Breaking News

କରେଣ୍ଟ ଲଗାଇ ହାତୀ ମାରିବା ଘଟଣା ରେ ଅଭିଯୁକ୍ତ ଗିରିଫ |   (20-Aug-2026)       ||      ହାତୀ ଦାନ୍ତ ଜବତ ସହ ଚାରି ଅଭିଯୁକ୍ତ ଗିରଫ |    (20-Aug-2026)       ||      ଅନ୍ତର୍ଜାତୀୟ ଜୁଡେ ଏବଂ ମାର୍ଶାଲ ସ୍ଵର୍ଣ ପଦକ ବିଜେତା ଏବେ ଦିନ ମଜୁରିଆ |    (20-Aug-2026)       ||      ସୃଜନ ସାହିତ୍ୟ ସଂସ୍କୃତି ସଂସଦ ର ଷଷ୍ଟ ବାର୍ଷିକ ଉତ୍ସବ ଅବସର ରେ ସାରସ୍ୱତ ସମ୍ମାନ ସମାରୋହ ଆୟୋଜିତ |   (20-Aug-2026)       ||      ଗଞ୍ଜାମ ଜିଲ୍ଲା ଶାଖା ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ର ପ୍ରଥମ କାର୍ଯ୍ୟ କାରିଣୀ ବୈଠକ |   (20-Aug-2026)       ||      ଏୟାର ଇଣ୍ଡିଆର ଦୁଇ ପାଇଲେଟ ଡ୍ରଗ ଟେଷ୍ଟ ରେ ପଯେତିଭ |   (19-Aug-2026)       ||      ଟ୍ରେନ ର ଏସି ରୁମରେ ପସି ଚୋର କରୁଥିଲା ସୁନା ଚୋରି |    (19-Aug-2026)       ||      ଧସିଗଲା ନୁଆଁ ପୋଖରୀର ପାଖ ସୁରକ୍ଷା କାନ୍ଥ ||   (19-Aug-2026)       ||      ଚାକିରୀ ଦେବା ନାଁରେ 16 ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୁକ୍ତ ଗିରଫ |   (19-Aug-2026)       ||      ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ ତରଫରୁ କୋଦଳା ଠାରେ ପ୍ରତିଭା ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ |    (19-Aug-2026)       ||      ଯଳସେଚନ ସମସ୍ୟା ନେଇ ତହସିଲଦାର ଙ୍କୁ ଦାବିପତ୍ର ଦେଲେ ୩ ଗୋଟି ପଞ୍ଚାୟତ ବାସୀ |   (19-Aug-2026)       ||      ପ୍ରେମରେ ବିଫଳ ହୋଇ ଯୁବକଙ୍କ ଉନ୍ମୁତ କାଣ୍ଡ ¡   (19-Aug-2026)       ||      ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ଗଞ୍ଜାମ ଜିଲ୍ଲା ଶାଖା ର କାର୍ଯ୍ୟକାରିଣୀ ବୈଠକ |   (19-Aug-2026)       ||      ଦେଢକୋଟି ଟଙ୍କାର ସାମଗ୍ରୀ ହେର ଫେର ଘଟଣା ରେ ଜଣେ ଗିରଫ ||   (19-Aug-2026)       ||      ସରକାରୀ ଚାକିରୀ ଦେବା ଆଳରେ ଅନଲାଇନ ରେ ଅର୍ଥ ଠକେଇ କରୁଥିବା ଯୁବକ ଗିରଫ ||   (19-Aug-2026)       ||      ଶାହରୁଖାନ ଙ୍କ ପାଇଁ ଗୀତ ଲେଖିଥିଲେ ପୂର୍ବତନ ପ୍ରଧାନ ମନ୍ତ୍ରୀ ||   (19-Aug-2026)       ||      ଏଗାର ଦଫା ଦାବି ନେଇ ଜିଲ୍ଲା ପାଳ ଙ୍କ ଅଫିସ ଆଗରେ ଭାରତୀୟ ମଜୁଦୁର ସଂଘ ର ବିକ୍ଷୋଭ |    (18-Aug-2026)       ||      ସୁନା ଦୋକାନୀ ଉପରେ ପ୍ରତିଶୋଧ ପାଇଁ ଡକାୟତି ଯୋଜନା ପଣ୍ଡ, ପାଞ୍ଚ ଅଭିଯୁକ୍ତ ଗିରଫ |    (18-Aug-2026)       ||      ଚଢ଼େୟାପଡା ଠାରେ ଦୁଇ ମାସ ହେଲା ପାନୀୟ ଜଳ ଯୋଗାଣ ବନ୍ଦ |   (18-Aug-2026)       ||      ତାଡି ଜବତ ସହ ବାଇକ ଓ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କଲା ଅବକାରୀ ପୋଲିସ ||   (18-Aug-2026)       ||     

ପୋଲସରା ଆଞ୍ଚଳିକ ମହିଳା ଉଚ୍ଚ ମହାବିଦ୍ୟାଳୟ ରେବେସରକାରୀ ଅଧ୍ୟାପକ ଓକର୍ମଚାରୀ ମାନଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ |

23-Aug-2025

ପୋଲସରା ଆଞ୍ଚଳିକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବେସରକାରୀ ଅଧ୍ୟାପକ ଓ କର୍ମଚାରୀମାନଙ୍କ ଅନିର୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ।
____________________________________
ଓଡ଼ିଶା ଜନମତ, ପୋଲସରା,ସନ୍ତୋଷ କୁମାର ପଣ୍ଡା
  ତା.୨୩/୦୮/୨୦୨୫:
ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘର ନିଷ୍ପତି କ୍ରମେ ଆଞ୍ଚଳିକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପରିଚାଳନା କମିଟି ଦ୍ୱାରା ନିଯୁକ୍ତି ପାଇଥିବା ସମସ୍ତ କର୍ମ ଚାରୀ ସେମାନଙ୍କ ପୂର୍ଣ୍ଣ ଅନୁଦାନ ରାଶି ପ୍ରଦାନ ଦାବିରେ ସାମୁହିକ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ସଂଘର ରାଜ୍ୟ ସଭାପତି ବିଶ୍ବରଂଜନ ଦାସଙ୍କ ପରାମର୍ଶ କ୍ରମେ ସମସ୍ତ ମହାବିଦ୍ୟାଳୟ ପରି ଆଞ୍ଚଳିକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଫାଟକସମ୍ମୁଖରେ ଶାନ୍ତିପୂର୍ଣ୍ଣଭାବେ ଧାରଣା ଦେଇଛନ୍ତି। ଯେହେତୁ ମହାବିଦ୍ୟାଳୟ ପରିଚାଳନା କମିଟି ଦ୍ବାରା ୨୦୦୮ରୁ ୨୦୧୮ ମଧ୍ୟରେ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀମାନେ ନିଯୁକ୍ତି ପାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ସେମାନଙ୍କ ଉପଯୁକ୍ତ ଅନୁଦାନରାଣି ମିଳୁନାହିଁ। ଯେଉଁ ଦିନ ପର୍ଯ୍ୟନ୍ତ ଅନୁଦାନ ନୀତି ସମ୍ବନ୍ଧୀୟ କୌଣସି ବିଧିବଦ୍ଧ ପଦକ୍ଷେପ ରାଜ୍ୟସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇନାହିଁ ସେହି ଦିନ ଅର୍ଥାତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଧାରଣା ରତ କର୍ମଚ଼ାରୀଙ୍କ ପକ୍ଷରୁ ପ୍ରକାଶ କରାଯାଇଛି। ଏହି ଆନ୍ଦୋଳନ ସମୟରେ ସଂଘର କର୍ମଚାରୀ ଶ୍ରୀଦେବୀ ପାତ୍ର, ମକରଧୂଜ ବରାଡ଼, ସୁଶାନ୍ତ କୁମାର ପରିଡା, ଶାରଦା ପାତ୍ର, ରାକେଶ ପୋଲେଇ, ରାଜେନ୍ଦ୍ର ଦେବତା ,ମିନତୀ ପାଢ଼ୀ, ପ୍ରିୟମ୍ବଦା ଦାସ , ମହେନ୍ଦ୍ର ସାମନ୍ତରା ,ଶ୍ରୀକାନ୍ତ ମିଶ୍ର ,ସଂଗ୍ରାମ କେଶରୀ ସ୍ୱାଇଁ, ଜୟନ୍ତ ପ୍ରଧାନ ଓ ପରିଚାଳନା କମିଟି ଦ୍ୱାରା ନିଯୁକ୍ତି ପାଇଥିବା ସମସ୍ତ କର୍ମଚ଼ାରୀ ଉପସ୍ଥିତ ଥିଲେ।

News Comment

You Might Also Like

  ଶି‍କ୍ଷା ଓ ନିଯୁକ୍ତି  

ସ୍ୱାଧୀନତା ଦିବସ ରେ ମେଧା ସମ୍ମାନ |

BACK TO TOP