Breaking News

ଛେଳି ଚୋରିକରି ବୋଲରା ଗାଡ଼ିରେ ନେଉଥିଲା ବେଳେ ପୋଲିସ ଦ୍ୱାରାତିନି ଗିରଫ ||   (25-Aug-2026)       ||      ବର୍ଷା ଯୋଗୁଁ ଭାଙ୍ଗିଲା ନୂଆବନ୍ଧ,, ଚାଷ ଜମି ହେଲା ବାଲିଚର |    (25-Aug-2026)       ||      ଲଡଶ ରେ ଶେଷ ମୁହୂର୍ତ୍ତ ରେ ଟିମ ଇଣ୍ଡିଆ ର ଦମ ଦେଖି ପ୍ରଶଂସା କଲେ ଗୃହ ମନ୍ତ୍ରୀ |    (25-Aug-2026)       ||      ମେଡିକାଲ ଆଗରେ ଜବର ଦଖଲ ଉଛେଦ ଯୋଗୁଁ ବ୍ୟବସାୟୀ ଙ୍କ ଉଜୁଡି ଗଲା ବେଉସା |    (25-Aug-2026)       ||      ବେଆଇନ ଭାବେ ଚାଲୁଥିବା ସ୍କୁଲ ବସକୁ ଜବତ କଲେ କଟକ ଆର ଟି ଓ ବିଭାଗ ଅଧିକାରୀ |    (24-Aug-2026)       ||      ଭିଜିଲାନ୍ସ ହାତରେ ଧରା ପଡିଲେଅବସର ପ୍ରାପ୍ତ ସିନିଏର ରେଭେନ୍ୟୁ ଆସିଷ୍ଟାଣ୍ଡ ଅଧିକାରୀ |    (24-Aug-2026)       ||      ବାଣପୁର ବ୍ଲକରେ ଜିଲ୍ଲା ପାଳ ଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ||   (24-Aug-2026)       ||      ବଡ଼ ମାଣିଝୋଲା ନଦୀରୁ ନିଖୋଜ ଛାତ୍ର ଙ୍କ ମୃତ ଦେହ ଉଦ୍ଧାର |   (24-Aug-2026)       ||      ଦିଗିପଡି ଗାଁରେ ଲଗାଣ ବର୍ଷା ରେ ମାଟି ଅତଡ଼ା ଖସି ରାସ୍ତାରେ ବିରାଟ ଗର୍ତ୍ତ ||   (24-Aug-2026)       ||      ବାଲିଗୁଡା ନିର୍ବାଚନ ମଣ୍ଡଳୀ ରପୂର୍ବତନ ବିଧାୟକ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ |    (24-Aug-2026)       ||      ଶ୍ରାବଣ ଶେଷ ସୋମବାର ରେ କନ୍ଧମାଳ ଜଳେଶ୍ୱର ରେ କାଉଡିଆ ଙ୍କ ପ୍ରବଳ ଭିଡ଼ |    (24-Aug-2026)       ||      ପୋଲିସ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି, ରମ୍ଭା ଅଞ୍ଚଳରେ ଏବେବି ଚାଲିଛି କଙ୍ଗାରୁ କୋର୍ଟ |   (24-Aug-2026)       ||      ପରଲୋକରେ ବରିଷ୍ଟ ବିଜେପି କର୍ମୀ ରମେଶ ଚନ୍ଦ୍ର ମିଶ୍ର, ଶୋକବ୍ୟକ୍ତ କଲେ ବହୁ ବ୍ୟକ୍ତି ବିଶେଷ |    (24-Aug-2026)       ||      ପଦ୍ମନାଭ ସାହୁଙ୍କ ଦ୍ୱାଦଶାହ ଦିବସରେ ଯୋଗଦେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ |    (24-Aug-2026)       ||      ଛାତ ଉପରେ ମାଙ୍କଡ଼ ଆକ୍ରମଣ ରେ ତଳେ ପଡି ଯୁବତୀ ଗୁରୁତର,    (24-Aug-2026)       ||      ପାକିସ୍ତାନ ର ପୂର୍ବତନ କ୍ରିକେଟ ଅଧିନାୟକ ଙ୍କ ଉତ୍ତମ ଚିକିତ୍ସା ପାଈଁ ପାକ ସରକାର ଙ୍କୁ ଚିଠି ଲେଖିଲେ ବହୁ ଅଧିନାୟକ |    (24-Aug-2026)       ||      ତାରିଣୀ ଗଣ ନାଟ୍ୟ ଓ ନିଶା ମହାରଣଙ୍କଅଭିନୀତ ଅନୁସନ୍ଧାନ ମୂଳକ ନାଟକ "ନିଶା, ନିଶା, ରାତି ` |    (24-Aug-2026)       ||      ଦୀର୍ଘ ଅଢେଇ ବର୍ଷ ପରେ ମଧ୍ୟ ଆଦର୍ଶ ହଷ୍ଟେଲ କାମ ସରୁନି |    (24-Aug-2026)       ||      ଅନାଥ ଶିଶୁ ଙ୍କୁ ସହଯୋଗ ର ହାତ ବଢ଼ାଇଲେ ବଡ଼ ଖଇର ଖମା ପଞ୍ଚାୟତ ବାସୀ |   (24-Aug-2026)       ||      ବିଶ୍ୱର ସବୁଠୁ ବୟସ୍କ ଓ ଜୀବିତ ଥିବା 117ବର୍ଷ ର ମହିଳା , ଏଥେଲ କ୍ୟାଟର ହାମ |   (24-Aug-2026)       ||     

