Breaking News

ଅନାଥ ଶିଶୁ ଙ୍କୁ ସହଯୋଗ ର ହାତ ବଢ଼ାଇଲେ ବଡ଼ ଖଇର ଖମା ପଞ୍ଚାୟତ ବାସୀ |   (24-Aug-2026)       ||      ବିଶ୍ୱର ସବୁଠୁ ବୟସ୍କ ଓ ଜୀବିତ ଥିବା 117ବର୍ଷ ର ମହିଳା , ଏଥେଲ କ୍ୟାଟର ହାମ |   (24-Aug-2026)       ||      ସମ୍ବଲପୁର ପୋଲିସ ଏକ ମୋବାଇଲ ମେଳା ଦ୍ୱାରା ପ୍ରକୃତ ମାଲିକ ଙ୍କୁ ଫେରାଇଲେ ଟଙ୍କା ଓ ମୋବାଇଲ ||   (24-Aug-2026)       ||      ଯାଜପୁର ପୋଲିସ ଦ୍ୱାରା ଦୁଇଟି ଗାଡି ଜବତ ସହ ଅଭିଯୁକ୍ତ କୁ ଗିରଫ |    (24-Aug-2026)       ||      ପୁରୀ ଶ୍ରୀମନ୍ଦିର ଏବଂ ଅନ୍ୟାନ୍ୟ ମଠ, ମନ୍ଦିର ରେ ଆରମ୍ଭ ହେଲା ଝୁଲଣ ଯାତ୍ରା |    (23-Aug-2026)       ||      ଲଗାଣ ବର୍ଷାରେ ଭାଙ୍ଗିଗଲା ଘର ଅଳ୍ପ କେ ବର୍ତ୍ତିଲେ ଦୁଇ ପରିବାର ||   (23-Aug-2026)       ||      ଶତାୟୁ ମହିଳା ଶକୁନ୍ତଳା ପରଲୋକ ରେ |   (23-Aug-2026)       ||      ପୋଲସରା ଗୋଷ୍ଟି ସ୍ଵାସ୍ତ୍ୟ କେନ୍ଦ୍ର ରେ ସୁଭଦ୍ରା କାଫେ ଉଦଘାଟନ!|    (23-Aug-2026)       ||      ଗଞ୍ଜାମରେ ନବେଦିନ ପାଇଁ ଧାରା 30 ଲାଗୁହେଲା, ଅଗଷ୍ଟ 16ରୁ ନଭେମ୍ବର 13 ପର୍ଯ୍ୟନ୍ତ |   (23-Aug-2026)       ||      ଅଭିନେତା ଗୋବିନ୍ଦଙ୍କ ଜାତକ କୁଣ୍ଡଳୀରେ ଦ୍ୱତୀୟ ବିବାହ କରିବାକୁ ଅଛି କହିଲେ |    (23-Aug-2026)       ||      ଲଗାଣ ଲଘୁଚାପ ବର୍ଷାରେ ଭାଙ୍ଗିଗଲା ଘର ||   (23-Aug-2026)       ||      ଥାନା ଏସ ଆଈଙ୍କ ବିବାହ ପ୍ରତିଶୃତି ଦେଇ କଲେ ପ୍ରତାରଣା |   (23-Aug-2026)       ||      ଚିନିର ଅହେତୁକ ମୂଲ୍ୟ ବୃଦ୍ଧି ଖାଉଟିଓ ବ୍ୟବସାୟୀ ଙ୍କ ପାଈଁ ଚିନ୍ତା ପାଲଟିଛି |    (23-Aug-2026)       ||      କନ୍ଧମାଳ ପିଡି ଓ କୋଟଗଡ଼ ବିଡ଼ିଓ ଦୁର୍ଗମ ଅଞ୍ଚଳ ବୁଲି ଲୋକଙ୍କ ସମସ୍ୟା ବୁଝିଲେ |   (23-Aug-2026)       ||      ବାଲିଗୁଡା ପୋଲିସ ଦ୍ୱାରା ବ୍ରାଉନ ସୁଗାର, ଗଞ୍ଜେଇ ସହ ଅଭିଯୁକ୍ତ ଗିରଫ |    (23-Aug-2026)       ||      ରାୟଗଡା ବନ ବିଭାଗ ର ଚଢ଼ାଉ ଯୋଗୁଁ 3ଲକ୍ଷ ଟଙ୍କାର କାଠ ସହ 3ଜଣଙ୍କୁ ଗିରଫ |    (23-Aug-2026)       ||      ବସ ବାଇକ ମୁହାଁମୁହିଁ ଧକ୍କାରେ ତିନି ଗୁରୁତର |   (23-Aug-2026)       ||      ଗଣେଶ ପୂଜା କୁ ଆସୁଛି ହରର ଓଡ଼ିଆସିନେମା " ଦାହନ " |    (22-Aug-2026)       ||      ଭଞ୍ଜନଗର ଉତ୍ତର ଘୁମୁସର ବନ ଖଣ୍ଡ ରେ ଦୁଇଟି ବାଘ ଛୁଆ ରାସ୍ତା ପାରହେଉଥିବା ଦୃଶ୍ୟ |    (22-Aug-2026)       ||      ଅନ୍ଧବିଶ୍ୱାସ ର କରୁଣ ପରିଣତି , ଧନ ପ୍ରାପ୍ତି ପାଇଁ ଘରେ ଦେଇଥିଲେ ନର ବଳି |   (22-Aug-2026)       ||     

