Breaking News

ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||      ରେଳପଥ ପୁନରୁଦ୍ଧାର କାର୍ଯ୍ୟ ମାଲିଗୁଡାରେ ଜୋରସର ରେ ଚାଲିଛି |    (29-Sep-2026)       ||     

ସାର୍ଟିଫିକେଟ ବନ୍ଧା ପଡିଥିବାରୁ ମିଳିଲାନି ଚାକିରୀ, ସ୍ୱାମୀ ସ୍ତ୍ରୀ ଦୁହେଁ ଏବେ ଦିନ ମଜୁରିଆ

11-Aug-2026

ଅର୍ଥାଭାବ ରୁ କଲେଜରୁ ମିଳିଲାନି ଡିପ୍ଲୋମା ସାର୍ଟିଫିକେଟ,, ଏବେ ସ୍ୱାମୀ ଓ  ସ୍ତ୍ରୀ ଦିନ ମଜୁରିଆ ଭାବେ ମୂଲଲାଗୁଛନ୍ତି | 

ଓଡିଶା ଜନ ମତ ବ୍ୟୁରୋ |

ଡ଼ିପ୍ଲୋମା ପାସ୍ ଦୁହେଁ, ହେଲେ ବନ୍ଧା ପଡ଼ିଛି ସାର୍ଟିଫିକେଟ୍, ଚାକିରି ନପାଇ କରୁଛନ୍ତି ଦିନ ମଜୁରୀ...
ପାଠ ପଢ଼ିଲେ, ସ୍ୱପ୍ନ ଦେଖିଲେ। ହାତ ଧରା ଧରି ହୋଇ ଚାଲିବାର ଜିଦରେ ରହିଲେ। କିନ୍ତୁ ଅଲଗା କରିଦେଲା ପରିସ୍ଥିତି। ସ୍ୱପ୍ନକୁ ବି କରିଦେଲେ କକ୍ଷଚ୍ୟୁତ। ଇଂଜିନିୟର ହେବାର ସ୍ୱପ୍ନରେ କିଏ ହେଲା ବାଧକ। କିଏ ଧରାଇଦେଲା କୋଡ଼ି , କୋଦାଳ, ଆଉ ମୁଣ୍ଡରେ କଂକ୍ରିଟ୍ କଡ଼େଇ। ମୋନା –ସୁକାନ୍ତିଙ୍କ ଏ କାହାଣୀ। ଦୁଇଟି ଭଙ୍ଗା ହୃଦୟର ଏ କାହାଣୀ ନୁହେଁ। ସମାଜକୁ , ବ୍ୟବସ୍ଥାକୁ ଓ bଶାସନକୁ କାଠ ଗଡ଼ାକୁ ଟାଣିଲା ଭଳି ଘଟଣାର କାହାଣୀ। କିନ୍ତୁ ପୂରା ସତ କଥାପାଠ ପଢ଼ିଲେ, ସ୍ୱପ୍ନ ଦେଖିଲେ। ହାତ ଧରା ଧରି ହୋଇ ଚାଲିବାର ଜିଦରେ ରହିଲେ। କିନ୍ତୁ ଅଲଗା କରିଦେଲା ପରିସ୍ଥିତି। ସ୍ୱପ୍ନକୁ ବି କରିଦେଲେ କକ୍ଷଚ୍ୟୁତ। ଇଂଜିନିୟର ହେବାର ସ୍ୱପ୍ନରେ କିଏ ହେଲା ବାଧକ। କିଏ ଧରାଇଦେଲା କୋଡ଼ି , କୋଦାଳ, ଆଉ ମୁଣ୍ଡରେ କଂକ୍ରିଟ୍ କଡ଼େଇ। ମୋନା –ସୁକାନ୍ତିଙ୍କ ଏ କାହାଣୀ। ଦୁଇଟି ଭଙ୍ଗା ହୃଦୟର ଏ କାହାଣୀ ନୁହେଁ। ସମାଜକୁ , ବ୍ୟବସ୍ଥାକୁ ଓ ଶାସନକୁ କାଠ ଗଡ଼ାକୁ ଟାଣିଲା ଭଳି ଘଟଣାର କାହାଣୀ। କିନ୍ତୁ ପୂରା ସତ କଥାଟି।
ସ୍ୱାମୀ-ସ୍ତ୍ରୀ... ଡିପ୍ଲୋମା ପାସ୍... ଜଣେ ସିଭିଲ୍ ତ ଆଉ ଜଣେ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ କୋର୍ଷ କରିଛନ୍ତି। କିନ୍ତୁ ଦପ୍ତର ବଦଳରେ ବେଲଚା ଓ କଡ଼େଇ ଧରି ଜୁଝୁଛନ୍ତି। ଜୀବନ ଜିଇବାକୁ କରୁଛନ୍ତି ସଂଘର୍ଷ। ପାଠ ଅଟକି ଯାଇଛି। ସ୍ୱପ୍ନ ଭାଙ୍ଗି ଯାଇଛି। ସୁଖ ସବୁ ବଳି ପଡ଼ିଛି। ଭାଗ୍ୟର ଖେଳ ଆଗରେ ଦୁଇଟି ସୁନ୍ଦର ହୃଦୟର ମଣିଷ ପରାଜୟରେଲ ଗୁମୁରୁଛନ୍ତି।
