Breaking News

ଗଞ୍ଜାମ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଛତ୍ରପୁର ଠାରେ ପାଳିତ |   (02-Oct-2026)       ||      ଛତ୍ରପୁର ମେଇନ ରୋଡ଼ ରେ ଥିବା ରାଜସ୍ତାନ ମିଠା ଦୋକାନ ରେ ସଟ ସର୍କିଟ ଯୋଗୁଁ ଦୋକାନ ପୋଡ଼ିଗଲା ||   (02-Oct-2026)       ||      ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||     

ବୁରୁଝୁରି ନୂଆଙ୍ଗା ର ସମାଜ ସେଵୀ, ଶିକ୍ଷାବିତ ତଥା ରାଜ ନେତା ବିଷ୍ଣୁ ପ୍ରସାଦ ନାୟକ ଙ୍କ ସ୍ମୃତି ଚାରଣ ସଭା ଅନୁଷ୍ଠିତ |

05-May-2025

ସମାଜ ସେଵୀ ତଥା ରାଜ ନେତା ବିଷ୍ଣୁ ପ୍ରସାଦ ନାୟକଙ୍କ ଉଦ୍ଦେଶ୍ୟରେ ସ୍ମୃତିସଭା ଅନୁଷ୍ଠିତ|

                           ଓଡିଶା ଜନମତ ବ୍ୟୁରୋ,

ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବୁରୁଝରୀ ଗ୍ରାମର ବିଶିଷ୍ଠ ରାଜନେତା, ସମାଜସେବୀ ତଥା ବଲ୍ଲଭ ନାୟକ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠାତା ସ୍ୱର୍ଗତ ବିଷ୍ଣୁ ପ୍ରସାଦ ନାୟକଙ୍କ ଦ୍ଵାଦଶାହ ଦିବସ ଉପଲକ୍ଷେ ଉଦ୍ଧେଶ୍ୟରେ ଏକ ସ୍ମୃତି ସଭା ସ୍ଥାନୀୟ ବଲ୍ଲଭ ନାୟକ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ତ୍ରିନାଥ ନାହାକଙ୍କ ସଂଯୋଜନାରେ ଆୟୋଜିତ ଏହି ସ୍ମୃତି ସଭାରେ ସ୍ୱର୍ଗତ ନାୟକଙ୍କ ଦୁଇ ସୁପୁତ୍ର ଦେବାଶିଷ ନାୟକ, ଅଭିଷେକ ନାୟକଙ୍କ ସମେତ ଆଖପାଖ ତଥା ବେଗୁନିଆପଡା ଅଞ୍ଚଳରୁ ଶହ ଶହ ଶୁଭେଛୁ, ବନ୍ଧୁ ପରିଜନ, ସାଙ୍ଗ ସାଥ୍‌ ଯୋଗଦେଇ ସ୍ୱର୍ଗତ ନାୟକଙ୍କ ଉଦ୍ଦେଶ୍ୟରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ଅମର ଆତ୍ମାର ସଦଗତି କାମନା କରିଥିଲେ । ସ୍ୱର୍ଗତ ନାୟକ ଏକାଧାରରେ ଜଣେଶିକ୍ଷାବିତ,ସମାଜସେବୀ ତଥା ଅନେକ ଗରୀବ ଲୋକଙ୍କ ଅସମୟର ବନ୍ଧୁ ଭାବେ ପରିଚିତ ଥିଲେ । ତେଣୁ ତାଙ୍କର ଅକାଳ ବିୟୋଗ ଅଞ୍ଚଳ ପାଇଁ ନିହାତି ଏକ ଅପୂରଣୀୟ କ୍ଷତି ବୋଲି ଦୁଃଖ ଭରା କଣ୍ଠରେ କହୁଥିଲେ ଉପସ୍ଥିତ ସମସ୍ତ ବ୍ୟକ୍ତି ବିଶେଷ । ଏହି ଶୋକାକୁଳ ଶ୍ରଦ୍ଧାଞ୍ଜଳି ସଭାରେ ମଞ୍ଚାସିନ ବ୍ୟକ୍ତି ମାନଙ୍କ ମଧ୍ୟରେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ନାୟକ, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ,କୋଦଳା ନଗରପାଳସୂର୍ଯ୍ୟ ନାରାୟଣନାୟକ,ପୂର୍ବତନବିଧାୟିକାଲତିକାପ୍ରଧାନ,ବେଗୁନିଆପଡା ବ୍ଲକ ଅଧ୍ଯକ୍ଷା ପ୍ରତିନିଧୂ ଦୁର୍ଯ୍ୟୋଧନ ଗୌଡ଼, ଅବସରପ୍ରାପ୍ତ ପ୍ରଶାସକ ସୀତାରାମ ଶତପଥ୍, ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀର ମହା ସଚିବ ଦଣ୍ଡପାଣି ମହାପାତ୍ର, ସମାଜସେବୀ ଚିତ୍ରସେନ ପରିଡା, ବିଭୁତି ପାଣ୍ଡୀ,ସ୍ଥାନୀୟ ସରପଞ୍ଚ ବିନୋଦ ଚନ୍ଦ୍ର ଜେନା, ଶିକ୍ଷକ ସୁରେନ୍ଦ୍ର ପ୍ରଧାନ, ଗୌରାଙ୍ଗ ମାହାନ୍ତି, ଭାଗବତ ମାହାନ୍ତି, ତାରା ପ୍ରସାଦ ଶତପଥ୍, ସୂବଳ ପାତ୍ର, ଯୁଧିଷ୍ଠିର ପ୍ରଧାନ, ଜଗନ୍ନାଥ ମହାନ୍ତି, ପ୍ରଦୀପ ମହାନ୍ତି, ସିମାଞ୍ଚଳ ବେହେରା, ସୁବାସ ବିଶ୍ଵାଳ, ଦିଗାମ୍ବର ପାଣିଗ୍ରାହୀ, ନୀଳକଣ୍ଠ ଦାଶ, ଦିଲ୍ଲୀପ ଜେନା, ବାବାଜୀ ସିଂ,ପାଣୁ ସାହୁ, ମିଟୁ ଗୌଡ଼ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ନାୟକଙ୍କ ସ୍ମୃତି ଚାରଣ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ସ୍ୱର୍ଗତ ନାୟକଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଦ୍ଵୀପ ପ୍ରଜ୍ଜଳନ କରିଥିଲେ । ପରେ ସ୍ୱର୍ଗତ ନାୟକଙ୍କ ଅମର ଆତ୍ମାକୁ ସ୍ମରଣ ପୂର୍ବକ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ସ୍ୱର୍ଗତ ନାୟକଙ୍କ ସ୍ମୃତି ଉଦ୍ଧେଶ୍ୟରେ ଗୀତ ଗୋବିନ୍ଦ ଭଜନ ସନ୍ଧ୍ୟା ପକ୍ଷରୁ ଏକ ଭଜନ ସମାରୋହ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ଭଜନ ସମାରୋହରେ ବିଶିଷ୍ଠ ତବଲା ବାଦକ ବାବୁଲା ମାହାନ୍ତି, ପ୍ରସାଦ ରଥ, ପ୍ରମୋଦ ପାଣିଗ୍ରାହୀ ଙ୍କ ସମେତ ବିଶିଷ୍ଟ କୁନିକୁନି ପ୍ରତିଭା ଯୋଗଦେଇ ସଂଗୀତ ଗାନ କରିଥିଲେ । ପ୍ରକାଶ ଚନ୍ଦ୍ର ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ  |

News Comment

You Might Also Like

BACK TO TOP