Breaking News

ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||      ରେଳପଥ ପୁନରୁଦ୍ଧାର କାର୍ଯ୍ୟ ମାଲିଗୁଡାରେ ଜୋରସର ରେ ଚାଲିଛି |    (29-Sep-2026)       ||     

140 ବର୍ଷରେ ପହଞ୍ଚିଲା ପାଇକ ତିଗିରିଆ ରାମ ଲୀଳା |

12-May-2025

୧୪୦ ବର୍ଷ ରେ ପହଞ୍ଚିଲା ପାଇକତିଗିରିଆ ରାମଲୀଳା::ଭାଇଚାରା, ଭାତୃତ୍ୱ ଭାବ ସହିତ ଭକ୍ତି ଭାବନା ସୃଷ୍ଟି କରୁଛି ରାମଲୀଳା--ସଭାପତି-ଜୟକୃଷ୍ଣ ରାଉତ, 

ଓଡିଶା ଜନମତ,ଖୋର୍ଦ୍ଧା, ଗୋପାଳକୃଷ୍ଣ ପ୍ରଧାନ

 ଖୋର୍ଦ୍ଧା ବ୍ଲକ ଟାଙ୍ଗିଆପଡା ପଞ୍ଚାୟତ ଅନ୍ତର୍ଗତ ପାଇକତିଗିରିଆ ଗ୍ରାମ ରେ ଦୀର୍ଘ ୧୪୦ ବର୍ଷ ଧରି ଅନୁଷ୍ଠିତ ହେଉଛି ରାମଲୀଳା।ପ୍ରତିବର୍ଷ ଅକ୍ଷୟ ତୃତୀୟା  ଠାରୁ ଆରମ୍ଭ ହୋଇ ରାମଲୀଳା ୨୧ ଦିନ ଧରି ରାମ ଜନ୍ମ ଠାରୁ ଅଭିଷେକ ପଯ୍ୟନ୍ତ ଏହି ଗ୍ରାମ  ହେଉଥିଲା ବେଳେ ଏହି ଆଧ୍ୟାତ୍ମିକ ବିଷୟ ବସ୍ତୁ ଓ ଶ୍ରୀରାମ ଲୀଳା ଦେଖିବାକୁ ଗ୍ରାମର ଛୋଟ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ଓ ଆଖ ପାଖ ଅଞ୍ଚଳ ରୁ ପ୍ରାୟ ପ୍ରତି ଦିନ ହଜାର ରୁ ଉର୍ଦ୍ଧ୍ବ ଲୋକଙ୍କ ସମାଗମ ହେଉଅଛି।।ଗ୍ରାମର ଛୋଟ ବଡ଼ କଳାକାର ମାନେ ନିଷ୍ଠାର ସହିତ ଏହାକୁ ସୁନ୍ଦର ଅଭିନୟ କରିଥିଲା ବେଳେ ଅନେକ ମାନସିକ ନେଇ ମଧ୍ୟ ଅଭିନୟ କରନ୍ତି।ସେହିପରି ଗ୍ରାମର ରଘୁନାଥ ରାମଲୀଳା କମିଟି ର ସଭାପତି ତଥା ବରିଷ୍ଠ କଳାକାର ଜୟକୃଷ୍ଣ ରାଉତ ,ଯୁବ ସମ୍ପାଦକ ସ୍ମୃତି ରଞ୍ଜନ ସାହୁ,କୋଷାଧ୍ୟକ୍ଷ ତ୍ରିନାଥ ରାଉତ ଓ କମିଟି ର ସମସ୍ତ ସଦସ୍ୟ ଓ ଗ୍ରାମବାସୀଙ୍କ ପୂର୍ଣ୍ଣ ସହଯୋଗ  ଗାୟକ ବଦ୍ରିନାଥ ସେନାପତି ଓ ଜୟକୃଷ୍ଣ ରାଉତ ଙ୍କ ସୁମଧୁର କଣ୍ଠ ରେ ରାମଲୀଳା ଅତି ସୁନ୍ଦର ଭାବେ ପରିଚାଳିତ ହେଉଥିଲା ବେଳେ ।ଗ୍ରାମର ରାମଲିଳା ପ୍ରଚାର ସମିତି ତରଫରୁ ଶାନ୍ତି ଶୃଙ୍ଖଳା ସହିତ ଏହି ପରମ୍ପରା ବଜାୟ ରହିଛି। ଏହି ପୁରୁଣା ପରମ୍ପରା ରାମଲୀଳା ଦ୍ୱାରା  ଗ୍ରାମବାସୀଙ୍କ  ମଧ୍ୟରେ ଭାଇଚାରା ଓ ଭାତ୍ତୃତ୍ୱ ଭାବ ସୃଷ୍ଟି ହେବା ସହିତ ଭକ୍ତି ଭାବନା ଜାଗ୍ରତ ହୁଏ ବୋଲି ସଭାପତି ଜୟକୃଷ୍ଣ ରାଉତ କୁହନ୍ତି।ପୂର୍ବ ରୁ ବିଶ୍ୱାସ ଅଛି ଏହା ଦ୍ୱାରା ଗ୍ରାମର ମଙ୍ଗଳ ସାଧନ ହୋଇଥାଏ।ବର୍ଷ ଯାକ ପ୍ରଭୁ ଶ୍ରୀରାମ ଓ ହନୁମାନ ଙ୍କ ଆଶ୍ରିବାଦ ରୁ ଗ୍ରାମରେ କୌଣସି ଦୈବୀ ଦୁର୍ବିପାକ ହୋଇ ନ ଥାଏ।ଏହି ପରମ୍ପରା ଭକ୍ତି ଓ ବିଶ୍ୱାସ କୁ ନେଇ ବାପ ଗୋସିବାପ ସମୟରୁ ହୋଇଆସୁଛି ଓ ଆଗକୁ ମଧ୍ୟ ଚାଲି ରହିବ ବୋଲି ଗ୍ରାମବାସୀ କହିଛନ୍ତି। ତେବେ ଆଗକୁ  ଆହୁରି ସୁନ୍ଦର ଭାବରେ କରିବା ପାଁଇ ଯୁବବର୍ଗ ଯୋଜନା କରିଥିବା ସମ୍ପାଦକ ସ୍ମୃତିରଞ୍ଜନ ସାହୁ କୁହନ୍ତି।ଆଜି ସୁପର୍ଣ୍ଣଖା ନାଶା ଛେଦନ ସହିତ ଖର,ଧୂଷଣ,ତ୍ରିସିରା ଙ୍କ ବଦ୍ଧ ବିଷୟ ବସ୍ତୁ ଦେଖିବାକୁ ବହୁ ଦର୍ଶକଙ୍କ ସମାଗମ ହୋଇଥିଲା।

News Comment

You Might Also Like

BACK TO TOP