Breaking News

କଂଗ୍ରେସ ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ ନ୍ୟୟ ପଥେ ପଦଯାତ୍ରା ରଘୁନାଥ ପୁର ବ୍ଲକରେ ଅନୁଷ୍ଠିତ |   (10-Oct-2026)       ||      ଗଞ୍ଜାମ ଜିଲ୍ଲା ପାଳ ଛତ୍ରପୁର ବ୍ଳକର 5ଟି ପଞ୍ଚାୟତ କୁ ଟିବି ମୁକ୍ତ ଘୋଷଣା କଲେ |   (10-Oct-2026)       ||      ଗଞ୍ଜାମ ଜିଲ୍ଳାରେ ଧାନ ଫସଲ ରେ ରୋଗ ପୋକ ଲାଗି ବ୍ୟାପକ କ୍ଷତି |    (10-Oct-2026)       ||      ଶ୍ରୀମତୀ ସାଢ଼ି ଶାରଦା ରେଡ୍ଡୀ ଛତ୍ରପୁର ବ୍ଳକ ଅଧକ୍ଷା ଦାୟିତ୍ୱରେ ରହିଲେ |    (10-Oct-2026)       ||      ଶିକର ପାଇରେ ଭୈରବ ବାଲିଯାତ୍ରା, ନିଆଁ ମାଡି ମାନସିକ ପୁର୍ଣ କଲେ ଶ୍ରଦ୍ଧାଳୁ |   (09-Oct-2026)       ||      ତାରା ତାରିଣୀ କଲେଜ ରେ 24ଜଣଙ୍କ ନାମାଙ୍କନ ମଧ୍ୟରୁ ଜଣଙ୍କ ନାକଚ ||   (09-Oct-2026)       ||      ଅଙ୍ଗନ ୱାଡି କେନ୍ଦ୍ର ର ଅବ୍ୟବସ୍ଥା ସାମ୍ନାକୁ ଆଣିଲେ ସାମ୍ବାଦିକ ଙ୍କୁ ଧମକ ||   (09-Oct-2026)       ||      ଦୁଇ ଯୁବକଙ୍କ ମଧ୍ୟରେ ବଚସା ରୁ ଚୁରାମାଡ଼ ଜଣେ ମୃତ, ଜଣେ ଗୁରୁତର |    (09-Oct-2026)       ||      ସଭାପତି ଭାବେ ନିର୍ଦ୍ୱନ୍ଦ୍ୱ ରେ ବିଜୟୀ ହେଲେ ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ର ସରସ୍ବତୀ ସାହୁ |   (09-Oct-2026)       ||      ବେଲଗୁଣ୍ଠା ରେ ବେଆଇନ ବନ୍ଧୁକ ଜବତ, ଜଣେ ଗିରଫ |    (09-Oct-2026)       ||      ଗଞ୍ଜାମରେ ମାଷ୍ଟର ଟ୍ରେନର ପାଇଁ, ଜିଲ୍ଲା ସ୍ତରୀୟ ତାଲିମ ଶିବିର |   (09-Oct-2026)       ||      ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ ||   (09-Oct-2026)       ||      ଚିକିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ ||   (09-Oct-2026)       ||      କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ନିର୍ବାଚନ ପାଇଁ 17ଜଣଙ୍କ ନାମାଙ୍କନ ପତ୍ର ଦାଖଲ |    (09-Oct-2026)       ||      ବିପୁଳ ପରିମାଣ ର ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ |   (09-Oct-2026)       ||      ଟାଟାବେଞ୍ଜ ଛକ ସ୍ଥିତ ଏକ ଲଜରୁ ସେକ୍ସ ରାକେଟ କୁ ଠାବ କଲା ବୈଦ୍ୟନାଥ ପୁର ପୋଲିସ |   (09-Oct-2026)       ||      ଅବକାରୀ ବିଭାଗ ଗନ୍ଧ ମର୍ଦ୍ଦନ ରେ ଚଢ଼ାଉ କରି ମଦ ସହ 4000ଲିଟର ମହୁଲ ପୋଚ ଜବତ |    (09-Oct-2026)       ||      କଂଗ୍ରେସ ର ଓଡିଶା ବନ୍ଦର ଡାକରା ରଘୁନାଥ ପୁର ବ୍ଲକରେ ପ୍ରଭାବ ପଡିଲା ||   (09-Oct-2026)       ||      ପୋଲସରା ରେ ବିଜେଡିର" ଜନ ସମ୍ପର୍କ ପଦଯାତ୍ରା " ଆରମ୍ଭ |   (08-Oct-2026)       ||      ସିଂହପୁର ରେ ନୁଆଁ ମଲ୍ଟି କେୟାର ପ୍ଲସ କ୍ଲିନିକ ଉଦଘାଟିତ |   (08-Oct-2026)       ||     

40 ପରିବାର କୁ ଗୋଟିଏ ନଳ କୂପ, ପାଣୀ ପାଇଁ ଡହଳ ବିକଳ ଗ୍ରାମବାସୀ |

20-Feb-2025

୪୦ ପରିବାରକୁ ମାତ୍ର ଗୋଟିଏ ନଳକୂପ : ସକାଳ ପାଇଲେ ପାଣି ପାଇଁ ଅଶାନ୍ତି ଆରମ୍ଭ : ସମାଧାନ ପାଇଁ ଦାବୀ,

