Breaking News

ବିଭିନ୍ନ ଅସୁବିଧା ନେଇ ବିଡ଼ିଓ ଙ୍କୁ ଦାବିପତ୍ର ଦେଲେ ମଠ ବରିଡା ଗ୍ରାମବାସୀ |   (20-Aug-2026)       ||      ବିଭିନ୍ନ ସମସ୍ୟା ନେଇ କୃଷକ ସଂଘର ଜିଲ୍ଲା ପାଳ ଙ୍କୁ ଦାବିପତ୍ର |    (20-Aug-2026)       ||      ସୁନା ଲୁଟ କରିବାକୁ ଆସି ଭୁଜାଲିରେ ପରିବାର ଙ୍କୁ ଆକ୍ରମଣ |    (20-Aug-2026)       ||      ବଟି ମାଗିବାକୁ ନେଇ ବିଜେପି ନାରୀ ନେତ୍ରୀଙ୍କ ବିରୁଦ୍ଧରେ ଥାନା ରେ ଅଭିଯୋଗ |   (20-Aug-2026)       ||      ଯୋଗ୍ୟ ହିତାଧିକାରୀ ଆବାସ ଯୋଜନା ରୁ ବଞ୍ଚିତ ହୋଇ ପାଲଥିନ ତଳେ ଜୀବନ ବିତାଉଛନ୍ତି |    (20-Aug-2026)       ||      ଦାରା ସିଂହ ଙ୍କ କେଶ ରେ ସରକାର ଙ୍କ ଉପରେ ବର୍ଷିଲେ ସୁପ୍ରିମ କୋର୍ଟ ||   (20-Aug-2026)       ||      ଦାରା ସିଂହ ଙ୍କ ଶୁଣାଣୀ ଉପରେ ସରକାର ଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମ କୋର୍ଟ |    (20-Aug-2026)       ||      କରେଣ୍ଟ ଲଗାଇ ହାତୀ ମାରିବା ଘଟଣା ରେ ଅଭିଯୁକ୍ତ ଗିରିଫ |   (20-Aug-2026)       ||      ହାତୀ ଦାନ୍ତ ଜବତ ସହ ଚାରି ଅଭିଯୁକ୍ତ ଗିରଫ |    (20-Aug-2026)       ||      ଅନ୍ତର୍ଜାତୀୟ ଜୁଡେ ଏବଂ ମାର୍ଶାଲ ସ୍ଵର୍ଣ ପଦକ ବିଜେତା ଏବେ ଦିନ ମଜୁରିଆ |    (20-Aug-2026)       ||      ସୃଜନ ସାହିତ୍ୟ ସଂସ୍କୃତି ସଂସଦ ର ଷଷ୍ଟ ବାର୍ଷିକ ଉତ୍ସବ ଅବସର ରେ ସାରସ୍ୱତ ସମ୍ମାନ ସମାରୋହ ଆୟୋଜିତ |   (20-Aug-2026)       ||      ଗଞ୍ଜାମ ଜିଲ୍ଲା ଶାଖା ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ର ପ୍ରଥମ କାର୍ଯ୍ୟ କାରିଣୀ ବୈଠକ |   (20-Aug-2026)       ||      ଏୟାର ଇଣ୍ଡିଆର ଦୁଇ ପାଇଲେଟ ଡ୍ରଗ ଟେଷ୍ଟ ରେ ପଯେତିଭ |   (19-Aug-2026)       ||      ଟ୍ରେନ ର ଏସି ରୁମରେ ପସି ଚୋର କରୁଥିଲା ସୁନା ଚୋରି |    (19-Aug-2026)       ||      ଧସିଗଲା ନୁଆଁ ପୋଖରୀର ପାଖ ସୁରକ୍ଷା କାନ୍ଥ ||   (19-Aug-2026)       ||      ଚାକିରୀ ଦେବା ନାଁରେ 16 ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୁକ୍ତ ଗିରଫ |   (19-Aug-2026)       ||      ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ ତରଫରୁ କୋଦଳା ଠାରେ ପ୍ରତିଭା ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ |    (19-Aug-2026)       ||      ଯଳସେଚନ ସମସ୍ୟା ନେଇ ତହସିଲଦାର ଙ୍କୁ ଦାବିପତ୍ର ଦେଲେ ୩ ଗୋଟି ପଞ୍ଚାୟତ ବାସୀ |   (19-Aug-2026)       ||      ପ୍ରେମରେ ବିଫଳ ହୋଇ ଯୁବକଙ୍କ ଉନ୍ମୁତ କାଣ୍ଡ ¡   (19-Aug-2026)       ||      ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ଗଞ୍ଜାମ ଜିଲ୍ଲା ଶାଖା ର କାର୍ଯ୍ୟକାରିଣୀ ବୈଠକ |   (19-Aug-2026)       ||     

