Breaking News

ଏଗାର ଦଫା ଦାବି ନେଇ ଜିଲ୍ଲା ପାଳ ଙ୍କ ଅଫିସ ଆଗରେ ଭାରତୀୟ ମଜୁଦୁର ସଂଘ ର ବିକ୍ଷୋଭ |    (18-Aug-2026)       ||      ସୁନା ଦୋକାନୀ ଉପରେ ପ୍ରତିଶୋଧ ପାଇଁ ଡକାୟତି ଯୋଜନା ପଣ୍ଡ, ପାଞ୍ଚ ଅଭିଯୁକ୍ତ ଗିରଫ |    (18-Aug-2026)       ||      ଚଢ଼େୟାପଡା ଠାରେ ଦୁଇ ମାସ ହେଲା ପାନୀୟ ଜଳ ଯୋଗାଣ ବନ୍ଦ |   (18-Aug-2026)       ||      ତାଡି ଜବତ ସହ ବାଇକ ଓ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କଲା ଅବକାରୀ ପୋଲିସ ||   (18-Aug-2026)       ||      ଭାଲୁ ଆକ୍ରମଣ ରେ ଜଣେ ବ୍ୟକ୍ତି ଗୁରୁତର ମେଡିକାଲ ରେ ଭର୍ତ୍ତି ||   (18-Aug-2026)       ||      ଶୁଭ୍ରା ସେଟ୍ଟି ଙ୍କୁତୃତୀୟ ବିବାହ କରିବେ 20 ବର୍ଷ ରୁ ଅଧିକ ନିର୍ଦେଶକ ଅନୁରାଗ କଶ୍ୟପ |   (18-Aug-2026)       ||      ପିଏମ ଶ୍ରୀ ସର୍ଦ୍ଦାରଅନ୍ତର୍ଯ୍ୟାମୀ ଉଚ୍ଚ ବିଦ୍ୟାଳୟ ରେ 10କୋଟି ନିଶାମୁକ୍ତ ପ୍ରତିଜ୍ଞା ମହା ଅଭିଯାନ ||   (17-Aug-2026)       ||      ଦୁର୍ଘଟଣା ରେ ମୃତ ବ୍ୟକ୍ତିଙ୍କପରିବାର କୁ କ୍ଷତି ପୂରଣ ଦାବି କରି ଗ୍ରାମବାସୀ ଙ୍କ ରାସ୍ତା ରୋକ |    (17-Aug-2026)       ||      ଦୁର୍ଘଟଣା ରେ ସ୍ତ୍ରୀ ଆଗରେ ଚାଲିଗଲା ସ୍ୱାମୀର ଜୀବନ ||   (17-Aug-2026)       ||      ସରକାର ଙ୍କ ଘୋଷଣା,ରାକ୍ଷୀ ପୁର୍ଣିମା ନିମନ୍ତେ ମହିଳାଙ୍କୁ ମିଳିବ ତିନିଦିନ ମାଗଣା ବସ ସେବା    (17-Aug-2026)       ||      ମାନବା ଧିକାର ମିଶନ ଗଞ୍ଜାମ ଜିଲ୍ଲା ତରଫରୁ, 4ଅନାଥ ଶିଶୁଙ୍କ ପରିବାରକୁ 25ହଜାର ଟଙ୍କା ଓ ରାସନ ସାମଗ୍ରୀ ପ୍ରଦାନ |   (17-Aug-2026)       ||      ପ୍ରେମ ଜନିତ ହତ୍ୟା କାଣ୍ଡ ବୋଲି ପୋଲିସ ର ସୂଚନା | କାଜୁ ଜଙ୍ଗଲ ରୁ ମିଳିଥିଲା ଗଳିତ ଶବ |    (17-Aug-2026)       ||      ଜାତୀୟ ରାଜପଥ କାମ ନିମ୍ନ ମାନର ଯୋଗୁଁ ଘଟୁଛି ଟ୍ରକ ଦୁର୍ଘଟଣା |    (17-Aug-2026)       ||      ଲଗାଣ ବର୍ଷା ରେ ଦୁଇ ଘର କାନ୍ଥ ପଡି ପରିବାର କ୍ଷତିଗ୍ରସ୍ତ |   (17-Aug-2026)       ||      ମଦ ବିକ୍ରୀକୁ ବନ୍ଦ କରି ନଷ୍ଟ କଲେ ମହିଳା ଗ୍ରୁପ,|    (17-Aug-2026)       ||      ଗୋଟିଏ କାହାଣୀରେ 4ଗୋଟି ଫିଲ୍ମ, ସବୁ ବ୍ଲକ ବ୍ଳଷ୍ଟର |    (16-Aug-2026)       ||      ନଦୀ ପାଣିରେ ଭାସିଯିବାର ଚାରି ଦିନ ପରେ ବି ମିଳିନି ଲକ୍ଷ୍ମଣ ଙ୍କ ମୃତ ଦେହ |    (16-Aug-2026)       ||      ହିଞ୍ଜିଳି ଗୋପବନ୍ଧୁ ପ୍ରେସ କ୍ଳବ ପକ୍ଷରୁ ମହା ଆଡ଼ମ୍ବର ରେ ସ୍ୱାଧୀନତା ଦିବସ ପାଳିତ |    (16-Aug-2026)       ||      ସ୍ୱାଧୀନତା ଦିବସ ରେ ମେଧା ସମ୍ମାନ |    (16-Aug-2026)       ||      ମୃତକଙ୍କ ପାଖରେ ପହଞ୍ଚି ସମ ବେଦନା ଜଣାଇଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ |    (16-Aug-2026)       ||     

