Breaking News

ପୁରୁଷୋତ୍ତମପୁର ରେ ଉଦଯାପିତ ହେଲା ତିନିଦିନ ଧରି ଚାଲିଥିବା ଲକ୍ଷପତି ଦିଦି କାର୍ଯ୍ୟକ୍ରମ ||   (21-Aug-2026)       ||      ବିଧାନ ସଭା ଗୃହ କମିଟି ଅଧକ୍ଷ ଓ ସଦସ୍ୟ ମାନେ ମା ତାରା ତାରିଣୀ ଙ୍କୁ ଦର୍ଶନ କଲେ ||   (21-Aug-2026)       ||      ବିଭିନ୍ନ ଅସୁବିଧା ନେଇ ବିଡ଼ିଓ ଙ୍କୁ ଦାବିପତ୍ର ଦେଲେ ମଠ ବରିଡା ଗ୍ରାମବାସୀ |   (20-Aug-2026)       ||      ବିଭିନ୍ନ ସମସ୍ୟା ନେଇ କୃଷକ ସଂଘର ଜିଲ୍ଲା ପାଳ ଙ୍କୁ ଦାବିପତ୍ର |    (20-Aug-2026)       ||      ସୁନା ଲୁଟ କରିବାକୁ ଆସି ଭୁଜାଲିରେ ପରିବାର ଙ୍କୁ ଆକ୍ରମଣ |    (20-Aug-2026)       ||      ବଟି ମାଗିବାକୁ ନେଇ ବିଜେପି ନାରୀ ନେତ୍ରୀଙ୍କ ବିରୁଦ୍ଧରେ ଥାନା ରେ ଅଭିଯୋଗ |   (20-Aug-2026)       ||      ଯୋଗ୍ୟ ହିତାଧିକାରୀ ଆବାସ ଯୋଜନା ରୁ ବଞ୍ଚିତ ହୋଇ ପାଲଥିନ ତଳେ ଜୀବନ ବିତାଉଛନ୍ତି |    (20-Aug-2026)       ||      ଦାରା ସିଂହ ଙ୍କ କେଶ ରେ ସରକାର ଙ୍କ ଉପରେ ବର୍ଷିଲେ ସୁପ୍ରିମ କୋର୍ଟ ||   (20-Aug-2026)       ||      ଦାରା ସିଂହ ଙ୍କ ଶୁଣାଣୀ ଉପରେ ସରକାର ଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମ କୋର୍ଟ |    (20-Aug-2026)       ||      କରେଣ୍ଟ ଲଗାଇ ହାତୀ ମାରିବା ଘଟଣା ରେ ଅଭିଯୁକ୍ତ ଗିରିଫ |   (20-Aug-2026)       ||      ହାତୀ ଦାନ୍ତ ଜବତ ସହ ଚାରି ଅଭିଯୁକ୍ତ ଗିରଫ |    (20-Aug-2026)       ||      ଅନ୍ତର୍ଜାତୀୟ ଜୁଡେ ଏବଂ ମାର୍ଶାଲ ସ୍ଵର୍ଣ ପଦକ ବିଜେତା ଏବେ ଦିନ ମଜୁରିଆ |    (20-Aug-2026)       ||      ସୃଜନ ସାହିତ୍ୟ ସଂସ୍କୃତି ସଂସଦ ର ଷଷ୍ଟ ବାର୍ଷିକ ଉତ୍ସବ ଅବସର ରେ ସାରସ୍ୱତ ସମ୍ମାନ ସମାରୋହ ଆୟୋଜିତ |   (20-Aug-2026)       ||      ଗଞ୍ଜାମ ଜିଲ୍ଲା ଶାଖା ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ର ପ୍ରଥମ କାର୍ଯ୍ୟ କାରିଣୀ ବୈଠକ |   (20-Aug-2026)       ||      ଏୟାର ଇଣ୍ଡିଆର ଦୁଇ ପାଇଲେଟ ଡ୍ରଗ ଟେଷ୍ଟ ରେ ପଯେତିଭ |   (19-Aug-2026)       ||      ଟ୍ରେନ ର ଏସି ରୁମରେ ପସି ଚୋର କରୁଥିଲା ସୁନା ଚୋରି |    (19-Aug-2026)       ||      ଧସିଗଲା ନୁଆଁ ପୋଖରୀର ପାଖ ସୁରକ୍ଷା କାନ୍ଥ ||   (19-Aug-2026)       ||      ଚାକିରୀ ଦେବା ନାଁରେ 16 ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୁକ୍ତ ଗିରଫ |   (19-Aug-2026)       ||      ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ ତରଫରୁ କୋଦଳା ଠାରେ ପ୍ରତିଭା ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ |    (19-Aug-2026)       ||      ଯଳସେଚନ ସମସ୍ୟା ନେଇ ତହସିଲଦାର ଙ୍କୁ ଦାବିପତ୍ର ଦେଲେ ୩ ଗୋଟି ପଞ୍ଚାୟତ ବାସୀ |   (19-Aug-2026)       ||     

