Breaking News

ଛେଳି ଚୋରିକରି ବୋଲରା ଗାଡ଼ିରେ ନେଉଥିଲା ବେଳେ ପୋଲିସ ଦ୍ୱାରାତିନି ଗିରଫ ||   (25-Aug-2026)       ||      ବର୍ଷା ଯୋଗୁଁ ଭାଙ୍ଗିଲା ନୂଆବନ୍ଧ,, ଚାଷ ଜମି ହେଲା ବାଲିଚର |    (25-Aug-2026)       ||      ଲଡଶ ରେ ଶେଷ ମୁହୂର୍ତ୍ତ ରେ ଟିମ ଇଣ୍ଡିଆ ର ଦମ ଦେଖି ପ୍ରଶଂସା କଲେ ଗୃହ ମନ୍ତ୍ରୀ |    (25-Aug-2026)       ||      ମେଡିକାଲ ଆଗରେ ଜବର ଦଖଲ ଉଛେଦ ଯୋଗୁଁ ବ୍ୟବସାୟୀ ଙ୍କ ଉଜୁଡି ଗଲା ବେଉସା |    (25-Aug-2026)       ||      ବେଆଇନ ଭାବେ ଚାଲୁଥିବା ସ୍କୁଲ ବସକୁ ଜବତ କଲେ କଟକ ଆର ଟି ଓ ବିଭାଗ ଅଧିକାରୀ |    (24-Aug-2026)       ||      ଭିଜିଲାନ୍ସ ହାତରେ ଧରା ପଡିଲେଅବସର ପ୍ରାପ୍ତ ସିନିଏର ରେଭେନ୍ୟୁ ଆସିଷ୍ଟାଣ୍ଡ ଅଧିକାରୀ |    (24-Aug-2026)       ||      ବାଣପୁର ବ୍ଲକରେ ଜିଲ୍ଲା ପାଳ ଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ||   (24-Aug-2026)       ||      ବଡ଼ ମାଣିଝୋଲା ନଦୀରୁ ନିଖୋଜ ଛାତ୍ର ଙ୍କ ମୃତ ଦେହ ଉଦ୍ଧାର |   (24-Aug-2026)       ||      ଦିଗିପଡି ଗାଁରେ ଲଗାଣ ବର୍ଷା ରେ ମାଟି ଅତଡ଼ା ଖସି ରାସ୍ତାରେ ବିରାଟ ଗର୍ତ୍ତ ||   (24-Aug-2026)       ||      ବାଲିଗୁଡା ନିର୍ବାଚନ ମଣ୍ଡଳୀ ରପୂର୍ବତନ ବିଧାୟକ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ |    (24-Aug-2026)       ||      ଶ୍ରାବଣ ଶେଷ ସୋମବାର ରେ କନ୍ଧମାଳ ଜଳେଶ୍ୱର ରେ କାଉଡିଆ ଙ୍କ ପ୍ରବଳ ଭିଡ଼ |    (24-Aug-2026)       ||      ପୋଲିସ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି, ରମ୍ଭା ଅଞ୍ଚଳରେ ଏବେବି ଚାଲିଛି କଙ୍ଗାରୁ କୋର୍ଟ |   (24-Aug-2026)       ||      ପରଲୋକରେ ବରିଷ୍ଟ ବିଜେପି କର୍ମୀ ରମେଶ ଚନ୍ଦ୍ର ମିଶ୍ର, ଶୋକବ୍ୟକ୍ତ କଲେ ବହୁ ବ୍ୟକ୍ତି ବିଶେଷ |    (24-Aug-2026)       ||      ପଦ୍ମନାଭ ସାହୁଙ୍କ ଦ୍ୱାଦଶାହ ଦିବସରେ ଯୋଗଦେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ |    (24-Aug-2026)       ||      ଛାତ ଉପରେ ମାଙ୍କଡ଼ ଆକ୍ରମଣ ରେ ତଳେ ପଡି ଯୁବତୀ ଗୁରୁତର,    (24-Aug-2026)       ||      ପାକିସ୍ତାନ ର ପୂର୍ବତନ କ୍ରିକେଟ ଅଧିନାୟକ ଙ୍କ ଉତ୍ତମ ଚିକିତ୍ସା ପାଈଁ ପାକ ସରକାର ଙ୍କୁ ଚିଠି ଲେଖିଲେ ବହୁ ଅଧିନାୟକ |    (24-Aug-2026)       ||      ତାରିଣୀ ଗଣ ନାଟ୍ୟ ଓ ନିଶା ମହାରଣଙ୍କଅଭିନୀତ ଅନୁସନ୍ଧାନ ମୂଳକ ନାଟକ "ନିଶା, ନିଶା, ରାତି ` |    (24-Aug-2026)       ||      ଦୀର୍ଘ ଅଢେଇ ବର୍ଷ ପରେ ମଧ୍ୟ ଆଦର୍ଶ ହଷ୍ଟେଲ କାମ ସରୁନି |    (24-Aug-2026)       ||      ଅନାଥ ଶିଶୁ ଙ୍କୁ ସହଯୋଗ ର ହାତ ବଢ଼ାଇଲେ ବଡ଼ ଖଇର ଖମା ପଞ୍ଚାୟତ ବାସୀ |   (24-Aug-2026)       ||      ବିଶ୍ୱର ସବୁଠୁ ବୟସ୍କ ଓ ଜୀବିତ ଥିବା 117ବର୍ଷ ର ମହିଳା , ଏଥେଲ କ୍ୟାଟର ହାମ |   (24-Aug-2026)       ||     

