Breaking News

ରକ୍ଷା ବନ୍ଧନ ର ପୌରାଣିକ ମତ, ଓ ଶିକ୍ଷଣୀୟ କଥା |   (28-Aug-2026)       ||      ମନ୍ଦିର ସମନ୍ବିତ ଉର୍ନ୍ନତି କରଣ ସକାଶେ ବିଧାୟକ ଙ୍କ ପ୍ରସ୍ତୁତି ବୈଠକ |    (28-Aug-2026)       ||      ଶକ୍ତିଶ୍ରୀ ସେଲ ପକ୍ଷରୁ ଆଇନ ସଚେତନତା କର୍ମଶାଳା ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ରେ ଅନୁଷ୍ଠିତ ||   (28-Aug-2026)       ||      "ନିଶାମୁକ୍ତ ଓଡିଶା ଅଭିଯାନ ` ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପାଳିତ ||   (28-Aug-2026)       ||      2026 ର ଶ୍ରେଷ୍ଠ ଅଧକ୍ଷ ଭାବେ ଶାରଳା ସଂସ୍କୃତ ମହାବିଦ୍ୟାଳୟ ଅଧକ୍ଷଙ୍କୁ ସମ୍ମାନିତ |   (28-Aug-2026)       ||      ରୀତିନୀତି ଅନୁଯାୟୀ ଗହ୍ମାପର୍ବ ମାହାଳହାଟ ଜଗନ୍ନାଥ ମନ୍ଦିର ରେ ଅନୁଷ୍ଠିତ |   (28-Aug-2026)       ||      4ଦଶନ୍ଧି ଧରି ଅସୁବିଧା ରେ ଥିବା ବିସ୍ଥାପିତ ଙ୍କ ସମସ୍ୟା ର ସମାଧାନ କଲେ ମୁଖ୍ୟମନ୍ତ୍ରୀ ||   (28-Aug-2026)       ||      ବରଗଡ଼ ଜିଲ୍ଲା ର ମାଆ, ଝିଅ ନେପାଳ ବନ୍ୟା ରେ ନିଖୋଜ, ସ୍ୱାମୀ ସୁରକ୍ଷିତ ||   (28-Aug-2026)       ||      ରକ୍ଷାବନ୍ଧନ ରେ 120 ଭାଇ ହାତରେ ନିଶା ମୁକ୍ତ ପାଇଁ ରାକ୍ଷୀ ବାନ୍ଧିଲେ 120 ଭଉଣୀ ||   (28-Aug-2026)       ||      ଯାତ୍ରା କରୁଥିଲା ବେଳେ ହଠାଥ ପେଣ୍ଡେଲ ରେ ଅସୁସ୍ଥ ହୋଇ ପଡିଲେ ପିୟୁଷ ତ୍ରିପାଠୀ ||   (28-Aug-2026)       ||      ପାଇକ ମାଳ ରେ ରାଜ୍ୟ ସ୍ତରୀୟ ଗହ୍ମା ପୂର୍ଣ୍ଣିମା ମହୋତ୍ସବ ଅନୁଷ୍ଠିତ ||   (28-Aug-2026)       ||      ଗୋପପୁର ଆଶ୍ରମ ରେ ମହିମା ଧର୍ମ ର ବିରାଟ ଧାର୍ମିକ ସମାବେଶ ଅନୁଷ୍ଠିତ ||   (28-Aug-2026)       ||      ଗୋପପୁର ଆଶ୍ରମ ରେ ମହିମା ଧର୍ମ ର ବିରାଟ ଧାର୍ମିକ ସମାବେଶ ଅନୁଷ୍ଠିତ ||   (28-Aug-2026)       ||      ନେପାଳ ବନ୍ୟା ରେ ବହୁତ ଓଡ଼ିଆ ଙ୍କୁ ଠାବ ମଧ୍ୟରେ ଖୋର୍ଦ୍ଧା ର ଦୁଇ ଦମ୍ପତି ଏବେବି ନିଖୋଜ ||   (28-Aug-2026)       ||      ଜମି ମାଲିକ ଙ୍କ ଅଜାଣତ ରେ ବିକ୍ରି ହୋଇଗଲା ଜମି, ଦୁଇ ଜଣ ନିଲମ୍ବିତ ||   (27-Aug-2026)       ||      କୌଣସି କଥାରେ ଉତ୍ୟକ୍ତ ସ୍ୱାମୀ ସ୍ତ୍ରୀକୁ ହତ୍ୟା କରି ସେମଧ୍ୟ କଲେ ଆତ୍ମ ହତ୍ୟା ||   (27-Aug-2026)       ||      ବେଗୁନିଆପଡା ଶାଳବଣ ଠାରେ ଯୁବକ ଙ୍କୁ ମରଣାନ୍ତକ ଆକ୍ରମଣ |   (27-Aug-2026)       ||      ତେଜୋ ରାତି ଦୋକାନରୁ ମଦ ଜବତ କରି ଦୁଇ ଜଣଙ୍କୁ ଗିରଫ କଲା ପୋଲିସ |   (27-Aug-2026)       ||      ସିନ୍ଧୁ -ଉର୍ମି ସାହିତ୍ୟ ସଂସଦ ଦ୍ୱାରା ରାକ୍ଷୀ ପୂର୍ଣ୍ଣିମା ପାଳିତ |    (27-Aug-2026)       ||      ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଶ୍ରୀ ଶ୍ରୀ ସ୍ୱାମୀ ଚିଦାନନ୍ଦ ସରସ୍ବତୀ ଶିଶୁମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଠିତ |    (27-Aug-2026)       ||     

