Breaking News

ଶବଯାତ୍ରାରେ ସଂକୀର୍ତନ କରୁଥିବା ବ୍ୟକ୍ତିଙ୍କ ପରଲୋକ |    (30-Aug-2026)       ||      କବି ଗଙ୍ଗାଧର ଜୟନ୍ତୀ ଓ ପ୍ରଫେସର ଘନଶ୍ୟାମ ଦାଶ ସ୍ମୃତି ସଭା କୋଶଲ ଟାଇମ ଆନୁ କୁଲ୍ୟରେ ଅନୁଷ୍ଠିତ |    (30-Aug-2026)       ||      ଜମି ଦେବାକୁ କହି ଟଙ୍କା ଲୁଟିଥିବା ପୂର୍ବତନ ବିଜେଡି ମନ୍ତ୍ରୀଙ୍କ ପୁଅ ଗିରଫ ||   (29-Aug-2026)       ||      ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦେଶକ ଭାବେ ଯୋଗଦେଲେ ସଞ୍ଜୟ କୁମାର ବିଶ୍ୱାଳ |   (29-Aug-2026)       ||      ବିଶ୍ୱର ସର୍ବ କନିଷ୍ଟ ରାଜାଙ୍କ 34 ବର୍ଷ ରେ ମୃତ୍ୟୁ ||   (29-Aug-2026)       ||      ରାୟଗଡା କଳାକାର ମହାସଂଘ ପକ୍ଷରୁ କଳାକାର ଙ୍କ ପଞ୍ଜିକରଣ, ପ୍ରଶିକ୍ଷଣ,ଶିବିର ଅନୁଷ୍ଠିତ | ,   (29-Aug-2026)       ||      ଭୀମ ଭୋଇ ଭିନ୍ନକ୍ଷମ ଶିବିର ବେଗୁନିଆପଡା ବ୍ଲକ ରେ ଅନୁଷ୍ଠିତ |   (29-Aug-2026)       ||      ବିଜେପିର ମଣ୍ଡଳ ସ୍ତରୀୟ ସାଙ୍ଗଠନିକ ବୈଠକ ସାଙ୍କୁଡ଼ା ଠାରେ ଅନୁଷ୍ଠିତ |    (29-Aug-2026)       ||      ଡି ଏ ଭି ପବ୍ଲିକ ସ୍କୁଲ ତରଫରୁ ଜାତୀୟ କ୍ରୀଡା ଦିବସ ଉପଲକ୍ଷେ "ମିନି ମାରାଥନ `   (29-Aug-2026)       ||      ରାତିରେ ସୋଇଥିଲା ବେଳେ ସର୍ପ ଦଂଶନ ରେ ଭାଇ ଭଉଣୀ ମୃତ |    (29-Aug-2026)       ||      କଟକ ବଡ଼ ମେଡିକାଲ ଡାଟା ଏଣ୍ଟ୍ରି ଅଧିକାରୀ ଅର୍ଥ ହେର ଫେର ଘଟଣା ରେ ଗିରଫ ||    (29-Aug-2026)       ||      ଏମ ଏମ ଡି ଆର ସଂଶୋଧନ ବିଲ ଓଡିଶା ତଥା ଆଦିବାସୀ ବିରୋଧ |    (29-Aug-2026)       ||      ଅଢ଼େଇ ବର୍ଷ ପରେ ପୁରୁଣା ହତ୍ୟା ମାମଲାରେ ଦୁଇ ଗିରିଫ |    (29-Aug-2026)       ||      ବସ ଭାଙ୍ଗିବା, ବଟି ମାଗିବା ଓ ହେଲପର କୁ ଆକ୍ରମଣ କରିବା ଅଭିଯୋଗ ରେ ତିନି ଗିରିଫ |   (29-Aug-2026)       ||      ପାରଳାଖେମୁଣ୍ଡି ଏମ କେ ସିଜି ରେ ପୋଷ, ପୋଷ୍କ ଏବଂ ନିଶାନିବାରଣ ଉପରେ କର୍ମଶାଳା ||   (29-Aug-2026)       ||      ହଳଦିଆ ପଦର ବସଷ୍ଟାଣ୍ଡ ଠାରେ ଥିବା ହୁଣ୍ଡାଇ କାର ସୋରୁମ ଜଳିଗଲା |    (29-Aug-2026)       ||      କେରଳର କାଜିଆ ଲିଜ ମେଜୋ ପାଇଲେ "ମିସ ୟୁନିଭରସିଟି ଇଣ୍ଡିଆ ` ମୁକୁଟ ||   (29-Aug-2026)       ||      ମମତା ରାଜନୀତିରୁ କେବେବି ସନ୍ୟାସ ନେବେ ନାହିଁ, ବରଂ ବିଜେପି କୁ ତଳି ତଳାନ୍ତ ନକଲା ଯାଏଁ ସେ ଶାନ୍ତିରେ ରହିବେନି ||   (29-Aug-2026)       ||      ବୟ ଫ୍ରେଣ୍ଡ ର କାର କୁ ହଜାର ହଜାର ଚୁମ୍ବନ ଦେବା ପରେ ପୋଲିସ କୁ ଅର୍ଥ ଗଣିଲା ପ୍ରେମିକ |    (29-Aug-2026)       ||      ଚୀନର ନେପାଳକୁ ସତର୍କ ବାଣୀ ପୁଣି ତିନିଦିନ ମଧ୍ୟରେ ବନ୍ୟା ଆଶଙ୍କା |   (28-Aug-2026)       ||     

