Breaking
News
Breaking
News
15-Jan-2025
ଭେଜିଫୁଟ ରୁ ଚୋରି ସ୍କୁଟି କୋଦଳା ରୁ ଉଦ୍ଧାର କଲା ପୋଲିସ,
ଓଡିଶା ଜନମତ ,ଖଲ୍ଲିକୋଟ, ମାଧବ ବେହେରା, 15/1 :
ଗତ ଜାନୁଆରୀ ସାତ ତାରିଖରୁ ଭେଜଫୁଟ ଫାଣ୍ଡି ଅନ୍ତର୍ଗତ ଭେଜିଫୁଟ ଗ୍ରାମର ଦୀନବନ୍ଧୁ ସାହୁଙ୍କର ଏକ ଟି ଭି ଏସ ଜୁପୀଟର ଓ ଡ଼ି 02ସି X 5017 ଚୋରି ହୋଇଥିଲା | ତେବେ ଏ ସମ୍ପର୍କ ରେ ଏକ ଏତେଲା ଦେବା ଭେଜିଫୁଟ ଫାଣ୍ଡି ଅଧିକାରୀ ଦେବାଶିଷ ମିଶ୍ର 5017 ଚୋରି ହୋଇଥିଲା | ତେବେ ଏ ସମ୍ପର୍କ ରେ ଏକ ଏତେଲା ଦେବା ଭେଜିଫୁଟ ଫାଣ୍ଡି ଅଧିକାରୀ ଦେବାଶିଷ ମିଶ୍ର ଥାନା କେସ ନମ୍ବର 797 /7 / 1 ରେ ଏକ ଚୋରି ମାମଲା ରୁଜ୍ଜୁ କରିଥିଲା ବହୁ ଖୋଜା ଖୋଜି ପରେ କୋଦଳା ଛକ ଠାରେ ଥିବା ଜାଣି ପାରିଥିଲେ | ଆସାମୀ ଫେରାର ଥିଲା |ଭେଜିଫୁଟ ପୋଲିସ କୌଣସି ସୂତ୍ର ରୁ ଖବର ପାଇଁ କୋଦଳା ଥାନା ରେଞ୍ଜ ବଙ୍ଗଳା ର ଏମ. ଶରଣ ନାମକ ଜଣେ ଯୁବକ ଭେଜିଫୁଟ ପୋଲିସ ଗିରଫ କରି କୋର୍ଟ ଚାଲାଣ କଡ଼ିଥିବା ଜଣାପଡିଛି |
BACK TO TOP