Breaking News

ହାତୀ ସୁରକ୍ଷା ଡ୍ୟୁଟି ରେ ଥିବା ବନ କର୍ମଚାରୀଙ୍କୁ ଆକ୍ରମଣ ଘଟଣା ରେ ଅଭିଯୁକ୍ତ ଗିରଫ |    (14-Aug-2026)       ||      ହାତୀ ସୁରକ୍ଷା ଦାଇତ୍ୱ ରେ ଥିବା ବନ କର୍ମଚାରୀ ଙ୍କୁ ଦୁର୍ବୁତ୍ତ ଙ୍କ ଆକ୍ରମଣ |    (14-Aug-2026)       ||      ଓଡିଶା ରେ ପଯ୍ୟାପ୍ତ କାମ ମିଳୁ ନଥିବାରୁ ଦାଦନ ମୁହାଁ ଶ୍ରମିକ |   (13-Aug-2026)       ||      ତାରାତାରିଣୀମାହାବିଦ୍ୟଳୟ ରେ 48ତମ ପ୍ରତିଷ୍ଠା ଦିବସ ପାଳିତ ||   (13-Aug-2026)       ||      ସ୍ୱାଧୀନତା ଦିବସ ଅବସର ରେ ବିଏସ ଏଫ ପକ୍ଷରୁ "ବନ୍ଦେ ମାତରମ ` ବାଇକ ରାଲି |    (13-Aug-2026)       ||      ଗୋପବନ୍ଧୁ ସ୍ଵାସ୍ତ୍ୟ ବୀମା ପରିବର୍ତ୍ତନ କୁ ବିରୋଧ କରି ଦଣ୍ଡେଶ୍ୱର ସାମ୍ବାଦିକ ସଂଙ୍ଘ ର ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ ||   (13-Aug-2026)       ||      ଛତ୍ରପୁର ପୌର ପରିଷଦ ର ଅଷ୍ଟମ ବାଟାଲିୟନ ପରିସର ରେ ଗୋଷ୍ଠୀ କେନ୍ଦ୍ର ଉଦଘାଟିତ |   (13-Aug-2026)       ||      ଛତ୍ରପୁର ଠାରେ ଲକ୍ଷପତି ଦିଦି କର୍ମଶାଳା ଉଦଯାପିତ |    (13-Aug-2026)       ||      ନରସିଂହପୁର ହାଟର ଅବସ୍ଥା ପ୍ରଶାସନ କୁ ବାରମ୍ବାର ଗୁହାରି ପରେ ମଧ୍ୟ ସୁଧୁରିବାର ନାଁ ଧରୁନି | |    (13-Aug-2026)       ||      ମାହାଙ୍ଗାରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ରେ ଦୁଇ ଗିରଫ |    (13-Aug-2026)       ||      ମୁଖ୍ୟମନ୍ତ୍ରୀ ଯୋଶେଫ ବିଜୟ ବିଧନ ସଭା ସୀମା ନିର୍ଦ୍ଧାରଣ ପାଈଁ ପ୍ରସ୍ତାବ ଆଗତ କଲେ |    (13-Aug-2026)       ||      ମନ୍ଦିର କୁ ମଧ୍ୟ ଛାଡିଲେନି ଚୋର ||ଦକ୍ଷିଣ କାଳୀ ହୁଣ୍ଡୀ ଭାଙ୍ଗି ନେଇଗଲେ ଟଙ୍କା, ସୁନା|   (12-Aug-2026)       ||      ମୁଜାଗଡ଼ ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା |   (12-Aug-2026)       ||      ପାର୍ଥନା ବାହାନା ରେ ଡାକି ମହିଳା ଙ୍କୁ କଲେ ବଳତ୍କାର |   (12-Aug-2026)       ||      ଖୋର୍ଦ୍ଧା ଜିଲ୍ଲା ଓ ୟୁ ଡବ୍ଲ୍ୟୁ ଜେ ର ସଂଙ୍ଘଠନିକ ବୈଠକ ଓ ନୂତନ ସଦସ୍ୟ ଙ୍କୁ ଆଇକାର୍ଡ ପ୍ରଦାନ |   (12-Aug-2026)       ||      କଲ୍ୟାଣ ସିଂହପୁର ବ୍ଲକରେ ସ୍ୱତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ |    (12-Aug-2026)       ||      ସମ୍ବାଦ ସାହିତ୍ୟ ଘର ପକ୍ଷରୁ 20 ହଜାର ଚାରା ରୋପଣ |   (12-Aug-2026)       ||      ଆର ଏସ ଏସ ପକ୍ଷରୁ ହୁମ୍ମା ଠାରେ ଗୁରୁପୂର୍ଣ୍ଣିମା ପାକିତ |    (12-Aug-2026)       ||      ପୋଲସରା ରେ ବିଶାଳ ତ୍ରିରଙ୍ଗା ଶୋଭା ଯାତ୍ରା |    (12-Aug-2026)       ||      କଲ୍ୟାଣ ସିଂହ ପୁର ବ୍ଲକରେ ସ୍ୱତନ୍ତ୍ର ସମିତି ସମୀକ୍ଷା ବୈଠକ ଅନୁଷ୍ଠିତ ||   (12-Aug-2026)       ||     