ଭଞ୍ଜନଗର ଠାରେ ବିଭିର୍ନ୍ନ ଅନୁଷ୍ଠାନ ତରଫରୁ 76ତମ ସାଧାରଣ ତନ୍ତ୍ର ଦିବସ ପାଳିତ |

26-Jan-2025

ବିଭିନ୍ନ ଅନୁଷ୍ଠାନ ତରଫରୁ 76 ତମ ସାଧାରଣ ତନ୍ତ୍ର ଦିବସ,

           ଓଡିଶା ଜନମତ  ବ୍ୟୁରୋ,

ଭଞ୍ଜନଗର ଠାରେ ଉପଖଣ୍ଡସ୍ତରୀୟ 76 ତମ ଗଣତନ୍ତ୍ର ଦିବସ ପାଳନ ହୋଇ ଯାଇଛି ।ଉପଜିଲ୍ଲାପାଳ ଅନିଲ କୁମାର ସେଠୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଅନ୍ୟ ମାନଙ୍କ  ମଧ୍ୟରେଉପଖଣ୍ଡ ସୁଚନା ଓ ଲୋକ ସଂପର୍କ ଅଧିକାରୀ ଗୌରୀଶଙ୍କର ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ
ସେହିପରି ଭଞ୍ଜନଗର ଅଟୋ ଚାଳକ ସଙ୍ଘ, ସ୍ୱାମୀ ବିବେକାନନ୍ଦ ବିଦ୍ୟାଳୟ, ବରିଷ୍ଠ ନାଗରିକ ମଞ୍ଚ ଓ ଭଞ୍ଜନଗର ପ୍ରେସ କ୍ଲବ ଠାରେ ଗଣତନ୍ତ୍ର ଦିବସ ପାଳନ ହୋଇଛି।ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଚିତାକର୍ଷକ ପ୍ୟାରେଡ଼ ଦର୍ଶକ ଙ୍କୁ ଆକର୍ଷଣ କରିଥିଲା।ସେହିପରି ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା,ସେହିପରି ବାଉଁଶ ଲୁଣ୍ଡି ର ସର୍ବ ପୁରାତନ ପାଠାଗାର ରାଧା କୃଷ୍ଣ ପାଠଗର , ବଚପନ ପ୍ଲେ ସ୍କୁଲ ଠାରେ 76 ତମ ସାଧାରଣ ତନ୍ତ୍ର ଦିବସ ପାଳନ ହୋଇଛି।

News Comment

You Might Also Like

BACK TO TOP