Breaking News

ମରଣ ଯନ୍ତା ପାଲିଟିଛି ରାଗପୁର ଆଦର୍ଶ ବିଦ୍ୟାଳୟ ରାସ୍ତା!|    (26-Aug-2026)       ||      ଖଡ଼ଗ ନଦୀରେ ଡ଼ଙ୍ଗା ବୁଡି ଭାସିଗଲେ ଶଶୁର ବୋହୁ,    (26-Aug-2026)       ||      ପଦ୍ମପୁର ର ପୂର୍ବତନ ବିଧାୟକ ଙ୍କ ପରଲୋକ |   (26-Aug-2026)       ||      ସାପ କାମୁଡା ରେ ମୁଣ୍ଡୁଳା ଗ୍ରାମର ମହିଳା ମୃତ |    (26-Aug-2026)       ||      ସାରାରାଜ୍ୟରେ ପନିର ପରେ ମିଠା ଦୋକାନ ରେ ଚଢ଼ାଉ କରୁଛି ଖାଦ୍ୟ କଣ୍ଟ୍ରୋଲ ବିଭାଗ |    (26-Aug-2026)       ||      ଜୁଆ ଆଡ୍ଡା ଉପରେ ହିଞ୍ଜିଳି ପୋଲିସ ର ଚଢ଼ାଉ 11ଯୁଆଡ଼ି ସହ ବହୁ ସାମାନ ଜବତ ||   (26-Aug-2026)       ||      ଅଭିନେତା ଗୋବିନ୍ଦା ଓ ସ୍ତ୍ରୀ ସୁନିତା ଙ୍କୁ ଛାଡ଼ ପତ୍ର ବିବାଦ ନେଇ ମାଇଁଙ୍କୁ ସାହାଯ୍ୟ କଲେ ଗୋବିନ୍ଦା ଙ୍କ ଭାଣଜି |    (26-Aug-2026)       ||      ନଦୀରେ ପସି ଡ଼ଙ୍ଗା ପାଖକୁ ଯାଉଥିଲା ବେଳେ ବୃଦ୍ଧ ଙ୍କୁ ଟାଣିନେଲା କୁମ୍ଭୀର ||   (26-Aug-2026)       ||      ଶବ ଦାହ ପାଇଁ ଅସୁବିଧା ଶ୍ମଶାନ ଚାରିପଟେ2ଫୁଟ ଖାଲ |    (26-Aug-2026)       ||      ଛତିଶ ଗଡ଼ ବନ ବିଭାଗ ର ଚଢ଼ାଉ, ଲକ୍ଷା ଧିକ ଟଙ୍କାର କାଠ ଜବତ |   (26-Aug-2026)       ||      ସନ୍ତୋଷ ସିଂ ସାଲୁଜା ଙ୍କ ମତ M M D R ବିଲ ପ୍ରତ୍ୟହାର ନ କଲେ ଶାସକ ଦଳ ଏମପି ଓ ଏମ ଏ ଏଲ ଙ୍କ ଘର କୁ ଘେରାଉ କରିବ କଂଗ୍ରେସ |   (26-Aug-2026)       ||      ଜିଓ କମ୍ପାନୀ ର ଜବରଦସ୍ତ ଅଫର, 49 ଟଙ୍କାରେ ଅନ ଲିମିଟେଡ଼ ଡାଟା |   (26-Aug-2026)       ||      ଚାକିରୀ ଦେବା ନାଁ ରେ ଦେଢ଼ କୋଟି ଚଳୁ, ପାଞ୍ଚ ବ୍ୟକ୍ତି ଙ୍କୁ ଗିରଫ କଲା ବୈଦ୍ୟନାଥ ପୁର ପୋଲିସ ||   (25-Aug-2026)       ||      ଏଥର ମାଣ୍ଡିଆ, ଚାଉଳ ରେ ତିଆରି ରାକ୍ଷୀ ଷ୍ଟଲ ରେ ମହିଳାଙ୍କ ପ୍ରବଳ ଭିଡ଼ ||   (25-Aug-2026)       ||      ହାଟ ଡିହି ଶିକ୍ଷା ଜିଲ୍ଳାରେ ପ୍ରମୋସନହୋଇ ପ୍ରଧାନ ଶିକ୍ଷକ ହେଲେ 57 ଜଣ ଶିକ୍ଷକ ||   (25-Aug-2026)       ||      ଆବାସ ଯୋଜନା ପାଈଁ ଲାଞ୍ଚନେଇଥିବା ଅଭିଯୋଗ ରେ ପୂର୍ବତନ ପିଇଓ ଙ୍କୁ 4ବର୍ଷ ଦଣ୍ଡା ଦେଶ ଦେଲେ କୋର୍ଟ |    (25-Aug-2026)       ||      ଦାଦନ ଯାଇ ନିଖୋଜ ଥିବା ପୁଅର ବାଟ ଚାହିଁ ବସି ଛନ୍ତି ପରିବାର ଲୋକ ||   (25-Aug-2026)       ||      ଗଣ୍ଡଳା ଗାଁ ପୋଖରୀ ନିଲାମକୁ ବାତିଲ ପାଈଁ ଗ୍ରାମବାସୀ ବିଡ଼ିଓ ଓ ସରପଞ୍ଚ ଙ୍କୁ ଦେଲେ ଦାବିପତ୍ର ||   (25-Aug-2026)       ||      କନ୍ଧମାଳ ରେ ଦାଦନ ଶ୍ରମିକ ତଥ୍ୟ ସଂଗ୍ରହ ଆପ ଉନ୍ମୋଚିତ |    (25-Aug-2026)       ||      ଗୋଲିଆ ଆଦର୍ଶ ବିଦ୍ୟାଳୟ ରେ ଛାତ୍ର ଆଶୁ ତୋଷ ବିଶୋଇ ଙ୍କ ସଫଳତା |   (25-Aug-2026)       ||     

