Breaking News

ଖଲ୍ଲିକୋଟ ଲୁଙ୍ଘର ପ୍ରିମିଏର ଲିଗ କ୍ରିକେଟ ଟୁନାମେଣ୍ଟ, ବର୍ଷା ଇଲେଭେନ ଚାମ୍ପିୟାଅନ୍ସ |   (02-Mar-2026)       ||      ପୋଲସରା ପୋଲିସ ଦ୍ୱାରା ସାଇବର କବଚ କୁ କାର୍ଯ୍ୟ କାରି କରି ତିନି ଜଣ ଙ୍କୁ ଗିରଫ କଲେଆଇ ଆଇ ସି |   (02-Mar-2026)       ||      ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ଙ୍କୁ ବିଦାୟ ସମ୍ବର୍ଦ୍ଧନା    (02-Mar-2026)       ||      ଅରଖ ପୁର ଗ୍ରାମ ନିକଟରେ ଯୁବକ ଙ୍କୁ ଗୁଳି କରି ଅଭିଯୁକ୍ତ ଫେରାର |    (02-Mar-2026)       ||      ବୁଗୁଡ଼ା ବ୍ଳକ ଖରିଡା ୟୁପି ସ୍କୁଲ ରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ |    (02-Mar-2026)       ||      ଦୁଇ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ଯୁବକ ଙ୍କ ମୃତ୍ୟୁ |    (02-Mar-2026)       ||      ରାସ୍ତା ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର,   (02-Mar-2026)       ||      ବାଲୁଙ୍ଗା ଷ୍ଟେସନ ନିକଟରେ ଅଜଣା ଯୁବକଙ୍କ ମୃତ୍ୟୁ |    (02-Mar-2026)       ||      ତାରାତାରିଣୀ ମହା ବିଦ୍ୟାଳୟ ରେ ଛାତ୍ରୀ ଆତ୍ମ ରକ୍ଷା ତାଲିମ ଶିବିର ଅନୁଷ୍ଠିତ ||   (02-Mar-2026)       ||      ପ୍ରାଧ୍ୟାପକ ସୁଶାନ୍ତ କୁମାର ପଣ୍ଡାଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା |   (01-Mar-2026)       ||      ପୋଲସରା ରେ ପ୍ରବୋଧନ ତାଲିମ ଶିବିର ଅନୁଷ୍ଠିତ |    (01-Mar-2026)       ||      କୋଦଳାରେ ଚାଲିଛି ଠାକୁରଙ୍କ ଦୋଳ ଉତ୍ସବ | ବାଣ ଯାତ୍ରା ବନ୍ଦ ପାଇଁ ନିଷ୍ପତି |    (01-Mar-2026)       ||      ଝୁଲନ୍ତା ଅବସ୍ଥାରେ ଯୁବକ ଙ୍କ ମୃତ ଦେହ ଉଦ୍ଧାର |    (01-Mar-2026)       ||      ଯେଉଁଠି ପୋଲିସ କୁ ଦିନରେ ଆକ୍ରମଣ, ସେଠାରେ ସାଧାରଣ ଲୋକଙ୍କ ଅବସ୍ଥା କଣ ହେବ |    (01-Mar-2026)       ||      ରାସ୍ତାରେ ଅଟକାଇ ଲୁଟିନେଲେ 10ହଜାର ଟଙ୍କା |    (01-Mar-2026)       ||      ବର୍ତ୍ତମାନ A I ଯୁଗରେ ବି ପୁରୁଣାକୁ ମନେ ପକାଇ ଶଗଡ଼ ରେ ଆସିଲା କନିଆଁ |    (01-Mar-2026)       ||      ହାଇୱା ଧକ୍କାରେ ଜଣେ ଛାତ୍ର, ମୃତ, ଜଣେ ଛାତ୍ରୀ ଗୁରୁତର |    (28-Feb-2026)       ||      ବୁଲେଟ, ସ୍କୁଟି ମୁହାଁମୁହିଁ ଧକ୍କା, ଜଣେ ମୃତ, ତିନି ଗୁରୁତର,    (28-Feb-2026)       ||      ହୁକ୍କା ଆଡ୍ଡା ଉପରେ ଚଢ଼ାଉ କଲା ବ୍ରହ୍ମପୁର ଟାଉନ ଥାନା ପୋଲିସ |    (28-Feb-2026)       ||      ଖଲ୍ଲିକୋଟ, ଡ଼ି ଆଇ ଇ ଟି ପକ୍ଷରୁ ବିଜ୍ଞାନ ଦିବସ-- 2026 ଆୟୋଜିତ |    (28-Feb-2026)       ||     

ଧରାକୋଟ ଥାନା ରେଡି ଦାମୋଦର ପଲିଗ୍ରାମର କାଳିଆରେଡି ହତ୍ୟାକାଣ୍ଡ ମାମଲାର ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ |

09-Oct-2025

କାଳିଆ ରେଡି ହତ୍ୟାକାଣ୍ଡ ମାମଲା ର ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ,

         ଓଡିଶା ଜନ ମତ,

         ବ୍ରହ୍ମପୁର,କୈଳାଶ ଚନ୍ଦ୍ର ଚୌଧୁରୀ,           

      ତା -09/10/25:

 ଗତ କୁମାର ପୁର୍ଣିମା ଅପରାହ୍ନ ରେ ଧରାକୋଟ ଥାନ ଅନ୍ତର୍ଗତ ରେଡ଼ି ଦାମୋଦର ପଲ୍ଲୀ ଗ୍ରାମରେ ପୁର୍ବ ଶତୃତା ଓ ଟଙ୍କା କାରବାର କୁ ନେଇ କାଳିଆ ରେଡି ନାମକ ଜଣେ ଯୁବକ କୁ ହତ୍ୟା କରି ଅଭିଯୁକ୍ତ ମାନେ ଚମ୍ପଟ୍ ମାରିଥିଲେ। ଘଟଣା କୁ ନେଇ କାଳିଆ ର ଭାଇ ସଞ୍ଜୀବ ରେଡ୍ଡୀ ଗତ ୬ ତାରିଖ ରେ ଧରାକୋଟ ଥାନ ରେ ଏତଲା ଦେଇଥିଲେ। ଏତଲା ଗ୍ରହଣ କରି ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ ଚଳାଇ ସେହି ଗ୍ରାମର ରମେଶ ରେଡି ଓ ସୁରେନ୍ଦ୍ର ରେଡି ନାମକ ଦୁଇ ମୁଖ୍ୟ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ଓ ସେମାନେ ବ୍ୟବହାର କରୁଥିବା ଏକ ମାରୁତି କାର୍ ସହ ଛୁରୀ ଜବତ କରିଛନ୍ତି।

News Comment

You Might Also Like

BACK TO TOP