Breaking News

ଶିକ୍ଷନୁଷ୍ଠାନ ରୁ 75 ଲକ୍ଷରୁ ଉର୍ଦ୍ଧ ଟଙ୍କା ହେର ଫେର କରି ଭିଜିଲାନ୍ସ ଦ୍ୱାରା ଗିରଫ ହେଲେ କଲେଜ ଅଧ୍ୟାପକ ||   (27-Aug-2026)       ||      ତଳ କୋର୍ଟ ରେ ଫାଶୀ ଦଣ୍ଡ ପାଇଥିବା ଆସାମୀକୁ ଜୀବନ ଦାନ ଡେଇ 35 ବର୍ଷ ସଜ୍ଜା ଦେଲେ ହାଇକୋର୍ଟ |    (27-Aug-2026)       ||      ଡକାୟତି ଯୋଜନା କୁ ପଣ୍ଡ କଲା କଟକଚାଉଳିଆ ଗଞ୍ଜ ପୋଲିସ |    (27-Aug-2026)       ||      ରାଜ୍ୟର ସର୍ବଶ୍ରେଷ୍ଟ ଏନଏସି ରୂପେ ମାନ୍ୟତା ପାଇଲା ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ |    (27-Aug-2026)       ||      ଧାନ ମଣ୍ଡିରେ ଚାଷୀ ଙ୍କ ନାମ ପଞ୍ଜିକରଣ ହେଉ ନଥିବାରୁ ନବ ନିର୍ମାଣ କୃଷକ ସଂଘ ର ଆନ୍ଦୋଳନ ଦାବି ||   (27-Aug-2026)       ||      ଅଚାନକ ନେପାଳ ବନ୍ୟା ରେ 160 ମୃତ ଓ 750 ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି |   (27-Aug-2026)       ||      ହାତୀ ଓଟୋ ମା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ରକ୍ଷା ବନ୍ଧନ ଓବୃକ୍ଷ ରୋପଣ କାର୍ଯ୍ୟ ଅନୁଷ୍ଠିତ |   (27-Aug-2026)       ||      ପଦ୍ମ ଦଳର ଅଣଦେଖାରେ ଅତିଷ୍ଟ ଦୁଇ ପୂର୍ବତନ ବିଜେଡି ମନ୍ତ୍ରୀ, ପ୍ରଦୀପ ଓ ସମୀର |    (27-Aug-2026)       ||      ରାକ୍ଷୀ ପୂର୍ଣ୍ଣିମା ହେଉଛି, ଭାଇ ଭଉଣୀ ଙ୍କ ଅତୁଟ ସମ୍ପର୍କ ଓ ସୁରକ୍ଷା ପ୍ରଦାନର ପ୍ରତୀକ | |   (27-Aug-2026)       ||      ଆସନ୍ତା କାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଗଞ୍ଜାମ ଗ୍ରସ୍ତ |    (26-Aug-2026)       ||      ବିଧାୟକ ଙ୍କ ଦ୍ୱାରା ପାଣ୍ଡିଆ ପଞ୍ଚାୟତ ହିତାଧିକାରୀ ଙ୍କୁ ରାସନ କାର୍ଡ ଓ ଭତ୍ତା ଟଙ୍କା ପ୍ରଦାନ ||   (26-Aug-2026)       ||      ମରଣ ଯନ୍ତା ପାଲିଟିଛି ରାଗପୁର ଆଦର୍ଶ ବିଦ୍ୟାଳୟ ରାସ୍ତା!|    (26-Aug-2026)       ||      ଖଡ଼ଗ ନଦୀରେ ଡ଼ଙ୍ଗା ବୁଡି ଭାସିଗଲେ ଶଶୁର ବୋହୁ,    (26-Aug-2026)       ||      ପଦ୍ମପୁର ର ପୂର୍ବତନ ବିଧାୟକ ଙ୍କ ପରଲୋକ |   (26-Aug-2026)       ||      ସାପ କାମୁଡା ରେ ମୁଣ୍ଡୁଳା ଗ୍ରାମର ମହିଳା ମୃତ |    (26-Aug-2026)       ||      ସାରାରାଜ୍ୟରେ ପନିର ପରେ ମିଠା ଦୋକାନ ରେ ଚଢ଼ାଉ କରୁଛି ଖାଦ୍ୟ କଣ୍ଟ୍ରୋଲ ବିଭାଗ |    (26-Aug-2026)       ||      ଜୁଆ ଆଡ୍ଡା ଉପରେ ହିଞ୍ଜିଳି ପୋଲିସ ର ଚଢ଼ାଉ 11ଯୁଆଡ଼ି ସହ ବହୁ ସାମାନ ଜବତ ||   (26-Aug-2026)       ||      ଅଭିନେତା ଗୋବିନ୍ଦା ଓ ସ୍ତ୍ରୀ ସୁନିତା ଙ୍କୁ ଛାଡ଼ ପତ୍ର ବିବାଦ ନେଇ ମାଇଁଙ୍କୁ ସାହାଯ୍ୟ କଲେ ଗୋବିନ୍ଦା ଙ୍କ ଭାଣଜି |    (26-Aug-2026)       ||      ନଦୀରେ ପସି ଡ଼ଙ୍ଗା ପାଖକୁ ଯାଉଥିଲା ବେଳେ ବୃଦ୍ଧ ଙ୍କୁ ଟାଣିନେଲା କୁମ୍ଭୀର ||   (26-Aug-2026)       ||      ଶବ ଦାହ ପାଇଁ ଅସୁବିଧା ଶ୍ମଶାନ ଚାରିପଟେ2ଫୁଟ ଖାଲ |    (26-Aug-2026)       ||     