ଷୋଳଘର ପଞ୍ଚାୟତଅଫିସ ରେ ଜିଲ୍ଲପାଳ ଙ୍କ ଅଭିଯୋଗ ଶୁଣାଣି ଅନୁଷ୍ଠିତ |

18-Aug-2025

ଷୋଳଘର ଗ୍ରାମରେ ଜିଲ୍ଲପାଳଙ୍କ ବ୍ଳକ ସ୍ତରୀୟ ଅଭିଯୋଗ ଶୁଣାଣି  ଅନୁଷ୍ଠିତ,

ତାରିଖ --18/08/25, 
ଗଞ୍ଜାମ ଜିଲ୍ଲା ପାଳ ଙ୍କ  ନିଷ୍ପତି କ୍ରମେ ଜିଲ୍ଲା ର ସବୁ ବ୍ଲକର ପ୍ରତିପଂଚାୟତ ରେ ସୋମବାରଦିନ ଅଭିଯୋଗ ଶୁଣାଣି କରିବାକୁ ନିଷ୍ପତି ନେଇ ଆଜି ପୁରୁଷୋତ୍ତମପୁର ବ୍ଲକର ଷୋଳଘର ପଞ୍ଚାୟତ ରେ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ହୋଇଥିଲା  | 
ଏହି ଜନସୁନାଣୀ ରେ ଛତ୍ରପୁର ଏପିଡି ବିଜୟ କୁମାର ବେହେରାବ୍ଳକ ଅଧକ୍ଷା ପିଙ୍କି ବେହେରା, ବିଡ଼ିଓ ଶରତ କୁମାର ବେହେରା, ତହସିଲଦାର ବିନୋଦ କୁମାରବେହେରା , ଥାନା ଏସ ଆଇ  ମଞ୍ଚାସିନ ରହିବା ସହିତସବୁ ଲାଇନ ବିଭାଗ ର ଅଧିକାରୀ ମାନେ ଉପସ୍ଥିତଥିଲେ | ତେବେ ଏକସହ ରୁ ଉର୍ଦ୍ଧ ଉଅଭିଯୋଗ ର ଶୁଣାଣି କରାଯାଇ  ନିମ୍ନ ଲିଖିତ ଅଧିକାରୀ ଙ୍କୁ ସେହିସବୁ ବିଷୟ ର ସମାଧାନ ପାଇଁ ଏପିଡିବିଜୟ କୁମାର ବେହେରା ନିର୍ଦେଶ ଦେଇଥିଲେ | ତେବେ ବିଶେଷ କରି ରାସନ କାର୍ଡ଼ ସଂଯୋଗୀ କରଣ, ଆବାସ, ଭତ୍ତା ଭଳି  ଅଧିକାଂଶ  ଅଭିଯୋଗ  ଆସିଥିବାର ଦେଖିବାକୁ ମିଳି ଥିଲା  |  ଏହା ଷୋଳଘର ସରପଞ୍ଚ ଓ ସମିତି ସଭ୍ୟ ପ୍ରମୋଦ କୁମାର ମହାନ୍ତି ଏବଂ ପିଇଓ ମନୋଜ କୁମାର ସାହୁ ଙ୍କ  ସଂଯୋଜନା ଓ ଷୋଳଘର ଗ୍ରାମର ଯୁବଗୋଷ୍ଟି ଙ୍କ ସହଯୋଗ ରେ  ସମୁର୍ଣ ହୋଇଥିଲା |

News Comment

You Might Also Like

BACK TO TOP