Breaking News

ଲଉଡ଼ିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ |   (10-Oct-2026)       ||      ଖଲ୍ଲିକୋଟ ପୋଲିସ ଦ୍ୱାରା ଖୋଜାପଲ୍ଲୀ ଚିତ୍ରସେନ ଜେନା ହତ୍ୟାକାଣ୍ଡ ର ଜଣେ ଆସମୀ ଗିରଫ |   (10-Oct-2026)       ||      ପାଇକମାଳ ମାଉସୀ ମା ମନ୍ଦିର ଠାରେ ଗାୟତ୍ରୀ ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ ||   (10-Oct-2026)       ||      ଉତ୍କଳ ମଣୀ ଗୋପବନ୍ଧୁ ଦାଶ ଙ୍କ ଜୟନ୍ତୀ କରୁଣା କାନ୍ତି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ପାଳିତ ||   (10-Oct-2026)       ||      2026-ମଥୁରା କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      କଂଗ୍ରେସ ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ ନ୍ୟୟ ପଥେ ପଦଯାତ୍ରା ରଘୁନାଥ ପୁର ବ୍ଲକରେ ଅନୁଷ୍ଠିତ |   (10-Oct-2026)       ||      ଗଞ୍ଜାମ ଜିଲ୍ଲା ପାଳ ଛତ୍ରପୁର ବ୍ଳକର 5ଟି ପଞ୍ଚାୟତ କୁ ଟିବି ମୁକ୍ତ ଘୋଷଣା କଲେ |   (10-Oct-2026)       ||      ଗଞ୍ଜାମ ଜିଲ୍ଳାରେ ଧାନ ଫସଲ ରେ ରୋଗ ପୋକ ଲାଗି ବ୍ୟାପକ କ୍ଷତି |    (10-Oct-2026)       ||      ଶ୍ରୀମତୀ ସାଢ଼ି ଶାରଦା ରେଡ୍ଡୀ ଛତ୍ରପୁର ବ୍ଳକ ଅଧକ୍ଷା ଦାୟିତ୍ୱରେ ରହିଲେ |    (10-Oct-2026)       ||      ଶିକର ପାଇରେ ଭୈରବ ବାଲିଯାତ୍ରା, ନିଆଁ ମାଡି ମାନସିକ ପୁର୍ଣ କଲେ ଶ୍ରଦ୍ଧାଳୁ |   (09-Oct-2026)       ||      ତାରା ତାରିଣୀ କଲେଜ ରେ 24ଜଣଙ୍କ ନାମାଙ୍କନ ମଧ୍ୟରୁ ଜଣଙ୍କ ନାକଚ ||   (09-Oct-2026)       ||      ଅଙ୍ଗନ ୱାଡି କେନ୍ଦ୍ର ର ଅବ୍ୟବସ୍ଥା ସାମ୍ନାକୁ ଆଣିଲେ ସାମ୍ବାଦିକ ଙ୍କୁ ଧମକ ||   (09-Oct-2026)       ||      ଦୁଇ ଯୁବକଙ୍କ ମଧ୍ୟରେ ବଚସା ରୁ ଚୁରାମାଡ଼ ଜଣେ ମୃତ, ଜଣେ ଗୁରୁତର |    (09-Oct-2026)       ||      ସଭାପତି ଭାବେ ନିର୍ଦ୍ୱନ୍ଦ୍ୱ ରେ ବିଜୟୀ ହେଲେ ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ର ସରସ୍ବତୀ ସାହୁ |   (09-Oct-2026)       ||      ବେଲଗୁଣ୍ଠା ରେ ବେଆଇନ ବନ୍ଧୁକ ଜବତ, ଜଣେ ଗିରଫ |    (09-Oct-2026)       ||      ଗଞ୍ଜାମରେ ମାଷ୍ଟର ଟ୍ରେନର ପାଇଁ, ଜିଲ୍ଲା ସ୍ତରୀୟ ତାଲିମ ଶିବିର |   (09-Oct-2026)       ||      ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ ||   (09-Oct-2026)       ||      ଚିକିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ ||   (09-Oct-2026)       ||     