ଖୋର୍ଦ୍ଧା ରେ ବିକଶିତ କୃଷି ସଂକଳ୍ପ ଅଭିଯାନ |

12-Jun-2025

ଖୋର୍ଦ୍ଧା ରେ ବିକଶିତ କୃଷି ସଂକଳ୍ପ ଅଭିଯାନ::ଚାଷୀଙ୍କ ମୂଳଦୁଆ ସୁଦୃଢ କରିବା ଏହାହିଁ ସରକାର ଙ୍କ ଲକ୍ଷ-,
---------------------------------------------
ଓଡିଶା ଜନମତ,ଖୋର୍ଦ୍ଧା, ଗୋପାଳକୃଷ୍ଣ ପ୍ରଧାନ

କୃଷି ବିଜ୍ଞାନ କେନ୍ଦ୍ର ଖୋର୍ଦ୍ଧା ,ଆଇସିଏଆର,ସିଫା କୌଶଲ୍ୟା ଗଙ୍ଗା ଭୁବନେଶ୍ୱର ଓ ରାଜ୍ୟ କୃଷି ଓ ସଶକ୍ତିକରଣ ବିଭାଗ ଆୟୋଜନ ରେ ଖୋର୍ଦ୍ଧା ର  କୃଷକ ବନ୍ଧୁ ମାନଙ୍କୁ ନେଇ ବିକଶିତ କୃଷି ସଂକଳ୍ପ ଅଭିଯାନ ସ୍ଥାନୀୟ ଜୟୀରାଜଗୁରୁ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି |ଉକ୍ତ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରବି ନାରାୟଣ ସେନାପତି ପୌରୋହିତ୍ୟ ରେ ଅତିଥି ରୂପେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେଵ ଯୋଗ ଦେଇ ଏହି କାର୍ଯ୍ୟକ୍ରମ କୁ ଉଦଘାଟନ କରିବା ସହିତ ବିକଶିତ କୃଷି ସଂକଳ୍ପ ଅଭିଯାନ ର ମୁଖ୍ୟ ଉଦ୍ୟଶ କହିଥିଲେ।ରାଜ୍ୟ ଓ କେନ୍ଦ୍ର ସରକାର କୃଷକ ମାନଙ୍କ ଆୟ ଦୁଇଗୁଣ କରିବା ସହିତ କୃଷି କ୍ଷେତ୍ରରେ ଓଡିଶା କିଭଳି ବିକଶିତ ହେବ ଓ ଚାଷୀ ପରିବାର କିଭଳି ଆତ୍ମନିର୍ଭରଶୀଳ ହୋଇ ଓଡିଶା ର ବିକାଶରେ ସହଭାଗୀତା ହେବ ସେଥିପାଇଁ ସରକାର ସଂକଳ୍ପ ନେଇଛନ୍ତି।