Breaking News

ସମ୍ବାଦ ସାହିତ୍ୟ ଘର ପକ୍ଷରୁ 20 ହଜାର ଚାରା ରୋପଣ |   (12-Aug-2026)       ||      ଆର ଏସ ଏସ ପକ୍ଷରୁ ହୁମ୍ମା ଠାରେ ଗୁରୁପୂର୍ଣ୍ଣିମା ପାକିତ |    (12-Aug-2026)       ||      ପୋଲସରା ରେ ବିଶାଳ ତ୍ରିରଙ୍ଗା ଶୋଭା ଯାତ୍ରା |    (12-Aug-2026)       ||      କଲ୍ୟାଣ ସିଂହ ପୁର ବ୍ଲକରେ ସ୍ୱତନ୍ତ୍ର ସମିତି ସମୀକ୍ଷା ବୈଠକ ଅନୁଷ୍ଠିତ ||   (12-Aug-2026)       ||      ବସ ଧକ୍କାରେ ଦୁଇ ଛେଳି ମୃତ, ଗାଈ ଓ ବଳଦ ଗୁରୁତର |   (12-Aug-2026)       ||      ନିଜ ପୈତୃକ ଗାଁ ଉତ୍ତରାଖଣ୍ଡ ର ପୀଥୋରାଗଡ଼ଜିଲ୍ଲା ରେ ରିଷଭ ପନ୍ତ ଙ୍କ ପାଇଁ ତାଙ୍କ ମା ଘର କରିବେ |   (12-Aug-2026)       ||      ଶୌଚାଳୟ ଅକାମି ଲୋକେ ହନ୍ତ ସନ୍ତ |    (12-Aug-2026)       ||      ପ୍ରଥମ ପୋଷ୍ଟିଙ୍ଗ ରେ କୋଟିଏ ଟଙ୍କା ର ଲାଞ୍ଚ ନେଇ ସିବିଆଇ ଜାଲରେ ଏସିପି |   (11-Aug-2026)       ||      ଗଞ୍ଜେଇ ଚୋରା ଚାଲାଣ ବେଳେ ଗିରଫ କଲା ପୋଲିସ |    (11-Aug-2026)       ||      ନିଜକୁ ଅବକାରୀ ଅଧିକାରୀ କହି ମଦ ଦୋକାନ ଯାଞ୍ଚ ବେଳେ ପୋଲିସ ଦ୍ୱାରା ଗିରଫ!|    (11-Aug-2026)       ||      ଦୁଇ ବାଇକ ସାମନା, ସାମାନି ଧକ୍କା 3 ଗୁରୁତର |    (11-Aug-2026)       ||      ନୂତନ ଧାନ ସଂଗ୍ରହ ନୀତି କୁ ପରିବର୍ତ୍ତନ ପାଇଁ ଦାବୀ |   (11-Aug-2026)       ||      ଛତ୍ରପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ବିଦ୍ୱତ ପରିଷଦ ଆଲୋଚନା ଅନୁଷ୍ଠିତ |    (11-Aug-2026)       ||      ସ୍ତ୍ରୀକୁ ହତ୍ୟା ଘଟଣାରେ ସ୍ୱାମୀକୁ ଆଜୀବନ ଜେଲ |   (11-Aug-2026)       ||      ସ୍ୱାମୀ ଲକ୍ଷ୍ମଣା ନନ୍ଦ ସରସ୍ବତୀ ମେଡିକାଲ ନାମ କରଣ ନିଷ୍ପତି କୁ ସ୍ୱାଗତ କଲେ ଜିଲ୍ଲା ବାସୀ |    (11-Aug-2026)       ||      ମନରେଗା କାମରେ ଦୁର୍ନୀତି ନେଇ ବିଡ଼ିଓ ଙ୍କ ଦ୍ୱାରସ୍ତ ହେଲେ ତିରିଡା ଗ୍ରାମ୍ୟ ସଭାପତି ||   (11-Aug-2026)       ||      ପୋଲସରା ମହାବିଦ୍ୟାଳୟ ରେ ଇ- ଗ୍ରନ୍ଥାଗାର ସହିତ ଅତିରିକ୍ତ ଗୃହ କୁ ଉଦଘାଟନ କଲେ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ |    (11-Aug-2026)       ||      ସ୍କାଉଟ ଓଗାଇଡ଼ସ ର ଦୀକ୍ଷାନ୍ତ ଦିବସ ସମାରୋହ |   (11-Aug-2026)       ||      ସ୍ୱାଧୀନତା ଦିବସ ପୂର୍ବରୁ ଖଲ୍ଲିକୋଟ ବିଜେପିର ଘର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ |    (11-Aug-2026)       ||      ପିତା ମାତାଙ୍କ ମୃତ୍ୟୁ ପରେ ବେସାହାରା ହେଲେ ଚାରି କୁନି ଚୁଆ |    (11-Aug-2026)       ||     

