନ ବିଶ୍ୱର ନେତୃତ୍ୱ ନେବେ ଭାରତର ପ୍ରଧାନମନ୍ତ୍ରୀ |

18-Oct-2025

ଅଷ୍ଟ୍ରେଲିଆ ର  ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବଡ ବୟାନ ବିଶ୍ୱର ନେତୃତ୍ୱ ନେବେ ଭାରତର ପ୍ରଧାନ ମନ୍ତ୍ରୀ  ନରେନ୍ଦ୍ର ମୋଦୀ,

  ଓଡିଶା ଜନ ମତ ବ୍ୟୁରୋ,

ଅଷ୍ଟ୍ରେଲିଆ  ର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନୀ ଆବ ଆବଟ୍  କହିଛନ୍ତି ଯେ, ଏକବିଂଶ ଶତାବ୍ଦୀ  ଆଗାମୀ ४ବର୍ଷ ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀ ଆମେରିକାଠାରୁ ‘ମୁକ୍ତ ବିଶ୍ଵର ନେତା’ର ପଦବୀ ଗ୍ରହଣ କରିପାରନ୍ତି । ସେ ଭାରତକୁ ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚାଇନାର ପ୍ରତିଦ୍ବନ୍ଦୀ  ଅଷ୍ଟ୍ରେଲିଆର ଏକ ଦୃଢ଼ ଓ ବିଶ୍ଵସନୀୟ ଅଂଶୀଦାର ଭାବେ ଭୂମିକା ନିର୍ବାହ କରିବାକୁ ଆହ୍ବାନ ଦେଇଛନ୍ତି। ଆବବଟ୍ କହିଛନ୍ତି, ୨୦୨୨ରେ ଅଷ୍ଟ୍ରେଲିଆ ଓ ଗତ ମାସରେ ବ୍ରିଟେନ ସହିତ ଭାରତର ମୁକ୍ତ ବାଣିଜ୍ୟ ଚୁକ୍ତି ଏକ ସଙ୍କେତ ଯେ ଗଣ ତାନ୍ତ୍ରିକ ବିଶ୍ଵ ଚାଇନାଠାରୁ ଦୂରେଇ ଯାଉଛି। ସେ ଭାରତ-ଚାଇନା, ପାକିସ୍ତାନ ଓ ଆମେରିକା ସହ  ସମ୍ପର୍କର ବିଶ୍ଳେଷଣ କରି କହିଛନ୍ତି, ଚାଇନାର ‘ ବିଶ୍ବ ଆଧୂପତ୍ୟ’ ଲକ୍ଷ୍ୟକୁ ନିୟନ୍ତ୍ରଣ କରିବାରେ ଭାରତ ତ ମୁଖ୍ୟ ଭୂମିକା ଗ୍ରହଣ କରିପାରେ। ଆବଟ୍ କ‌ହିଛନ୍ତି, ଭାରତ ହେଉଛି ଚାଇନାର ପ୍ରତିଦ୍ବନ୍ଦୀ  । ଏହା ବିଶ୍ଵର ସବୁଠାରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ଏବଂ ଏହାର ବିକାଶ ତ୍ବରାନ୍ବିତ ହେଉଛି। ଭାରତହେଉଛି- ଗଣତନ୍ତ୍ର, ଆଇନର ତିନୋଟି ପ୍ରମୁଖ ସୁବିଧା ହେଉଛି ଶାସନ ଓ ଇଂରାଜୀ ଭାଷା, ଯାହା ଏହାକୁ ଅର୍ଥନୈତିକ ଓ ସାମରିକ ଅଗ୍ରଗତି ପାଇଁ ପ୍ରସ୍ତୁତ କଟ୍ କରୁଛି। ୟୁକ୍ରେନ ଯୁଦ୍ଧକୁ ଉଲ୍ଲେଖ କରି ଆବଟ୍ କ‌ହିଛନ୍ତି, ଯଦି ୟୁକ୍ରେନ ନାଟୋର ସଦସ୍ୟ ହୋଇଥାନ୍ତା, ତେବେ    ରୁଷିଆର ଆକ୍ରମଣ  ହୋଇନଥାନ୍ତା । ସେହିପରି, ଆମେରିକାର ର ରୁଷିଆ ତୈଳ କିଣିବା ପାଇଁ ଭାରତ ଉପରେ ୨୫% ଟାରିଫ ଏକ ଭୁଲ  ଥିଲା ବୋଲି ସେ ମତ ଦେଇଛନ୍ତି । ସେ ଆମେରିକାକୁ ପାକିସ୍ତାନ ଅପେକ୍ଷା ଭାରତର ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଅଧିକ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଛନ୍ତି ।

News Comment

You Might Also Like

BACK TO TOP