Breaking News

ଲଉଡ଼ିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ |   (10-Oct-2026)       ||      ଖଲ୍ଲିକୋଟ ପୋଲିସ ଦ୍ୱାରା ଖୋଜାପଲ୍ଲୀ ଚିତ୍ରସେନ ଜେନା ହତ୍ୟାକାଣ୍ଡ ର ଜଣେ ଆସମୀ ଗିରଫ |   (10-Oct-2026)       ||      ପାଇକମାଳ ମାଉସୀ ମା ମନ୍ଦିର ଠାରେ ଗାୟତ୍ରୀ ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ ||   (10-Oct-2026)       ||      ଉତ୍କଳ ମଣୀ ଗୋପବନ୍ଧୁ ଦାଶ ଙ୍କ ଜୟନ୍ତୀ କରୁଣା କାନ୍ତି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ପାଳିତ ||   (10-Oct-2026)       ||      2026-ମଥୁରା କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      କଂଗ୍ରେସ ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ ନ୍ୟୟ ପଥେ ପଦଯାତ୍ରା ରଘୁନାଥ ପୁର ବ୍ଲକରେ ଅନୁଷ୍ଠିତ |   (10-Oct-2026)       ||      ଗଞ୍ଜାମ ଜିଲ୍ଲା ପାଳ ଛତ୍ରପୁର ବ୍ଳକର 5ଟି ପଞ୍ଚାୟତ କୁ ଟିବି ମୁକ୍ତ ଘୋଷଣା କଲେ |   (10-Oct-2026)       ||      ଗଞ୍ଜାମ ଜିଲ୍ଳାରେ ଧାନ ଫସଲ ରେ ରୋଗ ପୋକ ଲାଗି ବ୍ୟାପକ କ୍ଷତି |    (10-Oct-2026)       ||      ଶ୍ରୀମତୀ ସାଢ଼ି ଶାରଦା ରେଡ୍ଡୀ ଛତ୍ରପୁର ବ୍ଳକ ଅଧକ୍ଷା ଦାୟିତ୍ୱରେ ରହିଲେ |    (10-Oct-2026)       ||      ଶିକର ପାଇରେ ଭୈରବ ବାଲିଯାତ୍ରା, ନିଆଁ ମାଡି ମାନସିକ ପୁର୍ଣ କଲେ ଶ୍ରଦ୍ଧାଳୁ |   (09-Oct-2026)       ||      ତାରା ତାରିଣୀ କଲେଜ ରେ 24ଜଣଙ୍କ ନାମାଙ୍କନ ମଧ୍ୟରୁ ଜଣଙ୍କ ନାକଚ ||   (09-Oct-2026)       ||      ଅଙ୍ଗନ ୱାଡି କେନ୍ଦ୍ର ର ଅବ୍ୟବସ୍ଥା ସାମ୍ନାକୁ ଆଣିଲେ ସାମ୍ବାଦିକ ଙ୍କୁ ଧମକ ||   (09-Oct-2026)       ||      ଦୁଇ ଯୁବକଙ୍କ ମଧ୍ୟରେ ବଚସା ରୁ ଚୁରାମାଡ଼ ଜଣେ ମୃତ, ଜଣେ ଗୁରୁତର |    (09-Oct-2026)       ||      ସଭାପତି ଭାବେ ନିର୍ଦ୍ୱନ୍ଦ୍ୱ ରେ ବିଜୟୀ ହେଲେ ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ର ସରସ୍ବତୀ ସାହୁ |   (09-Oct-2026)       ||      ବେଲଗୁଣ୍ଠା ରେ ବେଆଇନ ବନ୍ଧୁକ ଜବତ, ଜଣେ ଗିରଫ |    (09-Oct-2026)       ||      ଗଞ୍ଜାମରେ ମାଷ୍ଟର ଟ୍ରେନର ପାଇଁ, ଜିଲ୍ଲା ସ୍ତରୀୟ ତାଲିମ ଶିବିର |   (09-Oct-2026)       ||      ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ ||   (09-Oct-2026)       ||      ଚିକିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ ||   (09-Oct-2026)       ||     