ଓଡିଶା ଜନମତ,ବାଲିଗୁଡା ,ତା, ୨୦/୦୨,(ସଞ୍ଜୟ କୁମାର ପାଣିଗ୍ରାହୀ):

ଆଗକୁ ଆସୁଛି ଗ୍ରୀଷ୍ମ ପ୍ରବାହ । ହେଲେ ତାହା ପୂର୍ବରୁ ଦେଖା ଦେଇଛି ପାଣି ସମସ୍ୟା । ପାଣି ପାଇଁ ସାହିରେ ଦେଖା ଦେଇଛି ଅଶାନ୍ତି, ସକାଳ ହେଲେ ଝଗଡ଼ା ହେଉଛନ୍ତି ମହିଳା । ଦାରିଙ୍ଗବାଡି ପଞ୍ଚାୟତ ଅନ୍ତର୍ଗତ ଗାର୍ଗାବାଡ଼ି ଗ୍ରାମରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ଗାର୍ଗାବାଡ଼ି ଗ୍ରାମ ବ୍ଲକ ତଥା ପଞ୍ଚାୟତ ହେଡ କ୍ୱାଟର ଠାରୁ ମାତ୍ର ଦେଢ଼ କିଲୋମିଟର ଦୂରରେ ଅବସ୍ଥିତ । ହେଲେ ଏହି ଗାଁକୁ ଦେଖିଲେ ମନେ ହେଉଛି ଦୀପ ତଳ ଅନ୍ଧାର ଭଳି । ଏହି ଗାଁରେ ୪୦ ପରିବାର ବସବାସ କରୁଥିବା ବେଳେ ପାନୀୟ ଜଳର ଘୋର ସମସ୍ୟା ଦେଖା ଦେଇଛି । ୪୦ ପରିବାରକୁ ମାତ୍ର ଗୋଟିଏ ନଳକୂପ ରହିଛି । ନା କୂଅ ଅଛି ନା ଚୂଆଁ । ଗୋଟିଏ ନଳକୂପ ଉପରେ ହିଁ ପିଇବା ପାଇଁ ଏବଂ ଗାଧୋଇବା ସହ ଅନ୍ୟାନ୍ୟ ବ୍ୟବହାର ପାଇଁ ନିର୍ଭର କରିବାକୁ ପଡୁଛି । ଫଳରେ ସକାଳୁ ସକାଳୁ ନଳକୂପରେ ଲାଗି ଯାଉଛି ଲମ୍ବା ଲାଇନ୍‌ । ଶୀଘ୍ର ପାଣି ନେବା ପାଇଁ ଆରମ୍ଭ ହେଉଛି ପ୍ରତିଯୋଗିତା। ଫଳରେ ମହିଳାଙ୍କ ମଧ୍ୟରେ ଝଗଡ଼ା ଦେଖାଦେଉଛି । ପାଣି ପାଇଁ ସାହିରେ ପ୍ରତ୍ୟେକ ଦିନ ଅଶାନ୍ତି ଦେଖା ଦେଉଛି । ଉକ୍ତ ନଳକୂପରୁ ପାଣି ସଠିକ୍ ଭାବେ ବାହାରୁ ନଥିବା ବେଳେ ୨ ବାଲଟି ବାହାରିବା ପରେ ଆଉ କିଛି ସମୟ ଯାଏଁ ପାଣି ବାହାରୁନି । ପୁଣି କିଛି ସମୟ ଅପେକ୍ଷା କରିଲେ ପାଣି ବାହାରୁଛି । ଫଳରେ ମହିଳା ମାନେ ପାଣିକୁ ଅପେକ୍ଷା କରି ଦିନ ସରି ଯାଉଛି । କାମ ଧନ୍ଦାକୁ ସଠିକ୍ ଭାବେ ଯାଇ ପାରୁନାହାନ୍ତି । ଅନ୍ୟ ପଟେ ଜଳ ଯୋଗାଣ ନେଇ ବ୍ୟବସ୍ଥା ରହିଥିଲେ ସୁଦ୍ଧା ସପ୍ତାହକୁ ମାତ୍ର ଗୋଟିଏ ଦିନ ଜଳ ଯୋଗାଣ ହେଉଛି । ତାହା ପୁଣି ୨ ରୁ ୪ ମିନିଟ । ଫଳରେ ଲୋକେ ସଠିକ୍ ମାତ୍ରାରେ ଜଳ ପାଇ ପାରୁନାହାନ୍ତି । ଏଭଳି ଭାବେ ପାଣି ପାଇଁ ରହିଛି ଅନେକ ସମସ୍ୟା । ଏଣୁ ଗାଁରେ ଆଉ ୨ ଟି ନଳକୂପ ଖୋଳି ଦେଲେ ଲୋକେ ଉପକୃତ ହୋଇ ପାରିଥାନ୍ତେ ବୋଲି ମହିଳା ମାନେ ଦାବି କରିଛନ୍ତି ।

News Comment

You Might Also Like

BACK TO TOP