ପୋଲସରା ରେ ମଧ୍ୟ ଆଇନ ଯିଵି ଙ୍କ ହତ୍ୟାକାରୀ ଙ୍କୁ ଗିରଫ ଦାବିରେଓକିଲ ମାନଙ୍କ କଲମ ଛାଡ଼ ଆନ୍ଦୋଳନ |

08-Oct-2025

ରାଜ୍ୟ ଆଇନଜୀବି ପରିଷଦର ଶ୍ରେଷ୍ଠ ସଦସ୍ୟ ଓକିଲ ପୀତବାସ ପଣ୍ଡାଙ୍କ  ହତ୍ୟାକାରିକୁ ଗିରଫ ଦାବି କଲା ପୋଲସରା ଓକିଲ ସଂଘ।

ଓଡ଼ିଶା ଜନମତ,ପୋଲସରା,ସନ୍ତୋଷ କୁମାର ପଣ୍ଡା
  ତା.08/10/2025:- 

ଓଡିଶା ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ଓକିଲ ପୀତବାସ ପଣ୍ଡାଙ୍କୁ ଗତ ତା 06/10/2025 ରିଖ ସୋମବାର ରାତ୍ର ପ୍ରାୟ ଘ. 10.00 ସମୟରେ ସେ ନିଜ ବାସଗୃହକୁ ଯାଉଥିବା ବେଳେ ଅଜଣା ଆତତାୟୀମାନେ ଅତି ନିକଟରୁ ନିର୍ମମ ଭାବେ ଗୁଳିକରି ହତ୍ୟା କରିଥିଲେ। ଉକ୍ତ ଜଘନ୍ୟ ଘଟିଥିବା ଘଟଣାରେ ରାଜ୍ୟର ସମସ୍ତ ଆଇନଜୀବି ମର୍ମାହତ ହୋଇଛନ୍ତି। ଏହି ଘଟଣାକୁ ନେଇ ଆଜି  ପୋଲସରା ଓକିଲ ସଂଘ କାର୍ଯ୍ୟାଳୟ ଠାରେ  ସଭାପତି  କବିରାଜ ଦାଶଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ଆରମ୍ଭରେ ସ୍ଵର୍ଗତ ପଣ୍ଡାଙ୍କ ଅମର ଆତ୍ମାର ସଦଗତି କାମନା ସ୍ୱରୂପ ଦୁଇ ମିନଟ ନୀରବ ପ୍ରାର୍ଥନା କରାଯିବାସହ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଦିଆଯାଇଥିଲା।  ଏହି ଅବସରରେ ସଂଘ ତରଫରୁ ଉକ୍ତ ହତ୍ୟା ଘଟଣାକୁ ନେଇ ତ୍ରୀବ୍ର କ୍ଷୋଭ ପ୍ରକାଶ କରାଯିବାସହ ତ୍ରୀବ୍ରନିନ୍ଦା କରାଯାଇଥିଲା। ସ୍ଵର୍ଗତ ପଣ୍ଡା ଏକାଧାରରେ ଜଣେ ଆଇନଜୀବି, ରାଜନୀତିଜ୍ଞ, ଦୃଢ଼ ସ°ଗଠକ ଗାଳ୍ପିକ ଅନେକ ବ୍ରହ୍ମପୁର ସହରରେ ଗଢି ଉଠିଥିବା ଅନେକ ସ°ଗଠନର ସଭାପତି ଏଵଂ ରାଜ୍ୟସ୍ତରୀୟ ବହୁ ଅନୁଷ୍ଠାନ ସହ ଯୋଡ଼ିହୋଇ ଲୋକକଲ୍ୟାଣ କାର୍ଯ୍ୟକ୍ରମ କରି ଅନେକ ସୁନାମ ଅର୍ଜନ କରିଥିଲେ। ତାଙ୍କଭଳି ସୁପ୍ରସିଦ୍ଧ ଆଇନଜ୍ଞ ଓ ସମାଜସେବୀଙ୍କ ଅବର୍ତ୍ତମାନରେ ଓକିଲ ସମାଜର ଅପୂରଣୀୟ କ୍ଷତି ଘଟିଛି। ଏଣୁ ଏହି ଅମାନୁସିକ ହତ୍ୟା ଘଟଣାରେ ସଂପୃକ୍ତ ଅପରାଧୀମାନଙ୍କୁ ତୁରନ୍ତ ଗିରଫ କରିବା ସହିତ ଦୁଃଖରେ ଭାଙ୍ଗିପଡିଥିବା ସ୍ଵର୍ଗତ ପଣ୍ଡାଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଏଵଂ  ଓକିଲ ମାନଙ୍କ ସୁରକ୍ଷା ନିମନ୍ତେ ସ୍ବତନ୍ତ୍ର ଆଇନ ପ୍ରଣୟନ କରାଯିବାକୁ ନେଇ ଆଲୋଚନା ମାଧ୍ୟମରେ ଦାବି କରାଯାଇଛି।ଏହି ପରିପ୍ରେକ୍ଷୀରେ ଏକ ଦିବସ ସକାଶେ କଲମ ଛାଡ ଆନ୍ଦୋଳନକୁ ନେଇ  ନିବେଦନ ପତ୍ର ମାଧ୍ୟମରେ ପୋଲସରା ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କୁ ଅବଗତ କରାଯାଇଥିଲା। ପରେ ପ୍ରତିବାଦ ସ୍ୱରୂପ ସଂଘ ପକ୍ଷରୁ ଶାନ୍ତିପୂର୍ଣ୍ଣ ଭାବେ ନଗର ପରିକ୍ରମା କରାଯାଇଥିଲା।   
ଏହି କାର୍ଯ୍ୟକ୍ରମରେ  ପ୍ରାକ୍ତନ ସଭାପତି ସୁଶାନ୍ତ କୁମାର ସାହୁ, ସପନ ମିଶ୍ର, ସତଚ୍ଚିଦାନନ୍ଦ ପାଣିଗ୍ରାହୀ, ସୁଧାଂଶୁ ଶେଖର ପ୍ରଧାନ, ଉପସଭାପତି ଅକ୍ଷୟ ଦାସ, ସୁଜ୍ଞାନୀ କୁମାରୀ ସାହୁ, ସୁଜିତ କୁମାର ପାଣିଗ୍ରାହୀ, ନାରାୟଣ ସାହୁ,  ହରପ୍ରସାଦ ଦାସ ଓ ବିଜୟ ସାସମଲ ପ୍ରମୁଖ ଯୋଗଦାନ କରିଥିଲେ।

News Comment

You Might Also Like

BACK TO TOP