Breaking News

ନରସିଂହପୁର ହାଟର ଅବସ୍ଥା ପ୍ରଶାସନ କୁ ବାରମ୍ବାର ଗୁହାରି ପରେ ମଧ୍ୟ ସୁଧୁରିବାର ନାଁ ଧରୁନି | |    (13-Aug-2026)       ||      ମାହାଙ୍ଗାରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ରେ ଦୁଇ ଗିରଫ |    (13-Aug-2026)       ||      ମୁଖ୍ୟମନ୍ତ୍ରୀ ଯୋଶେଫ ବିଜୟ ବିଧନ ସଭା ସୀମା ନିର୍ଦ୍ଧାରଣ ପାଈଁ ପ୍ରସ୍ତାବ ଆଗତ କଲେ |    (13-Aug-2026)       ||      ମନ୍ଦିର କୁ ମଧ୍ୟ ଛାଡିଲେନି ଚୋର ||ଦକ୍ଷିଣ କାଳୀ ହୁଣ୍ଡୀ ଭାଙ୍ଗି ନେଇଗଲେ ଟଙ୍କା, ସୁନା|   (12-Aug-2026)       ||      ମୁଜାଗଡ଼ ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା |   (12-Aug-2026)       ||      ପାର୍ଥନା ବାହାନା ରେ ଡାକି ମହିଳା ଙ୍କୁ କଲେ ବଳତ୍କାର |   (12-Aug-2026)       ||      ଖୋର୍ଦ୍ଧା ଜିଲ୍ଲା ଓ ୟୁ ଡବ୍ଲ୍ୟୁ ଜେ ର ସଂଙ୍ଘଠନିକ ବୈଠକ ଓ ନୂତନ ସଦସ୍ୟ ଙ୍କୁ ଆଇକାର୍ଡ ପ୍ରଦାନ |   (12-Aug-2026)       ||      କଲ୍ୟାଣ ସିଂହପୁର ବ୍ଲକରେ ସ୍ୱତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ |    (12-Aug-2026)       ||      ସମ୍ବାଦ ସାହିତ୍ୟ ଘର ପକ୍ଷରୁ 20 ହଜାର ଚାରା ରୋପଣ |   (12-Aug-2026)       ||      ଆର ଏସ ଏସ ପକ୍ଷରୁ ହୁମ୍ମା ଠାରେ ଗୁରୁପୂର୍ଣ୍ଣିମା ପାକିତ |    (12-Aug-2026)       ||      ପୋଲସରା ରେ ବିଶାଳ ତ୍ରିରଙ୍ଗା ଶୋଭା ଯାତ୍ରା |    (12-Aug-2026)       ||      କଲ୍ୟାଣ ସିଂହ ପୁର ବ୍ଲକରେ ସ୍ୱତନ୍ତ୍ର ସମିତି ସମୀକ୍ଷା ବୈଠକ ଅନୁଷ୍ଠିତ ||   (12-Aug-2026)       ||      ବସ ଧକ୍କାରେ ଦୁଇ ଛେଳି ମୃତ, ଗାଈ ଓ ବଳଦ ଗୁରୁତର |   (12-Aug-2026)       ||      ନିଜ ପୈତୃକ ଗାଁ ଉତ୍ତରାଖଣ୍ଡ ର ପୀଥୋରାଗଡ଼ଜିଲ୍ଲା ରେ ରିଷଭ ପନ୍ତ ଙ୍କ ପାଇଁ ତାଙ୍କ ମା ଘର କରିବେ |   (12-Aug-2026)       ||      ଶୌଚାଳୟ ଅକାମି ଲୋକେ ହନ୍ତ ସନ୍ତ |    (12-Aug-2026)       ||      ପ୍ରଥମ ପୋଷ୍ଟିଙ୍ଗ ରେ କୋଟିଏ ଟଙ୍କା ର ଲାଞ୍ଚ ନେଇ ସିବିଆଇ ଜାଲରେ ଏସିପି |   (11-Aug-2026)       ||      ଗଞ୍ଜେଇ ଚୋରା ଚାଲାଣ ବେଳେ ଗିରଫ କଲା ପୋଲିସ |    (11-Aug-2026)       ||      ନିଜକୁ ଅବକାରୀ ଅଧିକାରୀ କହି ମଦ ଦୋକାନ ଯାଞ୍ଚ ବେଳେ ପୋଲିସ ଦ୍ୱାରା ଗିରଫ!|    (11-Aug-2026)       ||      ଦୁଇ ବାଇକ ସାମନା, ସାମାନି ଧକ୍କା 3 ଗୁରୁତର |    (11-Aug-2026)       ||      ନୂତନ ଧାନ ସଂଗ୍ରହ ନୀତି କୁ ପରିବର୍ତ୍ତନ ପାଇଁ ଦାବୀ |   (11-Aug-2026)       ||     

