Breaking News

ବିଭିନ୍ନ ଅସୁବିଧା ନେଇ ବିଡ଼ିଓ ଙ୍କୁ ଦାବିପତ୍ର ଦେଲେ ମଠ ବରିଡା ଗ୍ରାମବାସୀ |   (20-Aug-2026)       ||      ବିଭିନ୍ନ ସମସ୍ୟା ନେଇ କୃଷକ ସଂଘର ଜିଲ୍ଲା ପାଳ ଙ୍କୁ ଦାବିପତ୍ର |    (20-Aug-2026)       ||      ସୁନା ଲୁଟ କରିବାକୁ ଆସି ଭୁଜାଲିରେ ପରିବାର ଙ୍କୁ ଆକ୍ରମଣ |    (20-Aug-2026)       ||      ବଟି ମାଗିବାକୁ ନେଇ ବିଜେପି ନାରୀ ନେତ୍ରୀଙ୍କ ବିରୁଦ୍ଧରେ ଥାନା ରେ ଅଭିଯୋଗ |   (20-Aug-2026)       ||      ଯୋଗ୍ୟ ହିତାଧିକାରୀ ଆବାସ ଯୋଜନା ରୁ ବଞ୍ଚିତ ହୋଇ ପାଲଥିନ ତଳେ ଜୀବନ ବିତାଉଛନ୍ତି |    (20-Aug-2026)       ||      ଦାରା ସିଂହ ଙ୍କ କେଶ ରେ ସରକାର ଙ୍କ ଉପରେ ବର୍ଷିଲେ ସୁପ୍ରିମ କୋର୍ଟ ||   (20-Aug-2026)       ||      ଦାରା ସିଂହ ଙ୍କ ଶୁଣାଣୀ ଉପରେ ସରକାର ଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମ କୋର୍ଟ |    (20-Aug-2026)       ||      କରେଣ୍ଟ ଲଗାଇ ହାତୀ ମାରିବା ଘଟଣା ରେ ଅଭିଯୁକ୍ତ ଗିରିଫ |   (20-Aug-2026)       ||      ହାତୀ ଦାନ୍ତ ଜବତ ସହ ଚାରି ଅଭିଯୁକ୍ତ ଗିରଫ |    (20-Aug-2026)       ||      ଅନ୍ତର୍ଜାତୀୟ ଜୁଡେ ଏବଂ ମାର୍ଶାଲ ସ୍ଵର୍ଣ ପଦକ ବିଜେତା ଏବେ ଦିନ ମଜୁରିଆ |    (20-Aug-2026)       ||      ସୃଜନ ସାହିତ୍ୟ ସଂସ୍କୃତି ସଂସଦ ର ଷଷ୍ଟ ବାର୍ଷିକ ଉତ୍ସବ ଅବସର ରେ ସାରସ୍ୱତ ସମ୍ମାନ ସମାରୋହ ଆୟୋଜିତ |   (20-Aug-2026)       ||      ଗଞ୍ଜାମ ଜିଲ୍ଲା ଶାଖା ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ର ପ୍ରଥମ କାର୍ଯ୍ୟ କାରିଣୀ ବୈଠକ |   (20-Aug-2026)       ||      ଏୟାର ଇଣ୍ଡିଆର ଦୁଇ ପାଇଲେଟ ଡ୍ରଗ ଟେଷ୍ଟ ରେ ପଯେତିଭ |   (19-Aug-2026)       ||      ଟ୍ରେନ ର ଏସି ରୁମରେ ପସି ଚୋର କରୁଥିଲା ସୁନା ଚୋରି |    (19-Aug-2026)       ||      ଧସିଗଲା ନୁଆଁ ପୋଖରୀର ପାଖ ସୁରକ୍ଷା କାନ୍ଥ ||   (19-Aug-2026)       ||      ଚାକିରୀ ଦେବା ନାଁରେ 16 ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୁକ୍ତ ଗିରଫ |   (19-Aug-2026)       ||      ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ ତରଫରୁ କୋଦଳା ଠାରେ ପ୍ରତିଭା ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ |    (19-Aug-2026)       ||      ଯଳସେଚନ ସମସ୍ୟା ନେଇ ତହସିଲଦାର ଙ୍କୁ ଦାବିପତ୍ର ଦେଲେ ୩ ଗୋଟି ପଞ୍ଚାୟତ ବାସୀ |   (19-Aug-2026)       ||      ପ୍ରେମରେ ବିଫଳ ହୋଇ ଯୁବକଙ୍କ ଉନ୍ମୁତ କାଣ୍ଡ ¡   (19-Aug-2026)       ||      ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ଗଞ୍ଜାମ ଜିଲ୍ଲା ଶାଖା ର କାର୍ଯ୍ୟକାରିଣୀ ବୈଠକ |   (19-Aug-2026)       ||     