ପାଣ୍ଡିଆ ଛକ କିଆ ବୁଦା ମୂଳରୁ ଯୁବକଙ୍କ ଗଳିତ ଶବ ଉଦ୍ଧାର |

27-Aug-2025

ପାଣ୍ଡିଆଛକ ନିକଟସୁ ଏକ
ଲଟାବୁଦା ମଧ୍ୟରୁ ଯୁବକଙ୍କ  ଗଳିତ ମୃତଦେହ ଉଦ୍ଧାର | 
(ହତ୍ୟା ସନ୍ଦେ

 ଓଡିଶା ଜନମତ ବ୍ୟୁରୋ

ଆଜି ସକାଳେ ପୁରୁଷୋତ୍ତମପୁର ଅଞ୍ଚଳ ପାଣ୍ଡିଆ ଛକ ନିକଟ ବ୍ରିଜପାଖ ଏକ ଲଟା ବୁଦାରୁ  ଭୀଷଣ ପଚା ଗନ୍ଧ ହେଉଥିବାର ଦେଖି ସମସ୍ତ ଙ୍କ ମନରେ କିଛି ପ୍ରଶ୍ନ ଉଙ୍କି ମାରୁଥିଲା | ତେବେ କିଛି ଲୋକ ଏହି ଗନ୍ଧ ଆସୁଥିବା ସ୍ଥାନକୁ ଯାଇ ଦେଖିଲା ବେଳକୁ ଜଣେ ଲୋକର ଗଳିତ ଶବ ପଡିଥିବାର ଦେଖି ପୁରୁଷୋତ୍ତମପୁର ଥାନାକୁ ଖବର ଦିଆ ଯାଇଥିଲା | ସଙ୍ଗେ, ସଙ୍ଗେ ଥାନା  ଆଇ ଆଇସି ଓ ଷ୍ଟାଫ  ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ | ଏବଂ ଏସଡ଼ିପିଓ ଙ୍କୁ ମଧ୍ୟ ଖବର ଦେଇଥିଲେ | ତେବେ ଏସଡ଼ି ପିଓ ସେହି ସ୍ଥାନ ରେ ପହଞ୍ଚି   ଚତୃପାର୍ଶ୍ଵ ଭିତ୍ତି ଭୂମି କୁ ଅନୁଧ୍ୟାନକରିଲା ପରେ ଏହା ଏକ ହତ୍ୟା କାଣ୍ଡ ହୋଇଥାଇ ପାରେ ବୋଲି ତଦନ୍ତ ଆରମ୍ଭ କରିଥିଲେ | ତେବେ ଘଟଣା ର କିପରି ଫର୍ଦାଫାଶ ହେଲା ଆସନ୍ତୁ ଜାଣିବା, 
ପୁରୁଷୋତ୍ତମପୁର-ବ୍ରହ୍ମପୁରମୁଖ୍ୟରାସ୍ତାର ପାଣ୍ଡିଆ ଛକ ନିକଟରେ ଥ‌ିବା ଋଷିକୁଲ୍ୟା ନଦୀଉପରେ ସପୋର୍ଟ ୱାଲ କାମ କରିବା ନିମନ୍ତେ  ହରକୁଲ ଷ୍ଟ୍ରାକ୍ଚର ସିଷ୍ଟମ ନାମକ ଏକ ସଂସ୍ଥା ଦ୍ୱାରା ପଶ୍ଚିମ ବଙ୍ଗ ରକିଛି ଶ୍ରମିକ ଏହି ମରାମତି କାର୍ଯ୍ୟରେ ନିୟୋଜିତ ହୋଇ ଥିଲେ | ତେବେ ସେମାନଙ୍କ ମଧ୍ୟରେ ମୁର୍ଦାବାସ ଜିଲ୍ଲା ସମରଗଞ୍ଜ