ଭଏସ ଅଫ ମିଡ଼ିଆ ର ବାର୍ଷିକ ଉତ୍ସବ ଅନୁଷ୍ଠିତ |

26-Jun-2025

 ଖୋଦ୍ଧା ଜୟୀ ରାଜଗୁରୁ ଟାଉନ ହଲ ଠାର  ଭଏସ ଅଫ ମିଡ଼ିଆ ର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ |

              ଓଡିଶା ଜନମତ ବ୍ୟୁରୋ,

(ପ୍ରତେକ ସଦସ୍ୟ ଙ୍କୁ 10ଲକ୍ଷ  ଟଙ୍କାର ସ୍ୱାସ୍ଥ୍ୟ ବୀମା ଓ 1500 ଟଙ୍କାର ପ୍ରତିମାସରେ ପେନସନ  ପ୍ରଦାନ ପାଈଁ ପ୍ରତିଶୃତି ଦେଲେ ଫାଉଣ୍ଡର |

ସ୍ଥାନୀୟ ଜୟୀ ରାଜଗୁରୁ ଟାଉନ ଭବନଠାରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଭଏସ୍ ଅଫ୍ ମିଡ଼ିଆରପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସଂଗଠନର ଜାତୀୟ ସଭପତି ସନ୍ଦୀପ କାର୍ଲେ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ନୂତନ ଆଇନ ପ୍ରଣୟନ ଉପରେ ଗୁରୁତ୍ବାରୋପ କରିଥିଲେ। ସଂଗଠନର ସଦସ୍ୟଙ୍କ ପାଇଁ ୧୦ଲକ୍ଷ ଟଙ୍କାର ବୀମା ସୁବିଧା କରାଯିବ ବୋଲି ସେ ଘୋଷଣା କରିଛନ୍ତି।
ମୁଖ୍ୟ ଅତିଥି ଭାବେ ବିଜେପି ମହିଳା ମୋର୍ଚ୍ଚାର ଖୋର୍ଦ୍ଧା ଜିଲ୍ଲା ସଭାପତି ପ୍ରବୀଣା ଇଂଜଦେଓ  ଯୋଗ ଦେଇଥିଲେ । ରାଜ୍ୟ ସଭାପତି ପ୍ରଭାତ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ସୁପ୍ରିମକୋର୍ଟର ଆଇନଜୀବୀ ସଞ୍ଜୀବଅଗ୍ରୱାଲ, ଅବସରପ୍ରାପ୍ତ ବିଚାରପତି ସୁରେନ୍ଦ୍ରନାଥ ପାଢୀ, ନାଇଜରର ପୂର୍ବତନ ରେଜିଷ୍ଟ୍ରର ଅଭୟ ନାୟକ, ଖୋର୍ଦ୍ଧାଆଇନମହାବିଦ୍ୟାଳୟର ସମ୍ପାଦକ ସୁଧୀର