Breaking News

ଏମ ଏମ ଡି ଆର ସଂଶୋଧନ ବିଲ ଓଡିଶା ତଥା ଆଦିବାସୀ ବିରୋଧ |    (29-Aug-2026)       ||      ଅଢ଼େଇ ବର୍ଷ ପରେ ପୁରୁଣା ହତ୍ୟା ମାମଲାରେ ଦୁଇ ଗିରିଫ |    (29-Aug-2026)       ||      ବସ ଭାଙ୍ଗିବା, ବଟି ମାଗିବା ଓ ହେଲପର କୁ ଆକ୍ରମଣ କରିବା ଅଭିଯୋଗ ରେ ତିନି ଗିରିଫ |   (29-Aug-2026)       ||      ପାରଳାଖେମୁଣ୍ଡି ଏମ କେ ସିଜି ରେ ପୋଷ, ପୋଷ୍କ ଏବଂ ନିଶାନିବାରଣ ଉପରେ କର୍ମଶାଳା ||   (29-Aug-2026)       ||      ହଳଦିଆ ପଦର ବସଷ୍ଟାଣ୍ଡ ଠାରେ ଥିବା ହୁଣ୍ଡାଇ କାର ସୋରୁମ ଜଳିଗଲା |    (29-Aug-2026)       ||      କେରଳର କାଜିଆ ଲିଜ ମେଜୋ ପାଇଲେ "ମିସ ୟୁନିଭରସିଟି ଇଣ୍ଡିଆ ` ମୁକୁଟ ||   (29-Aug-2026)       ||      ମମତା ରାଜନୀତିରୁ କେବେବି ସନ୍ୟାସ ନେବେ ନାହିଁ, ବରଂ ବିଜେପି କୁ ତଳି ତଳାନ୍ତ ନକଲା ଯାଏଁ ସେ ଶାନ୍ତିରେ ରହିବେନି ||   (29-Aug-2026)       ||      ବୟ ଫ୍ରେଣ୍ଡ ର କାର କୁ ହଜାର ହଜାର ଚୁମ୍ବନ ଦେବା ପରେ ପୋଲିସ କୁ ଅର୍ଥ ଗଣିଲା ପ୍ରେମିକ |    (29-Aug-2026)       ||      ଚୀନର ନେପାଳକୁ ସତର୍କ ବାଣୀ ପୁଣି ତିନିଦିନ ମଧ୍ୟରେ ବନ୍ୟା ଆଶଙ୍କା |   (28-Aug-2026)       ||      ପ୍ରେମିକ ଙ୍କ କାର ରେ ଚୁମ୍ବନ ଦେଲେ ପ୍ରେମିକା, ଅଧିକାରୀ ଙ୍କୁ ଅର୍ଥ ଦେଇ ହଟ ହଟା ହେଲେ ପ୍ରେମିକ |   (28-Aug-2026)       ||      ରାୟଗଡା ରେ ଭାରତୀୟ ମଜୁଦୁର ସଂଘ ର ରାଷ୍ଟ୍ରୀୟ ପର୍ଯ୍ୟାବରଣ ଦିବସ ପାଳିତ |   (28-Aug-2026)       ||      ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ବାହୁଦା ବନ୍ଦର, ଓ ଶିଳ୍ପ ନିବେଶ ଦ୍ୱାରା ବଦଳିବ ଗରିବଙ୍କ ଭାଗ୍ୟ |   (28-Aug-2026)       ||      ରକ୍ଷା ବନ୍ଧନ ର ପୌରାଣିକ ମତ, ଓ ଶିକ୍ଷଣୀୟ କଥା |   (28-Aug-2026)       ||      ମନ୍ଦିର ସମନ୍ବିତ ଉର୍ନ୍ନତି କରଣ ସକାଶେ ବିଧାୟକ ଙ୍କ ପ୍ରସ୍ତୁତି ବୈଠକ |    (28-Aug-2026)       ||      ଶକ୍ତିଶ୍ରୀ ସେଲ ପକ୍ଷରୁ ଆଇନ ସଚେତନତା କର୍ମଶାଳା ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ରେ ଅନୁଷ୍ଠିତ ||   (28-Aug-2026)       ||      "ନିଶାମୁକ୍ତ ଓଡିଶା ଅଭିଯାନ ` ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପାଳିତ ||   (28-Aug-2026)       ||      2026 ର ଶ୍ରେଷ୍ଠ ଅଧକ୍ଷ ଭାବେ ଶାରଳା ସଂସ୍କୃତ ମହାବିଦ୍ୟାଳୟ ଅଧକ୍ଷଙ୍କୁ ସମ୍ମାନିତ |   (28-Aug-2026)       ||      ରୀତିନୀତି ଅନୁଯାୟୀ ଗହ୍ମାପର୍ବ ମାହାଳହାଟ ଜଗନ୍ନାଥ ମନ୍ଦିର ରେ ଅନୁଷ୍ଠିତ |   (28-Aug-2026)       ||      4ଦଶନ୍ଧି ଧରି ଅସୁବିଧା ରେ ଥିବା ବିସ୍ଥାପିତ ଙ୍କ ସମସ୍ୟା ର ସମାଧାନ କଲେ ମୁଖ୍ୟମନ୍ତ୍ରୀ ||   (28-Aug-2026)       ||      ବରଗଡ଼ ଜିଲ୍ଲା ର ମାଆ, ଝିଅ ନେପାଳ ବନ୍ୟା ରେ ନିଖୋଜ, ସ୍ୱାମୀ ସୁରକ୍ଷିତ ||   (28-Aug-2026)       ||     

