Breaking News

ହାତୀ ସୁରକ୍ଷା ଡ୍ୟୁଟି ରେ ଥିବା ବନ କର୍ମଚାରୀଙ୍କୁ ଆକ୍ରମଣ ଘଟଣା ରେ ଅଭିଯୁକ୍ତ ଗିରଫ |    (14-Aug-2026)       ||      ହାତୀ ସୁରକ୍ଷା ଦାଇତ୍ୱ ରେ ଥିବା ବନ କର୍ମଚାରୀ ଙ୍କୁ ଦୁର୍ବୁତ୍ତ ଙ୍କ ଆକ୍ରମଣ |    (14-Aug-2026)       ||      ଓଡିଶା ରେ ପଯ୍ୟାପ୍ତ କାମ ମିଳୁ ନଥିବାରୁ ଦାଦନ ମୁହାଁ ଶ୍ରମିକ |   (13-Aug-2026)       ||      ତାରାତାରିଣୀମାହାବିଦ୍ୟଳୟ ରେ 48ତମ ପ୍ରତିଷ୍ଠା ଦିବସ ପାଳିତ ||   (13-Aug-2026)       ||      ସ୍ୱାଧୀନତା ଦିବସ ଅବସର ରେ ବିଏସ ଏଫ ପକ୍ଷରୁ "ବନ୍ଦେ ମାତରମ ` ବାଇକ ରାଲି |    (13-Aug-2026)       ||      ଗୋପବନ୍ଧୁ ସ୍ଵାସ୍ତ୍ୟ ବୀମା ପରିବର୍ତ୍ତନ କୁ ବିରୋଧ କରି ଦଣ୍ଡେଶ୍ୱର ସାମ୍ବାଦିକ ସଂଙ୍ଘ ର ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ ||   (13-Aug-2026)       ||      ଛତ୍ରପୁର ପୌର ପରିଷଦ ର ଅଷ୍ଟମ ବାଟାଲିୟନ ପରିସର ରେ ଗୋଷ୍ଠୀ କେନ୍ଦ୍ର ଉଦଘାଟିତ |   (13-Aug-2026)       ||      ଛତ୍ରପୁର ଠାରେ ଲକ୍ଷପତି ଦିଦି କର୍ମଶାଳା ଉଦଯାପିତ |    (13-Aug-2026)       ||      ନରସିଂହପୁର ହାଟର ଅବସ୍ଥା ପ୍ରଶାସନ କୁ ବାରମ୍ବାର ଗୁହାରି ପରେ ମଧ୍ୟ ସୁଧୁରିବାର ନାଁ ଧରୁନି | |    (13-Aug-2026)       ||      ମାହାଙ୍ଗାରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ରେ ଦୁଇ ଗିରଫ |    (13-Aug-2026)       ||      ମୁଖ୍ୟମନ୍ତ୍ରୀ ଯୋଶେଫ ବିଜୟ ବିଧନ ସଭା ସୀମା ନିର୍ଦ୍ଧାରଣ ପାଈଁ ପ୍ରସ୍ତାବ ଆଗତ କଲେ |    (13-Aug-2026)       ||      ମନ୍ଦିର କୁ ମଧ୍ୟ ଛାଡିଲେନି ଚୋର ||ଦକ୍ଷିଣ କାଳୀ ହୁଣ୍ଡୀ ଭାଙ୍ଗି ନେଇଗଲେ ଟଙ୍କା, ସୁନା|   (12-Aug-2026)       ||      ମୁଜାଗଡ଼ ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା |   (12-Aug-2026)       ||      ପାର୍ଥନା ବାହାନା ରେ ଡାକି ମହିଳା ଙ୍କୁ କଲେ ବଳତ୍କାର |   (12-Aug-2026)       ||      ଖୋର୍ଦ୍ଧା ଜିଲ୍ଲା ଓ ୟୁ ଡବ୍ଲ୍ୟୁ ଜେ ର ସଂଙ୍ଘଠନିକ ବୈଠକ ଓ ନୂତନ ସଦସ୍ୟ ଙ୍କୁ ଆଇକାର୍ଡ ପ୍ରଦାନ |   (12-Aug-2026)       ||      କଲ୍ୟାଣ ସିଂହପୁର ବ୍ଲକରେ ସ୍ୱତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ |    (12-Aug-2026)       ||      ସମ୍ବାଦ ସାହିତ୍ୟ ଘର ପକ୍ଷରୁ 20 ହଜାର ଚାରା ରୋପଣ |   (12-Aug-2026)       ||      ଆର ଏସ ଏସ ପକ୍ଷରୁ ହୁମ୍ମା ଠାରେ ଗୁରୁପୂର୍ଣ୍ଣିମା ପାକିତ |    (12-Aug-2026)       ||      ପୋଲସରା ରେ ବିଶାଳ ତ୍ରିରଙ୍ଗା ଶୋଭା ଯାତ୍ରା |    (12-Aug-2026)       ||      କଲ୍ୟାଣ ସିଂହ ପୁର ବ୍ଲକରେ ସ୍ୱତନ୍ତ୍ର ସମିତି ସମୀକ୍ଷା ବୈଠକ ଅନୁଷ୍ଠିତ ||   (12-Aug-2026)       ||     