ମାନସିଂହ, ସମାଜସେବୀ ବସନ୍ତ ଦାସ, ଜାତୀୟ ସମ୍ପାଦକ ମହମ୍ମଦ ଇଫତେକାର ଅଲ୍ଲୀ, ରାଜ୍ୟ ସମ୍ପାଦକ ସୁକାନ୍ତ ପରିଡ଼ା, ରାଜ୍ୟ ଉପସଭାପତି ଜିତେନ୍ଦ୍ର ସାହୁ, ପି. ବାଲାଜୀ ପାତ୍ର ଯୋଗଦେଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ସଭାପତି ଧନେଶ୍ଵର ବିଧାର ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ଓଡ଼ିଶୀ, ସମ୍ବଲପୁରୀ ଓ ପାଇକ ଆଖଡ଼ା, ସମରକଳା ଆଦି ନୃତ୍ୟ ପ୍ରଦର୍ଶିତ ହୋଇଥିଲା । ବିଭିନ୍ନ କ୍ଷେତ୍ରରେ ପାରଦର୍ଶୀତା ଲାଭକରିଥିବା ବହୁ ବ୍ୟକ୍ତି ବିଶେଷଙ୍କୁ ଭଏସ୍ ଅଫ୍ ମିଡ଼ିଆ ପକ୍ଷରୁ ସମ୍ମାନିତ କରାଯାଉଥିଲା । ପ୍ରତେକ ଜିଲ୍ଲା ର ସଭାପତି ମାନଙ୍କୁ ମଧ୍ୟ ଅତିଥି ମାନଙ୍କ ଦ୍ୱାରା ସମ୍ମାନିତ କରାଯାଇ ଥିଲା | 
୧୦ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ସହ ମାସିକ ଭତା ଓ ପିଲାମାନଙ୍କ ପାଠ ପଢିବା ପାଇଁ ଉପକରଣ ବଣ୍ଟନ କରାଯିବ କହିଛନ୍ତି ଜାତୀୟ ସଭପତି ସନ୍ଦିପ୍ କାର୍ଲେ। ଏଥିସହ ସାମ୍ବାଦିକ ମାନଙ୍କ ସୁରକ୍ଷା ଦିଗରେ ନୂତନ ଆଇନ ପ୍ରଣୟନ ପାଇଁ ଅନୁଷ୍ଠାନ ରାଜ୍ୟ ସରକାରଙ୍କ ଉପରେ ବାରମ୍ବାର ଚାପ ପକାଇ ଆସୁଥିବା କହିଥିଲେ ଶ୍ରୀ କାର୍ଲେ I  ଓଡ଼ିଶାର ୨୩ ଜିଲ୍ଲାରୁ ଆସିଥିବା ଭଏସ ଅଫ୍ ମିଡ଼ିଆର ଜିଲ୍ଲା ସଭାପତି, ସଂପାଦକ ଓ ଶତାଧିକ ସଦସ୍ୟମାନଙ୍କୁ ନେଇ ଏହି ବୈଠକ ଆରମ୍ଭ କରାଯାଇଥିଲା  |

News Comment

You Might Also Like

BACK TO TOP