ଜଗନ୍ନାଥ ପ୍ରସାଦ ର ଜଣେ ଆଶା ଦିଦିଙ୍କୁ ବିଭତ୍ସ ହତ୍ୟା |

05-Jun-2025

ଜମିଜମା ବିବାଦକୁ ନେଇ ଜଙ୍ଘନ୍ୟ ହତ୍ୟାକାଣ୍ଡ l

ଓଡିଶା ଜନମତ, ଭଞ୍ଜନଗର ସପୁନକୁମାର ସେଠୀ, ତା -05/06/25:

ଦୁଇ ହାତ ଓ ମୁଣ୍ଡକୁ ଚୋଟ ପରେ ଚୋଟ ମାରି ଚାଲିଲା l 
ଛଟ ପଟ ହୋଇ ତାଙ୍କ ଜୀବନ ଗଲା l
ସେ ଜଣେ କାର୍ଯ୍ୟରତ ଆଶାଦିଦି ଅଛନ୍ତି l
ସୂଚନା ପ୍ରକାରେ ଜଗନ୍ନାଥ ପ୍ରସାଦ ଥାନା ଅଧୀନ ଚଢିଆପଲ୍ଲୀ ଗ୍ରାମ ବଉଳ ସାହିରେ ଏକ ଜଘଣ୍ୟ ହତ୍ୟାକାଣ୍ଡ ଘଟିଯାଇଛି l ମୃତ ଜଣକ ହେଉଛନ୍ତି ଜଗନ୍ନାଥ ପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କାର୍ଯ୍ୟରତ ଆଶାଦିଦି ବିଜୟଲଷ୍ମୀ ତ୍ରିପାଠୀ (୪୦)ରୁ ଉର୍ଦ୍ଧ l ସ୍ବର୍ଗତ ଗଦାଧର ତ୍ରିପାଠୀଙ୍କ ତୃତୀୟ ଝିଅ ଥିଲେ l  ସ୍ବର୍ଗତ ଗଦାଧରଙ୍କ ଘରଜ୍ୱାଇଁ ହେବା ସହବଡ଼ଝିଅ ବିନତିନି ତ୍ରିପାଠୀଙ୍କୁ ରାମଚନ୍ଦ୍ର ତ୍ରିପାଠୀ(50) ବିବାହ କରିଥିଲେ l ଗଦାଧରଙ୍କ ମୃତ୍ୟୁ ପରେ ଜମିଜୁମା ବିବାଦକୁ ନେଇ ଉଭୟ ପରିବାର ମଧ୍ୟରେ ବଚସା ଲାଗି ରହିଥିଲା l ଏ ନେଇ ମାମଲା ଥାନା ପର୍ଯ୍ୟନ୍ତ ଯାଇଥିଲା l କୌଣସି ସମାଧାନରବାଟ ଫିଟି ନ ଥିଲା l 
ଲୋକଙ୍କ କହିବା ଅନୁଯାଇ ବିବାଦ ଥିବା ଜାଗାରେ ଘର ତିଆରି ପାଇଁ ଗତକାଲି ପଥର ପକାଇ ଥିଲେ l ଆଜି ସକାଳ ୭. ୩୦ ସମୟ ରେ ସେହି ସ୍ଥାନକୁ ବୁଲିବାକୁ ଯାଇଥିବା ସୂଚନା ମିଳୁଛି l ନିଛାଟିଆ ରାସ୍ତାରେ ବିଜୟଲଷ୍ମୀଙ୍କ ମର ଶରୀର ପଡ଼ିଥିବା ଦେଖି ସ୍ଥାନୀୟ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଂଚି ଶବକୁ ଜବତ କରିଥିଲା l ଜ୍ୱାଇଁ ରାମଚନ୍ଦ୍ର ଘରେ ନ ଥିବା ବେଳେ ତାଙ୍କ ପତ୍ନୀ ବିନିତାକୁ ପୋଲିସ ଉଠାଇ ଆଣି ପଚରା ଉଚରା ଜାରି ରଖିଛି l ତେବେ ଘଟଣା ସ୍ଥଳରୁ କୌଣସି ଧାରୁଆ ଅସ୍ତ୍ର ମିଳି ନ ଥିବା ପୋଲିସ ସୂଚନା ଦେଇଛି l ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଯାଇଛି l

News Comment

You Might Also Like

BACK TO TOP