Breaking News

ଲଉଡ଼ିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ |   (10-Oct-2026)       ||      ଖଲ୍ଲିକୋଟ ପୋଲିସ ଦ୍ୱାରା ଖୋଜାପଲ୍ଲୀ ଚିତ୍ରସେନ ଜେନା ହତ୍ୟାକାଣ୍ଡ ର ଜଣେ ଆସମୀ ଗିରଫ |   (10-Oct-2026)       ||      ପାଇକମାଳ ମାଉସୀ ମା ମନ୍ଦିର ଠାରେ ଗାୟତ୍ରୀ ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ ||   (10-Oct-2026)       ||      ଉତ୍କଳ ମଣୀ ଗୋପବନ୍ଧୁ ଦାଶ ଙ୍କ ଜୟନ୍ତୀ କରୁଣା କାନ୍ତି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ପାଳିତ ||   (10-Oct-2026)       ||      2026-ମଥୁରା କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      କଂଗ୍ରେସ ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ ନ୍ୟୟ ପଥେ ପଦଯାତ୍ରା ରଘୁନାଥ ପୁର ବ୍ଲକରେ ଅନୁଷ୍ଠିତ |   (10-Oct-2026)       ||      ଗଞ୍ଜାମ ଜିଲ୍ଲା ପାଳ ଛତ୍ରପୁର ବ୍ଳକର 5ଟି ପଞ୍ଚାୟତ କୁ ଟିବି ମୁକ୍ତ ଘୋଷଣା କଲେ |   (10-Oct-2026)       ||      ଗଞ୍ଜାମ ଜିଲ୍ଳାରେ ଧାନ ଫସଲ ରେ ରୋଗ ପୋକ ଲାଗି ବ୍ୟାପକ କ୍ଷତି |    (10-Oct-2026)       ||      ଶ୍ରୀମତୀ ସାଢ଼ି ଶାରଦା ରେଡ୍ଡୀ ଛତ୍ରପୁର ବ୍ଳକ ଅଧକ୍ଷା ଦାୟିତ୍ୱରେ ରହିଲେ |    (10-Oct-2026)       ||      ଶିକର ପାଇରେ ଭୈରବ ବାଲିଯାତ୍ରା, ନିଆଁ ମାଡି ମାନସିକ ପୁର୍ଣ କଲେ ଶ୍ରଦ୍ଧାଳୁ |   (09-Oct-2026)       ||      ତାରା ତାରିଣୀ କଲେଜ ରେ 24ଜଣଙ୍କ ନାମାଙ୍କନ ମଧ୍ୟରୁ ଜଣଙ୍କ ନାକଚ ||   (09-Oct-2026)       ||      ଅଙ୍ଗନ ୱାଡି କେନ୍ଦ୍ର ର ଅବ୍ୟବସ୍ଥା ସାମ୍ନାକୁ ଆଣିଲେ ସାମ୍ବାଦିକ ଙ୍କୁ ଧମକ ||   (09-Oct-2026)       ||      ଦୁଇ ଯୁବକଙ୍କ ମଧ୍ୟରେ ବଚସା ରୁ ଚୁରାମାଡ଼ ଜଣେ ମୃତ, ଜଣେ ଗୁରୁତର |    (09-Oct-2026)       ||      ସଭାପତି ଭାବେ ନିର୍ଦ୍ୱନ୍ଦ୍ୱ ରେ ବିଜୟୀ ହେଲେ ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ର ସରସ୍ବତୀ ସାହୁ |   (09-Oct-2026)       ||      ବେଲଗୁଣ୍ଠା ରେ ବେଆଇନ ବନ୍ଧୁକ ଜବତ, ଜଣେ ଗିରଫ |    (09-Oct-2026)       ||      ଗଞ୍ଜାମରେ ମାଷ୍ଟର ଟ୍ରେନର ପାଇଁ, ଜିଲ୍ଲା ସ୍ତରୀୟ ତାଲିମ ଶିବିର |   (09-Oct-2026)       ||      ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ ||   (09-Oct-2026)       ||      ଚିକିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ ||   (09-Oct-2026)       ||     