ପୁରୁଷୋତ୍ତମପୁର ବ୍ଳକ ରେ ଡ୍ରେସ ବିତରଣ ରେ ପାତର ଅନ୍ତର ନେଇ ଅଭିଭାବକ ଅସନ୍ତୁଷ୍ଟ |

08-Oct-2025

ୟୁନିଫର୍ମ ସିଲେଇ ଜାଣି ନଥିବା ବ୍ୟକ୍ତିଙ୍କୁ  ଅର୍ଡର ବେଶି,  ସିଲେଇ ଜାଣିଥିବା ଏସେଜିକୁ ବରାଦ କମ |

       ଓଡିଶା ଜନ ମତ ବ୍ୟୁରୋ,

ପୁରୁଷୋତ୍ତମପୁର ବ୍ଲକ ଅଧୀନସ୍ଥ ସମସ୍ତ 26 ଗୋଟି ପଞ୍ଚାୟତ ରେ ମାତ୍ର ଦୁଇଗୋଟି ସିଲେଇ ମିସିନଜାଣିଥିବା ପିଜି          ଟେଲେରିଙ୍ଗ ଗୋଷ୍ଟିହେଉଛି ପ୍ରତାପୁର ର ସାଇରମ ସିଲେଇ କେନ୍ଦ୍ରଓ ରାଜପୁର ର ବାବା ବାଇଧର ସିଲେଇ କେନ୍ଦ୍ର କୁ ଛାଡିଦେଲେ ଅନ୍ୟ କୌଣସି ସିଲେଇ କେନ୍ଦ୍ର ବ୍ଳକ ମଧ୍ୟ ରେ ନାହିଁ | ତେବେ ବ୍ଳକରେ ସିଲେଇ ଜାଣିନଥିବା ମୋଟ 25 ଗୋଟି ଗ୍ରୁପ କୁ ଡ୍ରେସ ତିଆରି ପାଈଁ ଦିଆଯାଇଥିଲା ବେଳେ ମାତ୍ର ଦୁଇଟିପ୍ରକୃତ ଗ୍ରୁପ କୁ କମ ସଂଖ୍ୟକ ଡ୍ରେସ ତିଆରି ପାଈଁ  ଅର୍ଡର ଦିଆ ଯାଇଛି |  ଯାହା ପାଈଁ ଅଭିଭାବକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି | ଗୋଷ୍ଟି ଶିକ୍ଷା ଅଧିକାରୀ କିଶୋର ଚନ୍ଦ୍ର ବେହେରା ଓ ବିପିସି ସାଇଦତ୍ତ ବେହେରା ଙ୍କ ମତ ଅଲଗା, ଅଲଗା,  ଅଙ୍ଗନବାଡ଼ି, ପ୍ରାଥମିକମିକ ଓ ଉଚ୍ଚ ବିଦ୍ୟାଳୟ ଗୁଡ଼ିକରେ ୟୁନିଫର୍ମ ବଣ୍ଟନ  ନେଇ ଘୋର ଅନିୟମିତତା ହେବାର ଅଭିଯୋଗ ହୋଇଛି। ପୂର୍ବରୁ ଏନେଇ ପୂର୍ବତନ ଜିଲ୍ଲାପାଳ ଙ୍କ ନିକଟରେମଧ୍ୟ କିଛି  ସଙ୍ଘ ସଭାପତି ଅଭିଯୋଗ କରିଥିଲେ ଏବଂ ଅଭିଯୋଗ ପରେ ଜିଲ୍ଲାପାଳ ତଦନ୍ତ ନିର୍ଦେଶ ଦେଇଥିଲେ କିନ୍ତୁ ବମାନ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ବର୍ତମାନପୁରୁଷୋତ୍ତମପୁର ବ୍ଲକ ର କିଛି ଜନ ପ୍ରତିନିଧି ସମିତିସଭ୍ୟ ଓ ଜିଲ୍ଲାପରିଷଦ ମାନେ ମଧ୍ଯ ଆଇସିଡ଼ିଏସ, ଗଣଶିକ୍ଷା ବିଭାଗ ର ନିର୍ଦ୍ଧେଶକ ଙ୍କୁ ବିଡ଼ିଓ ଙ୍କ ଜରିଆରେ ଏହାର ସଠିକ ଯାଞ୍ଚ ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଙ୍କ ଧନ, ଜନ ଯୋଜନା ଓ ମାଳତୀ ଦେବୀ ପୋଷାକ ପରିଧାନ ଯୋଜନା ଅଧୀନରେ ପିଲାମାନଙ୍କ ପାଇଁ ସରକାର ଯେଉଁ ଯୋଜନା ଆରମ୍ଭ କରିଥିଲେ ସେ ଉଦେଶ୍ୟ କୁ କିଛି ଗ୍ରୁପ ନଷ୍ଟ,ଭ୍ରଷ୍ଟ କରୁଛନ୍ତି ବୋଲି ଅଭିଭାବକ ଓ ସାମାଜିକ ସଂଗଠନ ଅଭିଯୋଗ କରିଛନ୍ତି।