ତେଣୁ ଚାଷୀଙ୍କୁ ତୃଣମୂଳ ସ୍ତରରୁ ସୁଦୃଢ଼ କରିବା ପାଇଁ ନୂଆ  ନୂଆ ପଦ୍ଧତି ଓ ନୂଆ ଜ୍ଞାନ କୌଶଳ ପ୍ରଦାନ କରାଯିବ ସେଥିପାଇଁ ଜିଲ୍ଲା କୃଷି ବିଭାଗ କର୍ମଚାରୀ ଓ ବରିଷ୍ଠ କୃଷି ବୈଜ୍ଞାନିକ ମାନେ ଆଗେଇ ଆସିଛନ୍ତି ବୋଲି ବିଧାୟକ କହିଥିଲେ।।ଅନ୍ୟ ମାନଙ୍କ ମଧ୍ୟରେ କୃଷି ବିଜ୍ଞାନ କେନ୍ଦ୍ର ଖୋର୍ଦ୍ଧା ର ବରିଷ୍ଠ ବୈଜ୍ଞାନିକ ଡ଼ ହରପ୍ରିୟା ନାୟକ,ସିଫା ଭୁବନେଶ୍ୱର ର ଡ଼ାଇରେକ୍ଟର ଡ଼ ପିକେ ସାହୁ,ଆଇସିଅଆର ନୂଆଦିଲ୍ଲୀ ର ଫିସୋରି ବୈଜ୍ଞାନିକ ଡ଼ ଜେକେ ଜେନା,ଖୋର୍ଦ୍ଧା ଉଦ୍ୟାନ ବିଭାଗର ଅଧିକାରିଣୀ ସ୍ମିତା ମହାନ୍ତି,ପିଡ଼ି ମୂର୍ତ୍ତିକା ସଂରକ୍ଷଣ ବିଭାଗ ର ଦିଗାମ୍ବର ବିଶ୍ୱାଳ,ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି  ବିଶ୍ୱରଂଜନ ବଡ଼ଜେନା,ଭୁବନେଶ୍ୱର ସାଂସଦ ପ୍ରତିନିଧି,ପ୍ରମୁଖ ଯୋଗ ଦେଇ ସରକାର ଙ୍କ କୃଷି ଯୋଜନା ଉପରେ ନିଜସ୍ୱ ମତ ରଖିବା  ସହିତ ଉକ୍ତ କାର୍ଯ୍ୟକ୍ରମର ଉଦେଶ୍ୟ ଓ ମହତ୍ୱ ସମ୍ପର୍କରେ ଉପସ୍ଥିତ ଚାଷୀ ମାନଙ୍କୁ ଅବଗତ କରାଇଥିଲେ |ଅନୁରୂପଭାବେ ଚାଷୀ ଭାଇଙ୍କ ନିମନ୍ତେ ସରକାରଙ୍କ ପକ୍ଷରୁ ହୋଇଥିବା ସ୍କିମ, ପ୍ରୋଜେକ୍ଟ ଓ ଅନୁସଙ୍ଗିକ ଜ୍ଞାନ କୌଶଳ ବିଷୟରେ ଚାଷୀ ଭାଇ ମାନଙ୍କୁ ସୁ ପରାମର୍ଶ ଦେଇଥିଲେ | ଖୋର୍ଦ୍ଧା  ଅଞ୍ଚଳର ଶହଶହ ସଂଖ୍ୟାରେ ଚାଷୀଭାଇଙ୍କ ସମେତ  କୃଷକ ସାଥି,ଲୋକ ପ୍ରତିନିଧି ଙ୍କ ସମେତ ଅନେକ ମହିଳା କୃଷକ ଉପସ୍ଥିତ ଥିଲେ |ଶେଷରେ ଜିଲ୍ଲା କୃଷି ଅଧିକାରି ଡ଼ ମନୋରଞ୍ଜନ ରାଉଳ  ଧନ୍ୟବାଦ ଅର୍ପଣ କରିଥିଲେ |

News Comment

You Might Also Like

BACK TO TOP