ପୁରୁଷୋତ୍ତମପୁର ବ୍ଲକ 26ପଞ୍ଚାୟତ ର ଜନ ପ୍ରତିନିଧି ଙ୍କୁ ନେଇ ବଣ ଭୋଜି |

17-Feb-2025

ପୁରୁଷୋତମପୁର ବ୍ଲକ୍ର ର ୨୬ ଗୋଟି ପଂଚାୟତର ଜନପ୍ରତିନିଧି ଙ୍କୁ ନେଇ ବଣ ଭୋଜି |

               ଓଡିଶା ଜନ ମତ   ବ୍ୟୁରୋ

ପୁରୁଷୋତମପୁର ବ୍ଲକ୍ର ର ୨୬ ଗୋଟି ପଂଚାୟତର ଜନପ୍ରତିନିଧି ଯଥା ସରପଞ୍ଚ ସମିତି ସଭ୍ୟ, ସଭ୍ୟା ଙ୍କ ସହିତ ସ୍ଥାନୀୟ  ନେତା ଓ କର୍ମୀ ମାନଙ୍କୁ ନେଇ ସମାଜ ସେବି ଶ୍ରୀ ନିର୍ମଳ ଚନ୍ଦ୍ର ସାହୁ ଙ୍କ ତତ୍ୱାବଧାନରେ ଏବଂ ବ୍ଲକ ଅଧକ୍ଷା ଶ୍ରୀମତୀପିଙ୍କିବେହେରା ଙ୍କ ସଂଯୋଜନାରେ ନୂତନ ବର୍ଷ ୨୦୨୫ ରେ ଏକ ବଣ ଭୋଜିର କାର୍ଯ୍ୟକ୍ରମ ଶେରଗଡ଼  ବ୍ଲକ ନିକଟସ୍ଥ ମା ମାଛୁଆ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି | ବଣ ଭୋଜି ସହିତ ଜନ ପ୍ରତିନିଧି ମାନେ ଅଧକ୍ଷା ଏବଂ ସମାଜ ସେବୀଙ୍କ ଉପସ୍ତିତିରେ ଏକ ବୈଠକ କରିଥିଲେ | ବୈଠକରେ ନିଜ ନିଜ ପଂଚାୟତରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କାମ ବନ୍ଦ ଉପରେ ସମାଧାନ କରିବା ଏବଂ ବିଧାୟକ ଅଧକ୍ଷା ଓ ସରପଞ୍ଚ ଏବଂ ସମିତି ସଭ୍ୟ ସେମାନଙ୍କ ନିଜ ନିଜ ଫଣ୍ଡ କୁ ନିଜେ ବ୍ୟବହାର କରିବେ, କିଏ କାହାର କାମକୁ ବାଧା ଦେବେନି ଏବଂ ନିଜ ନିଜ କାମକୁ ବଜାୟ ରଖି  ଏକତା ରଖିବେ | ସବୁ ଗ୍ରାମରେ ଚାଲିଥିବା ପଂଚାୟତ ର ବିଭିନ୍ନ କାମକୁ ଯଦି କିଏ ବନ୍ଦ କରେ ତେବେ ସାମୁହିକ ଭାବରେ ସମସ୍ତେ ଏହାର ପ୍ରତିବାଦ କରିବାକୁ ବୈଠକ ରେ ନିଷ୍ପତି ନିଆଗଲା | ମାଙ୍କ ସମୁଖରେ ସମସ୍ତେ ହାତରେ ହାତ ରଖି ପ୍ରତିଜ୍ଞା କରିଥିଲେ କି ସବୁ ସରପଞ୍ଚ ଓ ସମିତି ସଭ୍ୟ ମାନେ ଏହି ପ୍ରତିଜ୍ଞା ରୁ କେବେ ଓହରିବେ ନାହିଁ | ଏବଂ ବ୍ଲକ ରେ କିଛି ବିଭାଗୀୟ ଅଧିକାରୀଙ୍କ ମନମୁଖୀରେ ଅତିଷ୍ଠ ହୋଇ ସେମାନେ ତାହାର ସମାଧାନଓ ମୁକାବିଲା କରିବା ପାଇଁ ପ୍ରସ୍ତାବ ଦେବା ସହ ଏଥିରେ ଯିଏ ବିରୋଧ କରିବ ତାହା ଉପରେ ଜ଼ିଲ୍ଲାପାଳ, ବିଧାୟକ ଓ ସଚିବ ସହିତ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ସର୍ବ ସମତି କ୍ରମେ ନିଷ୍ପତି ନେଇଥିଲେ |  ଏବଂ ଏହି କାର୍ଯ୍ୟ କୁ ଏକ ସ୍ୱର ରେ କାର୍ଯ୍ୟ କରିବୁ ବୋଲି ସମସ୍ତେ ଶପଥ ନେଇଥିଲେ |ଏହି କାର୍ଯ୍ୟକ୍ରମ ରେ ଅନ୍ୟ ନେତା ମାନଙ୍କ ମଧ୍ୟରେ ୩୬ ନଂ ଜ଼ିଲ୍ଲା ପରିଷଦ ସଦସ୍ୟ ଭଜମନ ବେହେରା ଓ ୩୫ ନଂ ଜ଼ିଲ୍ଲା ପାରିଷଦ ସଦସ୍ୟ ରଞ୍ଜିତ ବେହେରା ଏବଂ ଅଧକ୍ଷାଙ୍କ ପ୍ରତିନିଧି ଜଗତ ବନ୍ଧୁ ପଣ୍ଡା,ଇନ୍ଦ୍ରଜୀତ ନାୟକ, ଅକ୍ଷୟ ପ୍ରଧାନ ଙ୍କ ସହିତ ଅନ୍ୟାନ୍ୟ ସହଯୋଗୀ ବୃନ୍ଦ ସହଯୋଗ କରିଥିଲେ |

News Comment

You Might Also Like

BACK TO TOP