ସୂଚନା ଅନୁସାରେ,  ବ୍ଲକର ବିଭିନ୍ନ ପିଜି ଟେଲରିଂ ଏବଂ ସ୍ଵୟଂସହାୟକ ଗୋଷ୍ଠୀ ( ଏସଏଚଜି ) ଗୁଡ଼ିକୁ ସରକାରୀ ଭାବେ ଯେଉଁ କାର୍ଯ୍ୟାଦେଶ ଦିଆଯାଇଛି, ସେଥ୍‌ରେ ବିଧୂବିଧାନ ଅନୁସରଣ ହେଉନାହିଁ। ନିୟମ ଅନୁଯାୟୀ ପ୍ରତ୍ୟେକ ପିଲାଙ୍କ ମାପ ନେଇ ୟୁନିଫର୍ମ ସିଲାଯିବାପାଈଁ କୁହା ଯାଉଥିବା ବେଳେ ବାସ୍ତବରେ ସେମାନେ ମାପ ନେଉ ନାହାନ୍ତି, କାରଣ 25 ଗୋଟି ଗ୍ରୁପ ସେମାନେ ସିଲେଇ ଜାଣି ନାହାନ୍ତି । ତେଣୁ ବଜାରରୁ ନିମ୍ନ ମାନର ତିଆରି ପୋଷାକ କିଣି ଆଣି ବଣ୍ଟନ କରାଯାଉଥିବାର ଗୁରୁ ତର ଅଭିଯୋଗ ଆସିଛି। ଏହି ଅନିୟମିତ ପଦକ୍ଷେପ ସ୍ୱରୂପ କେଉଁ ପେଣ୍ଟ , ସାର୍ଟ ଗୁଡିକ ଢ଼ିଲା କିମ୍ବା ଟାଇଟ ହେଉଛି, ଏବଂ  କିଛି ଦିନ ପରେ ଫାଟିଯାଉଛି। ଅଭିଭାବକମାନେ କହିଛନ୍ତି, ସରକାର ପିଲାମାନଙ୍କ ସୁବିଧା ପାଇଁ ଏହି ଯୋଜନା ଆରମ୍ଭ କରିଥିଲେ ମଧ୍ୟ, କିଛି ବିଭାଗ ର ଅଧି କାରି ଓ ୟୁନିଟ୍ ଗ୍ରୁପ ମାନଙ୍କ ଅସାଧୁ ମିଳିତ ଭାଗ ବଣ୍ଟାଫଳରେ ଯୋଜନାର ଲାଭ ପ୍ରକୃତ ଲାଭାର୍ଥୀଙ୍କୁ ମିଳୁନାହିଁ। ଏହି ୟୁନିଫର୍ମ ଅନିୟମିତତା ନେଇ ପୁରୁଷୋତ୍ତମପୁର ବ୍ଳକ ର ଅନେକ ଅଭିଭାବକ ଓ ଛାତ୍ର, ଛାତ୍ରୀ ଅସୁବିଧାରେ ପଡୁଛନ୍ତି  | ଏହା ଉପରେ ବିପିସି ମୁକେବଳ ଏକ ସଦସ୍ୟ ଅଛି ବିଡ଼ିଓ ଓ ବିଇଓ ଯେଉଁଠି କହୁଚନ୍ତି ମୁଁ ସେଇଠି ସ୍ଵାକ୍ଷର  କରୁଛି, ଯାହା କରୁଛନ୍ତି ସେମାନେ କରୁଛନ୍ତି ବୋଲି କହୁଥିଲା ବେଳେ ଏପଟେ ବିଇଓ ଙ୍କ ମତ ମୁଁକିଛି କରୁନାହିଁ ବିପିସି ଏବଂ ବିଡ଼ିଓ ଯାହା କହୁଛନ୍ତି  ଆମେ କରୁଛୁ | ତେବେ କିଏ ସତ କହୁଛି, କିଏ ମିଛ କହୁଛି   ତାହା ଜିଲ୍ଲା ପାଳ ଏହି ଘଟଣା ର ତଦନ୍ତ କଲେ ଜଣା ପଡିବ  |

News Comment

You Might Also Like

BACK TO TOP