Breaking News

କଲ୍ୟାଣ ସିଂହ ପୁର ବ୍ଲକରେ ସ୍ୱତନ୍ତ୍ର ସମିତି ସମୀକ୍ଷା ବୈଠକ ଅନୁଷ୍ଠିତ ||   (12-Aug-2026)       ||      ବସ ଧକ୍କାରେ ଦୁଇ ଛେଳି ମୃତ, ଗାଈ ଓ ବଳଦ ଗୁରୁତର |   (12-Aug-2026)       ||      ନିଜ ପୈତୃକ ଗାଁ ଉତ୍ତରାଖଣ୍ଡ ର ପୀଥୋରାଗଡ଼ଜିଲ୍ଲା ରେ ରିଷଭ ପନ୍ତ ଙ୍କ ପାଇଁ ତାଙ୍କ ମା ଘର କରିବେ |   (12-Aug-2026)       ||      ଶୌଚାଳୟ ଅକାମି ଲୋକେ ହନ୍ତ ସନ୍ତ |    (12-Aug-2026)       ||      ପ୍ରଥମ ପୋଷ୍ଟିଙ୍ଗ ରେ କୋଟିଏ ଟଙ୍କା ର ଲାଞ୍ଚ ନେଇ ସିବିଆଇ ଜାଲରେ ଏସିପି |   (11-Aug-2026)       ||      ଗଞ୍ଜେଇ ଚୋରା ଚାଲାଣ ବେଳେ ଗିରଫ କଲା ପୋଲିସ |    (11-Aug-2026)       ||      ନିଜକୁ ଅବକାରୀ ଅଧିକାରୀ କହି ମଦ ଦୋକାନ ଯାଞ୍ଚ ବେଳେ ପୋଲିସ ଦ୍ୱାରା ଗିରଫ!|    (11-Aug-2026)       ||      ଦୁଇ ବାଇକ ସାମନା, ସାମାନି ଧକ୍କା 3 ଗୁରୁତର |    (11-Aug-2026)       ||      ନୂତନ ଧାନ ସଂଗ୍ରହ ନୀତି କୁ ପରିବର୍ତ୍ତନ ପାଇଁ ଦାବୀ |   (11-Aug-2026)       ||      ଛତ୍ରପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ବିଦ୍ୱତ ପରିଷଦ ଆଲୋଚନା ଅନୁଷ୍ଠିତ |    (11-Aug-2026)       ||      ସ୍ତ୍ରୀକୁ ହତ୍ୟା ଘଟଣାରେ ସ୍ୱାମୀକୁ ଆଜୀବନ ଜେଲ |   (11-Aug-2026)       ||      ସ୍ୱାମୀ ଲକ୍ଷ୍ମଣା ନନ୍ଦ ସରସ୍ବତୀ ମେଡିକାଲ ନାମ କରଣ ନିଷ୍ପତି କୁ ସ୍ୱାଗତ କଲେ ଜିଲ୍ଲା ବାସୀ |    (11-Aug-2026)       ||      ମନରେଗା କାମରେ ଦୁର୍ନୀତି ନେଇ ବିଡ଼ିଓ ଙ୍କ ଦ୍ୱାରସ୍ତ ହେଲେ ତିରିଡା ଗ୍ରାମ୍ୟ ସଭାପତି ||   (11-Aug-2026)       ||      ପୋଲସରା ମହାବିଦ୍ୟାଳୟ ରେ ଇ- ଗ୍ରନ୍ଥାଗାର ସହିତ ଅତିରିକ୍ତ ଗୃହ କୁ ଉଦଘାଟନ କଲେ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ |    (11-Aug-2026)       ||      ସ୍କାଉଟ ଓଗାଇଡ଼ସ ର ଦୀକ୍ଷାନ୍ତ ଦିବସ ସମାରୋହ |   (11-Aug-2026)       ||      ସ୍ୱାଧୀନତା ଦିବସ ପୂର୍ବରୁ ଖଲ୍ଲିକୋଟ ବିଜେପିର ଘର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ |    (11-Aug-2026)       ||      ପିତା ମାତାଙ୍କ ମୃତ୍ୟୁ ପରେ ବେସାହାରା ହେଲେ ଚାରି କୁନି ଚୁଆ |    (11-Aug-2026)       ||      ପ୍ରଭୁ ଗୋରେଖ ନାଥ ଙ୍କ ପୀଠରେ ଅପର୍ଯ୍ୟାପ୍ତ କାଉଡିଆ ଙ୍କ ଭିଡ଼ ,|    (11-Aug-2026)       ||      ବସ ଦୁର୍ଘଟଣାରେ ଅଟୋ ଚାଳକ ମୃତ, ଓଜଣେ ଗୁରୁତର |    (11-Aug-2026)       ||      ସାର୍ଟିଫିକେଟ ବନ୍ଧା ପଡିଥିବାରୁ ମିଳିଲାନି ଚାକିରୀ, ସ୍ୱାମୀ ସ୍ତ୍ରୀ ଦୁହେଁ ଏବେ ଦିନ ମଜୁରିଆ    (11-Aug-2026)       ||     