ଥାନା ଅନ୍ତର୍ଗତଦେବଦାସ ପୁର ଗ୍ରାମର  ଲୋକମାନ ଶେଖନାମକ 45 ବର୍ଷ ର ଜଣେ ଶ୍ରମିକ ରୋଷେୟା ଭାବେ କାମ କରୁ ଥିଲେ | ତେବେ କୌଣସି କାରଣ କୁ ନେଇ ଏହି ରୋଷେୟା ଓ ଶ୍ରମିକ ଙ୍କ ମଧ୍ୟରେଦୁଇଦିନ ତଳେ ଯୁକ୍ତିତର୍କ ଓ କଥା କଟାକଟି ପରେ ଘଟଣା ଉଗ୍ରରୂପ ନେଇଥିବାରୁ କିଛିଶ୍ରମିକ ମିଶି  ରୋଷେୟା ଲୋକମାନ ଶେଖ କୁ କିଛି ଅସ୍ତ୍ର ରେ ଆଘାତ କରିମାରିଥିଲେ  ସେଜେତେ ବେଳେ ତଳେ ପଡି ମରିଯାଇଥିଲା ତାକୁ ଏହି ବ୍ରିଜ ନିକଟ  ବୁଦା ମୂଳରେ ଫୋପାଡ଼ି  ଏହି ସ୍ଥାନରୁ ଫେରାର ହୋଇ ଯାଇଥିଲେ | ଏହି ମୃତଦେହ ପଚିଶଢି ଦୁର୍ଗନ୍ଧହେବାପରେ ଯେତେବେଳେ ଅସହ୍ୟ ହେଲା ସେତେବେଳେ କିଛି ଲୋକଙ୍କ
ଦ୍ୱାରା ଏହା ଜଣା ପଡିଲା | 
ପୁରୁଷୋତ୍ତମପୁର ଥାନା କେସ ନଂ ୬୭୫/୨୫ ପ୍ରକାରେ କେଶ ରୁଜୁ କରି ମୃତଦେହକୁ ବ୍ୟବଛେଦ ଲାଗି ବ୍ରହ୍ମପୁର ବଡ ମେଡିକାଲକୁ ପଠାଇଛି |  ତେବେ ଏହି ଘଟଣା ଘଟିବା ପାରେ ଠିକା ସଂସ୍ଥା କିମ୍ବା ଅନ୍ୟ କୌଣସି ଶ୍ରମିକ କାହିଁକି ପୋଲିସ କୁ ଏହି ଘଟଣା ଉପରେ ଜଣାଇ ନଥିଲେ ତାହାହିଁ  ସମସ୍ତ ଙ୍କ ମନରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି |

News Comment

You Might Also Like

BACK TO TOP