ରଥ ସାହିରେ ଚାଲିଥିବା ମାଆ ଗଜଲକ୍ଷ୍ମୀ ଙ୍କ ଭଷାଣି ଉତ୍ସବ ଅନୁଷ୍ଠିତ ||

16-Oct-2025

ଦୀର୍ଘ 11 ଦିନ ପରେ ମାଆ ଲକ୍ଷ୍ମୀଙ୍କୁ ବିଦାୟ ଦେଲେ ସହର ବାସୀ,

    ଓଡିଶା ଜନମତ ବ୍ୟୁରୋ,

ପୁରୁଷୋତ୍ତମପୁର ରଥ ସାହିରେ ଦୀର୍ଘ ଏଗାର ଦିନ ଧରି ଚାଲିଥିବା ମାଆ ଗଜଲକ୍ଷ୍ମୀ ଙ୍କ ପୂଜା, ହୋମ ଦିକାର୍ଯ୍ୟ ପରେ ଆଜି ମାଆଙ୍କୁ ବିଦାୟ ଦିଆ ଯାଇଛି | ସବୁବର୍ଷ ତିନି ଦିନରୁ ପାଞ୍ଚ ଦିନ ପୂଜା ହେଉ ଥିଲା ବେଳେ ଏହିବର୍ଷ ମାଆଙ୍କ ପଚାଶ ବର୍ଷ ପୂର୍ତ୍ତି  ହୋଇ ଥିବାରୁ ପୂଜା କମିଟି, ପୁରୋହିତ, ଓ ରଥ ସାହି ବାସିନ୍ଦା ଙ୍କ ସହ ପୂଜା କାର୍ଯ୍ୟରେ ସାହାଯ୍ୟ ଓସହ ଯୋଗ କରୁଥିବା ବ୍ୟକ୍ତି ବିଶେଷ  ଙ୍କ ମତ ନିଆ ଯାଇ ଏଗାର ଦିନ ପୂଜା କରାଯାଇ ଥିଲା  | ତେବେ ଏଗାର ଦିନ  ଶେଷ ପରେ ବାଜା ବାଜଣା, ପାଟ, ପାଟୁଆର ରେ ପୁରୁଷୋତ୍ତମପୁର ସହର ପରିଭ୍ରମଣ କରି ମାଆ ଗଜ ଲକ୍ଷ୍ମୀଙ୍କୁ ବିଦାୟ ଦିଆଯାଇଛି | ପୁଣି ଆରବର୍ଷକୁ ଅପେକ୍ଷା!| ତେବେ ଭସାଣି ଉତ୍ସବବେଳେ ଆନନ୍ଦ, ଉତ୍ସାହ, ଭକ୍ତି ମୟ ପରିବେଶରେ ସମଗ୍ର ସହର ପ୍ରକମ୍ପିତହୋଇପଡି  ଥିବା ବେଳେ ସହର ସାରା ଲୋକାରଣ୍ୟ ହୋଇଥିଲା।
ପୁରୁଷୋତ୍ତମପୁର ସହର ରେ ରଥ ସାହି ଗଜଲକ୍ଷ୍ମୀ ପୂଜା ଭସାଣି ସମୟରେ  ଏକ ନିଆରା ପରମ୍ପରା  ପାଳନ କରାଯାଉଛି । ତାହାହେଲା ମାଆ ଙ୍କ ଭସାଣି ବେଳେ ରଥ ସାହି ରେ ଥିବା ଜଗନ୍ନାଥ ମନ୍ଦିର ଏବଂ ଥାନା ଭିତରେ ଥିବା  ଜଗନ୍ନାଥ ମନ୍ଦିରକୁ ଯାଇ ଦାରୁ ବ୍ରହ୍ମ ଙ୍କୁ ଦର୍ଶନ କରି  ଲକ୍ଷ୍ମୀ ନାରାୟଣଙ୍କ ଭେଟହେବା ସହ ମହା ଆଳତି ହୋଇଥାଏ | ଏହାକୁ  ଦେଖି ଭକ୍ର ମାନେ ଭାବ ବିହ୍ଵଳ ହୋଇ ମାଆଙ୍କ ପାଖରେ ନତମସ୍ତକ ତଥା ଦୁଇହାତ ଉପରକୁ ଟେକି ତାଙ୍କର  ଆଶୀର୍ବାଦ ଭିକ୍ଷା କରିଥିଲେ | ବହୁ ଯୁବକ ମାନେ ମାଆଙ୍କ ଫଟୋ ଉଠାଇମୋବାଇଲ ରେ ସାଇତି ରଖି ଥିଲେ  | ସମସ୍ତେ ଦୁଃଖ ର ସହିତ ମାଆଙ୍କୁ ବିଦାୟ ଦେଇଛନ୍ତି, ପୁଣି ଆରବର୍ଷ କୁ ଅପେକ୍ଷା  |

News Comment

You Might Also Like

BACK TO TOP