ଏସଟି ଜାଭିଏର ଘରୋଇ ବିଦ୍ୟାଳୟ ଦକ୍ଷିଣ ପୁର ନାଁରେ ସଂଗୀନ ଅଭିଯୋଗ |

16-Jul-2025

ଏସଟି ଜାଭିୟାର ଘରୋଇ ସ୍କୁଲ ଦକ୍ଷିଣପୁର ନାଁ ରେ ସଙ୍ଗୀନ ଅଭିଯୋଗ।

                     ଓଡିଶା ଜନମତ ବ୍ୟୁରୋ,

ବ୍ରହ୍ମପୁର -କୁକୁଡାଖଣ୍ଡି ବ୍ଲକ ଅଧିନସ୍ଥ ଘରୋଇ ବିଦ୍ୟାଳୟ ଏସଟି ଜାଭିୟାର ସ୍କୁଲ ନାଁ ରେ ସଙ୍ଗୀନ ଅଭିଯୋଗ ଆସିଛି। ଏହି ବିଦ୍ୟାଳୟ ସରକାରୀ ସ୍ପୀକୃତି ପ୍ରାପ୍ତ ନୁହେଁ କିନ୍ତୁ ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିଶୁ ମାନେ ଅଧ୍ୟୟନ କରୁଛନ୍ତି। ଏହିବିଦ୍ୟାଳୟରେ ଅନେକ ଛାତ୍ର ଛାତ୍ରୀ ସପ୍ତମ ଓ ଅଷ୍ଟମ ଶ୍ରେଣୀ ରେ ଅଧୟନ କରୁଥିଲେ। ଅଷ୍ଟମ ପାସ ପରେ ଉକ୍ତ ବିଦ୍ୟାଳୟ ଦେଇଥିବା ସାର୍ଟିଫିକେଟ ଅନ୍ୟ ବିଦ୍ୟାଳୟ ଗ୍ରହଣ କରିବାକୁ ଅନିଚ୍ଛା ପ୍ରକାଶ କରିଥିଲେ। ଯେହେତୁ ଏହି ଶିଶୁର ପେନ ନମ୍ବର ନାହିଁ। ତେଣୁ ଏହି ଅଭିଭାବକ ବହୁତ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ସରକାରଙ୍କ ଗାଇଡଲାଇନ ଅନୁସରଣ ନ କରି ଏହିପରି ଗଞ୍ଜାମ ଜିଲ୍ଳାରେ ମାଳମାଳ ଘରୋଇ ବିଦ୍ୟାଳୟ ଖୋଲି ଶିଶୁମାନଙ୍କ ଭବିଷ୍ୟତ ସହ ଖେଳୁଛନ୍ତି। ସରକାରଙ୍କ ଗାଇଡ଼ଲାଇନ ଅନୁସାରେ ୟୁଡାଏସକୋଡ଼ ନିହାତି ଆବଶ୍ୟକ। ବିନା ୟୁଡାଏସକୋଡ଼ ରେ କୌଣସି ଶିଶୁର କୌଣସି ତଥ୍ୟ ରହିପାରିବ ନାହିଁ। ତେଣୁ ସାଧାରଣରେ ଆଲୋଚନା ର ବିଷୟ ପାଲଟିଛି ଯେ ଏ ସବୁ ଘରୋଇ ବିଦ୍ୟାଳୟ ଏବଂ ଶିକ୍ଷା ବିଭାଗ ର ମଧୁଚନ୍ଦ୍ରିକା ରେ ଚାଲିଛି। ଅଭିଭାବକ ମାନେ ବହୁ ଖର୍ଚ୍ଚାନ୍ତ କରି ଘରୋଇ ବିଦ୍ୟାଳୟ ରେ ଶିଶୁ ମାନଙ୍କୁ ପଢ଼ାନ୍ତି କିନ୍ତୁ ଘରୋଇ ବିଦ୍ୟାଳୟ ଗୁଡିକ ପିଲାମାନଙ୍କ ଭବିଷ୍ୟତ ସହ ଖେଳୁଛନ୍ତି। ତେଣୁ ଆଗାମୀ ଦିନରେ ଯଦି ଶିକ୍ଷା ବିଭାଗ ଏହିପରି ବିଦ୍ୟାଳୟ ମାନଙ୍କ ପ୍ରତି ଯଦି କଠୋର କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି ତାହାହେଲେ ଗୋଷ୍ଠିଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିବାକୁ ଚେତାବନୀ ଦେଇଛନ୍ତି। ଉକ୍ତ ବିଦ୍ୟାଳୟ ର ୟୁଡାଏସ କୋଡ଼ ନ ଥିବାବେଳେ ଚଳିତ ଶିକ୍ଷା ବର୍ଷରେ ମଧ୍ୟ ଷଷ୍ଠ, ସପ୍ତମ ଏବଂ ଅଷ୍ଟମ ଶ୍ରେଣୀରେ ଶିଶୁ ମାନେ ଅଧୟନ କରୁଛନ୍ତି।ତେଣୁ ସେହି ଶିଶୁ ମାନଙ୍କର ଅନ୍ୟ ବିଦ୍ୟାଳୟ ରେ ଅଧୟନ କରିବା ଅସୁବିଧା ହେବ। ତେଣୁ ଏହି ବିଦ୍ୟାଳୟ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ନିହାତି ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନର ବିଷୟ ପାଲଟିଛି।

News Comment

You Might Also Like

BACK TO TOP