Breaking News

ରାତିରେ ସୋଇଥିଲା ବେଳେ ସର୍ପ ଦଂଶନ ରେ ଭାଇ ଭଉଣୀ ମୃତ |    (29-Aug-2026)       ||      କଟକ ବଡ଼ ମେଡିକାଲ ଡାଟା ଏଣ୍ଟ୍ରି ଅଧିକାରୀ ଅର୍ଥ ହେର ଫେର ଘଟଣା ରେ ଗିରଫ ||    (29-Aug-2026)       ||      ଏମ ଏମ ଡି ଆର ସଂଶୋଧନ ବିଲ ଓଡିଶା ତଥା ଆଦିବାସୀ ବିରୋଧ |    (29-Aug-2026)       ||      ଅଢ଼େଇ ବର୍ଷ ପରେ ପୁରୁଣା ହତ୍ୟା ମାମଲାରେ ଦୁଇ ଗିରିଫ |    (29-Aug-2026)       ||      ବସ ଭାଙ୍ଗିବା, ବଟି ମାଗିବା ଓ ହେଲପର କୁ ଆକ୍ରମଣ କରିବା ଅଭିଯୋଗ ରେ ତିନି ଗିରିଫ |   (29-Aug-2026)       ||      ପାରଳାଖେମୁଣ୍ଡି ଏମ କେ ସିଜି ରେ ପୋଷ, ପୋଷ୍କ ଏବଂ ନିଶାନିବାରଣ ଉପରେ କର୍ମଶାଳା ||   (29-Aug-2026)       ||      ହଳଦିଆ ପଦର ବସଷ୍ଟାଣ୍ଡ ଠାରେ ଥିବା ହୁଣ୍ଡାଇ କାର ସୋରୁମ ଜଳିଗଲା |    (29-Aug-2026)       ||      କେରଳର କାଜିଆ ଲିଜ ମେଜୋ ପାଇଲେ "ମିସ ୟୁନିଭରସିଟି ଇଣ୍ଡିଆ ` ମୁକୁଟ ||   (29-Aug-2026)       ||      ମମତା ରାଜନୀତିରୁ କେବେବି ସନ୍ୟାସ ନେବେ ନାହିଁ, ବରଂ ବିଜେପି କୁ ତଳି ତଳାନ୍ତ ନକଲା ଯାଏଁ ସେ ଶାନ୍ତିରେ ରହିବେନି ||   (29-Aug-2026)       ||      ବୟ ଫ୍ରେଣ୍ଡ ର କାର କୁ ହଜାର ହଜାର ଚୁମ୍ବନ ଦେବା ପରେ ପୋଲିସ କୁ ଅର୍ଥ ଗଣିଲା ପ୍ରେମିକ |    (29-Aug-2026)       ||      ଚୀନର ନେପାଳକୁ ସତର୍କ ବାଣୀ ପୁଣି ତିନିଦିନ ମଧ୍ୟରେ ବନ୍ୟା ଆଶଙ୍କା |   (28-Aug-2026)       ||      ପ୍ରେମିକ ଙ୍କ କାର ରେ ଚୁମ୍ବନ ଦେଲେ ପ୍ରେମିକା, ଅଧିକାରୀ ଙ୍କୁ ଅର୍ଥ ଦେଇ ହଟ ହଟା ହେଲେ ପ୍ରେମିକ |   (28-Aug-2026)       ||      ରାୟଗଡା ରେ ଭାରତୀୟ ମଜୁଦୁର ସଂଘ ର ରାଷ୍ଟ୍ରୀୟ ପର୍ଯ୍ୟାବରଣ ଦିବସ ପାଳିତ |   (28-Aug-2026)       ||      ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ବାହୁଦା ବନ୍ଦର, ଓ ଶିଳ୍ପ ନିବେଶ ଦ୍ୱାରା ବଦଳିବ ଗରିବଙ୍କ ଭାଗ୍ୟ |   (28-Aug-2026)       ||      ରକ୍ଷା ବନ୍ଧନ ର ପୌରାଣିକ ମତ, ଓ ଶିକ୍ଷଣୀୟ କଥା |   (28-Aug-2026)       ||      ମନ୍ଦିର ସମନ୍ବିତ ଉର୍ନ୍ନତି କରଣ ସକାଶେ ବିଧାୟକ ଙ୍କ ପ୍ରସ୍ତୁତି ବୈଠକ |    (28-Aug-2026)       ||      ଶକ୍ତିଶ୍ରୀ ସେଲ ପକ୍ଷରୁ ଆଇନ ସଚେତନତା କର୍ମଶାଳା ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ରେ ଅନୁଷ୍ଠିତ ||   (28-Aug-2026)       ||      "ନିଶାମୁକ୍ତ ଓଡିଶା ଅଭିଯାନ ` ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପାଳିତ ||   (28-Aug-2026)       ||      2026 ର ଶ୍ରେଷ୍ଠ ଅଧକ୍ଷ ଭାବେ ଶାରଳା ସଂସ୍କୃତ ମହାବିଦ୍ୟାଳୟ ଅଧକ୍ଷଙ୍କୁ ସମ୍ମାନିତ |   (28-Aug-2026)       ||      ରୀତିନୀତି ଅନୁଯାୟୀ ଗହ୍ମାପର୍ବ ମାହାଳହାଟ ଜଗନ୍ନାଥ ମନ୍ଦିର ରେ ଅନୁଷ୍ଠିତ |   (28-Aug-2026)       ||     