ଶିକ୍ଷା ଅନୁଷ୍ଠାନ ର ଛାତ୍ରୀ ଙ୍କ ସହିତ ରାଜ୍ୟରେ ମହିଳା ଙ୍କୁ ନ୍ୟାୟ ମିଳିବ କେବେ ||

17-Jul-2025

ଶିକ୍ଷା ଆନୁଷ୍ଠାନ ସହିତ ମହିଳା ଙ୍କୁ ନ୍ୟାୟ ମିଳିବ କେବେ,

         ଓଡିଶା ଜନ ମତ ବ୍ୟୁରୋ,

ନାରୀ ଶିକ୍ଷାର ଅଗ୍ରଣୀ ନିମନ୍ତେ ସରକାରୀ ସ୍ତରରେ ବିଭିନ୍ନ ପ୍ରକାରର ପ୍ରୋତ୍ସାହନ ସତ୍ତ୍ୱେ ବିଦ୍ୟାଳୟ, ମହାବିଦ୍ୟାଳୟ ର ବିଦ୍ୟାର୍ଥୀ ଝିଅ ମାନେ ଅନେକ ପ୍ରକାରର ନିର୍ଯାତନା ଓ ଦୁଷ୍କର୍ମ ର ଶିକାର ହେଉଛନ୍ତି। ଯାହାର ଉଦାହରଣ ଆଜିର ସୈ।ମ୍ୟାଶ୍ରୀ ଏଫ୍ ଏମ୍ କଲେଜ ର ଛାତ୍ରୀ। ଶେଷରେ ଜୀଵନ ଯୁଦ୍ଧ ରେ ସଂଗ୍ରାମ କରି ହାରି ଗଲେ ସୈ।ମ୍ୟାଶ୍ରୀ। କେଵଳ 
ସୈ।ମ୍ୟାଶ୍ରୀ ନୁହଁନ୍ତି, ସେହିଭଳି ଶହ ଶହ, ହଜାର ହଜାର ଝିଅ ଅମଣିଷ ଶିକ୍ଷକ ଓ ଅଧ୍ୟାପକ ଙ୍କ ଯୈ।ନ ଲାଳସା ର ଶିକାର ହେଉଛନ୍ତି । ଆମ ସମାଜ, ଆମ ସରକାର ସେମାନଙ୍କୁ ସୁରକ୍ଷା ଦେବାରେ ଅସମର୍ଥ। ସବୁ ସମାପ୍ତ ହେବାପରେ କୁମ୍ଭୀର କାନ୍ଦଣା।
ଜୁଲାଇ 14 ତାରିଖରେ ସମାଜ ପତ୍ର ରେ ପ୍ରକାଶିତ ସମ୍ବାଦ ଶିର୍ଷକ "ଅସହ୍ୟ ହେଉଛି ଅଧ୍ୟାପକଙ୍କ ନିର୍ଯାତନା, ଉଚ୍ଚ ଶିକ୍ଷାନୁଷ୍ଠାନ ରେ ଛାତ୍ରୀ ଅସୁରକ୍ଷିତ" 5 ବର୍ଷ ରେ 72 ଆତ୍ମହତ୍ୟା ଜନିତ ମାମଲା । କେଵଳ ଆତ୍ମହତ୍ୟା ନୁହେଁ, ଅନେକ ପିଡୀତା ଆଜିବି ମରି ମରି ବଞ୍ଚୁଛନ୍ତି। ଏସବୁର ଦାୟୀ କିଏ- ଆମେ, ଆମ ସମାଜ, ଆମ ପରିବେଶ, ଆମ ବ୍ୟବସ୍ଥା ନା ଆମ ସରକାର ? ବର୍ତ୍ତମାନ ସ୍କୁଲ କଲେଜ ତଦାରଖ କରିବା ପାଇଁ ଅଧିକାରୀ ମାନେ ନିଯୁକ୍ତି ହୋଇଥିଲେ ମଧ୍ୟ ସମୟ ଓ ଇଛାଶକ୍ତି ର ଅଭାବରୁ ତାହା ଆଦ୍ୟୈ। ସମ୍ଭଵ ହେଉନଥିବା ପରିଲକ୍ଷିତ ହେଉଛି।