ସୌର ଉଦ୍ୟଗ ଉପରେ ପଥ ପ୍ରାନ୍ତ ନାଟକ ପାରିବେଷିତ |

15-Feb-2025

ସୌର ଉଦ୍ୟୋଗ ଉପରେ ପଥ ପ୍ରାନ୍ତ ନାଟକ ପରିବେଷଣ,

            ଓଡିଶା ଜନମତ ବ୍ୟୁରୋ,

ବନ୍ଧୁଗାଁ ତା, ୧୫/୨/୨୫  ବନ୍ଧୁଗାଁ ବ୍ଲକରେ ଏନଜିଓ ସ୍ପ୍ରେଡ ତରଫରୁ ଆନ୍ଧ୍ର ସୀମାନ୍ତ ଗାଁ ଗୁଡ଼ିକୁ ଯାଇ ସୋଲାର ଲାଇଟ୍ ବ୍ୟବହାର ଉପରେ ଲୋକଙ୍କୁ ସଚେତନତା ପାଇଁ ସୁନ୍ଦର ନାଟକ ପରିବେଷଣ କରି ଥିଲେ। ନାଟକରେ ନାଟ୍ୟକାର ଭାବରେ ନାଟ ଗୁରୁ ଭଗବାନ ନାଗ, ନାଟ୍ୟ କଳାକାର ଗଣ -କୁମର କନ୍ଧକି, ଦୈତାରି ଦିଶାରି, ମଧୁ ଦଳେଇ,ବଲରାମ ହନ୍ତାଳ, ଜୟନ୍ତପ୍ରଧାନ, ଚୈତନ୍ୟ ଦିଶାରି ଓ ମ୍ୟୁଜିକ ମାରିବା ବ୍ୟକ୍ତି କୃଷ୍ଣ ବିଷଇ ଏହି ସମସ୍ତେ ମିଶି ଏକ ଟିମ ହୋଇ ଲୋକଙ୍କୁ ନାଟକ ମାଧ୍ୟମରେ  ବିଦ୍ୟୁତ ବିଲ ହ୍ରାସ, ସହଜ ବ୍ୟବସ୍ଥା, ନିର୍ଭର ଯୋଗ୍ୟ ଏବଂ ବିଶ୍ୱାସ ଯୋଗ୍ୟ, ସର୍ବନିମ୍ନ୍ନ ରକ୍ଷାଣ ବେକ୍ଷଣା, ଓ ଶୌରଶକ୍ତି କଣ ଏହାକୁ ଆମ୍ଭେ କିପରି ଓ କେଉଁ ସ୍ଥାନରେ ଉପକୃତ ବ୍ୟବହାର କରିବା,ସୋଲାର ପ୍ୟାନେଲଗୁଡିକ କିପରି କାମକରେ,ସୌରଶକ୍ତି ଦ୍ୱାରା କଣ କଣ ଲାଭ ହୋଇଥାଏ, ଶୌରଶକ୍ତି କେତେ ପ୍ରକାରର ଉପଲଦ୍ଦ, ଶୌଶକ୍ତି ପ୍ରଣାଲିର ମୂଲ୍ୟକେତେ, (DRE )ସମାଧାନ ସଂସ୍ଥାପନ ପାଇଁ ଆର୍ଥିକ ସୋହୟତା କଣ, ସୋଲାର ପ୍ୟାନେଲ ଗୁଡିକ କେତେ ସମୟ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହେ, ମେଘୁଆଦିନରେ କିମ୍ଭା ରାତିରେ ସୋଲାର ପ୍ୟାନେଲ କାମ କରେ କି, ସୋଲାର ପ୍ୟାନେଲ କେତେ ରକ୍ଷାଣବେକ୍ଷଣ ଆବଶ୍ୟକ କରେ, ସୋଲାର ଶକ୍ତି ବ୍ୟବସ୍ତା କରିବାକୁ କେତେ ସମୟ ଲାଗିବ, ସୋଲାର ପ୍ୟାନେଲଗୁଡିକ ଛାତକୁନଷ୍ଟ କରିବ କି, ସୋଲାର ପ୍ୟାନେଲ ସ୍ଥାପନ କରିବା ପୂର୍ବରୁ ଛାତକୁ ବଦଳାଇବା ଆବଶ୍ୟକକି,ଭବିଷ୍ୟତରେ ସୋଲାର ପ୍ରଣାଳୀକୁ ବିସ୍ତାର କରିହୋବକି, ସୋଲାର ଇନଭର୍ଟର କଣ, ଏହି ସମସ୍ତ ବିଷୟକୁ ନେଇ ସଲ୍ୟୁସନ ପର୍ଟାଲ ମାଧ୍ୟମୋର ଏକ ଡିଜିଟାଲ ପ୍ଳାଟଫର୍ମ ଯାହା ଶକ୍ତି-ଦକ୍ଷତା ଏବଂ ନିର୍ମଳ ଶକ୍ତି ପ୍ରଯୁକ୍ତି ବିଦ୍ୟାକୁ ପ୍ରୋତ୍ସାହିତ କରିବାକୁ ଲକ୍ଷ ରଖିଥିବାବେଳେ ଆର୍ଥିକ ବିକାଶ ଏବଂ ଦାରିଦ୍ର୍ୟ ହ୍ରାସ କରିବାରେ ଏହି ଉପକରଣଗୁଡିକ ଏକ ସକାରାତ୍ମକ ଭୂମିକା ଗ୍ରହଣ କରିଥାଏ I ଉକ୍ତ ସମସ୍ତ ବିଷୟ ଉପରେ ନେଇ ଏକ ନାଟ୍ୟ ଭାବରେ ଲୋକଙ୍କୁ ବୁଝେଇଥିଲେ I ଅଞ୍ଚଳବାସି ନିଜେ ଭଲ ଭାବରେ ବୁଝିବା ସହିତ ନାଟକକୁ ମନଭରି ଉପଭୋଗ କରି ଥିବା ଦେଖିବାକୁ ମିଳିଛି I

News Comment

You Might Also Like

BACK TO TOP