ଓଡିଶା ସରକାର ଙ୍କ ସେବା ପ୍ରସାର କାର୍ଯ୍ୟକ୍ରମ ଜୁନ 12ରୁ 20 ମଧ୍ୟରେ ପ୍ରତେକ ଜିଲ୍ଲା ରେ ଅନୁଷ୍ଠିତ ହେବ |

28-May-2025

ଓଡ଼ିଶା ସରକାରଙ୍କ ସେବା ପ୍ରସାର କାର୍ଯ୍ୟକ୍ରମ ଜୁନ ୧୨ରୁ ୨୦ ମଧ୍ୟରେ ପ୍ରତ୍ୟେକ ଜିଲ୍ଲାରେ ଅନୁଷ୍ଠିତ ହେବ,

ଓଡିଶା ଜନମତ,ଖୋର୍ଦ୍ଧା, ଗୋପାଳକୃଷ୍ଣ ପ୍ରଧାନ

ଆଜି ଅପରାହ୍ନରେ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଙ୍କ ଅଧ୍ୟକ୍ଷତାରେ ଖୋର୍ଦ୍ଧା ଜିଲ୍ଲା ପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଚଞ୍ଚଳ ରାଣା ଏବଂ ସମସ୍ତ ଜିଲ୍ଲାପାଳ ମାନଙ୍କ ସହ ଆଭାଷିରେ ରାଜ୍ୟ ସରକାରଙ୍କ ସେବା ପ୍ରସାର କାର୍ଯ୍ୟକ୍ରମ ଜୁନ ମାସ ୧୨ରୁ ୨୦ତାରିଖ ମଧ୍ୟରେ ପାଳନ କରାଯିବା ନିମନ୍ତେ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଅଛି l ଖୋର୍ଦ୍ଧା ଜିଲ୍ଲା ପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଚଞ୍ଚଳ ରାଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓସ୍ଵାନ ସମ୍ମିଳନୀ କକ୍ଷରେ ଉକ୍ତ ବୈଠକରେ ଯୋଗଦେଇଥିଲେ l ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଜ୍ୟୋତି ଶଙ୍କର ସାହୁ, ଡେପୁଟି କଲେକ୍ଟର ପ୍ରଧାନ ଟୁଲିଆମା, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ଯୋଗଦେଇଥିଲେ l ରାଜ୍ୟ ସ୍ତରରେ   ମୁଖ୍ୟ ଶାସନ ସଚିବଙ୍କ ସହ କୋର୍ କମିଟି ର ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ରହି ବିଭିନ୍ନ ପ୍ରସଙ୍ଗ ଓ  କାର୍ଯ୍ୟକ୍ରମକୁ ସଫଳ କରିବା ଦିଗରେ ମୁଖ୍ୟ ଶାସନ ସଚିବ ଙ୍କ ନିର୍ଦ୍ଦେଶରେ କାର୍ଯ୍ୟକ୍ରମ ରୂପରେଖ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ l ଜନସାଧାରଣଙ୍କୁ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଲୋକ କଲ୍ୟାଣ ଯୋଜନାର ସୁଫଳ, ପ୍ରତିଫଳନ କୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରି ବିକଶିତ ଓଡ଼ିଶା ଗଠନ  ଓ ଓଡ଼ିଶାର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ କରି ରଖିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟବୋଲି ସୂଚନା ମିଳିଛି। l

News Comment

You Might Also Like

BACK TO TOP