ବର୍ତ୍ତନୀ ପଞ୍ଚାୟତ ରେ ଉପଜିଲ୍ଲାପାଳ ଙ୍କ ଜନ ଶୁଣାଣୀ,

18-Aug-2025

ବର୍ତ୍ତିନୀ ପଞ୍ଚାୟତରେ ଉପଜିଲ୍ଲାପାଳଙ୍କ ଜନଶୁଣାଣୀ

ଓଡିଶା ଜଜନ ମମତ,ପୋଲସରା-ସନ୍ତୋଷ କୁମାର ପଣ୍ଡା, ତା-୧୮.୦୮.୨୦୨୫ :

ସରକାରଙ୍କ ବିକାଶ ଜନିତ ସମସ୍ତ ଯୋଜନା ଗୁଡିକ ଯେପରି ସହର ଠାରୁ ଆରମ୍ଭ ହୋଇ ପ୍ରତି ଗ୍ରାମାଞ୍ଚଳରେ ପହଞ୍ଚି ପାରିବ ସେନେଇ ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଯାହା ଲୋକମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ହେବର ଆଶା ପ୍ରତିଫଳିତ ହୋଇଛି । ଏନେଇ ସୋମବାର। ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ବର୍ତ୍ତିନି ଗ୍ରାମ ପଞ୍ଚାୟତ ଠାରେ ଆୟୋଜିତ ପ୍ରଥମ ପର୍ଯ୍ୟାୟ ଜନଶୁଣାଣୀ ଶିବିର ପୋଲସରା ବିଡିଓ ଶଶିଭୂଷଣ ମହାପାତ୍ରଙ୍କ ତତ୍ବାବଧାନରେ  ଗଞ୍ଜାମ ଜିଲ୍ଲାଉପ ଜିଲ୍ଲାପାଳ ଶିବାଶିଷ ବରାଳ ଯୋଗ ଦେଇ ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ । ଉକ୍ତ ଜନଶୁଣାଣୀରେ ପଞ୍ଚାୟତର ପ୍ରାୟତଃ  ରାସନକାର୍ଡ଼ , ବାର୍ଦ୍ଧକ୍ୟ , ବିଧବା ଭତ୍ତା , ଜମିବାଡ଼ି ସଂପର୍କିତ ବହୁ ସମସ୍ୟାକୁ ନେଇ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ  ପ୍ରବଳ ଗହଳି ଚହଳି ଲାଗି ରହିଥିଲା । ଏପରିକି ପ୍ରମୁଖ ସମସ୍ୟା ଭାବେ ଧାନଚାଷ କରୁଥିବା ଚାଷୀଙ୍କ ପିଡିଆ ଉପରେ ରହିଥିଲା । ଯାହା ସରକାରଙ୍କ ଧାର୍ଯ୍ୟ ମୂଲ୍ୟ ୨୬୮ ଟଙ୍କା ହୋଇଥିଲା ବେଳେ  ସ୍ଥାନୀୟ ଅଞ୍ଚଳରେ କିଛି କଳାବଜାରୀ ମାନେ ସରକାରଙ୍କ ଧାର୍ଯ୍ୟ ମୂଲ୍ୟ ଠାରୁ ୪୫୦ ରୁ ୫୨୦ ଟଙ୍କା ରେ ବିକ୍ରୀ କରୁଥିବା ଦେଖା ଯାଇଛି । ଚାଷୀଙ୍କ ସୁବିଧା ଲାଗି ସରକାରୀ ସ୍ତରରେ ସମବାୟସମିତି ମାନେ ସାର ଯୋଗାଇବା ର ବ୍ୟବସ୍ଥା  ରହିଥିଲେ ମଧ୍ୟ ବହୁ ସମବାୟ ସମିତି ସାର ଆଣିନଥିଲେ|ଯାଫଳରେ ଚାଷୀମାନେ ବାହାର ଦୋକାନ ରୁ ଚଢ଼ା