Breaking News

ଶବଯାତ୍ରାରେ ସଂକୀର୍ତନ କରୁଥିବା ବ୍ୟକ୍ତିଙ୍କ ପରଲୋକ |    (30-Aug-2026)       ||      କବି ଗଙ୍ଗାଧର ଜୟନ୍ତୀ ଓ ପ୍ରଫେସର ଘନଶ୍ୟାମ ଦାଶ ସ୍ମୃତି ସଭା କୋଶଲ ଟାଇମ ଆନୁ କୁଲ୍ୟରେ ଅନୁଷ୍ଠିତ |    (30-Aug-2026)       ||      ଜମି ଦେବାକୁ କହି ଟଙ୍କା ଲୁଟିଥିବା ପୂର୍ବତନ ବିଜେଡି ମନ୍ତ୍ରୀଙ୍କ ପୁଅ ଗିରଫ ||   (29-Aug-2026)       ||      ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦେଶକ ଭାବେ ଯୋଗଦେଲେ ସଞ୍ଜୟ କୁମାର ବିଶ୍ୱାଳ |   (29-Aug-2026)       ||      ବିଶ୍ୱର ସର୍ବ କନିଷ୍ଟ ରାଜାଙ୍କ 34 ବର୍ଷ ରେ ମୃତ୍ୟୁ ||   (29-Aug-2026)       ||      ରାୟଗଡା କଳାକାର ମହାସଂଘ ପକ୍ଷରୁ କଳାକାର ଙ୍କ ପଞ୍ଜିକରଣ, ପ୍ରଶିକ୍ଷଣ,ଶିବିର ଅନୁଷ୍ଠିତ | ,   (29-Aug-2026)       ||      ଭୀମ ଭୋଇ ଭିନ୍ନକ୍ଷମ ଶିବିର ବେଗୁନିଆପଡା ବ୍ଲକ ରେ ଅନୁଷ୍ଠିତ |   (29-Aug-2026)       ||      ବିଜେପିର ମଣ୍ଡଳ ସ୍ତରୀୟ ସାଙ୍ଗଠନିକ ବୈଠକ ସାଙ୍କୁଡ଼ା ଠାରେ ଅନୁଷ୍ଠିତ |    (29-Aug-2026)       ||      ଡି ଏ ଭି ପବ୍ଲିକ ସ୍କୁଲ ତରଫରୁ ଜାତୀୟ କ୍ରୀଡା ଦିବସ ଉପଲକ୍ଷେ "ମିନି ମାରାଥନ `   (29-Aug-2026)       ||      ରାତିରେ ସୋଇଥିଲା ବେଳେ ସର୍ପ ଦଂଶନ ରେ ଭାଇ ଭଉଣୀ ମୃତ |    (29-Aug-2026)       ||      କଟକ ବଡ଼ ମେଡିକାଲ ଡାଟା ଏଣ୍ଟ୍ରି ଅଧିକାରୀ ଅର୍ଥ ହେର ଫେର ଘଟଣା ରେ ଗିରଫ ||    (29-Aug-2026)       ||      ଏମ ଏମ ଡି ଆର ସଂଶୋଧନ ବିଲ ଓଡିଶା ତଥା ଆଦିବାସୀ ବିରୋଧ |    (29-Aug-2026)       ||      ଅଢ଼େଇ ବର୍ଷ ପରେ ପୁରୁଣା ହତ୍ୟା ମାମଲାରେ ଦୁଇ ଗିରିଫ |    (29-Aug-2026)       ||      ବସ ଭାଙ୍ଗିବା, ବଟି ମାଗିବା ଓ ହେଲପର କୁ ଆକ୍ରମଣ କରିବା ଅଭିଯୋଗ ରେ ତିନି ଗିରିଫ |   (29-Aug-2026)       ||      ପାରଳାଖେମୁଣ୍ଡି ଏମ କେ ସିଜି ରେ ପୋଷ, ପୋଷ୍କ ଏବଂ ନିଶାନିବାରଣ ଉପରେ କର୍ମଶାଳା ||   (29-Aug-2026)       ||      ହଳଦିଆ ପଦର ବସଷ୍ଟାଣ୍ଡ ଠାରେ ଥିବା ହୁଣ୍ଡାଇ କାର ସୋରୁମ ଜଳିଗଲା |    (29-Aug-2026)       ||      କେରଳର କାଜିଆ ଲିଜ ମେଜୋ ପାଇଲେ "ମିସ ୟୁନିଭରସିଟି ଇଣ୍ଡିଆ ` ମୁକୁଟ ||   (29-Aug-2026)       ||      ମମତା ରାଜନୀତିରୁ କେବେବି ସନ୍ୟାସ ନେବେ ନାହିଁ, ବରଂ ବିଜେପି କୁ ତଳି ତଳାନ୍ତ ନକଲା ଯାଏଁ ସେ ଶାନ୍ତିରେ ରହିବେନି ||   (29-Aug-2026)       ||      ବୟ ଫ୍ରେଣ୍ଡ ର କାର କୁ ହଜାର ହଜାର ଚୁମ୍ବନ ଦେବା ପରେ ପୋଲିସ କୁ ଅର୍ଥ ଗଣିଲା ପ୍ରେମିକ |    (29-Aug-2026)       ||      ଚୀନର ନେପାଳକୁ ସତର୍କ ବାଣୀ ପୁଣି ତିନିଦିନ ମଧ୍ୟରେ ବନ୍ୟା ଆଶଙ୍କା |   (28-Aug-2026)       ||     