ପୁରୁଷୋତ୍ତମପୁର ସହର ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ରେ ରକ୍ଷା ବନ୍ଧନ ଅନୁଷ୍ଠିତ |

09-Aug-2025

ସରସ୍ବତୀ ଶିଶୁ ମନ୍ଦିରରେ ରକ୍ଷାବନ୍ଧନ ଉତ୍ସବ  ପାଳନ |

          ଓଡିଶା ଜନ ମତ ବ୍ୟୁରୋ, 

(ପୁରୁଷୋତ୍ତମପୁର ) ତା -୦୯/୦୮/୨୫:

  ସ୍ଥାନୀୟ ସରସ୍ବତୀ ଶିଶୁ ମନ୍ଦିର ପରିସରରେ ରକ୍ଷାବନ୍ଧନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି | ବିଦ୍ୟାଳୟ ର ପ୍ରଧାନଆଚାର୍ଯ୍ୟ ଶ୍ରୀଯୁକ୍ତ ନିରଞ୍ଜନ ଡାକୁଆ ଙ୍କ ତତ୍ତ୍ବବଧାନ ରେ ଶ୍ରୀମତୀ ସ୍ନେହଲତା ମହାପାତ୍ର ପରିଚାଳନା କରିଥିଲେ | ସୁଚିତ୍ରା ଗୁରୁମା, ସ୍ନେହାଗୁରୁମା ଓ ସଙ୍ଗୀତା ଗୁରୁମା ସ୍ବାଗତ କରିଥିଲେ |  ଶ୍ରୀମତୀ ନିବେଦିତା ପଣ୍ଡା ଅତିଥ୍‌ଙ୍କ ପରିଚୟ ପ୍ରଦାନ କରିଥିଲେ । ଏଥିରେ ଅତିଥ୍‌ ଭାବରେ ପରିଚାଳନା ସମିତି ର କୋଷାଧ୍ଯକ୍ଷ ଶ୍ରୀଯୁକ୍ତ ରାଜକିଶୋର ସାସମଲ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ |ଏହି ଉତ୍ସବ ରେ କନକା କ୍ଲଷ୍ଟର ସି. ଆର. ସି. ସି ଶ୍ରୀଯୁକ୍ତ ହେମନୁ କୁମାର ବେହେରା ଯୋଗ ଦେଇ ଶିଶୁ ଭାଇ ଓ ଭଉଣୀ ଙ୍କୁ ପବିତ୍ର ସମ୍ପର୍କ ଓ ରକ୍ଷାକବଚ ବିଷୟରେ କିଛି କଥା ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଥିଲେ | ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ମହୋଦୟ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ବିଷୟରେ ଶିଶୁ ଭାଇ ଭଉଣୀ ଙ୍କୁ କିଛି ମୂଲ୍ୟବାନ କଥା କହିଥିଲେ | ଆଜିର ଏହି ଉତ୍ସବ ରେ ମୁଖ୍ୟ ବକ୍ତା ଭାବରେ ସୁନାଗୁରୁମା ବହୁ ମୂଲ୍ୟବାନ କଥା ଉପସ୍ଥାପନା କରି ଆଜିର ଏହି ରାକ୍ଷାବନ୍ଧନ ର ଗୁରୁତ୍ବ ବିଷୟରେ ବର୍ଣ୍ଣନା କରିଥିଲେ |ଆଜିମଧ୍ୟ ସ୍ବଭାବ କବି  ଗଙ୍ଗାଧର ମେହେର, ରମାଦେବୀ ଚୌଧୁରୀ, ନିଗମାନନ୍ଦ ଙ୍କ ଜନ୍ମଦିନ କାରଣରୁ ସେହି ମହାପୁରୁଷ ଙ୍କ ଫୋଟରେ ପୁଷ୍ପମାଲ୍ୟ ଅର୍ପଣ କରା ବରାଯାଇଥିଲା | ଗଛରେ ରାକ୍ଷୀ ବନ୍ଧାଯାଇଥୁଲା |ଅତିଥି ମାନେ ଶିଶୁଭାଇ ଭଉଣୀ ଙ୍କୁ ସମ୍ପର୍କ ର  ତୋରି ବନ୍ଧନ କରାଯାଇଥିଲା |ପୁରୁଷୋତ୍ତମପୁର ନଗର  ଭ୍ରମଣ କରି ଏହି ରକ୍ଷା କବଚ ଶିଶୁଙ୍କ ଦ୍ବାରା କରାଯାଇଥିଲା | ପରିଶେଷରେ ପ୍ରଣବ ଗୁରୁଜୀ ଧନ୍ୟବାଦ ଅର୍ପଣ କରିଥିଲେ ଏଥିରେ ସମସ୍ତ ଗୁରୁଜୀ ଗୁରୁମା ମଉସା, ମାଉସୀ ଓ ବାହାନ ଚାଳକ ଭାଇ ମାନେ ସହଯୋଗ କରିଥିଲେ ଏବଂ ବନ୍ଦେମାତରଂ କରି ଉତ୍ସବ କୁ ସମାପ୍ତ କରାଯାଇଥିଲା।

News Comment

You Might Also Like

BACK TO TOP