ଅନ୍ୟ ଦେଶ ଅପେକ୍ଷା ଭାରତ ରେ ଶିଶୁ ଯୌନ ନିର୍ଯ୍ୟାତନା ବେଶି |

18-Oct-2025

ଭାରତରେ ଶିଶୁ ଯୌନ ନିର୍ଯ୍ୟାତନା ଅନ୍ୟ ଦେଶ ଠାରୁ ଅଧିକ | 
(ଚାଇଲଡ ଲାଇନର  ରିପୋର୍ଟ,

        ଓଡିଶା ଜନ ମତ  ବ୍ୟୁରୋ,

ଅନ୍ୟନ୍ୟ ଦେଶ ଅପେକ୍ଷା ଭାରତରେ ଶିଶୁଙ୍କ ବିରୋଧରେ  ଯୌନ ଅପରାଧ ୯୪ ପ୍ରତିଶତ ବଢ଼ିଛି । ୨୦୧୭ ରୁ ୨୦୨୨ ମଧ୍ୟରେ ଏହି ଅପରାଧ ବୃଦ୍ଧି ପାଇଥିବା – ଚାଇଲ୍ଡ ଲାଇଟ ଇଟ୍ ଗ୍ଲୋବାଲ ଚାଇଲ୍ଡ ସେପ୍ଟି ଇନ୍‌ଷ୍ଟିଚ୍ୟୁ ରିପୋର୍ଟ ‘ଇନ୍‌ଟୁ ଦି ଲାଇଟ ପକ୍ଷରୁ ପ୍ରକାଶିତ  ରିପୋର୍ଟ ୨୦୨୫ ରୁ ଏକଥା ସାମ୍‌ନାକୁ ଆସିଛି । ରିପୋର୍ଟରେ କୁହାଯାଇଛି ଯେ ୨୦୧୭ରେ ପୋକ୍ସୋ ( ଶିଶୁ ଯୌନ ଅପରାଧ ସୁରକ୍ଷା ଆଇନ) 2 ଅନୁସାରେ ୩୩, ୨୧୦ଟି ମାମଲା ରୁଜୁ ହୋଇଥିଲା । କିନ୍ତୁ ୨୦୨୨ରେ ଏହି – ସଂଖ୍ୟା ୬୪,୪୬୯ରେ ପହଞ୍ଚିଥିଲା । ରିପୋର୍ଟରେ  ଏକଥା ମଧ୍ୟ କୁହାଯାଇଛି କି ମାମଲା ସଂଖ୍ୟା ବଢ଼ିଥିଲେ ମଧ୍ୟ ଦଣ୍ଡବିଧାନର ହାର ୯୦ ପ୍ରତିଶତ ଉପରେ ରହିଛି । ଯାହାକି ଭାରତରେ ମଜଭୁତ ଥାଇ ବିଗତ କାର୍ଯ୍ୟାନୁଷ୍ଠାନ ଓ ରିପୋଟିଂ ବ୍ୟବସ୍ଥାକୁ ଦର୍ଶାଉଛି । ଚାଇଲ୍ଡ ଲାଇଟ୍ ସି ଇଓ ପଲ୍ ଷ୍ଟାନ ଫିଲ୍ଡଙ୍କ କହିବାନୁଯାୟୀ ପ୍ରତିଟି ତଥ୍ୟ ପଛରେ ଜଣେ ଶିଶୁ ରହିଛି ଯାହାର ସୁରକ୍ଷା, ସମ୍ମାନ ଓ ଭବିଷ୍ୟତକୁ ଛଡାଇ ନିଆଯାଇଛି । ଅନୁମତି ମିଳିଥିବାରୁ ଶିଶୁମାନଙ୍କୁ ଶୋଷଣ କରାଯାଉଛି । ପର୍ଯ୍ୟାପ୍ତ ଇଚ୍ଛାଶକ୍ତି ଫଳରେ – – ଏହାକୁ ରୋକାଯାଇପାରିବ । ଶିଶୁମାନେ ଅପେକ୍ଷା କରିପାରିବେ ନାହିଁ । ତେଣୁ ବର୍ତ୍ତମାନ କାର୍ଯ୍ୟାନୁଷ୍ଠାନକଡା କଡ଼ି ଭାବେ କାର୍ଯ୍ୟକ୍ରମ ହେବା ଦରକାର । ଯୌନଶୋଷରୁ ସୁରକ୍ଷା ଦେବା ଲାଗି ୨୦୧୨ରେ ଭାରତରେ ଭାରତରେ ପୋକ୍ସୋ ଆଇନ ଅଣାଯାଇଥିଲା । ସମଗ୍ର ଦେଶରେ ଏହାକୁ କଡାକଡି ଭାବେ ଲାଗୁ କରାଗଲା | ୧୮ ବର୍ଷରୁ କମ୍ ବୟସର ନାବାଳିକା ଏହି ଆଇନ ପରିସରଭୁକ୍ତ ହେଲେ । ରିପୋର୍ଟରେ କୁହାଯା କି ଭାରତ, ଶ୍ରୀଲଙ୍କା ଓ ନେପାଳରେ କରାଯାଇ ଥୂବା ସର୍ଭେରୁ ଜଣାପଡିଛି କି ପ୍ରତି ୮ ଜଣରେ ଜଣେ ଶିଶୁ-୧୮ ବର୍ଷରେ ପହଞ୍ଚିବା ପୂର୍ବରୁ ଯୌନ ଶୋଷଣ – କିମ୍ବା ବଳାତ୍କାରର ଶିକାର ହେଉଛି। ଏହି ୩ ଦେଶରେ ୫ କୋଟି ୪୦ ଲକ୍ଷ ଶିଶୁ ପ୍ରଭାବିତ ହୋଇଛନ୍ତି । ଅର୍ଥାତ ମୋଟ ପିଲାଙ୍କର ୧୨.୫ ପ୍ରତିଶତ ଯୌନ ଶୋଷଣ କିମ୍ବା ବଳାତ୍କାରର ଶିକାର ହୋଇଥାନ୍ତି । ୨୦୨୪ରେ ଦକ୍ଷିଣ ଏସିଆରେ ଭାରତ, ବାଂଲାଦେଶ ଓ ପାକିସ୍ତାନରେ ଶିଶୁ ଯୌନ ଅପରାଧ ମାମଲା ସବୁଠାରୁ ଅଧିକ ପଞ୍ଜିକୃତ ହୋଇଥିଲା । ରିପୋର୍ଟରେ ଆର୍ଟି ଫି ସି ଆଲ ଇଣ୍ଟେଲିଜେନ୍ସ (ଏଆଇ)ର ଅପବ୍ୟବହାରକୁ ନେଇ ଚେତାବନୀ ଜାରି କରାଯାଇଛି । ୨୦୨୩ ଅପେକ୍ଷା ୨୦୨୪
ରେ ଶିଶୁ ଯୌନ ଅପରାଧ ମାମଲା ୧୩୧୫ ପ୍ରତିଶତ ବଢ଼ିଛି । ରିପୋର୍ଟରେ ସବୁ ଦେଶ ଶିଶୁଙ୍କ ବିରୋଧରେ ହେଉଥିବା ଯୌନ ଶୋଷଣକୁ ସାର୍ବଜନିକ ସ୍ଵାସ୍ଥ୍ୟ ସତର୍କତା ଭାବେ ଗ୍ରହଣ କରି ବାକୁ ଅନୁରୋଧ କରାଯାଇଛି ।

News Comment

You Might Also Like

BACK TO TOP