Breaking News

ଶିଳ୍ପାଞ୍ଚଳ ଥାନା ଜଟଣୀ ବିଏସ ଏଫ କ୍ୟାମ୍ପ ନିକଟ ଭଡା ଘରୁ 850 କଫ ସିରଫ ଜବତ, 4ଗିରଫ    (20-Mar-2026)       ||      ବାଲିଗୁଡା ରେ ଗ୍ୟାସ ସମସ୍ୟା, ଅଧିକାଂଶ, ହୋଟେଲ, ଫାଷ୍ଟଫୁଡ ଦୋକାନ ବନ୍ଦ, ଲୋକେ ଆସନ୍ତୁଷ୍ଟ ||   (20-Mar-2026)       ||      ମାର୍ଚ୍ଚ 31 ସୁଦ୍ଧା କନ୍ଧମାଳ ଜିଲ୍ଲା ମାଓମୁକ୍ତ ହେବ ବୋଲି ୱାଇ ବି ଖୁରାନିଆ ଙ୍କ ସୂଚନା |    (20-Mar-2026)       ||      ଋଷି ମଳ ପର୍ବତ ରେ ପ୍ରକୃତି ଶିବିର ର ଆୟୋଜନ |   (20-Mar-2026)       ||      ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଖଣ୍ଡା ରେ ଯୁବକଙ୍କୁ ମରଣା ନ୍ତକ ଆକ୍ରମଣ |   (20-Mar-2026)       ||      ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ପଖାଳ ଦିବସ ପାଳିତ |    (20-Mar-2026)       ||      ବ୍ଳକ ସ୍ତରୀୟ କଳାକାର ସମାବେଶ ନିମନ୍ତେ ପ୍ରସ୍ତୁତି ବୈଠକ |    (20-Mar-2026)       ||      ଖୋର୍ଦ୍ଧା ଏସପି ଙ୍କୁ ସମ୍ବର୍ଦ୍ଧିତ କଲେ ପୋଲିସ ମହାନିର୍ଦେଶକ |   (20-Mar-2026)       ||      ବସ ସହିତ ବୁଲେଟ ର ମୁହାଁମୁହିଁ ଧକ୍କା , ତିନି ଜଣଙ୍କ ମୃତ୍ୟୁ |    (20-Mar-2026)       ||      ଲୋପ ପାଇଗଲାଣି ଘର ଚଟିଆ ବଂଶ, ଶୁଭୁନି ଆଉ କିଚିରି, ମିଚିରି ଶବ୍ଦ |   (20-Mar-2026)       ||      ଟ୍ରକ ଧକ୍କାରେ ମୋଟର ସାଇକେଲ ଚାଳକ ଙ୍କ ମୃତ୍ୟୁ |    (20-Mar-2026)       ||      ସରସ୍ବତୀ ଶିଶୁମନ୍ଦିର ରେ ରାଷ୍ଟ୍ରୀୟ ନବବର୍ଷ ପାଳିତ |    (20-Mar-2026)       ||      ପୋଲସରା ମୁନିସି ପାଲିଟି ତରଫରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ||   (20-Mar-2026)       ||      ମୋଡା ବାଇ ଗ୍ରାମର ପରୋପକାରୀ କୁନାସାହୁଙ୍କ ଦ୍ୱାଦଶାହ ଦିବସ ପାଳିତ |   (20-Mar-2026)       ||      ମହିଳା ଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ଘଟଣାରେ 4,ଯୁବକ ଗିରଫ |   (19-Mar-2026)       ||      ଖୋର୍ଦ୍ଧା ଜିଲ୍ଲା କର୍ମଜୀବି ସାମ୍ବାଦିକ ସଙ୍ଘ ର ପ୍ରତିବାଦ ପରେ ପୂର୍ବ ନିଷ୍ପତିକୁ ପ୍ରତ୍ୟାହାର କଲା ଜିଲ୍ଲା ପ୍ରଶାସନ ||   (19-Mar-2026)       ||      ପୋଲସରା ରେ ଚତୁର୍ଥ ପର୍ଯ୍ୟାୟ ପ୍ରବୋଧନ ତାଲିମ ଶିବିର ରେ 112ଜଣ ଯୋଗ ଦେଲେ |    (19-Mar-2026)       ||      ପୁରୁଷୋତ୍ତମପୁର ବ୍ଲକରେ ଥିବା ଇଣ୍ଡିଆନ ଗ୍ୟାସ ସଂସ୍ଥା ରେ ଅସମାଜିକ ଉପଭୋକ୍ତା ଙ୍କ ଦୌରାତ୍ମ୍ୟ |   (18-Mar-2026)       ||      ନବମ ଅଭିମୁଖୀ କରଣ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ||   (17-Mar-2026)       ||      ପୋଲସରା ବ୍ଲକରେ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ରେ 1908 ଜଣ ପରୀକ୍ଷା ଦେଲେ |    (17-Mar-2026)       ||     

ଯାତ୍ରୀ ବିଶ୍ରାମ ଗାର ଓ ଭାଗବତ ମଣ୍ଡପ ର ଶୁଭ ଉଦଘାଟନ |

20-Feb-2025

ଯାତ୍ରୀ ବିଶ୍ରାମାଗାର ଓ ଭାଗବତ ମଣ୍ଡପ ଶୁଭ ଉଦଘାଟନ
ଓଡିଶା ଜନମତ, ବାଲିଗୁଡା, ତା, ୨୦/୦୨: ସଞ୍ଜୟ କୁମାର ପାଣିଗ୍ରାହୀ:

କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ପଞ୍ଚାୟତରେ ନୂତନ ଯାତ୍ରୀ ବିଶ୍ରାମାଗାର ଓ ଭାଗବତ ମଣ୍ଡପର ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏଥିରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ଧୂପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରି ଆଗାମୀ ଦିନରେ ବୁଡ଼ାଗୁଡା ଠାରେ ଏକ ନୂତନ ବସଷ୍ଟାଣ୍ଡ ନିର୍ମାଣ କରାଯିବ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ l ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ୧୦ ନଂ. ଜୋନ ର ଜିଲ୍ଲାପରିଷଦ ଅଧ୍ୟକ୍ଷ ରଞ୍ଜନ କୁମାର ପ୍ରଧାନ,ବୁଡ଼ାଗୁଡା ସରପଞ୍ଚ ତାତୁରା ପ୍ରଧାନ, ବୁଡ଼ାଗୁଡା ସମିତିସଭ୍ୟ ଶ୍ରୀକାନ୍ତ ପ୍ରଧାନ, ଶ୍ରାନିକେତା ସରପଞ୍ଚ ଗଙ୍ଗାଧର ପ୍ରଧାନ, ପୂର୍ବତନ ସମିତି ସଭ୍ୟ ଇନ୍ଦ୍ରଜିତ ପ୍ରଧାନ, ପ୍ରିୟବତ ପାତ୍ର, ବିଭୁତି ଭୂଷଣ ପାଢ଼ୀ, ଦିପେନ ପାତ୍ର, ମୁରଲୀ ଗୌଡ଼ ପ୍ରମୁଖ ଉପସ୍ଥିତ ରହିଥିଲେ ।

News Comment

You Might Also Like

BACK TO TOP