ବ୍ରହ୍ମପୁର ରେ ଓୟୁଜେ ଗଞ୍ଜାମ ଜିଲ୍ଲା ବୈଠକ ଅନୁଷ୍ଠିତ |

28-May-2025

ଓୟୁଜେ ଗଞ୍ଜାମ ଜିଲ୍ଲା କର୍ମକର୍ତ୍ତା ବୈଠକ ଅନୁଷ୍ଠିତ।
ଓଡ଼ିଶା ଜନମତ, ପୋଲସରା, ସନ୍ତୋଷ କୁମାର ପଣ୍ଡା 
----------------------------------
ପୋଲସରା  ତା.୨୮/୦୫/୨୦୨୫
ଓୟୁଜେ ଗଞ୍ଜାମ ଜିଲ୍ଲା କର୍ମକର୍ତ୍ତା ବୈଠକ ବ୍ରହ୍ମପୁର ସର୍କିଟ ହାଉସ ଠାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ସଂଘର ଜିଲ୍ଲା ସଭାପତି ସଦାଶିବ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ବୈଠକ ରେ ସାଂଗଠନିକ ଆଲୋଚନା ହେବା ସହିତ ନୂତନ କାର୍ଯ୍ୟକାରୀ କମିଟି ଗଠନ କରାଯାଉଥିଲା। ସର୍ବ ଶ୍ରୀ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ , ରବିନ୍ଦ୍ର କୁମାର ମିଶ୍ର , ହରିହର ପାତ୍ର ଓ ରବିନ୍ଦ୍ର କୁମାର ପଣ୍ଡା ଙ୍କୁ ଉପଦେଷ୍ଟା ଭାବେ ନିଆଯାଇଥିବା ବେଳେ   ଏଲ ସୁଦାମ ଦାସ , ସୁବାଷ ଚନ୍ଦ୍ର ପାଢି , ଅର୍ଜୁନ ପଣ୍ଡା , ରାଜୀବ ଲୋଚନ ମିଶ୍ର , ବାଳକୃଷ୍ଣ ପଟ୍ଟନାୟକ , ଦ୍ବିତୀକୃଷ୍ଣ ପଣ୍ଡା , କେ ସୁମିତା ପାତ୍ର , କ୍ଷୀରୋଦ ଚନ୍ଦ୍ର ସାହୁ ଏବଂ ରମେଶ ଚନ୍ଦ୍ର ପ୍ରଧାନ ଙ୍କୁ ସର୍ବ ସମ୍ମତ କ୍ରମେ କାର୍ଯ୍ୟକାରୀ କମିଟି ସଭ୍ୟ ଭାବେ ମନୋନୀତ କରା ଯାଇଥିଲା। ବୈଠକରେ ବଲାଙ୍ଗୀରର ସାମ୍ବାଦିକ ରମେଶ ଚନ୍ଦ୍ର ପ୍ରଧାନ ଙ୍କ ଉପରେ ହୋଇଥିବା ଅମାନୁଷିକ ଆକ୍ରମଣ ଘଟଣାକୁ ଦୃଢ଼ ନିନ୍ଦା କରାଯିବା ସହିତ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରାଯାଇଥିଲା। ଏଥି ସହିତ ରାଜ୍ୟ ସରକାର ଯଥାଶୀଘ୍ର ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରନ୍ତୁ ବୋଲି ଦାବୀ ଉପସ୍ଥାପନ କରାଯାଇଥିଲା। ବୈଠକ ରେ ଅନ୍ୟମାନଙ୍କ ମଧ୍ୟରେ ସଂଘ ଉପସଭାପତି ଏ.ରାଜାରାଓ ଓ ରାଜ ଗୋପାଳ ପାଢ଼ୀ,ସାଧାରଣ ସମ୍ପାଦକ ସନ୍ତୋଷ କୁମାର ମିଶ୍ର ,ସମ୍ପାଦକ ମେଘନାଦ ଦାସ,ସନ୍ତୋଷ କୁମାର ପଣ୍ଡା,ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଅଶୋକ କୁମାର ମହାଙ୍କୁଡ଼,ସଦସ୍ୟ ସୁଦର୍ଶନ ନାୟକ ,  ଅରୁଣ କୁମାର ପଣ୍ଡା , ଶ୍ରୀପଦ ଦାସ  ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

News Comment

You Might Also Like

BACK TO TOP