ଦରରେ  କିଣିବାକୁ ବାଧ୍ୟ ହୋଇଥିଲେ| ସାରର ଅସୁବିଧା ସମସ୍ୟା କୁ ନେଇ  କୁ ବ୍ଲକ କୃଷି ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କର୍ଣ୍ଣପାତ କରିନଥିବା କଥା ଚାଷୀ ତଥା ବିଜେପି ନେତା ଦାମଦୋର ସ୍ୱାଇଁ, ରୋହିତ ପ୍ରଧାନ ସମେତ ଋଷିକୂଲ୍ୟା ରୟତ ମହାସଭା ର ସଦସ୍ୟ ମାନେ ଅଭିଯୋଗ ଶୁଣାଣି ବେଳେ ଉପ ଜିଲ୍ଲା ପାଳ ଙ୍କୁ  ଅଭିଯୋଗ କରିଥିଲେ| ଆଗାମୀ ଦିନରେ ସାର ସମସ୍ୟା ର ସମାଧାନ ନ ହେଲେ ଚାଷୀ ସମୂହ ରାଜ ରାସ୍ତା କୁ ଓଲ୍ହାଇ ଗଣ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି|
ସମେତ ସମସ୍ତ ବିଭାଗୀୟ ଅଧିକାରୀ ଯୋଗଦେଇ ଲୋକମାନଙ୍କ ବିଭିନ୍ନ ଅଭିଯୋଗ ଶୁଣିଥିଲେ । ଏହି ଶିବିରରେ ପ୍ରାୟ ଏକ ଶହରୁ ଉର୍ଦ୍ଧ୍ବ ଅଭିଯୋଗ ପତ୍ର ଦାଖଲ ହୋଇଥିବା ବେଳେ ସମସଙ୍କ ଅଭିଯୋଗ ତୁରନ୍ତ ସମାଧାନ କରାଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ ବରାଳ ସୂଚନା ପ୍ରଦାନ କରିଥିଲେ  । ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ପୋଲସରା ତହସିଲଦାର ଦିପ୍ତିମୟୀ ପାତ୍ର, ଥାନାଧିକାରୀ କୌଶିକ ମାଝୀ, ବନାଞ୍ଚଳ ଅଧିକାରୀ ଅନିଲ କୁମାର ପଣ୍ଡା, ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ମଲ୍ଲିକ, ସିଡିପିଓ ତିଳୋତ୍ତମା ରାଉତ, ବିଭିଓ ଡ଼ଃ ସୁବାସ ଜେନା, କୃଷି ଅଧିକାରୀ ଗଣେଶ୍ୱର ସାହୁ, ଜଳ ସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ବି. ସାନୁଜ କୁମାର, ଯନ୍ତ୍ରୀ ଶକ୍ତିକାନ୍ତ ଜେନା, ସଂପୃକ୍ତ ଗ୍ରାମ ପଞ୍ଚାୟତର କନିଷ୍ଠ ଯନ୍ତ୍ରୀ ଶ୍ରଦ୍ଧାନ୍ତ କୁମାର ସାହୁ, ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଣୟ କୁମାର ପଟ୍ଟନାୟକଙ୍କ ସମେତ ସମସ୍ତ ବ୍ଲକ୍ କର୍ମଚାରୀ ସହଯୋଗ କରିଥିଲେ ।

News Comment

You Might Also Like

BACK TO TOP