ପ୍ରତାପୁର ଗ୍ରାମରେ ଥିବା ତୁମ୍ବେଶ୍ୱର ଶିଶୁମନ୍ଦିର ର ନବମ ବାର୍ଷିକ ଉତ୍ସବ ଅନୁଷ୍ଠିତ|

16-Feb-2025

ଶ୍ରୀ ଶ୍ରୀ ତୁମ୍ବେଶ୍ୱର ଶିଶୁ ମନ୍ଦିର ର 9ମ ବାର୍ଷିକ ଉତ୍ସବ ଅନୁଷ୍ଠିତ |

             ଓଡିଶା ଜନ ମତ ବ୍ୟୁରୋ 

ପ୍ରତାପପୁର  ଗ୍ରାମରେ ଥିବା ତୁମ୍ବେଶ୍ୱର  ଶିଶୁ ମନ୍ଦିର ଠାରେ ନବମ  ବାର୍ଷିକ ଉତ୍ସବ ଅନୁଷ୍ଠାନ ର ସମ୍ପାଦକ  ଅଜୟ କୁମାର ପାଣୀ ଗ୍ରାହୀ  ଙ୍କ ସଂଯୋଜନା ରେ  ଅନୁଷ୍ଠିତ  ହୋଇ ଯାଇଛି | ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପ୍ରତାପୁର ସରପଞ୍ଚ  ଦାଶ ବେହେରା,ମୁଖ୍ୟ ବକ୍ତା ଭାବେ ଏ ବିଇ ଓ ସିମାଞ୍ଚଳ ରଥ ସାର, ବିଦ୍ୟାଳୟ ର ସଭାପତି ପ୍ରଭାକର ରାଉଳ 
ପ୍ରଧାନ ଆଚାର୍ଯ୍ୟ ନୀଳକଣ୍ଠ ବେହେରା,  ସମ୍ମାନିତ ଅତିଥି ଭାବେ ପ୍ରତାପପୁର କ୍ଲଷ୍ଟର ର ସିଆର ସିସି ପୂର୍ଣ୍ଣ ଚନ୍ଦ୍ର ନାୟକ, ହାଣ୍ଡିଘର ପଞ୍ଚାୟତର  ସରପଞ୍ଚ ପ୍ରତିନିଧି ବସନ୍ତ କୁମାର ମହାପାତ୍ର,ପ୍ରତାପୁର ପଞ୍ଚାୟତ ର ସମିତି ସଭ୍ୟା ଶୁଷମା ପାତ୍ର,ସମ୍ମାନିତ ଅତିଥି ଭାବେ ବରିଷ୍ଟ ସାମ୍ବାଦିକ ପ୍ରସନ୍ନ କୁମାର ଦାଶ  ଓ  S. ନାଗେଶ୍ୱର ସୁବୁଦ୍ଧି  ମଞ୍ଚାସିନ ଥିଲେ  |  ସମ୍ପାଦକ ପ୍ରଥମେ  ସମ୍ପାଦକୀୟ ବିବରଣୀ  ପାଠ କରିଥିଲେ | 
ମୁଖ୍ୟ ଅତିଥି  ସରପଞ୍ଚ ଦାଶ ବେହେରା ପିଲାମାନେ ଭଲ ପାଠ ପଡି ଭଲ ମଣିଷ  ହୋଇ   ଦେଶ ମାତୃକାର ନାମ ରଖିବାକୁ କହିଥିଲେ |  ଅତିରିକ୍ତ  ଗୋଷ୍ଠି ଶିକ୍ଷା ଅଧିକାରୀ  ସିମାଞ୍ଚଳ ରଥ  ପିଲା ମାନଙ୍କୁ  ମନ ମତା ଣିଆ କଥା କହି  ଖୁସି କରିଦେଇଥିଲେ  | ଏବଂ ଅନ୍ୟ  ସମ୍ମାନିତ ଅତିଥି ତଥା ସାମ୍ବାଦିକ ପ୍ରସନ୍ନ କୁମାର ଦାଶ, ପିଲାମାନେ  ଦୁଇଟି ଜିନିଷ କୁ ଧ୍ୟାନ ଦେବାକୁ କହିଥିଲେ | ପ୍ରଥମଟି ହେଲାପିତା, ମାତା ସେବା ସହିତ ଗୁରୁସେବା ଓ ଦ୍ୱତୀୟଟି ହେଲା  ପାଠ ପଢିଧର୍ଯ୍ୟ ଓସାହସ ରଖିସଫଳ ତାରେ ପହଂଚିବାକୁହେବ     କହିଥିଲେ  |  ଶେଷରେ  ପିଲାମାନେ ମନ ମୁଗ୍ଧକାର  ନୃତ୍ୟ ପରିବେଷଣ କରି  ଉପସ୍ଥିତ ଅତିଥି ଓ ଅଭିଭାବକ ତଥା ଦର୍ଶକ ଙ୍କ  ହୃଦୟ କୁଛୁଇଁ ପାରିଥିଲେ  | ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ଗୁରୁମା,  ପ୍ରିୟଙ୍କା ସାହୁ, ସଙ୍ଗୀତା ସାହୁ, ପୂଜା ସାହୁ, ପ୍ରକାଶିନି ସାହୁ, ମୋନାଲିଶା ଗୌଡ଼, ରେଣୁବାଳା ମହାପାତ୍ର, ଙ୍କ ସହ ସେବିକା  କବିତା ମହାପାତ୍ର  ଙ୍କର  ସାହାଯ୍ୟ ଓ ସହଯୋଗ ରେ  ବାର୍ଷିକ ଉତ୍ସବ ଟି ସାଫଲ୍ୟ ମଣ୍ଡିତ ହୋଇ ଥିଲା  |  ବିଦ୍ୟାଳୟ  ର ପ୍ରଧାନଶିକ୍ଷକ ନୀଳକଣ୍ଠ ବେହେରା  ସମସ୍ତ ଅତିଥିଙ୍କୁ  ଧନ୍ୟବାଦ ଅର୍ପଣ କରିଥିଲେ  |

News Comment

You Might Also Like

BACK TO TOP