ରାଣୀଙ୍ଗା ସ୍ୱୟଂ ସହାୟିକା ଗୋଷ୍ଟି ଦ୍ୱାରା କାନ କୁଟି ପୋଖରୀରେ ମାଛ ଚାଷ ର ଆରମ୍ଭ |

03-Jul-2025

ଗୁଣେଶ୍ୱର ମହିଳା ଏସ ଏଚ ଜି ଦ୍ୱାରା ରାଣୀଗାଁ ଗ୍ରାମର କାନକାଟି ବନ୍ଧରେ ମତ୍ସ୍ୟ ଚାଷର ଶୁଭାରମ୍ଭ 

 ଓଡିଶା ଜନମତ ବ୍ୟୁରୋ,ପୁରୁଷୋତ୍ତମପୁର, ତା ୦୩/୦୭:  ପୁରୁଷୋତ୍ତମପୁର ବ୍ଲକର ବଡ ବରଗାଁ ପଂଚାୟତର ରାଣୀଗାଁ ଗ୍ରାମରେ କାନକାଟି ବନ୍ଧରେ ଗୁଣେଶ୍ୱର ମହିଳା ଏସ ଏଚ ଜି ଗୃପ ଦ୍ୱାରା ମତ୍ସ୍ୟ ଚାଷର ଶୁଭାରମ୍ଭ ହୋଇଥିଲା | ପ୍ରଥମ ଥର ପାଇଁ ସରକାରଙ୍କର ତରଫରୁ ଏଭଳି ସାହାଯ୍ୟ ମିଳିଥିବାରୁ ଏସ ଏଚ ଜି ଗୃପର ମା ମାନେ ନିଜକୁ ବହୁତ ଖୁସି ଅନୁଭବ  କରିଥିଲେ | କାରଣ ସେମାନେ ସମସ୍ତେ ପ୍ରାୟ ହରିଜନ ସମ୍ପ୍ରଦାୟର ଏବଂ ସମସ୍ତ ଷାଠିଏ ଜଣ ମହିଳା ଏଥିରେ ସାମିଲ ହୋଇଥିଲେ | ଯଦ୍ୱାରା  ସମସ୍ତ ଷାଠିଏ ପରିବାର ଉପକୃତ ହେବେ ବୋଲି ମହିଳାମାନେ ମତବ୍ୟକ୍ତ କରିଥିଲେ | ସରକାରଙ୍କର ଦ୍ୱାରା ଏହି ପଦକ୍ଷେପ କୁ ସେମାନେ ସ୍ୱାଗତ ଜଣେଇଥିଲେ ଏବଂ ନିଜେ ମଧ୍ୟ ସମସ୍ତେ ସ୍ୱାବଲମ୍ବୀ ହୋଇପାରିବେ ବୋଲି କହିଥିଲେ | ଏବଂ ଏଥିରେ ଯାହା ଆମଦାନୀ ହେବ ତାକୁ ନିଜର ବସ୍ତିରେ ଉଚିତ କାମରେ ବିନିଯୋଗ କରାଯିବବୋଲି କହିଥିଲେ | ସ୍ୱୟଂ ସହାୟକ ଗୋଷ୍ଠୀର ମୂଳ ଲକ୍ଷ୍ୟ ହେଉଛି ମହିଳା ଓ ଗରିବ ଲୋକଙ୍କ ଆର୍ଥିକ ସ୍ୱାବଳମ୍ବନ,ସାଙ୍ଗଠନିକ ଭାବରେ ଉଦ୍ୟମ ଆରମ୍ଭ କରି ଆୟ ବୃଦ୍ଧି କରିବା। ଏବଂ ସରକାର ଦ୍ୱାରା ଏସ୍‌ଏଚ୍‌ଜିଙ୍କୁ ଋଣ, ପ୍ରଶିକ୍ଷଣ, ମାର୍କେଟ ସହଯୋଗ ଦେଇ ସ୍ୱାବଳମ୍ବନ ଆଣିବାକୁ ଉଦ୍ୟମ କରୁଛିନ୍ତି | ଆଜିର ଏହି କାର୍ଯ୍ୟକ୍ରମରେ ଗୁଣେଶ୍ୱର ମହିଳା ଏସ ଏଚ ଜି ଗୃପ ଦ୍ୱାରା ସ୍ଥାନୀୟ ସରପଂଚ,ସମିତି ସଭ୍ୟ, ସ୍ଥାନୀୟ ବିଧାୟକ, ବି ଡି ଓ, ଜି ପି ଓ ସମସ୍ତଙ୍କୁ ବିଶେଷ ଧନ୍ୟବାଦ ଜଣେଇଥିଲେ|

News Comment

You Might Also Like

BACK TO TOP