ମହିଳା ସ୍ୱାସ୍ଥ୍ୟ କର୍ମୀ ମମତା ନାୟକ ଙ୍କୁ ପଦୋନ୍ନତି ଓବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ |

18-Oct-2025

ମହିଳା ସ୍ୱାସ୍ଥ୍ୟ କର୍ମୀ ମମତା ନାୟକ ଙ୍କ ପ୍ରଦୋନ୍ନତି ଓ ବିଦାୟିକାଳୀନ ସମ୍ବର୍ଦ୍ଧନା ସଭା::ଭାବବିହ୍ଵଳ ହେଲେ ଗ୍ରାମବାସୀ,   

      ଓଡିଶା ଜନମତ,ଖୋର୍ଦ୍ଧା, ଗୋପାଳକୃଷ୍ଣ ପ୍ରଧାନ ,  

   ଖୋର୍ଦ୍ଧା ବ୍ଲକ ହଳଦିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନ ଉଇଲଲକିଶନ ନଗର ସ୍ୱାସ୍ଥ୍ୟ ଉପକେନ୍ଦ୍ର ରେ ଦୀର୍ଘ ୨୯ ବର୍ଷ ଧରି ଗାଁ ଗହଳିର ସାଧାରଣ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଥିବା ମହିଳା ସ୍ୱାସ୍ଥ୍ୟକର୍ମୀ ମମତା ନାୟକ ଙ୍କ ପ୍ରଦୋନ୍ନତି ହୋଇଥିବାରୁ ଏହି ଅବସରେ ଏକ ବିଦାୟିକାଳୀନ ସମ୍ବର୍ଦ୍ଧନା ସଭା ନାଲିପଡା ଅର୍ଜୁନପୁର ପଞ୍ଚାୟତ ଅନ୍ତର୍ଗତ ତରତୁଆ ଠାରେ ଥିବା କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସମାଜସେବୀ ମୀନକେତନ ମହାନ୍ତି ଙ୍କ ସଭା ପରିଚାଳନା ରେ ଅତିଥି ରୂପେ ହଳଦିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ସ୍ୱାସ୍ଥ୍ୟଚିକିତ୍ସା ଅଧିକାରୀ ଡ଼ଃ ପରେଶ କୁମାର ଆଚାର୍ଯ୍ୟ, ଅର୍ଜୁନପୁର ସରପଞ୍ଚ ସୂର୍ଯ୍ୟ ପ୍ରସାଦ ମହାନ୍ତି,ବରିଷ୍ଠ ସମାଜସେବୀ ବୈକୁଣ୍ଠନାଥ ମହାପାତ୍ର,ପ୍ରମୁଖ ଯୋଗଦେଇ ଶ୍ରୀମତୀ ମମତା ନାୟକ ଙ୍କ ଚାକିରୀ ସମୟରେ କାର୍ଯ୍ୟ ଦକ୍ଷତା, ସମାୟାନୁବର୍ତ୍ତିତା,ନିଷ୍ଠାପର ସେବା,ସହିତ  ସାଧାରଣ ଲୋକ ଙ୍କ ସହିତ ଜଡିତ ହୋଇ ସହଜ ଓ ସରଳ ଉପାୟରେ ଲୋକ ଙ୍କୁ ସେବା ଯୋଗାଇବାର ଯେଉଁ ପ୍ରୟାସ କରିଆସୁଥିଲେ ତାହାକୁ ପ୍ରଶଂସା କରିଥିଲେ।