କୋରାପୁଟ ବ୍ଲକ୍ ଡଙ୍ଗରି ଗ୍ରାମର ସୁକାନ୍ତି ପରଜା ଓ ମନୋ ମୁଦୁଲି। ପ୍ରେମ ବିବାହ ପରେ ଦୁହେଁ ଉଚ୍ଚଶିକ୍ଷା ଶେଷ କରି ଚାକିରି କରିବେ ବୋଲି ଦେଖିଥିଲେ ବଡ଼ ସ୍ୱପ୍ନ । ସୁକାନ୍ତି ଇଲେକ୍ଟ୍ରିକାଲ୍ ଡିପ୍ଲୋମା ଏବଂ ମନୋ ସିଭିଲ୍ ରେ ଡିପ୍ଲୋମା ପାସ୍ କରିଛନ୍ତି। ପରୀକ୍ଷାରେ ପାସ୍ ହେବା ପରେ କଲେଜରୁ ସାର୍ଟିଫିକେଟ୍ ନେବାକୁ ଡାକରା ଆସିଥିଲା। କିନ୍ତୁ କଲେଜର ବକେୟା ଫି ପୈଠ କରିବା ପାଇଁ ଦୁହିଁଙ୍କ ପରିବାର ପାଖରେ ନଥିଲା ଟଙ୍କା। ଦିନ ମଜୁରିଆ ବାପା ବହୁ କଷ୍ଟରେ ମନୋକୁ କୁ ପାଠ ପଢ଼ାଇଥିଲେ। ହେଲେ ସାର୍ଟିଫିକେଟ୍ ଆଣିବାକୁ ଆବଶ୍ୟକ ଟଙ୍କା ଯୋଗାଡ଼ କରିପାରିଲେ ନାହିଁ। ବର୍ଷ ପରେ ବର୍ଷ ବିତିଗଲା ପରିବାର ଉପରେ ଆଉ ବୋଝ ହେବାକୁ ନ ଚାହିଁ ବିବାହ ପରେ ଅଲଗା ରହିବା ଆରମ୍ଭ କଲେ ଉଭୟ। ପେଟ ପୋଷିବା ପାଇଁ ସହରର ବିଭିନ୍ନ ସ୍ଥାନରେ ଦିନ ମଜୁରିଆ ଭାବେ କାମ କରୁଛନ୍ତି। ମୁଣ୍ଡରେ ବାଲି ଓ ଗୋଡ଼ି ବୋହି ନିଜ ନିଜର ପରିବାର ଚଳାଉଛନ୍ତି।
ଡିପ୍ଲୋମା ପାସ୍ କରିଥିଲେ କିନ୍ତୁ ସାର୍ଟିଫିକେଟ୍ ପାଇନଥିଲେ। ସେଥିଲାଗି ଚାକିରି ପାଇଁ ଆବେଦନ କରି ପାରୁ ନଥିଲେ ଦୁହେଁ। ଆଉ ଦିନ ମଜୁରିଆ ଭାବରେ କାମ କରୁଛନ୍ତି। ଶିକ୍ଷିତ ସ୍ଵାମୀ ସ୍ତ୍ରୀଙ୍କ ଏମିତି ଅବସ୍ଥା ଦେଖି କିଛି ସ୍ଵେଚ୍ଛାସେବୀ ପୂରା ଘଟଣା ସଂପର୍କରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଥିଲେ। ଘଟଣା ସଂପର୍କରେ ଜାଣି ମନୋ ଓ ସୁକାନ୍ତିଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଡକରା ଆସିଥିଲା। ସେମାନଙ୍କ ସମସ୍ୟା ଶୁଣିବା ସହ ସାର୍ଟିଫିକେଟ୍ ଫେରାଇ ଆଣିବା ପାଇଁ ଖୁବ୍ ଶୀଘ୍ର ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି।
ଯଦି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟ ସଫଳ ହେବ, ତେବେ ନିଶ୍ଚିତ ମନୋ ଓ ସୁକାନ୍ତୀଙ୍କ ଓଠରେ ହସ ଫେରିବ। ପୁଣି ସ୍ୱପ୍ନ ଜିଇଁ ଉଠିବ। ଲକ୍ଷ୍ୟ ହାସଲ ହେବ ସେମାନଙ୍କର। ଏହି ଆଶା ତ ନିଶ୍ଚୟ ଆମେ ରଖିବା। କିନ୍ତୁ ଏହା ସହ ଅନେକ ପ୍ରଶ୍ନ ବି ଉଠେ। ଏତେ ଯୋଜନା , ଏତେ ସହାୟତା ଆଉ ଶିକ୍ଷା ପାଇଁ ସରକାରଙ୍କ ଏତେ ଗୁରୁତ୍ୱ। ତଥାପି କାହିଁକି ମନୋ ଓ ସୁକାନ୍ତୀ ? ଏମିତି କେତେ ମନୋ- ସୁକାନ୍ତି ଅଛନ୍ତି ଆମ ସମାଜରେ? ଏହା ନ ସୁଧୁରିଲେ ଭବିଷ୍ୟତ ଭାରତ ଆମକୁ କ୍ଷମା ଦେବତ?"

News Comment

You Might Also Like

BACK TO TOP