Breaking News

ବିଭିନ୍ନ ଅସୁବିଧା ନେଇ ବିଡ଼ିଓ ଙ୍କୁ ଦାବିପତ୍ର ଦେଲେ ମଠ ବରିଡା ଗ୍ରାମବାସୀ |   (20-Aug-2026)       ||      ବିଭିନ୍ନ ସମସ୍ୟା ନେଇ କୃଷକ ସଂଘର ଜିଲ୍ଲା ପାଳ ଙ୍କୁ ଦାବିପତ୍ର |    (20-Aug-2026)       ||      ସୁନା ଲୁଟ କରିବାକୁ ଆସି ଭୁଜାଲିରେ ପରିବାର ଙ୍କୁ ଆକ୍ରମଣ |    (20-Aug-2026)       ||      ବଟି ମାଗିବାକୁ ନେଇ ବିଜେପି ନାରୀ ନେତ୍ରୀଙ୍କ ବିରୁଦ୍ଧରେ ଥାନା ରେ ଅଭିଯୋଗ |   (20-Aug-2026)       ||      ଯୋଗ୍ୟ ହିତାଧିକାରୀ ଆବାସ ଯୋଜନା ରୁ ବଞ୍ଚିତ ହୋଇ ପାଲଥିନ ତଳେ ଜୀବନ ବିତାଉଛନ୍ତି |    (20-Aug-2026)       ||      ଦାରା ସିଂହ ଙ୍କ କେଶ ରେ ସରକାର ଙ୍କ ଉପରେ ବର୍ଷିଲେ ସୁପ୍ରିମ କୋର୍ଟ ||   (20-Aug-2026)       ||      ଦାରା ସିଂହ ଙ୍କ ଶୁଣାଣୀ ଉପରେ ସରକାର ଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମ କୋର୍ଟ |    (20-Aug-2026)       ||      କରେଣ୍ଟ ଲଗାଇ ହାତୀ ମାରିବା ଘଟଣା ରେ ଅଭିଯୁକ୍ତ ଗିରିଫ |   (20-Aug-2026)       ||      ହାତୀ ଦାନ୍ତ ଜବତ ସହ ଚାରି ଅଭିଯୁକ୍ତ ଗିରଫ |    (20-Aug-2026)       ||      ଅନ୍ତର୍ଜାତୀୟ ଜୁଡେ ଏବଂ ମାର୍ଶାଲ ସ୍ଵର୍ଣ ପଦକ ବିଜେତା ଏବେ ଦିନ ମଜୁରିଆ |    (20-Aug-2026)       ||      ସୃଜନ ସାହିତ୍ୟ ସଂସ୍କୃତି ସଂସଦ ର ଷଷ୍ଟ ବାର୍ଷିକ ଉତ୍ସବ ଅବସର ରେ ସାରସ୍ୱତ ସମ୍ମାନ ସମାରୋହ ଆୟୋଜିତ |   (20-Aug-2026)       ||      ଗଞ୍ଜାମ ଜିଲ୍ଲା ଶାଖା ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ର ପ୍ରଥମ କାର୍ଯ୍ୟ କାରିଣୀ ବୈଠକ |   (20-Aug-2026)       ||      ଏୟାର ଇଣ୍ଡିଆର ଦୁଇ ପାଇଲେଟ ଡ୍ରଗ ଟେଷ୍ଟ ରେ ପଯେତିଭ |   (19-Aug-2026)       ||      ଟ୍ରେନ ର ଏସି ରୁମରେ ପସି ଚୋର କରୁଥିଲା ସୁନା ଚୋରି |    (19-Aug-2026)       ||      ଧସିଗଲା ନୁଆଁ ପୋଖରୀର ପାଖ ସୁରକ୍ଷା କାନ୍ଥ ||   (19-Aug-2026)       ||      ଚାକିରୀ ଦେବା ନାଁରେ 16 ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୁକ୍ତ ଗିରଫ |   (19-Aug-2026)       ||      ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ ତରଫରୁ କୋଦଳା ଠାରେ ପ୍ରତିଭା ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ |    (19-Aug-2026)       ||      ଯଳସେଚନ ସମସ୍ୟା ନେଇ ତହସିଲଦାର ଙ୍କୁ ଦାବିପତ୍ର ଦେଲେ ୩ ଗୋଟି ପଞ୍ଚାୟତ ବାସୀ |   (19-Aug-2026)       ||      ପ୍ରେମରେ ବିଫଳ ହୋଇ ଯୁବକଙ୍କ ଉନ୍ମୁତ କାଣ୍ଡ ¡   (19-Aug-2026)       ||      ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ଗଞ୍ଜାମ ଜିଲ୍ଲା ଶାଖା ର କାର୍ଯ୍ୟକାରିଣୀ ବୈଠକ |   (19-Aug-2026)       ||     

ଗଞ୍ଜାମ ସହର ରେକ୍ରିକେଟ ଟୁନାମେଣ୍ଟ,ପୋଲିସ ୱାରିଆର ଚମ୍ପିୟାନ

18-Aug-2025

ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ଟୁର୍ନାମେଣ୍ଟ ----ପୋଲିସ ୱାରିଆର ଚମ୍ପିୟାନ

ଓଡିଶା ଜନମତ,ଗଞ୍ଜାମ,ବଟ କୃଷ୍ଣ ରାଉଳ, ତତା 18/08/25:

ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିୟମ ଠାରେ ବ୍ଲକ ସାମ୍ବାଦିକ ସଙ୍ଘ ପକ୍ଷରୁ ସ୍ୱାଧୀନତା ଦିବସ ଉପଲକ୍ଷେ ପ୍ରଶାସନ ଓ ପ୍ରେସକୁ ନେଇ ଏକ ଦିନିକିଆ ବନ୍ଧୁତ୍ୱ ପୂର୍ଣ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଥିଲା l ଗ୍ରାସୀମ କମ୍ପାନୀ ୟୁନିଟ ହେଡ଼ ଅଜୟ କୁମାର ଗୁପ୍ତା, ବିଡ଼ିଓ ଅଚ୍ୟୁତାନନ୍ଦ ଯାନୀ, ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର, ଗ୍ରାସୀମ କମ୍ପାନୀ ମାନବ ସମ୍ବଳ ଅଧିକାରୀ ନିରଜ ପଟ୍ଟନାୟକ, ସିଏସ ଆର ମୁଖ୍ୟ ସୁସ୍ମିତା ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ମିଳିତ ଭାବେ ଏହାର ଶୁଭାରମ୍ଭ କରିଥିଲେ l ଏହି ଟୁର୍ନାମେଣ୍ଟରେ ପୋଲିସ,ବ୍ଲକ ଓ ତହସିଲ ପ୍ରଶାସନ ଅଂଶ ଗ୍ରହଣ କରିଥିଲେ l ଲିଗ ମ୍ୟାଚରୁ ପ୍ରେସ ଇଲେଭେନ ଓ ବ୍ଲକ ଟିମ ବିଦାୟ ନେଇଥିବା ବେଳେ ପୋଲିସ ୱାରିଆର ଓ ତହସିଲ ଟାଇଟନ୍ସ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା l ଫାଇନାଲ ମ୍ୟାଚରେ ପୋଲିସ ଟିମର ଅଧିନାୟକ ତଥା ଥାନା ଏସଆଇ ଅନିରୁଦ୍ଧ ସ୍ୱାଇଁ ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତି ନେଇଥିଲେ l  ତହସିଲ ଟିମ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 10 ଓଭରରେ ସାତ ବିକେଟ ହରାଇ 83 ରନ କରିବାକୁ ସକ୍ଷମ ହୋଇଥିଲା l ଜବାବରେ ପୋଲିସ ୱାରିଆର ଆଠ ୍ୱିକେଟ ହରାଇ ଶେଷ ଓଭରରେ ଆବଶ୍ୟକ 84 ରନ କରି ମ୍ୟାଚ ବିଜୟୀ ହେବା ସହ ଚମ୍ପିୟାନ ହୋଇଥିଲା l ଉଦଯାପନୀ ଉତ୍ସବରେ ପୂର୍ବତନ କାଉନ୍ସିଲର ତଥା ପରିବେଶବିତ ଦୁର୍ଗା ମାଧବ ପାଣିଗ୍ରାହୀ,ବଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି ସୁଧୀର କୁମାର ନାହାକ, ପ୍ରେସ କ୍ଳବ ସଭାପତି ଶବର କୁମାର ତରାଇ,ଉପଦେଷ୍ଟା ଉମାକାନ୍ତ ବେହେରା ପ୍ରମୁଖ ଅତିଥି ବିଜୟୀ ପୋଲିସ ଟିମକୁ ଚମ୍ପିୟାନ ଟ୍ରଫି ଏବଂ ରନର୍ସ ଅଫ ତହସିଲ ଟିମକୁ ମଧ୍ୟ ଏକ   କପ ପ୍ରଦାନ କରିଥିଲେ l ବେଷ୍ଟ ବୋଲର ତହସିଲ ଟିମର ସୁଜିତ କୁମାର ପ୍ରଧାନ,ବେଷ୍ଟ ବ୍ୟାଟ୍ସ ମ୍ୟାନ ସମୀର କୁମାର ପାଢ଼ୀ, ଶ୍ରେଷ୍ଠ ଖେଳାଳି ଶଙ୍କର୍ଷଣ ସାହୁ ଏବଂ ୱେଷ୍ଟ କ୍ୟାଚର ପୋଲିସ ଟିମର ଥାନା ରାଇଟର ଅଶ୍ୱନୀ ପଟ୍ଟନାୟକଙ୍କୁ ବିବେଚିତ ହୋଇଥିଲେ l କ୍ଳବ ସମ୍ପାଦକ ବିଦ୍ୟାଧର ସାହୁ ଭାଷ୍ୟ ପ୍ରଦାନ କରିଥିଲେ l ଏହି ଟୁର୍ନାମେଣ୍ଟକୁ ସାମ୍ବାଦିକ ସଙ୍ଘ ରାକେଶ ରଞ୍ଜନ ଦାସ,ଶିବାନନ୍ଦ ପଲାଇ,ସୁଧୀର କୁମାର ପାଢ଼ୀ,ପ୍ରଦୀପ ପଣ୍ଡା,ବିଜଲକ୍ଷ୍ମୀ ମହାଙ୍କଡ଼,ନିରଞ୍ଜନ ପରିଡା, ମିଥୁନ ବାରିକ, କେ. ରଜନୀ କାନ୍ତ ରେଡି, ମୁରଲୀ ପ୍ରଧାନ, ବିନୋଦ ଚନ୍ଦ୍ର ପଲାଇ,କୃଷ୍ଣ ଦାସ, ବଟକୃଷ୍ଣ ରାଉଳ, ପ୍ରକାଶ ପଲାଇ, ମନୋଜ ପ୍ରଧାନ ପ୍ରମୁଖ ପରିଚାଳନା କରିଥିବା ବେଳେ ଆମ୍ପ୍ୟାୟାର ସନ୍ତୋଷ ସାହାଣୀ ଓ ସ୍କୋରର ସଞ୍ଜୟ କୁମାର ସାହୁ ଦାୟିତ୍ୱ ତୁଲାଇଥିଲେ l

News Comment

You Might Also Like

BACK TO TOP