ଦୀର୍ଘ ବର୍ଷ ଗୋଟିଏ ସ୍ଥାନରେ ଦୁଇଟି ପଞ୍ଚାୟତ ୩ ଟି ଗ୍ରାମ ର ଲୋକ ଙ୍କୁ ସେବା ଯୋଗାଇବା,ଝାଡ଼ାବାନ୍ତି,,ହଇଜା ତତସହିତ ମହାମାରୀ କରନା ସମୟରେ ଯେଉଁଭଳି ସମସ୍ତଙ୍କୁ ନେଇ ଦିନରାତି କାମ କରିଥିଲେ ତାହା ସ୍ମରଣୀୟ ହୋଇ ରହିବ ବୋଲି ଉପସ୍ଥିତ ବିଭିନ୍ନ ଗ୍ରାମରୁ ଆସିଥିବା ଗ୍ରାମବାସୀମାନେ ବକ୍ତବ୍ୟ ରଖିଥିଲେ।ଏହି ଅବସରେ ଶ୍ରୀମତୀ ନାୟକ ଙ୍କୁ ମାନପତ୍ର ସହିତ ଉପଢୌକନ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ ଶ୍ରୀମତୀ ନାୟକ ଦୀର୍ଘ ବର୍ଷ ର ଅଭିଜ୍ଞତା, ଓ ସ୍ନେହ ଭଲପାଇବା,କାର୍ଯ୍ୟକରିବା ବେଳେ ଗ୍ରାମବାସୀଙ୍କ ସହଯୋଗ କେବେ ଭୁଲି ପାରିବିନି ବୋଲି ମତ ରଖିଥିଲେ। ।ସେହିପରି ବିଭିନ୍ନ ଗ୍ରାମରୁ ଆସିଥିବା ଆଶା,ଅଙ୍ଗନବାଡି କର୍ମୀ,ଓ ସାଧାରଣ ଲୋକମାନେ ମଧ୍ୟ ବିଭିନ୍ନ ଉପହାର ସହିତ ସମ୍ବର୍ଦ୍ଧିତ କରିଥିଲେ।ଏହି ସମୟରେ ଏକ ଭାବବିହ୍ଵଳ ପରିବେଶ ସୃଷ୍ଟି ହୋଇଥିଲା।ଅନ୍ୟମାନଙ୍କ ମଧ୍ୟରେ ହଳଦିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଵିଇଇ ଆଶୁତୋଷ ମହାନ୍ତି,ନୂତନ ଦାୟିତ୍ୱ ନେଇଥିବା ମହିଳା ସ୍ୱାସ୍ଥ୍ୟକର୍ମୀ ଭଗବତୀ ଜାଲି,ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରିଣୀ ଦୀପ୍ତିମୟୀ ବେହେରା,ପୁରୁଷ ସ୍ୱାସ୍ଥ୍ୟ କର୍ମୀ ଶୁଭ୍ରକାନ୍ତ ସାହୁ,ଉଇଲକିସନ ଗ୍ରାମର ସନାତନ ବିଶ୍ୱାଳ,ଦିଲ୍ଲୀପ ବଳିଆରସିଂହ, ଗୋପାଳକୃଷ୍ଣ ପ୍ରଧାନ, ସୁରେଶ ସାମନ୍ତରାୟ,ଗଣେଶ ବେହେରା,ମମତା ସାହୁ, ମନୋଜ ବିଶ୍ୱାଳ,ମୁନିସିରଜିରୁଧିନ,ଆଇନୁ ଚାଚା ଓ ଆଶା,ଅଙ୍ଗନବାଡି କର୍ମୀ ବିଭିନ୍ନ ଗ୍ରାମର ସ୍ୱେଚ୍ଛାସେବୀ ,ଗ୍ରାମବାସୀ ଉପସ୍ଥିତ ଥିଲେ।

News Comment

You Might Also Like

BACK TO TOP