ପୁରୁଷୋତ୍ତମପୁର ବ୍ଳକ ପ୍ରାଥମିକ ଶିକ୍ଷକ ସଙ୍ଘ ଏ ୟୁ ପି ଟି ଏଫ ର ଦାବି ପତ୍ର ପ୍ରଦାନ |

04-Jun-2025

ପୁରୁଷୋତ୍ତମପୁର ପ୍ରାଥମିକ  ଓ ଉଚ ପ୍ରାଥମିକ ବିଦ୍ୟଳୟ ରେ କାର୍ଯ୍ୟରତ ଶିକ୍ଷକ ମାନଙ୍କ ବିଭିନ୍ନ ଦାବି ପୂରଣ ସକାଶେ ,

(ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ବ୍ଳକ ଗୋଷ୍ଟି ଶିକ୍ଷା ଧିକାରୀଙ୍କ ଜରିଆରେ  ଦାବିପତ୍ର |

                 ଓଡିଶା ଜନମତ ବ୍ୟୁରୋ,

ପୁରୁଷୋତ୍ତମପୁର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ମାନେ ସେମାନଙ୍କ ବିଭିନ୍ନ ଦାବି ନେଇ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଏକ ଦାବି ପତ୍ର ପୁରୁଷୋତ୍ତମପୁର ବ୍ଳକ ଗୋଷ୍ଟି ଶିକ୍ଷା ଅଧିକାରୀ କିଶୋର ଚନ୍ଦ୍ର ବେହେରା ଙ୍କୁ ପ୍ରଦାନ କରିଛନ୍ତି  |  ସେମାନଙ୍କ ଦାବି ଗୁଡିକ ମଧ୍ୟରେ ତିନିଗୋଟି ଦାବି କୁ ପ୍ରଧାନ୍ୟ ଦେବାକୁ  ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରିଛନ୍ତି | ସେଗୁଡିକ ହେଲା 
ପ୍ରଥମ ---11/02/2011 ପୂର୍ବରୁ ନିଯୁକ୍ତି ପାଇଥିବା  ସମସ୍ତ ବର୍ଗର ଶିକ୍ଷକ, ଶିକ୍ଷୟତ୍ରୀ ଙ୍କ ନିମନ୍ତେ ସମ୍ପୂର୍ଣ୍ଣ ରୂପେ ଓଟିଇଟି ଉଛେଦ କରାଯାଉ  | 
2ୟ ---ଠିକା ନିଯୁକ୍ତି ପ୍ରକିୟା ସମ୍ପୂର୍ଣ ରୂପେ ଉଛେଦ କରାଯାଇ  6/8ଟି ନେସନାଲ  ଇଙ୍କ୍ରିମେଣ୍ଟ ପ୍ରଦାନ କରାଯାଉ |
3ୟ ---ସମସ୍ତ ପ୍ରାଥମିକ ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କ ପାଇଁ  ଅବିକଳ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ କରାଯାଉ | ଏହି ଦାବିଗୁଡିକ ମାନ୍ୟବରମୁଖ୍ୟମନ୍ତ୍ରୀ ତୁରନ୍ତ ପୂରଣ କରିବେ ବୋଲି ମିଳିତ ଶିକ୍ଷକ ସଙ୍ଘ ଅନୁରୋଧ କରିଛନ୍ତି | ଆଜିର ଏଇ କାର୍ଯ୍ୟକ୍ରମ ରେ ଏ ୟୁ ପି ଟି ଏଫ ର ସମ୍ପାଦକ ନିରଞ୍ଜନ ତ୍ରିପାଠୀ, ସଭାପତି ଶ୍ରୀ ବିଜୟ ବେହେରା, କୋଷଧକ୍ଷ ଶ୍ରୀ ମନୋଜ ନାୟକ, ଗଞ୍ଜାମ ଜିଲ୍ଲା ର ବରିଷ୍ଟ ଉପସଭାପତି ଶ୍ରୀ ଧର୍ମା ରେଡି, ସଙ୍ଘର ଅନ୍ୟନ୍ୟ କାର୍ଯ୍ୟ କର୍ତ୍ତା ମାନେ ହେଲେ ରବୀନ୍ଦ୍ର ବେହେରା, ଇ ରମେଶ, କୈଳାଶ ସ୍ୱାଇଁ, ସଞ୍ଜୟ କୁମାର ମହାପାତ୍ର, ଇତ୍ୟାଦି ଉପସ୍ଥିତ ରହି ବିଇଓ ଙ୍କୁ ଦାବିପତ୍ର ଆଜି ସକାକେ ପ୍ରଦାନ କରିଥିଲେ |

News Comment

You Might Also Like

BACK TO TOP