ବିଗତ ସରକାରରେ କଲେଜ ପରିଚାଳନା ନିମନ୍ତେ ଜଣେ ସ୍ଥାନୀୟ ସୂଯୋଗ୍ୟ ଅବସର ପ୍ରାପ୍ତ ଶିକ୍ଷ୍ୟାଵିତ୍ କିମ୍ବା ପ୍ରଶାସକଙ୍କୁ ଏକ ଅଧ୍ୟାଦେଶ ମାଧ୍ୟମରେ ପରିଚାଳନା ପରିଷଦର ସଭାପତି ଭାବେ ମନୋନୀତ କରାଯାଇଥିଲା । ଫଳରେ କଲେଜ ଗୁଡିକ ବିଗତ ତିନି ବର୍ଷରେ ଭିତିଭୂମି, ଶିକ୍ଷା ଓ ପରିଚାଳନା କ୍ଷେତ୍ରରେ ବହୁତ ସୁଦ୍ଧାର ଆସିଥିଲା। ବର୍ତ୍ତମାନ ର ସରକାର ଅଚାନକ ବିନା ଅଧ୍ୟାଦେଶ ରେ କଲେଜ ପରିଚାଳନା ପରିଷଦ କୁ ଭାଙ୍ଗି ଉପଜିଲ୍ଲାପାଳ ଙ୍କୁ ଦାୟିତ୍ଵ ସମର୍ପଣ କରିଥିଲେ ଯାହା ଦ୍ୱାରା ଉପଜିଲ୍ଲାପାଳଙ୍କର ନା ସମୟ ଅଛି ନା ଇଛାଶକ୍ତି ଅଛି କଲେଜ ପରିଚାଳନା ନିମନ୍ତେ। ଆଜି ପର୍ଯ୍ୟନ୍ତ କଲେଜ ପରିଚାଳନା ପରିଷଦ ଗଠନ ହୋଇପାରିଲା ନାହିଁ, ଫଳରେ 
ସୈ।ମ୍ୟାଶ୍ରୀ ଭଳି ଅନେକ ଦୁର୍ଘଟଣା ଵଢିଵାରେ ଲାଗିଛି। କେଵଳ ଏତିକି ନୁହେଁ ଶିକ୍ଷା ଓ ପରିଚାଳନା ର ତୃଟି ନିମନ୍ତେ ଚଳିତବର୍ଷ ସମସ୍ତ କଲେଜରେ ବହୁସଂଖ୍ୟାରେ ସ୍ଥାନ ଅପୁରଣ ରହିଛି।
ଏଣୁ ଉକ୍ତ ବ୍ୟବସ୍ଥା ର ତୁରନ୍ତ ସୁଦ୍ଧାର ଆଣିବା ନିମନ୍ତେ ଵୁଦ୍ଧୀଜୀଵି ମହଲରେ ଚର୍ଚ୍ଚା ହେଉଛି ଏଵଂ ଅଧ୍ୟାପକ, କର୍ମଚାରୀ ଙ୍କ କାର୍ଯ୍ୟ ରେ ଅବହେଳା ଓ ଅମାନୁଷିକ କାର୍ଯ୍ୟ ନିମନ୍ତେ କଠୋର ରୁ କଠୋର ଦଣ୍ଡ ଦେବା ନିମନ୍ତେ ଦାବି କରାଯାଉଛି।
ଏସ୍ ସୂର୍ଯ୍ୟ ନାରାୟଣ ଦୋରା, ଵରିଷ୍ଠ ନାଗରିକ।

News Comment

You Might Also Like

BACK TO TOP